Browsing Category

ରାଜ୍ୟ

ମୃତଦେହ ଚିହ୍ନଟ ହୋଇନପାରିଲେ ହେବ ଡିଏନଏ ଟେଷ୍ଟ । ଏମ୍ସରେ ଖୋଲିଲା ଡିଏନଏ ପରୀକ୍ଷଣ ଡେକ୍ସ । ସେପଟେ, ରେଲୱେ ପକ୍ଷରୁ…

କନକ ବ୍ୟୁରୋ : ବାହାନଗା ଦୁର୍ଘଟଣା ପାଇଁ ରେଲୱେ ପକ୍ଷରୁ ଜାରି ହେଲା ହେଲଫ ଲାଇନ୍ ନମ୍ବର । ମୃତ ଏବଂ ଆହତଙ୍କ ପରିଚୟ ଠାବ ପାଇଁ ନମ୍ବର ଜାରି ହୋଇଛି । ଭାରତୀୟ ରେଳବାଇର ୧୩୯ ନମ୍ବରକୁ କଲ କରି ଜାଣି ହେବ ତଥ୍ୟ । ମୃତ ଏବଂ ଆହତଙ୍କ ପାଇଁ ବିଏମସି ପକ୍ଷରୁ ଏହି ହେଲଫ ଲାଇନ ନମ୍ବର ଜାରି ହୋଇଛି…
Read More...

ଜ୍ୱରରେ ପଡ଼ିଛନ୍ତି ମହାପ୍ରଭୁ, ଅସୁସ୍ଥ ଶ୍ରୀଜିଉଙ୍କ ଆରମ୍ଭ ହୋଇଛି ଚିକିତ୍ସା ସେବା । ବଡ ଦେଉଳରେ ପୂଜା ପାଉଛନ୍ତି…

କନକ ବ୍ୟୁରୋ : ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ସୁବାସିତ ଜଳରେ ସ୍ନାନ କରିବା ପରେ ଅଣସର ପିଣ୍ଡିରେ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତି । ଅଣସର ଘରେ ମହାପ୍ରଭୁ ଅସୁସ୍ଥ ଥିବା ବେଳେ ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି ପଟି ଦିଅଁ । ସେପଟେ ବ୍ରହ୍ମଗିରିସ୍ଥିତ ଶ୍ରୀଅଲାରନାଥଙ୍କ ପୀଠରେ ଦର୍ଶନ…
Read More...

ଏଥର ବିଳମ୍ବରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଓଡ଼ିଶାରେ ପହଞ୍ଚିବାକୁ ହୋଇପାରେ ବହୁ ବିଳମ୍ବ

କନକ ବ୍ୟୁରୋ : ଏଥର ବିଳମ୍ବରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । କେରଳରେ ମୌସୁମୀ ବିଳମ୍ବରେ ପହଞ୍ଚିଲେ ଓଡ଼ିଶାରେ ମଧ୍ୟ ପହଞ୍ଚିବା ବିଳମ୍ବ ହେବ । ଫଳରେ ରାଜ୍ୟବାସୀ ଆହୁରି ୧୫ ଦିନ ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇପାରନ୍ତି । ଦକ୍ଷିଣ ପୂର୍ବ ଆରବ ସାଗରରେ ପଶ୍ଚିମାବାୟୁ…
Read More...

ଆଜି ପୁଣି ଓଡ଼ିଶା ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । କଟକ ଓ ଭୁବନେଶ୍ୱରରେ ଆହତ ଯାତ୍ରୀଙ୍କୁ ଭେଟିବେ ମମତା…

କନକ ବ୍ୟୁରୋ : ଆଜି ପୁଣି ଓଡ଼ିଶା ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପଶ୍ଚିମବଙ୍ଗର ଆହତ ଯାତ୍ରୀଙ୍କ ସମ୍ପର୍କରେ ବିସ୍ତୃତ ସୂଚନା ନେବାକୁ ସେ ଓଡ଼ିଶା ଆସୁଛନ୍ତି । ଦିନ ୨ଟାରେ ଭୁବନେଶ୍ୱରରେ ପହଂଚିବା ପରେ ସେ ଏସସିବି ଯିବେ । ରେଭେନ୍ସା ବିଶ୍ୱବିଦ୍ୟାଳୟ ପଡ଼ିଆରେ…
Read More...

ବାହାନଗାରେ ସିବିଆଇର ସ୍ୱତନ୍ତ୍ର ଟିମ । ଆଜି ପୁଣି ଦୁର୍ଘଟଣାସ୍ଥଳକୁ ଯାଇ କରିବେ ତଦନ୍ତ

କନକ ବ୍ୟୁରୋ : ବାଲେଶ୍ୱର ବାହାନଗା ଟ୍ରେନ ଦୁର୍ଘଟଣାର ଆରମ୍ଭ ହୋଇଛି ସିବିଆଇ ତଦନ୍ତ । ସିବିଆଇର ୧୦ଜଣିଆ ଟିମ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ଆଜି ସକାଳେ ପୁଣି ଏହି ଟିମ୍ ଘଟଣାସ୍ଥଳ ପରିଦର୍ଶନ କରିବ । ବାହାନଗା ରେଳ ଦୁର୍ଘଟଣାରେ ସିବିଆଇ ତଦନ୍ତ ସୁପାରିଶ କରାଯାଇଥିଲା । ଏହା…
Read More...

ଘରେ ପହଞ୍ଚିବା ପୂର୍ବରୁ ଟେକିନେଲା ଜମ । ଟ୍ରେନ୍ ଦୁର୍ଘଟଣାରେ ଚାଲିଗଲା ଶିବ ଶଙ୍କରଙ୍କ ଜୀବନ, ଭାଙ୍ଗିପଡିଛି ପୂରା…

କନକ ବ୍ୟୁରୋ : ମାତ୍ର ୧୦ ମିନିଟ୍ ପରେ ଠିକଣାସ୍ଥଳରେ ପହଂଚିଥାନ୍ତେ । ଘରକୁ ପହଂଚିବା ପୂର୍ବରୁ ଝିଅ ସହ ଫୋନରେ କଥା ହୋଇଥିଲେ । ଆଉ କିଛି ଘଂଟା ପରେ ଘରକୁ ଯିବେ ବୋଲି କହିଥିଲେ । ହେଲେ, ସେ ଘରକୁ ପହଂଚିବା ତ’ ଦୂରର କଥା, ଜୀବନ୍ତ ବି ଫେରିପାରିଲେ ନାହିଁ । ଏହି କାହାଣୀ ହେଉଛି, ଯାଜପୁର…
Read More...

ରକ୍ତଦାନ କଲେ ଅଭିନେତା ବାବୁସାନ । ରେଳ ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ପାଇଁ ଆବଶ୍ୟକ ହେଉଛି ରକ୍ତ

କନକ ବ୍ୟୁରୋ : ରକ୍ତ ଦାନ କଲେ ବାବୁସାନ । ଓଲିଉଡ଼ ଅଭିନେତା ବାବୁସାନଙ୍କ ସମେତ ଅଭିନେତ୍ରୀ ସୂର୍ଯ୍ୟମୟୀ, ଶିବାନି ମଧ୍ୟ ରକ୍ତ ଦାନ କରିଛନ୍ତି । ହାଇଟେକ୍ ମେଡ଼ିକାଲ କଲେଜରେ ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିବା ବେଳେ ମନସ୍ତତ୍ୱବିତ୍ ତଥା ସାମାଜିକ କର୍ମୀ ଡାକ୍ତର ଅମିତ ପାଟଯୋଶୀ ଏହି…
Read More...

୧୭୦ ମୃତଦେହ ଚିହ୍ନଟ । ଚାଲିଛି ହସ୍ତାନ୍ତର ପ୍ରକ୍ରିୟା : ମୁଖ୍ୟ ଶାସନ ସଚିବ

କନକ ବ୍ୟୁରୋ : ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଅନେକ ଲୋକଙ୍କ ଜୀବନ ଯାଇଥିବା ବେଳେ ମୃତ ଦେହକୁ ଚିହ୍ନଟ କରିବାରେ ସମସ୍ୟା ସୃଷ୍ଟି ହେଉଛି । ଦୁର୍ଘଟଣାରେ ଶରୀର ଅଧିକ କ୍ଷତିଗ୍ରସ୍ତ ହୋଇଯାଇଥିବାରୁ ମୃତ ଶରୀରକୁ ଚିହ୍ନିବାରେ ବହୁ କଷ୍ଟ ହେଉଛି । ଏହାରି ମଧ୍ୟରେ ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ…
Read More...

ଫଟୋ ଓ ପରିଚୟ ପତ୍ର ଦେଖାଇ ମୃତଦେହ ଚିହ୍ନଟ କରୁଛନ୍ତି ସମ୍ପର୍କୀୟ । ଦୁର୍ଘଟଣାରେ ଶରୀର କ୍ଷତିଗ୍ରସ୍ତ ହୋଇଥିବାରୁ…

କନକ ବ୍ୟୁରୋ : ଭୁବନେଶ୍ୱର ଏମ୍ସରେ ରହିଛି ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତ ଶରୀର । ମୃତକଙ୍କୁ ଚିହ୍ନଟ ପାଇଁ ଏକ ପ୍ରକାର ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । ଦୁର୍ଘଟଣାରେ ଶରୀର କ୍ଷତିଗ୍ରସ୍ତ ହୋଇଥିବାରୁ ଚିହ୍ନଟ ପାଇଁ ସମସ୍ୟା ସୃଷ୍ଟି ହେଉଛି । ବିଭିନ୍ନ ସ୍ଥାନରୁ ମୃତକଙ୍କ ସମ୍ପର୍କୀୟମାନେ…
Read More...

ସହାୟତା ରାଶି ହଡପ କରିବାକୁ ଠକ ମହିଳାଙ୍କ ଉଦ୍ୟମ । ମୃତ ବ୍ୟକ୍ତିଙ୍କୁ ନିଜ ସ୍ୱାମୀ ବୋଲି ଦାବି କରି ଟଙ୍କା ନେବାକୁ…

କନକ ବ୍ୟୁରୋ : ଶବକୁ ନେଇ ସାଂଘାତିକ ଖେଳ । ମୃତ ବ୍ୟକ୍ତିଙ୍କୁ ନିଜ ସ୍ୱାମୀ ବୋଲି ଦାବି କରି ସହାୟତା ରାଶି ହଡ଼ପ କରିବାକୁ ମିଛ ବାହାନା କରିଥିଲେ ଜଣେ ମହିଳା । ଧରାପଡ଼ିବା ପରେ ଘଟଣା ସ୍ଥଳରୁ ଚମ୍ପଟ ମାରିଛନ୍ତି । ‘ନୋସି ବିଜିନେସ ପାର୍କ’ ପରିସରରେ ରବିବାର ସକାଳେ ଶୋକାକୂଳ ପରିବେଶ ଭିତରେ…
Read More...