Browsing Category

ରାଜ୍ୟ

ଓଲଟି ପଡ଼ିଲା ଡିଜେ ଗାଡ଼ି । ୨୦ରୁ ଅଧିକ ଆହତ, ଗାଡି ତଳେ ଚାପି ହୋଇ ଜଣେ ମୃତ

କନକ ବ୍ୟୁରୋ : ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଡିଜେ ଗାଡ଼ି । ୨୦ରୁ ଅଧିକ ଆହତ ହୋଇଥିବା ବେଳେ ଗାଡ଼ି ତଳ ଚାପି ହୋଇ ଜଣଙ୍କର ମୃତ୍ୟୁ ହୋଇଛି । ସୁନ୍ଦରଗଡ଼ ଟିକାୟତପାଲି ଥାନା ଅନ୍ତର୍ଗତ ସରସରା କୁଲକୁତା ଘାଟିରେ ଯାଉଥିବା ବେଳେ ପିକଅପ୍ ଭ୍ୟାନ ଓଲଟି ପଡ଼ିଥିଲା । ବରଗଡ଼ରୁ ଏକ ପିକଅପ୍ ଭ୍ୟାନରେ…
Read More...

କେନ୍ଦୁଝର ଧରଣୀଧର କଲେଜ ହେଲା ବିଶ୍ୱବିଦ୍ୟାଳୟ । ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ : କେନ୍ଦୁଝରା ଧରଣୀଧର କଲେଜ ହେଲା ବିଶ୍ୱବିଦ୍ୟାଳୟ । ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ଏକ ଭିଡିଓ ମଧ୍ୟ ଜାରି କରିଛନ୍ତି । ଡିଡି କଲେଜକୁ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ନେଇ ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି ଜାରି ହୋଇଛି । ଆସନ୍ତାକାଲି…
Read More...

ପିଣ୍ଟୁ ନନ୍ଦଙ୍କର ହେବ ଯକୃତ ପ୍ରତିରୋପଣ । ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ପିଣ୍ଟୁ

କନକ ବ୍ୟୁରୋ : ଗୁରୁତର ଯକୃତ ବା ଲିଭର ସିରୋସିସ୍ ରୋଗରେ ପୀଡିତ ପିଣ୍ଟୁ ନନ୍ଦଙ୍କର ଏବେ ଦିଲ୍ଲୀ ସ୍ଥିତ ଘରୋଇ ହସ୍ପିଟାଲ ଇନଷ୍ଟିଚ୍ୟୁଟ ଅଫ୍ ଲିଭର ଆଣ୍ଡ ବିଲିଆରୀ ସାଇନସେସରେ ଚିକିତ୍ସା କରାଯାଉଛି । ଯକୃତ ପ୍ରତିରୋପଣ ପାଇଁ ଯୋଜନା କରାଯାଉଥିବାର ଖବର ମିଳିଛି । ସୂଚନା ମିଳିଛି, ପରିବାର…
Read More...

ବଲାଙ୍ଗିର ସହରରେ ଚାଞ୍ଚଲ୍ୟ । ସର୍ବସାଧାରଣରେ ଯୁବକଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୁତ୍ତ

କନକ ବ୍ୟୁରୋ : ବଲାଙ୍ଗିର ସହରରେ ଚାଞ୍ଚଲ୍ୟ । ସର୍ବସାଧାରଣରେ ଖଣ୍ଡାରେ ହାଣିଲେ ଦୁର୍ବୁତ୍ତ । ରାଜେନ୍ଦ୍ର କଲେଜ ପରିସରରେ ଦୁଇ ଛାତ୍ରଙ୍କ ତଣ୍ଟି କାଟିବା ଘଟଣାକୁ ଦୁଇ ଦିନ ନପରୁଣୁ ପୁଣି ଏଭଳି ଘଟଣା ଦେଖିବାକୁ ମିଳିଛି । ବଲାଙ୍ଗିର ରେଳ ଷ୍ଟେସନ ନିକଟସ୍ଥରେ ଜଣେ ପାନ ଦୋକାନୀଙ୍କୁ…
Read More...

ସରିଲା ଗୋପାଳଙ୍କ ନାର୍କୋ ଓ ପଲିଗ୍ରାଫ ଟେଷ୍ଟ । ମନ୍ତ୍ରୀଙ୍କ ଉପରେ ଥିବା ରାଗ ନକମିବା ପାଇଁ ଦୁଇ ମାସ ମେଡିସିନ୍…

କନକ ବ୍ୟୁରୋ : ସରିଲା ଗୋପାଳର ନାର୍କୋ ଟେଷ୍ଟ । ଆଜି ଓଡ଼ିଶା ଫେରିବ ଗୋପାଳ । ୧୩ ତାରିଖରେ ତାଙ୍କୁ ଝାରସୁଗୁଡା କୋର୍ଟରେ ହଜାର କରାଯିବ । ଗୁଜରାଟ ଗାନ୍ଧୀନଗର ଡିଏଫ୍ଏସରେ ଗୋପାଳର ପଲିଗ୍ରାଫ ଟେଷ୍ଟ ଓ ଦୁଇ ଦିନ ଧରି ନାର୍କୋ ଟେଷ୍ଟ ହୋଇଥିବା ସୂଚନା ଦେଇଛି କ୍ରାଇମବ୍ରାଞ୍ଚ । ଏହି ସମୟରେ…
Read More...

ନବ ଦାସ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ଆବେଦନ ମାମଲା : ଶୁଣାଣି ପାଇଁ ମନା କଲେ ହାଇକୋର୍ଟ

କନକ ବ୍ୟୁରୋ : ନବ ଦାସ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ଆବେଦନ ମାମଲା । ଏବେ ମାମଲାର ଶୁଣାଣି ପାଇଁ ହାଇକୋର୍ଟ ମନା କରିଛନ୍ତି । ସରକାରଙ୍କ ପକ୍ଷରୁ ଆଡଭୋକେଟ୍ ଜେନେରାଲ ଉତ୍ତର ରଖିଛନ୍ତି । କହିଛନ୍ତି, ଘଟଣାକୁ ମାତ୍ର ୧୧ଦିନ ହୋଇଛି ତେଣୁ ତଦନ୍ତ ପ୍ରକ୍ରିୟା ଚାଲିଛି । ଶୁଣାଣି ଶେଷ ପରେ…
Read More...

କୋର୍ଟ ଛାଡ଼ି ଗାଁରେ ପହଁଞ୍ଚିଲେ ବିଚାରପତି । ୪ ଶିଶୁଙ୍କ ସମସ୍ୟା ପଚାରି ବୁଝିଲେ କେନ୍ଦ୍ରାପଡ଼ା ଜିଲ୍ଲା ଜଜ

କନକ ବ୍ୟୁରୋ : ସମସ୍ୟାର ସମାଧାନ ପାଇଁ ସମସ୍ତେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥାନ୍ତି । ଆଉ କୋର୍ଟରେ ବିଚାରପତି ସବୁ ସମସ୍ୟାର ଶୁଣାଣି କରିଥାନ୍ତି । କିନ୍ତୁ କେବେ ଆପଣ ଶୁଣିଛନ୍ତି ଯେ ଖୋଦ୍ ବିଚାରପତିଙ୍କୁ କୋର୍ଟ ବାହାରେ ମାମଲାର ଶୁଣାଣି ବା କୌଣସି ସମସ୍ୟାର ସମାଧାନ କରିବା କଥା । ବାସ୍ତବରେ…
Read More...

କେତେ ସତ କହୁଛି ଗୋପାଳ? ମନ କଥା ଜାଣିବାକୁ ଝାରସୁଗୁଡାରେ ଏସସିବିର ୪ ଜଣିଆ ମନସ୍ତତ୍ୱବିତ୍

କନକ ବ୍ୟୁରୋ : ନବ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସଙ୍କ ମନ କଥା ଜାଣିବାକୁ ଝାରସୁଗୁଡାରେ ଏସସିବିର ୪ ଜଣିଆ ମନସ୍ତତ୍ୱବିତ୍ । ଗୋପାଳର ମାନସିକ ସ୍ଥିତି ଜାଣିବାକୁ ତିଆରି ହୋଇଥିଲା ମେଡିକାଲ ବୋର୍ଡ ଗଠନ ହୋଇଛି । ଏବେ ଏହି ଟିମ୍ ଅଭିଯୁକ୍ତଙ୍କ ମାନସିକ ସ୍ୱାସ୍ଥ୍ୟ ଯାଞ୍ଚ କରିବେ ।…
Read More...

ଏନଡିଏ ସରକାର ଓଡ଼ିଶାକୁ ସାବତ ମାଆ ଭଳି ଦେଖୁଛନ୍ତି । ରେଳ ବଜେଟରେ ଓଡ଼ିଶାକୁ ଅବହେଳା କରାଯାଇଥିବା ଅଭିଯୋଗ ଆଣିଲା…

କନକ ବ୍ୟୁରୋ : ରେଳ ବଜେଟରେ ଓଡ଼ିଶାକୁ ଅବହେଳା କରାଯାଇଥିବା ଅଭିଯୋଗ ଆଣିଲା ବିଜେଡି । ଦଳର ମୁଖପାତ୍ର ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ଏନଡିଏ ସରକାର ଓଡ଼ିଶାକୁ ସାବତ ମାଆ ଭଳି ଦେଖୁଛନ୍ତି । ରେଳବାଇକୁ ପ୍ରତିବର୍ଷ ୨୦ରୁ ୨୨ ହଜାର କୋଟି ଟଙ୍କା ରାଜସ୍ୱ ଦେଉଛି ଓଡ଼ିଶା । ୯ ବର୍ଷରେ…
Read More...

ନୂଆପଡାରେ ବାଘ ଆତଙ୍କ । ଆକ୍ରମଣରେ ଜଣେ ଆହତ

କନକ ବ୍ୟୁରୋ : ନୂଆପଡାରେ ଚିତା ବାଘ ଆତଙ୍କ । ଚିତା ବାଘ ଆକ୍ରମଣରେ ଜଣେ ଗ୍ରାମବାସୀ ଆହତ । ଗୁରୁତର ଅବସ୍ଥାରେ ତାଙ୍କୁ ସିନାପାଲି ମେଡିକାଲରେ ଭର୍ତି କରାଯାଇଛି । ଆହତ ହେଉଛନ୍ତି ନୂଆପଡା ଜିଲ୍ଲା ସିନାପାଲି ରେଞ୍ଜ ଅନ୍ତର୍ଗତ ହୀରାପୁର ଗାଁର ସେନାପତି ମାଝି । ଜଙ୍ଗଲ ନିକଟ ଚାଷ ଜମିକୁ…
Read More...