Browsing Category

ଦେଶ ବିଦେଶ

ଋଷ-ୟୁକ୍ରେନ୍ ଯୁଦ୍ଧ : ପୁଟିନଙ୍କ ପାଇଁ ବାଇଡ଼େନଙ୍କ ପ୍ଲାନ୍; କହିଲେ, ୠଷର ପରମାଣୁ ଆକ୍ରମଣ ପାଇଁ ଆମେରିକା କରିଛି…

କନକ ବ୍ୟୁରୋ : ଭୟଙ୍କର ରୂପ ଧାରଣ କରିଛି ଋଷ-ୟୁକ୍ରେନ୍ ଯୁଦ୍ଧ । ୟୁକ୍ରେନ୍ ଆକାଶରୁ ହେଉଛି ଅଗ୍ନିବର୍ଷା । ଋଷିଆ ସେନା ୟୁକ୍ରେନଠାରୁ ପରାସ୍ତ ହେବା ପରଠାରୁ ପରମାଣୁ ଆକ୍ରମଣ ନେଇ ପ୍ରସ୍ତୁତ ହେଉଛନ୍ତି । ତେବେ ଏହି ରୁଷ-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ପୁଟିନଙ୍କ ପାଇଁ ଜୋ -ବାଇଡ଼େନଙ୍କ ପ୍ଲାନ ।…
Read More...

ଏଲନ ମସ୍କ ବିକୁଛନ୍ତି ପରଫ୍ୟୁମ । ଗୋଟିଏ ଥରରେ ବିକ୍ରି ହେଲା ୧୦ ହଜାର ବୋତଲ, ଜାଣନ୍ତୁ କେତେ ରହିଛି ଦାମ

କନକ ବ୍ୟୁରୋ : ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି କୁହାଯାଉଥିବା ଏଲନ ମସ୍କ ଏବେ ଫରଫ୍ୟୁମ୍ ବିକ୍ରେତା ସାଜିଛନ୍ତି । ଏନେଇ ସେ ନିଜ ଟ୍ୱିଟର ଆକାଉଣ୍ଟରେ ସୂଚନା ଦେଇଛନ୍ତି । ସେ ବ୍ରଣ୍ଟ ହେୟାର ନାମକୁ ଏକ ପରଫ୍ୟୁମ୍ ବ୍ରାଣ୍ଡ ଲଂଚ କରିଛନ୍ତି । ଏନେଇ ସେ ଦାବି କରିଛନ୍ତି କି ଏହି ପରଫ୍ୟୁମ…
Read More...

ସାଜିଦ ଖାନକୁ ବିଗ୍ ବସରୁ ବାହାର କରିବା ନେଇ ଚିଠି ଲେଖିବା ପରେ ଦିଲ୍ଲୀ ମହିଳା ଆୟୋଗଙ୍କୁ ଦୁଷ୍କର୍ମ ଧମକ, ଟ୍ୱିଟ୍ କରି…

କନକ ବ୍ୟୁରୋ : ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ୱାତୀ ମାଲିୱାଲଙ୍କୁ ଇନଷ୍ଟଗ୍ରାମରେ ଦୁଷ୍କର୍ମ ଧମକ ମିଳୁଛି । ମାଲିୱାଲଙ୍କୁ ଦୁଇଟି ଅଲଗା ଅଲଗା ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏହି ଧମକ ମିଳୁଛି । ଏହି ଦୁଇଜଣ ଇନଷ୍ଟାଗ୍ରାମ ବ୍ୟବହାରକାରୀ ସ୍ୱାତୀଙ୍କୁ ଅସଭ୍ୟ ଭାଷାରେ ଗାଳି କରିବା ସହ…
Read More...

ଦେଶର ସବୁଠୁ ଭଲ ୧୦ ଟି ସ୍କୁଲ ମଧ୍ୟରୁ କେବଳ ଦିଲ୍ଲୀରେ ରହିଛି ୫ ଟି ସ୍କୁଲ, ଟ୍ୱିଟ କରି ଶୁଭେଚ୍ଛା ଜଣାଇଲେ କେଜ୍ରିୱାଲ

କନକ ବ୍ୟୁରୋ : ଶିକ୍ଷା, ସ୍ୱାସ୍ଥ୍ୟ ଓ ମାଗଣା ବିଜୁଳି ମୂୁଦ୍ଦାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସବୁବେଳେ ଚର୍ଚ୍ଚାରେ ରହିଛନ୍ତି । ଏହି କ୍ରମରେ ଦିଲ୍ଲୀର ୨ ଟି ସରକାରୀ ସ୍କୁଲ ଦେଶରେ ରାଜ୍ୟ ସରକାର ମାନେ ଚଳାଉଥିବା ସ୍କୁଲମାନଙ୍କ ମଧ୍ୟରେ ଟପ୍ ର୍ୟାଙ୍କରେ ରହିଛି ।…
Read More...

‘ଜମ୍ମୁ-କାଶ୍ମୀରରେ ବର୍ଷକରୁ ଅଧିକ ସମୟ ରହିଥିଲେ ଭୋଟ ଦେଇପାରିବେ’: ନିଷ୍ପତ୍ତିକୁ ନେଇ ହଙ୍ଗାମା

କନକ ବ୍ୟୁରୋ: ଜମ୍ମୁ-କାଶ୍ମୀର ପାଇଁ ଜାରି ହୋଇଛି ନିର୍ବାଚନୀ ଅଧିସୂଚନା । ଏହା ମୁତାବକ, ଯିଏ ଏଠାରେ ୧ବର୍ଷରୁ ଅଧିକ ସମୟ ରହିଥିବେ ସେ ସେଠାରେ ହେବାକୁ ଥିବା ନିର୍ବାଚନରେ ମତଦାନ କରିପାରିବେ । ଡେପୁଟି କମିଶନର ଏହା ସୂଚନା ଜାରି କରିବା ପରେ ଏହାକୁ ନେଇ ଏବେ ରାଜନୈତିକ ଝଡ ସୃଷ୍ଟି ହୋଇଛି ।…
Read More...

ମିଗ୍ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ । ସମୁଦ୍ରକୁ ଡେଇଁ ଜୀବନ ବଞ୍ଚାଇଲେ ପାଇଲଟ ।

କନକ ବ୍ୟୁରୋ : ପୁଣି ଦୁର୍ଘଟଣାଗ୍ରସ୍ତ ହେଲା ଭାରତୀୟ ସେନାର ମିଗ୍ ୨୯କେ ବିମାନ । ନିୟମିତ ଉଡାଣ ଭରିବା ବେଳେ ଗୋଆର ସମୁଦ୍ର ଉପରେ ଯାନ୍ତ୍ରିକ ତ୍ରୁଟି ପାଇଁ ଏହି ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ପାଇଲଟ ଉପସ୍ଥିତ ବୁଦ୍ଧି ଖଟାଇ…
Read More...

ରାମଲୀଳା ମଞ୍ଚରେ ଚାଲିଥିଲା ଆଳତି, ମଞ୍ଚ ଉପରେ ଟଳିପଡିଲେ ମହାଦେବ ଶିବ ଚରିତ୍ର

କନକ ବ୍ୟୁରୋ: ଉତ୍ତରପ୍ରଦେଶ ଜୌନପୁରରୁ ଆସିଛି ହୃଦୟବିଦାରକ ଖବର । ଏଠିକାର ବେଲାସିନ୍ ଗାଁରେ ଚାଲିଥିଲା ରାମଲୀଳା । ଭଗବାନ୍ ଶିବଙ୍କର ଆଳତି କରୁଥିଲେ ପୂଜାରୀ । ହେଲେ ଏହି ସମୟରେ ଶିବ ଚରିତ୍ରରେ ଥିବା ବ୍ୟକ୍ତିଙ୍କୁ ହେଲା ହୃଦଘାତ । ଫଳରେ ମଞ୍ଚ ଉପରେ ହିଁ ଟଳିପଡିଲେ । ତାଙ୍କୁ ତୁରନ୍ତ…
Read More...

ରୋଜର ବିନ୍ନି ହେବେ ବିସିସିଆଇର ପରବର୍ତ୍ତୀ ସଭାପତି : ଗାଙ୍ଗୁଲିଙ୍କ କାର୍ଯ୍ୟକଳାପକୁ ନେଇ ଅସନ୍ତୁଷ୍ଟ ଅଛନ୍ତି…

କନକ ବ୍ୟୁରୋ : ବଦଳିବେ ବିଶ୍ୱର ସବୁଠାରୁ ଧନୀ କ୍ରିକେଟ୍ ବୋର୍ଡର ସଭାପତି । ୧୯୮୩ ବିଶ୍ୱକପ୍ ବିଜେତା ଟିମର ସଦସ୍ୟ ରୋଜର ବିନ୍ନି ନେବେ ସୌରଭ ଗାଙ୍ଗୁଲିଙ୍କ ସ୍ଥାନ । ବିନ୍ନି ପରବର୍ତ୍ତୀ ସଭାପତି ହେବା ଏକପ୍ରକାର ନିଶ୍ଚିତ । ଆଜି ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ରହିଛି । ୧୪ ତାରିଖ…
Read More...

ମାନ୍ଦାବସ୍ଥା ଦିଗରେ ଆମେରିକା: ପ୍ରତିମାସରେ ଦେଶରେ ଚାକିରି ହରାଇପାରନ୍ତି  ୧.୭୫ ଲକ୍ଷ ଲୋକ, ଜାଣନ୍ତୁ ଭାରତ ଉପରେ…

କନକ ବ୍ୟୁରୋ:  କରୋନା ମହାମାରୀଠାରୁ ଦେଶକୁ ଘାରିଛି ମାନ୍ଦାବସ୍ଥା । ଏଥି ଯୋଗୁଁ କିଛି ଦେଶ ତଳିତଳାନ୍ତ ହୋଇଥିବାର ନଜିର ମଧ୍ୟ ରହିଛି । ଏବେ ଆମେରିକା ମଧ୍ୟ ଏହି ଘୋର ମାନ୍ଦାବସ୍ଥାର ଶିକାର ହେବାକୁ ଯାଉଛି । ଫଳରେ ପ୍ରତି ମାସରେ ଆମେରିକାରେ ପାଖାପାଖି ୧.୭୫ ଲକ୍ଷ ଲୋକ ଚାକିରି ହରାଇବାର…
Read More...

ପୃଥିବୀ ପାଇଁ ଶୁଭ ଖବର । ପୃଥିବୀ ଆଡକୁ ଆସୁଥିବା ଆଷ୍ଟ୍ରଏଡ୍ ଗୁଡିକର ଦିଗ ବଦଳାଇଦେଲା ନାଶାର ‘ଡାର୍ଟ ମିଶନ୍’

କନକ ବ୍ୟୁରୋ: ନାସାକୁ ମିଳିଛି ଏକ ବଡ ସଫଳତା । ଏହାର ସବୁଠାରୁ ବଡ ପ୍ରୋଜେକ୍ଟ ‘ଡାର୍ଟ ମିଶନ୍’ ନିଜ ଉଦ୍ଦେଶ୍ୟରେ ସଫଳ ହୋଇଛି । ପୃଥିବୀକୁ କୌଣସି କ୍ଷତି ହେବାରୁ ବଞ୍ଚାଇବାକୁ ଯାଇ ଏହାର କକ୍ଷ ପଥରେ ଥିବା ସମସ୍ତ ଗ୍ରହାଣୁ ବା ଆଷ୍ଟ୍ରଏଡ୍ ଗୁୁଡିକୁ ଦୂରକୁ ଦୂରେଇ ଦେଇଛି, କହିବାକୁ ଗଲେ…
Read More...