Browsing Category

ଖେଳ

ଜାତୀୟ ସଙ୍ଗୀତ ଗାନ ବେଳେ ଘଟିଲା ଏମିତି କିଛି ଘଟଣା ।  ମନ ଜିଣିନେଲେ ରାହୁଲ ଓ ଇଶାନ କିଷାନ । 

କନକ ବ୍ୟୁରୋ : ଜିମ୍ବାୱେ ବିପକ୍ଷ ପ୍ରଥମ ମ୍ୟାଚକୁ ୧୦ ୱିକେଟରେ ବାଜି ମାରି ନେଇଛି ଟିମ୍ ଇଣ୍ଡିଆ । ଟିମର ଦୁଇ ଓପନର ହିଁ ଅପରାଜିତ ରହି ଦଳକୁ ବଡ ବିଜୟ ଭେଟି ଦେଇଥିଲେ । କିନ୍ତୁ ଏହି ମ୍ୟାଚରେ କିଛି ଏମିତି ହୋଇଥିଲା ଯାହାକୁ ନେଇ ସୋସିଆଲ ମିଡ଼ିଆରେ ଭାରତୀୟ ଟିମର ଅଧିନାୟକ କେ.ଏଲ ରାହୁଲ ଓ…
Read More...

ଜିମ୍ବାୱେ ବିରୋଧରେ ଭାରତର ଚମତ୍କାର ପ୍ରଦର୍ଶନ, କୌଣସି ୱିକେଟ ନହରାଇ ଜିତିଲା ଭାରତ

କନକ ବ୍ୟୁରୋ : ଭାରତୀୟ କ୍ରିକେଟ ଟିମ୍ ଜିମ୍ବାୱେ ବିରୋଧରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଗୁରୁବାର ଦିନ ୩ ଟିକିଆ ଏକଦିବସୀୟ ସିରିଜର ପ୍ରଥମ ମ୍ୟାଚରେ ଭାରତୀୟ ଦଳ ଜିମ୍ବାୱେକୁ ୧୦ ୱିକେଟରେ ପରାସ୍ତ କରିଛି । ଆଜିର ମ୍ୟାଚରେ ଭାରତୀୟ ଦଳର ଅଧିନାୟକ କେଏଲ ରାହୁଲ ଟଚ୍ ଜିତି ପ୍ରଥମେ ବୋଲିଂ…
Read More...

ଆଜି ଭାରତ ଓ ଜିମ୍ବାୱେ ପ୍ରଥମ ଦିନିକିଆ : ଟି-୨୦ ବିଶ୍ୱକପ ପୂର୍ବରୁ ଯୁବ ବାହିନୀର ପ୍ରଦର୍ଶନ ଉପରେ ବିସିସିଆଇର ନଜର

କନକ ବ୍ୟୁରୋ :  ଆଜି ଭାରତ ଓ ଜିମ୍ବାୱେ ମଧ୍ୟରେ ଖେଳାଯିବା ପ୍ରଥମ ଦିନିକିଆ ମ୍ୟାଚ । ଶୃଙ୍ଖଳାର ତିନୋଟି ମ୍ୟାଚରୁ ଆଜି ପ୍ରଥମ ମୁକାବିଲା । ଏହି ମ୍ୟାଚ ଜିମ୍ବାୱେର ହରାରେର ସ୍ପୋର୍ଟସ କ୍ଲବ୍ ପଡ଼ିଆରେ ଆୟୋଜିତ ହେବ । ଟି-୨୦ ବିଶ୍ୱକପର ମାତ୍ର ଦୁଇ ମାସ ପୂର୍ବରୁ ଖେଳାଯାଉଥିବା ଏହି…
Read More...

‘ୱାରିୟର ଇଜ୍ ବ୍ୟାକ୍’ । ପୁଣିଥରେ ମୈଦାନକୁ ଫେରିଲେ ସିକ୍ସର କିଙ୍ଗ୍, ଲଗାଇଲେ ଲମ୍ବା ଲମ୍ବା ଛକା ।

କନକ ବ୍ୟୁରୋ : ପୁଣି ମୈଦାନକୁ ଫେରିଲେ ସିକ୍ସର କିଙ୍ଗ୍ । ମାରିଲେ ଲମ୍ବା ଲମ୍ବା ଛକା । ସିକ୍ସର କିଙ୍ଗ୍ ଯୁବରାଜଙ୍କୁ ପୁଣିଥରେ ମୈଦାନରେ ଦେଖିବାକୁ ମିଳିଛି । ନେଟସରେ ଦୀର୍ଘ ସମୟ ଧରି ପ୍ରାକ୍ଟିସ କରିଛନ୍ତି ଯୁବରାଜ । ଆଉ ଏହି ସମୟରେ ସେହି ପୁରୁଣା ଅନ୍ଦାଜରେ ମାରିଛନ୍ତି ଲମ୍ବା ଲମ୍ବା…
Read More...

ଜିମ୍ବାୱେ ବିପକ୍ଷ ସିରିଜ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା । ବାଦ୍ ପଡିଲେ ଷ୍ଟାର ସ୍ପିନର, ଆଇପିଏଲରେ ଦମଦାର ପ୍ରଦର୍ଶନ…

କନକ ବ୍ୟୁରୋ : ଜିମ୍ବାୱେ ଗସ୍ତ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ ଝଟକା । ଦଳର ଷ୍ଟାର ବୋଲର ଗସ୍ତ ପୂର୍ବରୁ ଆହତ ହୋଇ ପୂରା ସିରିଜରୁ ବାଦ୍ ପଡିଛନ୍ତି । ଧୱନଙ୍କ ବଦଳରେ କେ.ଏଲ ରାହୁଲଙ୍କୁ ଦଳର ନେତୃତ୍ୱ ଭାର ଦିଆଯାଇଛି । ସେହିଭଳି ୱାସିଂଟନ ସୁନ୍ଦରଙ୍କ ବିକଳ୍ପ ଭାବେ ନୂଆ ବୋଲରଙ୍କୁ ଦଳରେ…
Read More...

ତାଙ୍କୁ ଖେଳିବାକୁ ଦିଅ, ନିଶ୍ଚୟ ଫର୍ମକୁ ଫେରିବେ । କୋହଲିଙ୍କୁ ନେଇ କିଛି ଏମିତି କହିଲେ ସୌରଭ ଗାଙ୍ଗୁଲି ।

କନକ ବ୍ୟୁରୋ : ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ନିଜ କ୍ରିକେଟ କ୍ୟାରିୟରର ସବୁଠୁ ଖରାପ ସମୟ ଦେଇ ଗତି କରୁଛନ୍ତି । ୨୦୧୯ ପରଠାରୁ ବିରାଟଙ୍କ ବ୍ୟାଟରୁ ଗୋଟିଏ ବି ଶତକ ଆସିନାହିଁ । କୋହଲିଙ୍କ ବ୍ୟାଟରୁ ଶତକକୁ ଚାତକ ଭଳି ଚାହିଁ ରହିଛନ୍ତି କ୍ରିକେଟପ୍ରେମୀ । ଆଉ ଏସିଆ କପରେ…
Read More...

ଭାରତ ଖେଳ ଜଗତକୁ ଝଟକା : AIFF କୁ ସସପେଣ୍ଡ କଲା FIFA

କନକ ବ୍ୟୁରୋ: ଭାରତୀୟ ଖେଳ ଜଗତକୁ ବଡ ଝଟକା । ଏଆଇଏଫଏଫ୍ (AIFF) ତଥା ଅଲ୍‌ ଇଣ୍ଡିଆ ଫୁଟ୍‌ବଲ୍‌ ଫେଡେରସନ୍‌କୁ ସସ୍‌ପେଣ୍ଡ କଲା ବିଶ୍ୱ ପୁଟବଲ୍‌ ସଙ୍ଗଠନ (FIFA)। ତୃତୀୟ ପକ୍ଷର ଅଯଥା ହସ୍ତକ୍ଷେପ ତଥା ଫୁଟବଲ ଫେଡେରେଶନରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଯୋଗୁଁ ଫିଫା ଏହି ପଦକ୍ଷେପ ନେଇଛି।…
Read More...

ଭାରତୀୟଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଲେ ବିଦେଶୀ କ୍ରିକେଟର । ଭାରତକୁ ନିଜର ଦ୍ୱିତୀୟ ଘର ବୋଲି କହିଲେ…

କନକ ବ୍ୟୁରୋ : ଭାରତ ସ୍ୱାଧୀନତାର ୭୫ ବର୍ଷ ପୂରା କରି ୭୬ ବର୍ଷରେ ପାଦ ଦେଇଛି । ଆଉ ଏହାକୁ ଉତ୍ସବ ଭାବେ ପାଳନ କରୁଛି ପୂରା ଦେଶ । ୭୫ ବର୍ଷ ପୂରା କରିଥିବାରୁ ଏବେ ଦେଶ ଆଜାଦି କା ଅମୃତ ମହୋତ୍ସବ ପାଳନ କରୁଛି । ଦେଶର କୋଣ ଅନୁକୋଣରେ ଫରଫର ହୋଇ ଉଡୁଛି ତ୍ରିରଙ୍ଗା । ଦେଶର ବିଶିଷ୍ଟ…
Read More...

ତ୍ରିରଙ୍ଗାର ରଙ୍ଗରେ ରଙ୍ଗୀନ ହେଲା ଟିମ୍ ଇଣ୍ଡିଆ, ପ୍ରୋଫାଇଲ ଫଟୋ ବଦଳାଇଲେ ଖେଳାଳୀ ।

କନକ ବ୍ୟୁରୋ : ସ୍ୱାଧୀନତାର ୭୫ ବର୍ଷ ଉପଲକ୍ଷେ ଦେଶ ଏବେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଛି । ଦେଶର କୋଟି କୋଟି ଜନତା ଏବେ ଏହି ଅଭିଯାନରେ ସାମିଲ ହୋଇଛନ୍ତି । ହର ଘର ତ୍ରିରଙ୍ଗା ଅଭିଯାନ ଏହାର ଏକ ଅଂଶବିଶେଷ । ଯେଉଁ ଅଭିଯାନରେ ଅନେକ ଲୋକ ନିଜ ଘରେ ତ୍ରିରଙ୍ଗା ଉଡାଉଥିବା ବେଳେ କିଛି…
Read More...

ସଚିନ ନିଜ ଘରେ ଉଡାଇଲେ ତ୍ରିରଙ୍ଗା । କହିଲେ, ସବୁବେଳେ ତ୍ରିରଙ୍ଗା ମୋ ହୃଦୟରେ ରହିଛି ।

କନକ ବ୍ୟୁରୋ : ଦେଶ ପାଳିବ ୭୫ ତମ ସ୍ୱାଧୀନତା ଦିବସ । ଆଉ ଏହି ୭୫ତମ ସ୍ୱାଧୀନତା ଦିବସକୁ ସ୍ୱତନ୍ତ୍ର କରିବାକୁ ଦେଶରେ ଏବେ ଅମୃତ ମହୋତ୍ସବ ପାଳନ କରାଯାଉଛି । ହର ଘର ତ୍ରିରଙ୍ଗା ଅଭିଯାନ ଏହି ମହୋତ୍ସବର ଅଂଶ । ଯେଉଁଥିରେ କୋଟି କୋଟି ଭାରତୀୟ ସାମିଲ ହୋଇ ନିଜ ଘରେ ତ୍ରିରଙ୍ଗା ପତାକା…
Read More...