Browsing Category

ରାଜ୍ୟ

ଆଜି ବିଧାୟକ ଭାବେ ଶପଥ ନେବେ ପଦ୍ମପୁରର ନିବନିର୍ବାଚିତ ବିଧାୟିକା । ବିଧାନସଭାରେ ବାଚସ୍ପତି ବର୍ଷା ସିଂହ ବରିହାଙ୍କୁ…

କନକ ବ୍ୟୁରୋ : ପଦ୍ମପୁରର ନବନିର୍ବାଚିତ ବିଧାୟିକା ବର୍ଷା ସିଂ ବରିହା ଆଜି ବିଧାୟକ ଭାବେ ଶପଥ ନେବେ । ବିଧାନସଭାରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ତାଙ୍କୁ ଶପଥ ପାଠ କରାଇବେ । ଏହି ଅବସରରେ ବରଗଡ ଜିଲ୍ଲାର ବିଜେଡିର ବରିଷ୍ଠ ସଦସ୍ୟ ଉପସ୍ଥିତ ରହିବେ । ପଦ୍ମପୁର ଉପନିର୍ବାଚନରେ ବିରୋଧୀ…
Read More...

କଂଗ୍ରେସ ସହ ବିଜେଡିର ଡିଲ୍ ସତ । ଦଳଦ୍ରୋହୀଙ୍କ ମୁଖା ଖୋଲିବୁ, ଦଳରୁ ବିଦା କରିବୁ : ସୁର

କନକ ବ୍ୟୁରୋ : ପଦ୍ମପୁରରେ କଂଗ୍ରେସର ଶୋଚନୀୟ ପରାଜୟକୁ ନେଇ ଦଳ ଭିତରେ ଅସନ୍ତୋଷ ବଢ଼ିବାକୁ ଲାଗିଛି । ଏବେ ଏହି ଅସନ୍ତୋଷ ଉପରେ ନିଆଁ ଢାଳିବା ଭଳି କାମ କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ । ପଦ୍ମପୁର ଉପନିର୍ବାଚନରେ ବିଜେଡି ସହ ଡିଲ୍ ଅଭିଯୋଗକୁ ସତ ବୋଲି କହିଛନ୍ତି ସୁର ।…
Read More...

ଫିଲ୍ମ ଷ୍ଟାଇଲରେ ଚୋରି କରି ଫସିଗଲେ ପ୍ରଯୋଜକ । ଧରାପକାଇ ଦେଲା ଫୋନ ପେ’

କନକ ବ୍ୟୁରୋ : ଫିଲ୍ମ ଷ୍ଟାଇଲରେ ଚୋରି କରି ଫସିଗଲେ ଓଡିଆ ଫିଲ୍ମ ପ୍ରଯୋଜକ । କିନ୍ତୁ ଧରାପକାଇଦେଲା ଫୋନ୍ ପେ । ଫିଲ୍ମଷ୍ଟାଇଲରେ ଖଲିକୋଟରୁ ମିକ୍ସଚର ମେସିନ ଚୋରି କରିଥିଲେ ଫିଲ୍ମ ପ୍ରଯୋଜକ ସୁତାଂଶୁ ମହାନ୍ତି । ଆଉ ଏହାକୁ ଭୁବନେଶ୍ୱରରେ କରିଥିଲେ ବିକ୍ରି । ତେବେ ଅର୍ଥାଭାବରୁ ଏହା…
Read More...

ଆସନ୍ତାକାଲି ବିଧାୟିକା ଭାବେ ଶପଥ ନେବେ ପଦ୍ମପୁରର ନବନିର୍ବାଚିତ ବିଧାୟିକା ବର୍ଷା ସିଂ ବରିହା ।

କନକ ବ୍ୟୁରୋ: ସୋମବାର ଶପଥ ନେବେ ବର୍ଷା । ବିଧାୟିକା ଭାବେ ଶପଥ ଗ୍ରହଣ କରିବେ ପଦ୍ମପୁରର ନବନିର୍ବାଚିତ ବିଧାୟିକା ବର୍ଷା ସିଂ ବରିହା । ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ବାଚସ୍ପତି ବିକ୍ରମ କେଶରୀ ଆରୁଖ । ପଦ୍ମପୁରରେ ବିପୁଳ ବିଜୟ ପରେ ଦୁଇ ଦିନ ତଳେ ଭୁବନେଶ୍ୱର ଆସି ନବୀନ…
Read More...

ନିର୍ବାଚନ ସରିଲାଣି ହେଲେ ଥମୁନି ରାଜନୀତି । ବିଜେଡି ମୁଖପାତ୍ର ସସ୍ମିତ ପାତ୍ରଙ୍କୁ ଜବାବ ଦେଲେ ବିଜେପି ବିଧାୟକ…

କନକ ବ୍ୟୁରୋ : ପଦ୍ମପୁର ଉପନିର୍ବାଚନ ଫଳାଫଳ ଆସିବାକୁ ୪ ଦିନ ବିତିଲାଣି ହେଲେ ଏହାକୁ ନେଇ ଏବେବି ରାଜନୀତି ସରଗରମ ରହିଛି । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନକୁ ଟାର୍ଗେଟ କରିବା ପରେ ସସ୍ମିତଙ୍କୁ ଟାର୍ଗେଟ କରିଛନ୍ତି ଧାମନଗରର ନୂଆ ବିଧାୟକ…
Read More...

ଓଡି଼ଶାରେ ହେବ କି ଆଗୁଆ ନିର୍ବାଚନ ? ଚର୍ଚ୍ଚା ବଢ଼ାଇଲା ଧର୍ମେନ୍ଦ୍ରଙ୍କ ବୟାନ । ୨୦୨୪ରେ କେଉଁ ଦଳକୁ ମିଳିବ କେତେ ଆସନ…

କନକ ବ୍ୟୁରୋ: ରାଜ୍ୟରେ ହୋଇପାରେ ଆଗୁଆ ନିର୍ବାଚନ । ଚର୍ଚ୍ଚା ବଢ଼ାଇଲା ଧର୍ମେନ୍ଦ୍ରଙ୍କ ବୟାନ । ପଦ୍ମପୁର ଉପନିର୍ବାଚନରେ ବିଜୟ ପରେ ବିଜେଡି ୨୦୨୪ ନିର୍ବାଚନ ବିଜୟର ସ୍ୱପ୍ନ ଦେଖିବା ଆରମ୍ଭ କରିଛି । ଆଗାମୀ ଦିନରେ ବିଜୟଧାରାକୁ କେମିତି ବଜାୟ ରଖିହେବ ସେଥିପାଇଁ ରଣନୀତି କରୁଛି । ନବୀନ…
Read More...

ପଦ୍ମପୁର ପରୀକ୍ଷା : ଏଯାଏଁ ୫ଟି ରାଉଣ୍ଡରେ ବିଜେଡି ଆଗରେ 

କନକ ବ୍ୟୁରୋ : ପଦ୍ମପୁରରେ ବିଜେଡିର ଭଲ ପ୍ରଦର୍ଶନ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ୫ଟି ରାଉଣ୍ଡର ଫଳାଫଳ ସାମ୍ନାକୁ ଆସିଥିବା ବେଳେ ୫ଟି ଯାକ ରାଉଣ୍ଡରେ ବିଜେଡି ଆଗରେ ରହିଛି । ପ୍ରଥମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ୧୭୧୨ ଭୋଟରେ ଆଗୁଆ ଥିବା ବେଳେ ଦ୍ୱିତୀୟ ରାଉଣ୍ଡରେ…
Read More...

କିଏ ମାରିବ ପଦ୍ମପୁର ବାଜି, ଆଜି ଫଇସଲା । ୮ଟାରୁ ଭୋଟ୍ ଗଣତି

କନକ ବ୍ୟୁରୋ : କାହା ହାତକୁ ଯିବ ପଦ୍ମପୁର ଆସନ । ଆଜି ହେବ ଫଇସଲା । ବାସ ଆଉ କେଇ ଘଂଟା ପରେ ଆରମ୍ଭ ହୋଇଯିବ ଗଣତି । ପଦ୍ମପୁରରେ ବିଜେଡି ତା’ର ଆସନ ବଜାୟ ରଖୁଛି ନା ଧାମନଗର ପରି ପଦ୍ମପୁରରେ ପଦ୍ମ ଫୁଟାଇବ ବିଜେପି, ତା’ ଉପରେ ସମସ୍ତଙ୍କ ନଜର । ବିଜେଡି ପ୍ରାର୍ଥୀ ବର୍ଷା ବରିହା ସିଂ,…
Read More...

ଆଜି ଦ୍ୱିତୀୟ ଥର ପାଇଁ ଇଡିରେ ହାଜର ହେଲେ ଆର୍କିଟେକ୍ଟ ରଞ୍ଜିତ ବେହେରା । ଅର୍ଚ୍ଚନାଙ୍କ ସହ ମୁହାଁମୁହିଁ ଜେରା…

କନକ ବ୍ୟୁରୋ : ଆଜି ଦ୍ୱିତୀୟ ଥର ପାଇଁ ଇଡିରେ ହାଜର ହୋଇଛନ୍ତି ଆର୍କିଟେକ୍ଟ ରଞ୍ଜିତ ବେହେରା । ଅର୍ଚ୍ଚନାଙ୍କ ଘରର ଇଂଟେରିଅର ଡିଜାଇନ କାମ ରିଥିଲେ ରଞ୍ଜିତ । ତେବେ ଆଜି ରଞ୍ଜିତ ଓ ଅର୍ଚ୍ଚନାଙ୍କ ସହ ମୁହାଁମୁହିଁ ଜେରା କରାଯିବାର ସମ୍ଭାବନା ରହିଛି । ଅର୍ଚ୍ଚନାଙ୍କ ଘରର ଇଂଟେରିଅର କାମ ପାଇଁ…
Read More...

ଧାନ ବିକ୍ରି ଆରମ୍ଭ ନ ହେଉଣୁ ମଣ୍ଡିରେ ଅବ୍ୟବସ୍ଥା । ବସ୍ତା ପିଛା ୬ କିଲୋରୁ ଅଧିକ କଟଣୀ ଛଟନୀ ହେଉଥିବା ଅଭିଯୋଗ

କନକ ବ୍ୟୁରୋ : ଧାନ ବିକ୍ରି ଆରମ୍ଭ ନ ହେଉଣୁ ମଣ୍ଡିରେ ଦେଖାଦେଇଛି ଅବ୍ୟବସ୍ଥା । ବସ୍ତା ପିଛା ୬ କିଲୋରୁ ଅଧିକ ଲେଖାଏଁ କଟଣୀ ଛଟନୀ ହେଉଥିବା ନେଇ ଅଭିଯୋଗ ହୋଇଛି । ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକରେ ଥିବା ମଣ୍ଡିରେ ଏଭଳି ଦୁର୍ନୀତି ଅଭିଯୋଗ ହୋଇଛି । କଂଟାବାଞ୍ଝି କଂଗ୍ରେସ ବିଧାୟକ…
Read More...