Browsing Category

ସ୍ପେଶାଲ୍ ରିପୋର୍ଟ

ବଡ ଖବର: ଏଣିକି ଏକ୍ସଚେଂଜ କରି ହେବ ୨୦୦ ଓ ୨୦୦୦ଟଙ୍କିଆ ମଇଳା ନୋଟ୍ । ଆରବିଆଇ ଦେଲା ସୂଚନା । ଜାଣନ୍ତୁ କେଉଁଠି…

ବଦଳାଇ ହେବ ୨୦୦ ଏବଂ ୨୦୦୦ଟଙ୍କିଆ ମଇଳା ତଥା ରଙ୍ଗ ଲଗା ନୋଟ୍ । ଯଦି ଆପଣଙ୍କ ନିକଟରେ ଏପରି କିଛି ନୋଟ୍ ରହିଛି ତେବେ ଏହାକୁ ଅତି ସହଜରେ ଆପଣ ଏକ୍ସଚେଂଜ କରିପାରିବେ । ସୂଚନା ମୁତାବକ, ନିକଟରେ ୨ ଶହ ଏବଂ ୨ ହଜାର ଟଙ୍କିଆ ମଇଳା ଓ ଚିଟା ଫଟା ନୋଟକୁ ବ୍ୟାଙ୍କ ଗ୍ରହଣ କରିବ ନାହିଁ ବୋଲି…
Read More...

ଆୟକର ବିଭାଗର ସତର୍କ ସୂଚନା : ଚାକିରୀ କରିବା ସମୟରେ କରନ୍ତୁ ନାହିଁ ଏହି କାମ, ଚାକିରୀ ଚାଲିଯିବା ସହିତ ଯାଇପାରନ୍ତି…

ଚାକିରୀ କରୁଥିବା ଲୋକ ଅଧିକାଂଶ ସମୟରେ ଆୟକର ରିର୍ଟନ ଭରୁଥିବା ସମୟରେ କିଛି ବ୍ୟକ୍ତିଗତ ତଥ୍ୟ ଲୁଚାଇ ଦିଅନ୍ତି ଓ ଆୟକର ବିଭାଗକୁ ଭୁଲ ତଥ୍ୟ ଦେଇଥାନ୍ତି । କିନ୍ତୁ ଆପଣଙ୍କ ଦ୍ୱାରା ଦିଆଯାଇଥିବା ଭୁଲ ତଥ୍ୟ ଆପଣଙ୍କୁ ବିପଦରେ ପକାଇ ପାରିବ । ଏହାକୁ ନେଇ ନିକଟରେ ଆଇଟି ବିଭାଗ ଚାକିରୀଆଙ୍କୁ…
Read More...

ପରିବହନ ବିଭାଗର ନୂଆ ନିୟମ: ଯଦି ଚାଳକଙ୍କ ପାଖରେ ନଥିବ ଏହି ଦସ୍ତାବିଜ ତେବେ କଟା ଯାଇପାରେ ୧୫ ଶହ ଟଙ୍କାର ଚାଲାଣ

ଗାଡି ଚାକଳକଙ୍କ ପାଇଁ ବଢିଲା ଅଡୁଆ । ଯଦି ଆପଣଙ୍କ ନିକଟରେ ଏହି ତଥ୍ୟ ନଥିବ ତେବେ ଆପଣଙ୍କୁ ଏଥିପାଇଁ ମୋଟା ରକମର ତଣ୍ଡ ଗଣିବାକୁ ପଡିବ । ସୂଚନା ମୁତାବକ, ପ୍ରଦୂଷଣ ଯାଂଚ ହୋଇନଥିବା ଗାଡି ଚଲାଉଥିବା ବ୍ୟକ୍ତିଙ୍କୁ ଏବେ ତ୍ରାହି ମିଳିବନି । ଏପରି ଗାଡି ଚଲାଉଥିବା ଚାଳକଙ୍କଠାରୁ ଚାଲାଣ କାଟିବ…
Read More...

ବାହାରିଲା କନେଷ୍ଟବଳ ପଦବୀରେ ନିଯୁକ୍ତି ! ଜାଣନ୍ତୁ କିପରି କରିବେ ଆବେଦନ ।

ଆସାମ ପୋଲିସ୍ ବିଭାଗ ତରଫରୁ କନେଷ୍ଟବଳ ପଦବୀ ପାଇଁ ନିଯୁକ୍ତି ବାହାରି ଯାଇଛି । ଏହି ନିଯୁକ୍ତିରେ ୫୪୯୪ ଟି ପଦବୀ ପାଇଁ ଭ୍ୟାକେନ୍ସି ରହିଛି । ଆପଣ ଯଦି କନେଷ୍ଟବଳ ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ତେବେ ନିମ୍ନରେ ଦିଆଯାଇଥିବା ସୁଚନା ଉପରେ ନଜର ପକାନ୍ତୁ । ଯୋଗ୍ୟତା :…
Read More...

ବସରେ ଯାଉଛନ୍ତି କି? ତେବେ ମୋବାଇଲରେ ରଖନ୍ତୁ ଏହି ଆପ । ତୁରନ୍ତ ମିଳିଯିବ ନିଜ ପସନ୍ଦର ସିଟ

ଛୁଟି ସିଜନ ଚାଲିଛି । ଏମିତିରେ କେତେକ ସ୍ଥାନ ପାଇଁ ଟ୍ରେନର କଂଫର୍ମ ଟିକେଟ ମିଳିବା ଏକ ବଡ ଚ୍ୟାଲେଂଜ ହେବ । କିନ୍ତୁ ଏବେ ଆପଣଙ୍କୁ ନିରାଶ ହେବାକୁ ପଡିବନି । ଆମେ ଆପଣଙ୍କୁ କିଛି ଏମିତି ଆପ ବିଷୟରେ ଜଣାଇବାକୁ ଯାଉଛୁ, ଯାହାର ସହାୟତାରେ ଆପଣ ଆପଣଙ୍କ ଟିକେଟ ବୁକିଂ କରିବା ସହିତ ମନ ପସନ୍ଦର…
Read More...

ମରିନି ମାନବିକତା ! ଭୋକିଲା ପିଲାଙ୍କୁ ଖାଇବାକୁ ଦେଇ ଅନ୍ୟଙ୍କ ପାଇଁ ସୃଷ୍ଟି କଲେ ଅନନ୍ୟ ଉଦାହରଣ ।

ଘଟଣାଟି ହେଉଛି କେରଳର । ଏଠାକାର ଜଣେ ସହୃଦୟବାନ ଲୋକ ମାଲାପୁରମ୍ ଗାଁର ଏକ ଛୋଟ ହୋଟେଲକୁ ଖାଇବାକୁ ଯାଇଥିଲେ । ହୋଟେଲ୍ ଟେବୁଲରେ ବସିଥିବା ସମୟରେ ସେ ବାହାରୁ ଦୁଇ ଜଣ ଛୋଟ ପିଲାଙ୍କୁ ତାଙ୍କ ଆଡକୁ ଚାହୁଁଥିବାର ଦେଖି ସେ ଦୁହିଁଙ୍କୁ ଭିତରକୁ ଡାକି ଖାଇବା ଅର୍ଡର ଦେଇଥିଲେ । ସଂପର୍କରେ ଦୁହେଁ…
Read More...

ବୀର ସନ୍ତାନର ସାହାସୀ ମା’! ଯେତେବେଳେ ଦେଶ ମାତୃଦିବସ ପାଳୁଥିଲା ନିଜ ସହିଦ୍ ପୁଅର ମରଶରୀରକୁ ଧରି ଜୟହିନ୍ଦର ଡାକରା…

ପରମ୍ପରାରୁ ଏହି ପ୍ରଥା ଚାଲିଆସିଛି ଯେ ଶବଦାହ ସମୟରେ କୌଣସି ମହିଳା ମୃତକଙ୍କ ପାଖକୁ ଯିବେ ନାହିଁ କିମ୍ବା ଅନ୍ତ୍ୟେଷ୍ଟି କାର୍ଯ୍ୟ କରିବେ ନାହିଁ । କିନ୍ତୁ ଏମିତି ବହୁତ କେସ୍ ଦେଖାଯାଇଛି ଯେଉଁଠି ବାପାର ଅନ୍ତ୍ୟେଷ୍ଟି କାର୍ଯ୍ୟରେ ଝିଅ ସାମୀଲ ହୋଇଛି । କିନ୍ତୁ ବାପା ମା’ ବଞ୍ଚି ଥାଉ ଥାଉ…
Read More...

ଆଉ ଚୋରି ହେବନି ଗାଡି ! ବଜାରକୁ ଆସିଲା ହାଇଟେକ୍ ଲକ୍ । ଗାଡିକୁ କେହି ଛୁଇଁବା କ୍ଷଣି ମୋବାଇଲକୁ ଚାଲିଆସିବ…

ବାଇକ୍ ଚୋରି ରୋକିବ ହାଇଟେକ୍ ଲକ୍ । ବଜାରକୁ ଆସିଲା ଏକ ଏଭଳି ଲକ୍ ଯେଉଁଥିରେ ବ୍ୟବହାର କରାଯାଇଛି ଅନେକ ଆଡଭାନ୍ସ ଫିଚର୍ସ । ଏହି ଲକ୍ ଜରିଆରେ ଆପଣ ଆପଣଙ୍କର ଗାଡିକୁ ଚୋରମାନଙ୍କ କବଳରୁ ରକ୍ଷା କରିପାରିବେ । ଏହି ଲକର ମୁଖ୍ୟ ଆକର୍ଷଣ ହେଉଛି ଯେ, ଏହି ଲକଟିକୁ ଆପଣ ଆପଣଙ୍କ ମୋବାଇଲ ଫୋନରୁ…
Read More...

କ୍ରେଡିଟ୍ କାର୍ଡରୁ ସପିଙ୍ଗ୍ କରୁଛନ୍ତି କି? ତେବେ ମନେରଖନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ କଥା,ଠକାମୀର ଶିକାର ହେବାକୁ…

ବେଳେବେଳେ ଆପଣଙ୍କ ପାଖକୁ ବ୍ୟାଙ୍କ୍ ତରଫରୁ କ୍ରେଡିଟ୍ କାର୍ଡ ନେବା ପାଇଁ ଫୋନ୍ ଆସୁଥିବ । ବ୍ୟାଙ୍କ୍ ତରଫରୁ ଭିନ୍ନ ଭିନ୍ନ ପ୍ରକାରର ଅଫର ଥିବା କଥା କହି କ୍ରେଡିଟ୍ କାର୍ଡ ନେବା ପାଇଁ ଆପଣଙ୍କୁ କୁହାଯାଇଥାଏ । ଏହି କିଛି ସମୟ ଧରି କ୍ରେଡିଟ୍ କାର୍ଡରେ କିଣାବିକା କରିବା ପ୍ରକ୍ରିୟା…
Read More...

ଚାକିରି କରିଛନ୍ତି କି? ତେବେ ଅଫିସରେ କଦାପି କରନ୍ତୁ ନାହିଁ ଏହି ୪ଟି କାମ, ଚାଲିଯାଇପାରେ ଆପଣଙ୍କର ଜବ୍

ଆଜିର ଦିନରେ କଂପାନୀଗୁଡିକ ହାଇଟେକ୍ ହେବାରେ ଲାଗିଛନ୍ତି । ଅଫିସ ମଧ୍ୟରେ ଆପଣ ବିଭିନ୍ନ ପ୍ରକାରର ଗ୍ୟାଜେଟ୍ ବ୍ୟବହାର ପାଇଁ ଦିଆଯାଉଛି । ଯାହାଦ୍ୱାରା ଆପଣ ଆପଣଙ୍କର କାମ କରିବାର କ୍ୱାଲିଟିକୁ ଆହୁରୀ ଅଧିଳ ବୃଦ୍ଧି କରିପାରିବେ । କିନ୍ତୁ ଏସବୁ ମଧ୍ୟରେ ପ୍ରଶ୍ନ ଉଠୁଛି କି କଣ ଆପଣ କଂପାନୀର…
Read More...