Browsing Category

ରାଜ୍ୟ

ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିଲେ । ସାଙ୍ଗର ପ୍ରେମ ପାଇଁ ଜୀବନ ହରାଇଲା ସାଙ୍ଗ, ରାଜଧାନୀରେ ଚାଂଚଲ୍ୟ

କନକ ବ୍ୟୁରୋ : ଅଞ୍ଜନ ବେହେରା ଓ ଗୌତମ ସାହୁ ଦୁଇଜଣ ସାଙ୍ଗ । କ୍ୟାଟେରିଙ୍ଗ ସଂସ୍ଥାରେ କକଟେଲ ବୟ ଭାବରେ କାମ କରନ୍ତି । ଗୌତମଙ୍କ ବାନ୍ଧବି ନିହାରିକା । ନିହାରିକାଙ୍କ ସହ ଗୌତମର ଫୋନ କଲ, କଥାବାର୍ତା ଆଉ ମିଳିମିଶା । ଏସବୁକୁ ଭଲରେ ଦେଖି ପାରୁ ନଥିଲା ନିହାରିକାଙ୍କ ପୁରୁଣା ପ୍ରେମିକ…
Read More...

୨୧ ଲୋକସଭା ଓ ୧୪୭ ବିଧାନସଭା ପାଇଁ ମେ’ ୧୩, ୨୦, ୨୫ ଓ ଜୁନ୍ ୧ରେ ମତଦାନ କରିବେ ଓଡ଼ିଶାବାସୀ । ଜାଣନ୍ତୁ କେଉଁ ଆସନରେ…

କନକ ବ୍ୟୁରୋ : ବାଜିଛି ୨୦୨୪ ନିର୍ବାଚନ ବିଗୁଲ । ନିର୍ବାଚନ କମିଶନ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ଘୋଷଣା ଅନୁସାରେ ଓଡିଶାରେ ଚାରିଟି ପର୍ଯ୍ୟାୟରେ ହେବ ଭୋଟ । ମେ’୧୩ ତାରିଖରେ ଓଡ଼ିଶାରେ ପଡିବ ଭୋଟ । ମେ’ ୧୩, ମେ’ ୨୦, ମେ’ ୧୫ ଓ ଜୁନ ୧ ତାରିଖରେ ମତଦାନ କରିବେ ଓଡ଼ିଶାବାସୀ । ଜୁନ ୪…
Read More...

ପଞ୍ଚମ ପାଳିର ଶେଷ କ୍ୟାବିନେଟରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ । କହିଲେ, ଆଗାମୀ ୧୦ ବର୍ଷ ଆମ ପାଇଁ ନିର୍ଣ୍ଣାୟକ

କନକ ବ୍ୟୁରୋ : ପଞ୍ଚମପାଳିର ଶେଷ କ୍ୟାବିନେଟରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିଭାଷଣ ରଖିଛନ୍ତି । ସେ ତାଙ୍କ ଅଭିଭାଷଣରେ କହିଛନ୍ତି କି, ଓଡ଼ିଶାର ଭବିଷ୍ୟତ ଉଜ୍ୱଳ । ୧୯୩୬ ମସିହାରେ ଓଡିଶା ସ୍ୱତନ୍ତ୍ର ପ୍ରଦେଶ ମାନ୍ୟତା ପାଇଥିଲା, ତେଣୁ ୨୦୩୬ ମସିହାରେ ଓଡିଶା ଶତବାର୍ଷିକ ପାଳନ…
Read More...

ନୌକା କ୍ରିଡା ପାଇଁ ନୂଆ ସୁଯୋଗ । ରାଜ୍ୟ ୟାଚିଂ ସଂଘ ପକ୍ଷରୁ ପ୍ରୟାସ ଜାରି, ମହାନଦୀର ବିସ୍ତୀର୍ଣ୍ଣ ଜଳରାଶିରେ ଜାତୀୟ…

କନକ ବ୍ୟୁରୋ : ମହାନଦୀର ବିସ୍ତୀର୍ଣ୍ଣ ଜଳରାଶିରେ ଜାତୀୟ ସ୍ତରୀୟ ସେଲିଂ କୋର୍ସ । ଓଡ଼ିଶାର ବଛା ବଛା ସମୁଦ୍ର ବୁଡାଳି ଏହି କୋର୍ସ ପାଇଁ ଚୟନ । ମହାନଦୀରେ ପାଲ ଟଣା ଡଙ୍ଗାକୁ ଚଳାଇ ୩ ଲେଭଲକୁ ସଠିକ୍ ଢଙ୍ଗରେ ଆପଣାଇ ନେଉଛନ୍ତି ପ୍ରତିଯୋଗୀ ମାନେ । ପବନର ବେଗକୁ ଅନୁଧ୍ୟାନ କରିବା ସହିତ କୌଣସି…
Read More...

କଅଁଳ ବୟସରେ ଜୀବନ ଜୀଇଁବାର ସଂଘର୍ଷ । ବେସାହାରା ହୋଇ ବୁଲୁଛନ୍ତି ସୁବର୍ଣ୍ଣପୁର କଳାପଥର ଗାଁର ଦୁଇ ଭାଇ, ସାହାଯ୍ୟ…

କନକ ବ୍ୟୁରୋ : କୋମଳ ବୟସରେ ଅସହାୟ ଦୁଇ ନିଷ୍ପାପ ପିଲା । ନାଁ ଅଛି ଘର ନାଁ ଅଛି ପରିବାର । ବେସାହାରା ହୋଇ ବୁଲୁଥିବା ବେଳେ ଭଗବାନ ଭରସାରେ ରହିଛନ୍ତି ଦୁଇ ଭାଇ । ସୁବର୍ଣ୍ଣପୁର ଉଲୁଣ୍ଡା ବ୍ଲକ କଳାପଥର ଗାଁର ଦୁଇ ଭାଇ ହେମନ୍ତ ଓ ସୁମନ୍ତ କ୍ଷେତି । ଜଣଙ୍କର ବୟସ ୧୩ ହୋଇଥିବା ବେଳେ ଅନ୍ୟ…
Read More...

କଳାହାଣ୍ଡିରେ ବଢୁଛି ଦାଦନ ଶ୍ରମିକଙ୍କ ସଂଖ୍ୟା । ନିର୍ଯାତନା ସହ ବଢୁଛି ମୃତ୍ୟୁ ସଂଖ୍ୟା, ସଚେତନ ପରେ ବି ଲାଗିପାରୁନି…

କନକ ବ୍ୟୁରୋ : ଥମୁନି ଦାଦନ ଦୁଃଖ । କଳାହାଣ୍ଡିରେ ବଢୁଛି ଦାଦନଙ୍କ ସଂଖ୍ୟା । ଜିଲ୍ଲାର ପ୍ରାୟ ୧୩ଟି ବ୍ଳକରୁ ପ୍ରତିଦିନ ଶହଶହ ଶିକ୍ଷିତ ବେରୋଜଗାର ବାହାର ରାଜ୍ୟକୁ କାମ କରିବାକୁ ଚାଲିଯାଉଛନ୍ତି । ପ୍ରତିଦିନ ବାହାର ରାଜ୍ୟରେ ବହୁ ଲୋକ ଶ୍ରମିକ ଭାବେ କାମ କରୁଛନ୍ତି । ହେଲେ ସେଠି କାମ…
Read More...

ବିଜେଡିରୁ ଇସ୍ତଫା ପରେ ବିଜେପିରେ ମିଶିଲେ ଅରିନ୍ଦମ ରାୟ । ବିଜେପି କାର୍ଯ୍ୟାଳୟରେ ରାଜ୍ୟ ନେତୃତ୍ୱଙ୍କ ଉପସ୍ଥିତିରେ…

କନକ ବ୍ୟୁରୋ : ନିର୍ବାଚନ ପୂର୍ବରୁ ବିଜେଡି ଛାଡିଛନ୍ତି ଅଭିନେତାରୁ ନେତା ହୋଇଥିବା ଅରିନ୍ଦମ ରାୟ । ସେ ଆଜି ବିଜେଡିର ସଭ୍ୟ ପଦରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି । ସେ ଆଜି ବିଜେଡି ମୁଖ୍ୟଙ୍କୁ ଇସ୍ତଫା ନେଇ ଚିଠି ଲେଖିଥିଲେ । ଚିଠି ଲେଖିବାର କିଛି ସମୟ ପରେ ସେ ବିଜେପିରେ ଯୋଗ…
Read More...

ରୋହିତଙ୍କ ସପକ୍ଷରେ ବାହାରିଲେ ପୂର୍ବତନ କ୍ରିକେଟର ଯୁବରାଜ ସିଂ । କହିଲେ, ଦଳକୁ ୫ଥର ଚାମ୍ପିୟାନ କରିଥିବା ରୋହିତଙ୍କୁ…

କନକ ବ୍ୟୁରୋ : ରୋହିତ ଶର୍ମାଙ୍କ ବଦଳରେ ହାର୍ଦିକ ପାଣ୍ଡ୍ୟାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ନିଯୁକ୍ତ କରିବା ଉପରେ ବୟାନ ଦେଇଛନ୍ତି ପୂର୍ବତନ କ୍ରିକେଟର ଯୁବରାଜ ସିଂ । ଯୁବରାଜ କହିଛନ୍ତି ଯଦି ତାଙ୍କ ଉପରେ ନିଷ୍ପତି ଥାଆନ୍ତା ତେବେ ସେ ରୋହିତ ଶର୍ମାଙ୍କୁ ଆଉ ବର୍ଷଟେ ପାଇଁ ଅଧିନାୟକ…
Read More...

ଦୁର୍ଗାପୂଜା ପରେ ଏବେ ଦୋଳ ବିମାନରେ ସୁନା କାରିଗରି । କଟକରେ ପ୍ରଥମ କରି ଦୋଳ ବିମାନରେ କରାଯାଉଛି ସୁନା କାମ, ଲାଗିବ…

କନକ ବ୍ୟୁରୋ : ସୁନା ଚାନ୍ଦି ମେଢ ପରେ ଏବେ ସୁନାର ଦୋଳ ବିମାନ । ଏବେ ବିମାନରେ ଦେଖିବାକୁ ମିଳିବ ସୁନା କାରିଗରୀର ଝଲକ । କଟକ ଅଲିଶା ବଜାରର ତାରକସୀ କାରିଗର ପ୍ରଦୀପ କୁମାର ପୃଷ୍ଟି ଲାଗିପଡିଛନ୍ତି ସୁନା ଦୋଳ ବିମାନ କାମରେ । ଅଢେଇ କେଜି ସୁନାରେ ତିଆରି ହେଉଥିବା ଏହି ବିମାନରେ ଖଂଯା…
Read More...

ଜୋର ଧରିଲା ସୁଧାନଗରକୁ ରାଜସ୍ୱ ଗ୍ରାମ ମାନ୍ୟତା ଦାବି । ପ୍ଲା-କାର୍ଡ ଧରି ପ୍ରତିବାଦ କଲେ ନିଆଳି ବ୍ଲକ ଏକବେରୁଆଁ ପଡା…

କନକ ବ୍ୟୁରୋ : ଜୋର ଧରିଲା ସୁଧାନଗରକୁ ରାଜସ୍ୱ ଗ୍ରାମ ମାନ୍ୟତା ଦାବି । କଟକ ଜିଲ୍ଲା ନିଆଳି ବ୍ଲକ ଏକବେରୁଆଁ ପଡା ଗ୍ରାମ ସୁଧାନଗରକୁ ରାଜସ୍ୱଗ୍ରାମ ମାନ୍ୟତା ପାଇଁ ଦାବି କରାଯାଉଛି । ମାନ୍ୟତା ନମିଳିଲେ, ଗ୍ରାମବାସୀ ଆଗାମୀ ସାଧାରଣ ନିର୍ବାଚନରେ ଭୋଟ୍ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି…
Read More...