Browsing Category

ରାଜ୍ୟ

ଏସସିବିରେ ଆହୁରି ଶହେ ବେଡ୍ ବଢିଲା । ବଢୁଥିବା ଆହତଙ୍କ ସଂଖ୍ୟା ଦେଖି ପଦକ୍ଷେପ

କନକ ବ୍ୟୁରୋ : ଏସସିବିରେ ବଢିଲା ଆଉ ଶହେ ବେଡ୍ । ବଢୁଥିବା ଆହତଙ୍କ ସଂଖ୍ୟା ଦେଖି ତ୍ୱରିତ ପଦକ୍ଷେପ ନିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ଏସସିବିର ଜରୁରୀକାଳୀନ ଅଧିକାରୀ । ତେବେ ଦୁର୍ଘଟଣାକୁ ଦେଖି ପ୍ରଥମ ପର୍ଯ୍ୟାୟରେ ଶହେ ବେଡର ବ୍ୟବସ୍ଥା କରାଯାଇଥିଲା । ସମୟ ଗଡିବା ସହ ଆହତଙ୍କ ସଂଖ୍ୟା…
Read More...

କେନ୍ଦୁଝରରୁ ବାହାନଗା ପଠାଗଲା ୨୭ ଆମ୍ବୁଲାନ୍ସ । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାରକାର୍ଯ୍ୟ 

କନକ ବ୍ୟୁରୋ : ଏବେ ବି ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ଯ୍ୟ । ଆହତ ଲୋକଙ୍କୁ ତୁରନ୍ତ ହସ୍ପିଟାଲକୁ ପହଞ୍ଚାଯିବା ନେଇ ବ୍ୟବସ୍ଥା କରାଯାଇଛି । ଉଦ୍ଧାରକାର୍ଯ୍ୟ କିପରି ଆହୁରି ଶୀଘ୍ର ହୋଇପାରିବ, ସେନେଇ କେନ୍ଦୁଝର ଜିଲ୍ଲାରୁ ବାହାନଗା ରେଳ ଦୁର୍ଘଟଣାସ୍ଥଳକୁ ପଠାଯାଇଛି ୨୭ଟି…
Read More...

ଦୁର୍ଘଟଣାସ୍ଥଳରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ସ୍ଥିତି ଅନୁଧ୍ୟାନ କରିବେ ମମତା

କନକ ବ୍ୟୁରୋ : ବାଲେଶ୍ୱର ବାହାନଗାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ରେଳ ଦୁର୍ଘଟଣାସ୍ଥଳରେ ପହଞ୍ଚିଲେ ମମତା ବାନାର୍ଜୀ । ଘଟଣାସ୍ଥଳରେ ପହଞ୍ଚିବା ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି ମମତା । ଗୋଟିଏ ଟ୍ରେନ୍ ପଶ୍ଚିମବଙ୍ଗରୁ ଆସୁଥିଲା ଆଉ ଏକ ଟ୍ରେନ୍ ପଶ୍ଚିମବଙ୍ଗ ଅଭିମୁଖେ ଯାତ୍ରା କରୁଥିଲା ।…
Read More...

ନବୀନଙ୍କ ସହ ଆଲୋଚନା କଲେ ବାଘେଲ୍ । ସବୁପ୍ରକାର ସହାୟତା ଯୋଗାଇଦେବାକୁ ଦେଲେ ପ୍ରତିଶ୍ରୁତି

କନକ ବ୍ୟୁରୋ : ବାହାନଗାରେ କରମଣ୍ଡଳର ରେଳ ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ୍ । ରେଳ ଦୁର୍ଘଟଣାରେ ମୃତାହତ ଲୋକଙ୍କ ପାଇଁ ଗଭୀର ଦୁଃଖ ପ୍ରକାଶ କରିବା ସହ, ଆହତ ଲୋକଙ୍କ ଉଦ୍ଧାର ଓ ଚିକିତ୍ସା ପାଇଁ ସବୁପ୍ରକାର…
Read More...

ଅର୍ଦ୍ଧନମିତ ରହିବ ଜାତୀୟ ପତାକା । ଦିନିକିଆ ଶୋକ ଘୋଷଣା କଲେ ରାଜ୍ୟ ସରକାର

କନକ ବ୍ୟୁରୋ : ଆଜି ପାଇଁ ଅର୍ଦ୍ଧନମିତ ରହିବ ଜାତୀୟ ପତାକା । ବାହାନଗା ରେଳ ଦୁର୍ଘଟଣା ପାଇଁ ଅର୍ଦ୍ଧନମିତ ରହିବ ଜାତୀୟ ପତାକା । ଦିନିକିଆ ଶୋକ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହାସହିତ କୌଣସି ସରକାରୀ ଉତ୍ସବ ପାଳନ ହେବନି ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ଟ୍ରେନ୍ ଦୁର୍ଘଟଣାକୁ…
Read More...

ବାହାନଗା ଟ୍ରେନ୍ ଦୁର୍ଘଟଣା : ଶୋକପ୍ରକାଶ କଲେ ବଲିଉଡ୍ ସୁପରଷ୍ଟାର୍

କନକ ବ୍ୟୁରୋ : ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ନେଇ ସାରା ଦେଶରେ ଶୋକର ଛାୟା । ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଶୋକ ପ୍ରକାଶ କରିଥିବା ବେଳେ ଏବେ ଏହି ଘଟଣାକୁ ନେଇ ବଲିଉଡର କଳାକାରମାନେ ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ବଲିଉଡ୍ କଳାକାର ସଲମାନ ଖାନ୍ ଏବଂ ଅକ୍ଷୟ କୁମାର୍ ଏହି…
Read More...

‘ଉଦ୍ଧାର ପାଇଁ ଆହୁରି ୩ଘଣ୍ଟା’ । ବଢିପାରେ ମୃତ୍ୟୁ ସଂଖ୍ୟା 

କନକ ବ୍ୟୁରୋ : ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣା ସାରା ଦେଶକୁ ଦୋହଲାଇଦେଇଛି ।  ଦୁର୍ଘଟଣାରେ ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଏବେ ବି ଜାରି ରହିଛି ଉଦ୍ଧାର କାର୍ଯ୍ୟ । ଅନେକ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ଅନେକ ଲୋକ ଫସିରହିଥିବା ଆଶଂକା କରାଯାଉଛି । ତେବେ…
Read More...

ରାଜ୍ୟରେ ବଢିଚାଲିଛି ଦୁର୍ଘଟଣାଜନିତ ମୃତ୍ୟୁ । ୧୦ ଜିଲ୍ଲାରେ ୧୦ ପ୍ରତିଶତ ଉପରେ ରହିଛି ମୃତ୍ୟୁ ହାର

କନକ ବ୍ୟୁରୋ : ରାଜ୍ୟରେ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଜାଣିଲେ ଆଶ୍ଚର୍ଯ୍ୟ ହେବେ, କିଛି ଜିଲ୍ଲାରେ ଦୁର୍ଘଟଣାଜନିତ ମୃତ୍ୟୁହାର ଉଦବେଗଜନିତ ରହିଛି । ଏସବୁ ଜିଲ୍ଲାରେ ୨ଶହ ପ୍ରତିଶତ ଛୁଇଁବାକୁ ବସିଛି ଦୁର୍ଘଟଣା ମୃତ୍ୟୁ । ୧୦ ଜିଲ୍ଲାରେ ୧୦ ପ୍ରତିଶତ ଉପରେ ରହିଛି ।…
Read More...

ମାର୍କେଟ ବିଲଡିଂରେ ଅଳିଆ ଗଦା ହୋଇ ରହିବା ପ୍ରସଙ୍ଗ : ବିଏମସି କମିସନରଙ୍କ ତାଗିଦ୍ ପରେ ଉଠିଲା ଅଳିଆ

କନକ ବ୍ୟୁରୋ : ମାର୍କେଟ ବିଲଡିଂରେ ଅଳିଆ ଗଦା ହୋଇ ରହିବା ପ୍ରସଙ୍ଗ । ବିଏମସି କମିସନରଙ୍କ ତାଗିଦ୍ ପରେ ମାର୍କେଟ ବିଲଡିଂରୁ ଅଳିଆ ଉଠିବା ଆରମ୍ଭ ହୋଇଛି । ଉଠାଦୋକାନୀଙ୍କ ଉଚ୍ଛେଦ ଦାବିରେ ମାର୍କେଟ ବିଲଡିଂରେ ଅଳିଆ ଗଦା କରିଥିଲେ । ଗଣମାଧ୍ୟମରେ ଖବର ପ୍ରସାରଣ ପରେ ବିଏମସି କମିସନର ତାଗିଦ୍…
Read More...

ମଦ ଦୋକାନରୁ ଗ୍ରିଲ ତାଡି ଲୁଟପାଟ । ଟଙ୍କା ସହ ଦାମୀ ମଦ ବୋତଲ ଲୁଟି ନେଲେ ଲୁଟେରା 

କନକ ବ୍ୟୁରୋ : ସିସିଟିଭରେ କଏଦ ହେଲା ଚୋରି ଲାଇଭର ଦୃଶ୍ୟ । ବାଲିପାଟଣା ମଦ ଦୋକାନରୁ ଗ୍ରିଲ ତାଡି ଲୁଟପାଟ କରିବା ସହିତ ସିସିଟିଭି ଭାଙ୍ଗି ଦେଇଛନ୍ତିି ଲୁଟେରା । ବାଲିପାଟଣା ଥାନା ସରକାରୀ ବିଦେଶୀ ଠିପି ମଦ ଦୋକାନ ଗ୍ରିଲ ତାଡି ଟଙ୍କା ସହ ଦାମୀ ମଦ ବୋତଲ ଲୁଟି ନେଇଛନ୍ତି । ଗତକାଲି ମଦ…
Read More...