Browsing Category

ଦେଶ ବିଦେଶ

ଭାରତୀୟ ବଜାର ଉପରେ ପଡୁଛି ବିଶ୍ୱ ବଜାର ମାନ୍ଦାବସ୍ଥାର ପ୍ରଭାବ: ଲଗାତାର ୩ୟ ଦିନ ପାଇଁ ଖସିଲା ସେୟାରମାର୍କେଟ

କନକ ବ୍ୟୁରୋ: ଲଗାତାର ତୃତୀୟ ଦିନ ପାଇଁ ରେଡ୍ ମାର୍କରେ ବନ୍ଦ ହୋଇଛି ଭାରତୀୟ ସେୟାର ବଜାର ।ବିଶ୍ୱ ବଜାରରେ ମାନ୍ଦାବସ୍ଥା କାରଣରୁ ଏହାର ପ୍ରଭାବ ଭାରତୀୟ ବଜାର ଉପରେ ମଧ୍ୟ ପଡିଛି । ମଙ୍ଗଳବାର ଉଭୟ ସେନସେକ୍ସ ଓ ନିଫ୍ଟି ଲାଲ ସଂକେତରେ ବନ୍ଦ ହୋଇଛି ।କାରବାର ଶେଷ ବେଳକୁ ବମ୍ବେ ଷ୍ଟକ…
Read More...

ଉଜ୍ଜୈନ ମହାକାଳ କରିଡର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ: ମହାକାଳଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ: ଅଦ୍ଭୁତ, ଅବିଶ୍ୱସନୀୟ, ଅକଳ୍ପନୀୟ, ଅଦ୍ୱିତୀୟ, ଅଲୌକିକ । ମଧ୍ୟପ୍ରଦେଶର ଉଜ୍ଜୈନରେ ନିର୍ମିତ ଭବ୍ୟ ମହାକାଳେଶ୍ୱର ମନ୍ଦିର କରିଡର । ୮୫୬ କୋଟି ଟଙ୍କା ପ୍ରକଳ୍ପରେ ନିର୍ମିତ ମହାକାଳ କରିଡର ଦେଶର ଅନ୍ୟତମ ପ୍ରମୁଖ ଧାର୍ମିକ ସ୍ଥଳୀ ହେବାକୁ ଯାଉଛି । ଏହି ମନ୍ଦିର ଭାରତର ୧୨…
Read More...

ହେବ କି ତୃତୀୟ ବିଶ୍ୱଯୁଦ୍ଧ? ଆଶଙ୍କା ବଢାଉଛି ଋଷ-ୟୁକ୍ରେନ ଯୁଦ୍ଧ

କନକ ବ୍ୟୁରୋ: ଭୟଙ୍କର ହେବାରେ ଲାଗିଛି ଋଷ ୟୁକ୍ରେନ ଯୁଦ୍ଧ । ଏହି ଯୁଦ୍ଧ ଏବେ ବିଶ୍ୱର ବିଭିନ୍ନ ଦେଶଗୁଡିକୁ ୨ ଭାଗରେ ବାଣ୍ଟି ଦେଇଛି । ଯୁଦ୍ଧ ଏତେ ମାତ୍ରାରେ ବଢିଯାଇଛି ପରମାଣୁ ଧମକ ମଧ୍ୟ ମିଳୁଛି । ଶାନ୍ତି ପାଇଁ ବାରମ୍ବାର ଅପିଲ ହେଉଥିଲେ ବି ପରିସ୍ଥିତିକୁ ଦେଖି ଲାଗୁନି ଲାଗିଥିବା ଏହି…
Read More...

ସାରା ବିଶ୍ୱରେ ଘନଉଛି ହିଜାବ ବିବାଦ, ହିଜାବକୁ ବିରୋଧ କରି ନିବସ୍ତ୍ର ହେଲେ ଚର୍ଚ୍ଚିତ ଅଭିନେତ୍ରୀ

କନକ ବ୍ୟୁରୋ : ହିଜାବକୁ ନେଇ ଇରାନରେ ଦେଖାଦେଇଥିବା ବିବାଦ ଏବେ ସାରା ବିଶ୍ୱକୁ ବ୍ୟାପିବାରେ ଲାଗିଛି । ହିଜାବକୁ ବିରୋଧ କରି ବିଭିନ୍ନ ସ୍ଥାନରେ ପ୍ରଦର୍ଶନ ଜାରି ରହିଛି । ଏହାକୁ ନେଇ ଏପର୍ଯ୍ୟନ୍ତ ଅନେକ ସେଲିବ୍ରେଟି ଆନ୍ଦୋଳନକୁ ସମର୍ଥନ କରିସାରିଛନ୍ତି । ଏବେ ଏବେ ଅଭିନେତ୍ରୀ ପ୍ରିୟଙ୍କା…
Read More...

ଟି-୨୦ ବିଶ୍ୱକପ୍ ପୂର୍ବରୁ କ୍ରିସ୍ ଗେଲଙ୍କ ବଡ ଭବିଷ୍ୟବାଣୀ । କହିଲେ, ଏହି ଦୁଇ ଟିମ୍ ଖେଳିବ ଫାଇନାଲ, ଭାରତ…

କନକ ବ୍ୟୁରୋ : ସମୟ ଗଡୁଛି, ଟି-୨୦ ବିଶ୍ୱକପ ପାଇଁ ଉକ୍ରଣ୍ଠା ବଢୁଛି । ଆଉ ମାତ୍ର କିଛି ଦିନର ଅପେକ୍ଷା, ଆରମ୍ଭ ହେବ ଫଟାଫଟ କ୍ରିକେଟର ମହାସମର । ଏଥିପାଇଁ ଟିମ୍ ଗୁଡିକ ପ୍ରସ୍ତୁତିକୁ କରିଛନ୍ତି ଜୋରଦାର । ଟି-୨୦ ବିଶ୍ୱକପରେ କେଉଁ ଟିମ୍ ବାଜିମାତ କରିବ ତାକୁ ନେଇ ଆରମ୍ଭ ହୋଇଛି…
Read More...

ସରପଞ୍ଚ ପ୍ରାର୍ଥୀଙ୍କ ପ୍ରତିଶ୍ରୁତି ।  ଜିତିଲେ ଗାଁରେ କରିବି ୩ ବିମାନ ବନ୍ଦର, ଟ୍ୱିଟ୍ କରି ଏମିତି କହିଲେ ଅରୁଣ…

କନକ ବ୍ୟୁରୋ : ନିର୍ବାଚନ ଆସିଲେ ପ୍ରତିଶ୍ରୁତି ମିଳେ । ନେତାମାନେ ଘୋଡା ହାତୀ ସହ ଜହ୍ନ ରାଇଜରେ ବୁଲାଇ ଆଣିବାର ସ୍ୱପ୍ନ ଦେଖାଇ ଜନତାଙ୍କୁ ମସଗୁଲ କରାଇ ଦିଅନ୍ତି । ଏଭଳି କିଛି ସ୍ଥାନରେ ଏହି ପ୍ରତିଶ୍ରୁତି ହିଁ ନେତାଙ୍କୁ ନିର୍ବାଚନ ଜିତାଇ ଦେଇଥାଏ । ହେଲେ ବେଳେ ବେଳେ ନେତା ବା…
Read More...

୫ଜି ନେଟୱର୍କ: ଦିଲ୍ଲୀରେ ୬ ଶହ ଏମବିପିଏସ ଛୁଇଁଲା ଜିଓର ୫ଜି ସେବା। ଜାଣନ୍ତୁ ଅନ୍ୟ ନେଟୱର୍କର ସ୍ଥିତି କଣ…

କନକ ବ୍ୟୁରୋ: ରିଲାଏନ୍ସ ଜିଓ ୫ଜି ସ୍ପିଡର ଟ୍ରାଏଲରେ ପାଖପାଖି ୬ଶହ ଏମବିପିଏସ ସ୍ପିଡରେ କାମ କରୁଥିବା ଦେଖିବାକୁ ମିଳିଥିଲା । ସେହିଭଳି ଦେଶରେ ୫ଜିର ରୋଲ ଆଉଟର ସ୍ପିଡ ୫ ଶହ ଏମବିପିଏସରେ ପହଞ୍ଚିଛି । ଉୁକଲାର ରିପୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି । ଭାରତୀ ଏୟାରଟେଲ ଦେଶର ୮ଟି ସହରରେ…
Read More...

ପଞ୍ଚଭୂତରେ ବିଲୀନ ହେଲେ ମୁଲାୟମ ସିଂ ଯାଦବ। ସୈଫେଇରେ ଅନ୍ତିମ ସଂସ୍କାର ଶେଷ।

କନକ ବ୍ୟୁରୋ: ପଞ୍ଚଭୂତରେ ବିଲୀନ ହେଲେ ମୁଲାୟମ ସିଂ ଯାଦବ । ସମାଜବାଦୀ ପାର୍ଟିର ସଂସ୍ଥାପକ ତଥା ଉତ୍ତର ପ୍ରଦେଶରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଶେଷକୃତ୍ୟ ସୈଫଇରେ ଶେଷ ହୋଇଛି। ଅନ୍ତିମ ସଂସ୍କାର ବେଳେ ଲକ୍ଷାଧିକ ସଂଖ୍ୟାରେ ଭିଡ ଦେଖିବାକୁ ମିଲିଥିଲା । ଲୋକେ ଗଛ ଉପରେ ଚଢି ଅନ୍ତିମ ସଂସ୍କାର…
Read More...

ଅର୍ଥାଭାବ ଦୂର କରିବାକୁ ଦମ୍ପତ୍ତିଙ୍କ ନୃଶଂସ କାଣ୍ଡ, ଦୁଇ ମହିଳାଙ୍କୁ ଚଢାଇ ଦେଲେ ବଳି

କନକ ବ୍ୟୁରୋ : ଏବେ ବି ଅନ୍ଧ ବିଶ୍ୱାସର ଅନ୍ଧାର ଗଳି ଭିତରେ ଝୁଣ୍ଟୁଛି ମଣିଷ । ଧର୍ମ ଜାତି ଓ ଆସ୍ଥା ଆଗରେ ହାର ମାନୁଛି ଶିକ୍ଷା, ବିଜ୍ଞାନ ଓ ବିକାଶ । ଦେଶର ସବୁଠାରୁ ଶିକ୍ଷିତ ରାଜ୍ୟ କୁହାଯାଉଥିବା କେରଳରୁ ଆସିଛି ଆପଣଙ୍କ ଛାତି ଥରାଇଦେବା ଭଳି ଘଟଣା । ରାଜ୍ୟର ପଥାନାମାଥିଟ୍ଟା ଜିଲ୍ଲାର…
Read More...

ବିଶ୍ୱର ସବୁଠୁ ଉଚ୍ଚତମ ଏଟିଏମ, ଯେଉଁଠି ପାହାଡ ଚଢି ଟଙ୍କା ଉଠାଇବାକୁ ଲୋକଙ୍କର ଲାଗେ ଲମ୍ବା ଲାଇନ ।

କନକ ବ୍ୟୁରୋ : ସାଧାରଣତଃ ଟଙ୍କା କାରବାରକୁ ସହଜ ଓ ସୁବିଧା କରିବାକୁ ଏଟିଏମ ବ୍ୟବସ୍ଥା ରହିଛି । ଲୋକେ ଯେପରି ଟଙ୍କା ପାଇଁ ବ୍ୟାଙ୍କରେ ଭିଡ଼ ନ ଲଗାଇବେ ସେଥିପାଇଁ ବ୍ୟାଙ୍କ ଗୁଡିକ ପକ୍ଷରୁ ଏଟିଏମ ଓ ଡିଜିଟାଲ ଟ୍ରାଞ୍ଜାକସନ ଉପରେ ଗୁରୁତ୍ୱ ଦିଆଯାଉଛି । ଲୋକଙ୍କ ସୁବିଧା ପାଇଁ ମାତ୍ର କେଇ…
Read More...