Browsing Category

ସ୍ପେଶାଲ୍ ରିପୋର୍ଟ

ଏ ଜନ୍ମରେ ନ ହେଲା ନାହିଁ ଆର ଜନ୍ମରେ ଆମେ ହେବା ଏକାଠି ! ବାସ୍ ଏତିକି କହି ପାଣିକୁ ଡେଇଁ ପଡିଲେ ପ୍ରେମୀଯୁଗଳ ।

ସତରେ ବଡ ଅଦ୍ଭୁଦ ଏ ପ୍ରେମ । ସାଥି ସହ ଜୀବନ ସାରା ଏକ ଡୋରୀରେ ବାନ୍ଧି ହୋଇ ବଞ୍ôଚବାର ଅଦମ୍ୟ ଇଚ୍ଛା ଯେତେବେଳେ ସଫଳ ନ ହୁଏ । ଦୁର୍ଲଭ ଜୀବନ ମଧ୍ୟ ଅଭିଶାପ ପରି ମନେ ହୁଏ । କେତେ କେତେ ପ୍ରେମୀଯୁଗଳ ଯେ ଏହି ଅଭିଶାପର ଜ୍ୱାଳାରେ ନିଜକୁ ଜାଳିଛନ୍ତି ତାହା ଇତିହାସ ପୃଷ୍ଠାରେ ଦେଖିବାକୁ ମିଳେ…
Read More...

କରୁଣାନିଧି : ୧୪ ବର୍ଷ ବୟସରେ ଛାଡିଥିଲେ ପାଠପଢ଼ା , ଏପର୍ଯ୍ୟନ୍ତ ହାରି ନାହାଁନ୍ତି କୈାଣସି ନିର୍ବାଚନ

ଦକ୍ଷିଣ ଭାରତର ରାଜନୀତିରେ ଏକ ଭିନ୍ନ ସ୍ଥାନ ସୃଷ୍ଟି କରିଥିବା ଦ୍ରାବିଡ ମୁନେତ୍ରା କଡ଼ଗମ(ଡିଏମକେ) ପ୍ରମୁଖ ଏମ୍. କରୁଣାନିଧିଙ୍କ ସ୍ୱାସ୍ଥ୍ୟ ଖରାପ ଅଛି । ସେ ଚେନ୍ନାଇର କାବେରୀ ହସପିଟାଲର ଆଇସିୟୁରେ ଭର୍ତ୍ତି ଅଛନ୍ତି । ସେଇଠି ହସପିଟାଲ ବାହାରେ ତାଙ୍କ ସମର୍ଥକଙ୍କ ଭିଡ଼ ଲାଗିଛି, ଯଦ୍ୱାରା…
Read More...

ଖରାପ କିମ୍ବା ହଜିଯାଇଛି କି ସିମକାର୍ଡ ? ତେବେ ମାତ୍ର କିଛି ଘଂଟା ଭିତରେ ପୁଣି ଥରେ ଚାଲୁ କରିପାରିବେ ଆପଣଙ୍କ ନମ୍ବର

ଯଦି କୌଣସି କାରଣରୁ ଆପଣଙ୍କର ସିମକାର୍ଡ ଖରାପ ହୋଇଯାଏ କିମ୍ବା କେଉଁଠି ହଜି ଯାଏ ତେବେ ଏଥିପାଇଁ ଆପଣ ଆଦୌ ଚିନ୍ତିତ ହୁଅନ୍ତୁ ନାହିଁ । ନୂଆ ସିମ କାର୍ଡ ନେଇ ତାକୁ ପୁଣି ଥରେ ଚାଲୁ କରିବାକୁ ଅଧାଘଂଟାରୁ ଆରମ୍ଭ କରି ୪ ଦିନ ପର୍ଯ୍ୟନ୍ତ ସମୟ ଲାଗିପାରେ । ସେହପରି ଅଧିକାଂଶ ୟୁଜର୍ସଙ୍କୁ ତ…
Read More...

ବେରୋଜଗାରୀଙ୍କ ପାଇଁ ଖୁସି ଖବର: ୮ମ, ୧୦ମ, ଦ୍ୱାଦଶ ଏବଂ ଗ୍ରାଜୁଏଟଙ୍କ ପାଇଁ ଖୋଲିଲା ନିଯୁକ୍ତିର ପସରା, ଜାଣନ୍ତୁ…

ଚେନ୍ନାଇ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ ତରଫରୁ Trade attendant ପଦବୀରେ ନିଯୁକ୍ତି ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । ଯଦି ଆପଣ ଏଥିପାଇଁ ଇଚ୍ଛୁକ ଅଛନ୍ତି ତେବେ ନିମ୍ନରେ ଦିଆଯାଇଥିବା ଦିଗପ୍ରତି ଧ୍ୟାନ ଦିଅନ୍ତୁ । ପଦବୀ ସଂଖ୍ୟା: ୧୪୨ ପଦବୀ ଉପରେ ବିଜ୍ଞପ୍ତି ପ୍ରକାଶ ପାଇଛି…
Read More...

ନୂଆ କଟକଣା ଜାରି କଲା ହ୍ୱାଟସଆପ : ୟୁଜର୍ସଙ୍କ ମେସେଜ ଉପରେ ଲାଗିଲା ପ୍ରତିବନ୍ଧକ, ଜାଣନ୍ତୁ ଆଜିଠୁ କେତୋଟି ଲେଖାଏଁ…

ମିଥ୍ୟା ମେସେଜ, ଭିଡିଓ ଏବଂ ଫଟୋ କାରଣରୁ ଦେଶରେ ହିଂସା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ତଥା ଏଭଳି ମିଥ୍ୟା ଅପପ୍ରଚାର ଉପରେ ଲାଗାମ କଷିବା ପାଇଁ ନିଜ ପ୍ରତିଶ୍ରୁତି ଉପରେ ସୋସିଆଲ ମେସେଜିଂ ୱେବସାଇଟ ହ୍ୱାଟସଆପ କାମ କରିବା ଆରମ୍ଭ କରିଦେଇଛି । କିଛି ଦିନ ତଳେ…
Read More...

ଧିରେ ଧିରେ ପାକିସ୍ତାନ ଭାବି ପ୍ରଧାନମନ୍ତ୍ରୀଙ୍କ ପୋଲ ଖୋଲୁଛନ୍ତି ପତ୍ନୀ ! କେତେବେଳେ ସଖୀକଣ୍ଢେଇ ତ ଆଉ କେତେବେଳେ…

ପାକିସ୍ତାନରେ ଇମ୍ରାନ ଖାନ୍ ନୂଆ ପ୍ରଧାନମନ୍ତ୍ରୀ ହେବା ଏକପ୍ରକାର ନିଶ୍ଚିତ । ଏଥିପାଇଁ ତାଙ୍କ ଦଳ ତେହେରିକ-ଏ-ଇନସାଫ ସ୍ଥାନୀୟ ସାଧାରଣ ନିର୍ବାଚନରେ ସବୁଠାରୁ ବଡ ଦଳ ହୋଇଛି । ଅଗଷ୍ଟ ୧୪ ତାରିଖ ଦେଶର ସ୍ୱାଧୀନତା ଦିବସରେ ସେ ଦେଶର ପ୍ରଧାନମନ୍ତ୍ରୀ ରୂପେ ଶପଥ ନେଇପାରନ୍ତି । କିନ୍ତୁ ଏକ…
Read More...

ଇନଫୋସିସରୁ ଚାକିରି ଛାଡି ଗୁପଚୁପ୍ ବ୍ୟବସାୟ ଆରମ୍ଭ କରିଥିଲେ ଏହି ଯୁବକ ! ଆଜି କରୁଛନ୍ତି କୋଟି କୋଟି ଟଙ୍କାର ରୋଜଗାର…

ପାଗ ବଦଳୁଥିବାରୁ ଏବେ ଗୁଜୁରାଟରେ ଗୁପ୍ଚୁପ୍କୁ ବ୍ୟାନ୍ କରାଯାଇଛି । ଏହାକୁ ଖାଇ ଯେମିତି କେହି ରୋଗଗ୍ରସ୍ତ ନ ହୁଅନ୍ତି ସେଥିପାଇଁ ଏହି ପଦକ୍ଷପ ନିଆଯାଇଥିବା ଜଣା ପଡ଼ିଛି । ତେବେ ଏହି ଗୁପ୍ଚୁପ୍ ବିକି ମଧ୍ୟପ୍ରଦେଶ ଇନ୍ଦୋରର ଜଣେ ଯୁବକ ଏବେ କୋଟିପତି ହୋଇ ପାରିଛନ୍ତି । ଗୁପ୍ଚୁପ୍ ବିକିବା…
Read More...

ଡ୍ରଗ୍ସ ଚୋରଙ୍କୁ ଧରିବାରେ ସାହାଯ୍ୟ କରୁଛି କୁକୁର ସୋବ୍ରା ! ୬୮ କୋଟି ଟଙ୍କାର କୋକିନ ଜବତ ପରେ କୁକୁରକୁ ମାରିବା ପାଇଁ…

କୋଲମ୍ବିୟା ଏକ ଏପରି ଦେଶ, ଯେଉଁଠାରେ ଡ୍ରଗ୍ସ ତସ୍କରି ବହୁତ ମାତ୍ରାରେ ଚାଲିଥାଏ । ବର୍ଷ ବର୍ଷ ଧରି ଏଠାରେ ଡ୍ରକ୍ସ ବେପାର ଚାଲିଥିବାରୁ ସାରା ଦୁନିଆରେ କୋଲମ୍ବିୟା ବଦନାମ । କିନ୍ତୁ ଗତ କିଛି ଦିନ ହେବ ସୋବ୍ରା ନାମକ ଏକ କୁକୁର କାରଣରୁ ତସ୍କରମାନଙ୍କ ବେପାରରେ ଘାଟା ହୋଇଛି । ୨ ବର୍ଷ…
Read More...

୨୩ ବୀମା କମ୍ପାନି ପାଖରେ ପଡି ରହିଛି ୧୫, ୧୬୭ କୋଟି ଟଙ୍କା । ନେବାକୁ ନାହାନ୍ତି କୌଣସି ଦାବିଦାର

ଦେଶର ୨୩ ବୀମା କମ୍ପାନି ନିକଟରେ ଥିବା ୧୫,୧୬୭ କୋଟି ଟଙ୍କାର କୌଣସି ଦାବିଦାର ନାହାନ୍ତି । ଏତେ ପରିମାଣର ଟଙ୍କାର କୌଣସି ଦାବିଦାର ନାହାନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଭାରତୀୟ ବୀମା ନିୟାମକ ଏବଂ ବିକାଶ ପ୍ରାଧିକରଣ ଏଭଳି ଖାତାଧାରୀଙ୍କୁ ଚିହ୍ନଟ କରିବାକୁ ବୀମା କମ୍ପାନି…
Read More...

ଅସୁସ୍ଥତା ପାଇଁ ଚାଲିଯାଇଥିଲା ଝିଅର ଜୀବନ ! ଝିଅର ସ୍ମୃତିରେ ୪୫ ଜଣ ଗରିବ ଝିଅଙ୍କ ପଢା ଖର୍ଚ୍ଚ ଉଠାଉଛନ୍ତି ବସଭରାଜ ।

ନିଜ ଝିଅର ସ୍ମୃତିରେ ଜଣେ ବାପା ୪୫ଜଣ ଗରିବ ଛାତ୍ରୀଙ୍କ ପଢ଼ା ଖର୍ଚ୍ଚ ଉଠାଇବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏକ ଅଜଣା ରୋଗରେ ପୀଡ଼ିତ ହୋଇ ଝିଅ ପ୍ରାଣ ହରାଇବା ପରେ ଭାଙ୍ଗି ପଡ଼ିଥିଲେ ବସଭରାଜ । ଏତେ କମ ବୟସରୁ ଝିଅ ଚାଲିଯିବା ପରେ ସେ ଦୁଃଖକୁ ବସଭରାଜଙ୍କ ପରିବାର ଭୁଲି ପାରି ନଥିଲା…
Read More...