Browsing Category

ଖେଳ

ବିରାଟ ଆନ୍ନାଙ୍କ ବାୟୋପିକ୍ କରିବାକୁ ଚାହୁଁଛି । କୋହଲିଙ୍କୁ ନେଇ ବିଜୟ ଦେବରକୋଣ୍ଡାଙ୍କ ବଡ ବୟାନ ।

କନକ ବ୍ୟୁରୋ : ଏସିଆ କପରେ ଭାରତ-ପାକିସ୍ତାନ ମ୍ୟାଚରେ ଲାଇଗର ଫିଲ୍ମର ହିରୋ ବିଜୟ ଦେବରକୋଣ୍ଡାଙ୍କୁ ଦେଖିବାକୁ ମିଳିଥିଲା । ଦୁବାଇ ଷ୍ଟାଡିୟମରେ ଦେବରକୋଣ୍ଡା ଭାରତକୁ ଚିୟରଅପ୍ କରୁଥିବାର ଦେଖିବାକୁ ମିଳିଥିଲା । ଆଉ ଏହାପରେ ଦେବରକୋଣ୍ଡାଙ୍କ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା ।…
Read More...

ଭାରତ ଠାରୁ ହାରିଲା ପାକିସ୍ତାନ, ରାଗିଲେ ଅଖତର । କହିଲେ, ମୁଁ ବାରମ୍ବାର କହି ଆସିଛି, ବାବରଙ୍କୁ ଓପନିଂ ପଠାଅ ନାହିଁ ।

କନକ ବ୍ୟୁରୋ : ବିଜୟ ସହ ଭାରତ ଏସିଆ କପ ଅଭିଯାନ ଆରମ୍ଭ କରିଥିବା ପାକିସ୍ତାନକୁ ଲାଗିଛି ପରାଜୟର ଝଟକା । ପାକିସ୍ତାନ ବିପକ୍ଷରେ ୫ ୱିକେଟରେ ବିଜୟ ସହ ଭାରତ ଏସିଆ କପ ପଏଣ୍ଟ ଟେବୁଲରେ ଖାତା ଖୋଲିଛି । ତେବେ ଦୁବାଇରେ ହୋଇଥିବା ଭାରତ-ପାକିସ୍ତାନର ମ୍ୟାଚ ବେଶ ରୋମାଞ୍ଚକର ସ୍ଥିତିରେ…
Read More...

ପ୍ରତିଶୋଧ ନେଲା ଭାରତ : ପାକିସ୍ତାନକୁ ୫ ୱିକେଟ୍‌ରେ ହରାଇଲା; ଛକାମାରି ଭାରତକୁ ବିଜୟୀ କରାଇଲେ ହାର୍ଦ୍ଦିକ ପାଣ୍ଡ୍ୟା

କନକ ବ୍ୟୁରୋ : ବିଶ୍ୱକପ୍ ପରାଜୟର ପ୍ରତିଶୋଧ ନେଲା ଭାରତ । ଏସିଆ କପରେ ରୋମାଞ୍ଚକର ମ୍ୟାଚରେ ପାକିସ୍ତାନକୁ ୫ ୱିକେଟରେ ହରାଇଲା ଟିମ୍ ଇଣ୍ଡିଆ । ଦୁଇ ଦଳ ମଧ୍ୟରେ ପ୍ରାୟ ୧୦ ମାସର ବ୍ୟବଧାନ ପରେ ହୋଇଥିବା ଏହି ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟା ଛକା ମାରି ଭାରତକୁ ବିଜୟୀ କରାଇଥିଲେ । ଏହି…
Read More...

ଭାରତୀୟ କ୍ରିକେଟରଙ୍କ ସମସ୍ତ ରେକର୍ଡ ଭାଙ୍ଗିଲେ ବିରାଟ । ୧୦୦ ତମ ଟି-୨୦ ମ୍ୟାଚ ଖେଳି କଲେ ବଡ ରେକର୍ଡ

କନକ ବ୍ୟୁରୋ : ଭାରତୀୟ କ୍ରିକେଟରେ ବିରାଟ କୋହଲୀ ପୁଣି ଏକ ରେକର୍ଡ ନିଜ ନାମରେ କରିଛନ୍ତି । ଆଜି ପାକିସ୍ତାନ ବିପକ୍ଷ ମ୍ୟାଚ ଖେଳି ତାଙ୍କ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିଅରରେ ୧୦୦ ତମ ଟି-୨୦ ମ୍ୟାଚ ଖେଳିବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଗୋଟିଏ ମାସର ବ୍ରେକ ପରେ ଆଜି ପାକିସ୍ତାନ ବିପକ୍ଷ…
Read More...

ଟିମ୍ ଇଣ୍ଡିଆ ଆଗରେ, ପାକିସ୍ତାନ ପଛରେ । ଏସିଆ କପ୍ ରେକର୍ଡ ବୁକରେ ସବୁବେଳେ ପାକିସ୍ତାନଠୁ ଆଗରେ ଭାରତ । ପଢନ୍ତୁ, କଣ…

କନକ ବ୍ୟୁରୋ: ଆଜି ଏସିଆ କପରେ ମୁହାଁମୁହିଁ ହେବେ ଭାରତ-ପାକ୍ । ସନ୍ଧ୍ୟା ସାଢେ ୭ଟାରେ ଦୁଇ ଦଳ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ସାମ୍ନାସାମ୍ନି ହେବେ । ତେବେ ଏସିଆ କପ୍ ଇତିହାସ ଓଲଟେଇ ଦେଖିଲେ ଜଣାପଡିବ ଯେ, ପାକିସ୍ତାନ ଟିମଠାରୁ ସବୁଥିରେ ଆଗରେ ରହିଛି ଟିମ୍ ଇଣ୍ଡିଆ ।…
Read More...

ଏସିଆ କପର ହାଇଭୋଲଟେଜ ମ୍ୟାଚରେ ଆଜି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ଟି-୨୦ ବିଶ୍ୱକପ୍ ପରାଜୟର ପ୍ରତିଶୋଧ ନେବା…

କନକ ବ୍ୟୁରୋ : ସୁପର ସଣ୍ଡେରେ ସୁପର ସୋ । ଆଜି କ୍ରିକେଟ ମୈଦାନରେ ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ । ଏସିଆ କପରେ ଆଜି ପରସ୍ପରକୁ ଭେଟିବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ । ପାକିସ୍ତାନ ବିପକ୍ଷ ମ୍ୟାଚ୍ ଖେଳି ଏସିଆ କପରେ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ । ଦୁବାଇର ଇଂଟରନ୍ୟାସନାଲ…
Read More...

ଭାରତ -ପାକ୍ ମ୍ୟାଚ୍ ପୂର୍ବରୁ ରିଜୱାନଙ୍କୁ ପୂଜାରାଙ୍କ ପ୍ରଶଂସା, ଜାଣନ୍ତୁ କଣ ପ୍ରତି ଉତ୍ତର ରଖିଲେ ରିଜୱାନ

କନକ ବ୍ୟୁରୋ : ଆସନ୍ତାକାଲି ଦୁବାଇର ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଭାରତ ଓ ପାକିସତାନ ମଧ୍ୟରେ ଖେଳାଯିବାକୁ ଯାଉଛି ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ । ଏସିଆ କପ୍ ର ଏହି ମ୍ୟାଚରେ ପାରମ୍ପାରିକ ପ୍ରତିଦ୍ୱନ୍ଦୀ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚକୁ ନେଇ କ୍ରିକେଟ ପ୍ରଶଂସକମାନେ ବେଶ୍ ଉତ୍ସାହିତ…
Read More...

ପାକିସ୍ତାନ କ୍ରିକେଟରଙ୍କ ବଡ ବୟାନ । ବିରାଟଙ୍କ ଶତକ ଅପେକ୍ଷାରେ ପାକିସ୍ତାନବାସୀ

କନକ ବ୍ୟୁରୋ : ଏସିଆ କପ୍ ୨୦୨୨ ରେ ଆସନ୍ତା କାଲି ମୁହାଁ ମୁହିଁ ହେବେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦୀ ଭାରତ ଓ ପାକିସ୍ତାନ । ଏହି ମ୍ୟାଚକୁ ନେଇ ଆଜିଠାରୁ ଉଭୟ ଦେଶର କ୍ରିକେଟ ପ୍ରେମୀ ଉତ୍ସାହିତ ହୋଇପଡିଛନ୍ତି । ଗୋଟିଏ ପଟେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଥିବା ବେଳେ କିନ୍ତୁ…
Read More...

ଆଜିଠୁ ୟୁଏଇରେ ଖେଳାଯିବ ଏସିଆ କପ୍ ଟି-୨୦ : ଉଦଘାଟନୀ ମ୍ୟାଚର ମୁହାଁମୁହିଁ ହେବେ ଶ୍ରୀଲଙ୍କା-ଆଫଗାନିସ୍ତାନ

କନକ ବ୍ୟୁରୋ : ଆଜିଠୁ ଏସିଆ କପର ୧୫ତମ ସଂସ୍କରଣ । ୟୁଏଇରେ ଖେଳାଯିବାକୁ ଥିବା ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ । ଟି-୨୦ ଫର୍ମାଟରେ ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତା ଏଥର କଡ଼ା ମୁକାବିଲା ହେବ ବୋଲି ଜଣାପଡିଛି । ଭାରତ, ପାକିସ୍ତାନ, ଶ୍ରୀଲଙ୍କା,…
Read More...

ଭାରତୀୟ ଫୁଟବଲ୍ ସଂଘ ଉପରୁ କଟକଣା ହଟାଇଲା ଫିଫା : ଭାରତରେ ଆୟୋଜିତ ହେବ ଫିଫା ୟୁ-୧୭ ମହିଳା ବିଶ୍ୱକପ୍

କନକ ବ୍ୟୁରୋ : ଭାରତୀୟ ଫୁଟବଲ ସଂଘ ଉପରୁ କଟକଣା ହଟାଇଲା ଫିଫା । ତେଣୁ ଭାରତରେ ୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ୱକପ୍ ପୂର୍ବପରି ହେବ । ଅକ୍ଟୋବର ୧୧ରୁ ୩୦ ପର୍ଯ୍ୟନ୍ତ ଭାରତରେ ହେବ ୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ୱକପ । ଗତ ସପ୍ତାହରେ ଫିଫା ବାହ୍ୟ ହସ୍ତକ୍ଷେପ ଦର୍ଶାଇ ଭାରତୀୟ ଫୁଟବଲ…
Read More...