Browsing Category

ଦେଶ ବିଦେଶ

ସଫଳ ହେଲା ନାସାର ମିଶନ ଡାର୍ଟ, ବଦଳିଲା ପୃଥିବୀ ଆଡକୁ ମାଡିଆସୁଥିବା ଗ୍ରହାଣୁର ଗତିପଥ

କନକ ବ୍ୟୁରୋ : ନାସାର ଐତିହାସିକ ମିଶନ ଡାର୍ଟ ସଫଳ ହୋଇଛି । ପୃଥବୀ ଆଡକୁ ମାଡିଆସୁଥିବା ଏକ ଗ୍ରହାଣୁର ଗତିପଥରକୁ ବଦଳାଇ ଦିଆଯାଇଛି । ନାସା ପକ୍ଷରୁ ଏହି ମିଶନ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଥିଲା । ପ୍ରଥମ ଥର ପାଇଁ ନାସା ପକ୍ଷରୁ ମହାଜାଗତିକ ବସ୍ତୁର ଗତିପଥକୁ ବଦଳାଇ ଦିଆଯାଇଛି ।…
Read More...

 ବିଶ୍ୱ ଅର୍ଥନୀତିକୁ ନେଇ ସତର୍କ କଲା ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି  ଆଇଏମ୍ଏଫ ।  ଭାରତର ଆର୍ଥିକ ଅଭିବୃଦ୍ଧି ହ୍ରାସ…

କନକ ବ୍ୟୁରୋ : ମାନ୍ଦାବସ୍ଥା ମୁହାଁ ବିଶ୍ୱ ଅର୍ଥନୀତି! ବିଶ୍ୱ ଅର୍ଥନୀତିକୁ ନେଇ ସତର୍କ କରିଛି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ବା ଆଇଏମ୍ଏଫ୍ । ଆଇଏମ୍ଏଫ୍ କହିଛି, ବିଶ୍ୱ ଅର୍ଥନୀତି ପାଇଁ ଆଗକୁ ଆହୁରି ଖରାପ ସମୟ ଆସୁଛି । ଏପଟେ ଭାରତର ଆର୍ଥିକ ଅଭିବୃଦ୍ଧି ହ୍ରାସ ପାଇବ ବୋଲି କହିଛି…
Read More...

କାହିଁକି ଦୁର୍ଘଟଣାର ଶିକାର ‘ସେନା’ର ଶକ୍ତିଶାଳୀ ହେଲିକପ୍ଟର ଓ ବିମାନ, କଣ କହୁଛନ୍ତି ବିଶେଷଜ୍ଞ

କନକ ବ୍ୟୁରୋ : ୨୦୨୨ ଅକ୍ଟୋବର ୧୨, ମିଗ୍ ୨୯-କେ ଗୋଆରେ ଦୁର୍ଘଟଣାଗସ୍ତ ହୋଇଛି । ଦୁର୍ଘଟଣାରେ ପାଇଲଟ ସମୁଦ୍ରକୁ ଡେଇଁ ଜୀବନ ରକ୍ଷା କରିଥିଲେ । •    ୨୦୨୨ ଅକ୍ଟୋବର ୫ରେ ଅରୁଣାଚଳପ୍ରଦେଶରେ ତବାଙ୍ଗରେ ଚିତା ହେଲିକପ୍ଟର ଦୁର୍ଘଟଣାଗସ୍ତ ହୋଇଥିଲା । ଦୁର୍ଘଟଣାରେ ଜଣେ ସେନାଧିକାରୀ ସହିଦ ଓ…
Read More...

କେରଳରେ ଚାଞ୍ଚଲ୍ୟ, ଦୁଇ ମହିଳାଙ୍କୁ ଗଳାକାଟି ହତ୍ୟା

କନକ ବ୍ୟୁରୋ : ଘରେ ଧନ-ସମ୍ପତି ବୃଦ୍ଧି ପାଇଁ ଟପିଗଲେ ସବୁ ସୀମା । ଦେଲେ ଦୁଇ ମହିଳାଙ୍କ ନରବଳି । କେରଳର ପଥନମଥିତ ଜିଲ୍ଲାର ତିରୁଭଲ୍ଲାରୁ ଆସିଛି ଏମିତି ଏକ ଛାତିଥରା ଘଟଣା । ଏଭଳି ଏକ ଚରମ ହତ୍ୟାକାଣ୍ଡ ଭିଆଇଛନ୍ତି ଏକ ଦମ୍ପତି । ହତ୍ୟା ପଛର ମାଷ୍ଟର ମାଇଣ୍ଡ ହେଉଛି ରଶିଦ୍ ଓରଫ ମହମ୍ମଦ…
Read More...

ପୁଟିନଙ୍କ ‘ପରମାଣୁ’ ଧମକ ପରେ ବାଇଡେନଙ୍କ ପ୍ରତିକ୍ରିୟା । ଜାଣନ୍ତୁ କଣ ଗେମ୍ ପ୍ଲାନ ପ୍ରସ୍ତୁତ କରିଛନ୍ତି ଆମେରିକା…

କନକ ବ୍ୟୁରୋ :  ରୁଷ୍ ଓ ୟୁକ୍ରେନ୍ ଯୁଦ୍ଧ ଭିତରେ ‘ପରମାଣୁ’ ଆକ୍ରମଣ ସମଗ୍ର ବିଶ୍ୱ ପାଇଁ ଆତଙ୍କ ସୃଷ୍ଟି କରିଛି । ପୁଟିନଙ୍କ ଦ୍ୱାରା ବାରମ୍ବାର ପରମାଣୁ ଧମକ ଓ ୟୁକ୍ରେନ୍ ଉପରେ ମିଜାଇଲ ଆକ୍ରମଣକୁ ଗୁରୁତ୍ୱର ସହ ନେଇଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏବେ ବଡ଼ ବୟାନ ଦେଇଛନ୍ତି ।…
Read More...

ଆଇସିସି ଟୁର୍ଣ୍ଣାମେଣ୍ଟରେ ଡରୁଆ ଭଳି ଖେଳେ ଟିମ୍ ଇଣ୍ଡିଆ । ଟି-୨୦ ବିଶ୍ୱକପ ପୂର୍ବରୁ ଇଏ କଣ କହିଗଲେ ଇଂଲଣ୍ଡର…

କନକ ବ୍ୟୁରୋ : ଟି-୨୦ ବିଶ୍ୱକପ୍ ପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ । ବିଶ୍ୱକପରେ ବାଜିମାତ କରିବାକୁ ଅଷ୍ଟ୍ରେଲିଆରେ ପହଞ୍ଚି ପ୍ରସ୍ତୁତି ଆରମ୍ଭ କରିଛି ଟିମ୍ ଇଣ୍ଡିଆ । ଏପରିକି ପ୍ରଥମ ଅଭ୍ୟାସ ମ୍ୟାଚରେ ମଧ୍ୟ ବିଜୟୀ ହୋଇଛି ଭାରତ । ଆସନ୍ତା ଅକ୍ଟୋବର ୨୩ରେ ପାକିସ୍ତାନ ବିପକ୍ଷରେ ମ୍ୟାଚ୍…
Read More...

ଯଦି ପୁଟିନ ପକାଇବେ ପରମାଣୁ ବୋମା …… ତେବେ ଜାଣନ୍ତୁ କଣ କରିବାକୁ ଯୋଜନା କରିଛନ୍ତି ବାଇଡେନ

କନକ ବ୍ୟୁରୋ : ଋଷ ଓ ୟୁକ୍ରେନ ମଧ୍ୟରେ ଲାଗିଥିବା ଯୁଦ୍ଧ ଏବେ ସେହି ସ୍ଥିତିରେ ପହଂଚିସାରିଛି ଯେଉଁଠି କି ପରମାଣୁ ବୋମା ଆକ୍ରମଣ କରିବା ଭଳି ଧମକ ଦେବା ଆରମ୍ଭ ହୋଇଯାଇଛି । ସେପଟେ କ୍ରିମିୟା ବ୍ରିଜ ଆକ୍ରମଣ ପରେ ଋଷ ତରଫରୁ ୟୁକ୍ରେନ ଉପରେ ଆକ୍ରମଣକୁ ତୀବ୍ର କରାଯାଇଛି । ୟୁକ୍ରେନର କ୍ୱିବ୍,…
Read More...

ରେଳ କର୍ମଚାରୀଙ୍କ କେନ୍ଦ୍ର ସରକାରଙ୍କ ଦିପାବଳୀ ଉପହାର, ଜାଣନ୍ତୁ କେତେ ମିଳିବ ବୋନସ

କନକ ବ୍ୟୁରୋ : ଦିପାବଳୀ ଉପଲକ୍ଷେ କେନ୍ଦ୍ର ସରକାର ରେଳ କର୍ମଚାରୀଙ୍କ ବଡ ଉପହାର ଦେଇଛନ୍ତି । କେନ୍ଦ୍ର ମନ୍ତ୍ରୀମଣ୍ଡଳ ତରଫରୁ ରେଳ କର୍ମଚାରୀଙ୍କୁ ୭୮ ଦିନର ଦରମା ବୋନସ ଆକାରରେ ଦେବାକୁ ଯାଉଛନ୍ତି । ରେଳ କର୍ମଚାରୀଙ୍କୁ କେନ୍ଦ୍ର ସରକାର ମୋଟ ୧୮୩୨.୦୯ କୋଟି ଟଙ୍କାର ବୋନସ ଦେବେ । ଗତବର୍ଷ…
Read More...

ହାତ ଲଗେଇବା ମାତ୍ରେ ତଳକୁ ଖସିପଡିଲା ଆଖି, ମେଡିକାଲରେ ପହଂଚିବା ପରେ ଜଣା ପଡିଲା ହୋଇଛି ଆଖି ଚୋରି

କନକ ବ୍ୟୁରୋ : ଝାଡଖଣ୍ଡ ଜାମସେଦପୁରରୁ ଆସିଛି ଆଶ୍ଚର୍ଯ୍ୟ କରିଦେବା ଭଳି ଖବର । ଏଠାରେ ଜଣେ ବୟସ୍କ ବ୍ୟକ୍ତି ନିଜ ଆଖିକୁ ହାତରେ ଧରି ମେଡିକାଲରେ ପହଂଚିଥିଲେ । ସେ ଡାକ୍ତରଙ୍କୁ କହିଥିଲେ ଅପରେସନ ସମୟରେ ଡାକ୍ତର ତାଙ୍କର ଅସଲି ଆଖି ଖୋଳି ନେଇ ଏକ ଖେଳନା ଆଖି ଲଗାଇ ଦେଇଛନ୍ତି । ଏହି ଘଟଣା…
Read More...

କେରଳରେ ନରବଳୀ : ଧନୀ ହେବା ପାଇଁ ୨ ମହିଳାଙ୍କୁ ବଳି ଦିଆଯାଇଥିବା ଅଭିଯୋଗ; ଦମ୍ପତି ସମେତ ୩ଜଣ ଗିରଫ

କନକ ବ୍ୟୁରୋ : କେରଳରେ ନରବଳୀ । ଧନୀ ହେବା ପାଇଁ ୨ ମହିଳାଙ୍କୁ ବଳି ଦିଆଯାଇଥିବା ଅଭିଯୋଗ ହୋଇଛି । ଏହି ଖବର ଏବେ ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି । ଏହି ଘଟଣାରେ ଦମ୍ପତି ସମେତ ୩ଜଣଙ୍କୁ ଗିରଫ କରାଯାଇଛି । ୨ଜଣ ମହିଳାଙ୍କୁ ତଣ୍ଟି କାଟି ହତ୍ୟା କରାଯାଇଥିବା ସୂଚନା ମିଳିଛି । ମୃତ…
Read More...