Browsing Category

ସ୍ପେଶାଲ୍ ରିପୋର୍ଟ

ବେକାରୀ ସମସ୍ୟାରୁ ନିବୃତ୍ତି ପାଇଁ ଯୁବକ ଆପଣେଇଲେ ଅଦ୍ଭୁତ ଉପାୟ : ରାସ୍ତାରେ ବାଣ୍ଟିଲେ ରିଜ୍ୟୁମ୍, ଗୁଗଲ ସମେତ ୨୦୦…

ଆମେରିକାର ସିଲିକନ୍ ଭ୍ୟାଲିରେ ରହୁଥିବା ଡେଭିଡ୍ କେସାରେଜ୍ ବେକାରୀ ସମସ୍ୟାରୁ ବାହରିବା ପାଇଁ ଏକ ଅଦ୍ଭୁତ ଉପାୟ ଆପଣେଇଛନ୍ତି । ସେ ହାର ନମାନି ରାସ୍ତାରେ ନିଜର ରିଜ୍ୟୁମ ବାଣ୍ଟିବା ଆରମ୍ଭ କରିଦେଲେ । ଏହା ସହିତ ନିଜ ହାତରେ ପୋଷ୍ଟର ବି ଧରିଥିଲେ, ଯେଉଁଥିରେ ଲେଖାଥିଲା କି ‘ନିରାଶ୍ରୟ…
Read More...

ସ୍ୱାଧୀନତା ଦିବସ ପୂର୍ବରୁ ସଜେଇ ହେଉଛି ୱାଘା ବୋର୍ଡର ! ଲାଗିବ ନୂଆ ଗେଟ, ଆରମ୍ଭ ହୋଇଗଲାଣି ପ୍ରସ୍ତୁତି ।

ଅମୃତସର ନିକଟବର୍ତ୍ତୀ ୱାଘାଠାରେ ଭାରତ-ପାକିସ୍ତାନ ସୀମା ବେଶ ପ୍ରସିଦ୍ଧ । ପ୍ରତିଦିନ ଏହି ସୀମାରେ ଥିବା ଭାରତ ଓ ପାକିସ୍ତାନ ପକ୍ଷରୁ ଅନୁଷ୍ଠିତ ହୋଇଥାଏ ଚିତ୍ତାକର୍ଷକ ପ୍ୟାରେଡ । ପାକିସ୍ତାନ ପକ୍ଷରୁ ରେଞ୍ଜର୍ସ ଓ ଭାରତ ପକ୍ଷରୁ ବିଏସଏଫ ଏହି ପ୍ୟାରେଡରେ ଭାଗ ନିଅନ୍ତି । ଏହାକୁ ଦେଖିବାକୁ…
Read More...

୧୦ ଅଗଷ୍ଟରୁ ଭାବିଚିନ୍ତି କରିବେ ଟ୍ୱିଟ ! ଅଶ୍ଲୀଳ ଟିପ୍ପଣୀ କଲେ ଆକାଉଣ୍ଟ ହୋଇପାରେ ବ୍ଲକ, ଟ୍ୱିଟର ଜାରି କଲା ନୂଆ…

ମାଇକ୍ରୋ ବ୍ଲଗିଙ୍ଗ ସାଇଟ ଟ୍ୱିଟର ଆସନ୍ତା ୧୦ ଅଗଷ୍ଟ ଠାରୁ ଲାଇବ ସ୍ଟ୍ରିମିଙ୍ଗ ଦ୍ୱାରା ଅଶ୍ଲୀଳ ଭାଷାରେ ଟିପ୍ପଣୀ କରୁଥିବା ବ୍ୟକ୍ତିମାନଙ୍କ ଆକାଉଣ୍ଟକୁ ବ୍ଲକ କରିପାରେ । ଟେକକ୍ରଞ୍ଚ ଅନୁସାରେ, କମ୍ପାନୀ ଲଗାତାର ଅଭଦ୍ର ଭାଷା ବ୍ୟବହାର କରୁଥିବା ବ୍ୟକ୍ତିମାନଙ୍କ ଆକାଉଣ୍ଟକୁ ବନ୍ଦ କରିବା…
Read More...

ଆସାମର ୪୦ ଲକ୍ଷ ଲୋକ ଭାରତୀୟ ନାଗରିକ ନୁହଁନ୍ତି? ଏନଆରସି ରିପୋର୍ଟକୁ ନେଇ ଉଠିଲା ବିବାଦ

ଆସାମର ଜାତୀୟ ନାଗରିକ ତାଲିକା, ଏନଆରସି ରିପୋର୍ଟକୁ ନେଇ ଉପୁଜିଛି ବଡ଼ ବିବାଦ । ପ୍ରାୟ ୪୦ ଲକ୍ଷ ଲୋକ ଏହି ସମ୍ଭାବ୍ୟ ତାଲିକାରୁ ବାଦ୍ ପଡ଼ିଛନ୍ତି । ମୋଟ୍ ୩ କୋଟି ୨୯ ଲକ୍ଷ ଲୋକ ଏହି ତାଲିକାରେ ସାମିଲ ହେବାକୁ ପଂଜୀକରଣ କରିଥିଲେ । ତେବେ ୨ କୋଟି ୮୯ ଲକ୍ଷ ଏହି ତାଲିକାରେ ସାମିଲ ହୋଇଛନ୍ତି ।…
Read More...

ରାତିରେ ଶୋଇବା ପୂର୍ବରୁ ପିଅନ୍ତୁ ହଳଦି ମିଶା କ୍ଷୀର ! ମିଳିବ ଅନେକ ଫାଇଦା ।

ପ୍ରତିଦିନ ଶୋଇବା ବେଳେ କ୍ଷୀର ପିଇବା ଏକ ଭଲ ଅଭ୍ୟାସ । ସେ ବଡ ହେଉ ଅବା ଛୋଟ ନିତଦିନ କ୍ଷୀର ପିଇବା ଆବଶ୍ୟକ । କ୍ଷୀରରେ ଅତ୍ୟଧିକ ପରିମାଣରେ ପ୍ରୋଟିନ ଥିବାରୁ ଏହା ଶରୀର ପାଇଁ ହିତକର ହୋଇଥାଏ । କିନ୍ତୁ ଉସୁମ କ୍ଷୀରରେ ଯଦି ଟିକେ ହଳଦି ମିଶାଇ ପିଆଯାଏ ତେବେ ଏହା ଶରୀର ପ୍ରତି ବେସ ହିତକର…
Read More...

ଗ୍ୟାସ ରଖିବା ପୂର୍ବରୁ ଓଜନ କରନ୍ତୁ ନହେଲେ ହୋଇପାରନ୍ତି ଠକାମିର ଶିକାର ! ଗ୍ୟାସ ସିଲିଣ୍ଡରରେ ହେଉଛି ଠକାମି, ପ୍ରତି…

ଉପଭୋକ୍ତାଙ୍କ ଘରେ ପହଞ୍ଚୁଥିବା ଗ୍ୟାସ ସିଲିଣ୍ଡରରେ କେତେ କିଲୋଗ୍ରାମର ରହିବା କଥା ତାହା ପୂର୍ବରୁ ନିର୍ଧାରିତ କରାଯାଇଛି । ସେଥିପାଇଁ ଉପଭୋକ୍ତାଙ୍କ ଘରେ ଗ୍ୟାସ ପହଞ୍ଚିବା ପରେ ଗ୍ରାହକ ମାନେ ସିଲିଣ୍ଡରରେ କେତେ କିଲୋଗ୍ରାମ ଗ୍ୟାସ ରହିଛି ତାହା ଯାଞ୍ଚ ନକରି କ୍ରୟ କରିଥାନ୍ତି । ଏହାର…
Read More...

ଏକ ଚକିଆ ସାଇକେଲରେ ୨୧ ହଜାର ମାଇଲ ଯାତ୍ରା ! ବିଶ୍ୱ ଭ୍ରମଣ କରି ଏହି ଯୁବକ କଲେ ରେକର୍ଡ ।

ପୁରା ଦୁନିଆର ଭ୍ରମଣ କରିବା ସମସ୍ତଙ୍କ ସ୍ୱପ୍ନ ହୋଇଥାଏ । କିନ୍ତୁ ଭ୍ରମଣ ଯଦି ସାଇକେଲ ଦ୍ୱାରା କରାଯିବା ନେଇ ପ୍ରଶ୍ନ ଉଠେ ତେବେ ନିଶ୍ଚିତ ଭାବରେ ସମସ୍ତେ ପଛଘୁଂଛା ଦେବେ । କିନ୍ତୁ ଏଭଳି କାରନାମା କରି ଦେଖାଇଛନ୍ତି ବ୍ରିଟେନର ୨୧ ବର୍ଷୀୟ ଯୁବକ । ତାଙ୍କ ନାମ ହେଉଛି ଇଡି ପ୍ରେଟ୍ । ଯିଏକି…
Read More...

ଜଣେ ଗରିବ ବ୍ୟକ୍ତିଙ୍କ ସଫଳତାର କାହାଣୀ ! ପିଲାଦିନେ ରାସ୍ତା କଡରେ ବିକ୍ରି କରୁଥିଲେ ଲଡୁ ଏବଂ ଗୋଲା, ଏବେ ୩୦ କୋଟିର…

ଦୃଢ ମନବଳ ଏବଂ ଇଚ୍ଛା ଶକ୍ତିଥିଲେ କୌଣସି ବି କାମ ଅସମ୍ଭବ ହୋଇନଥାଏ । ଅର୍ଥାତ ଇଚ୍ଛାଶକ୍ତି ଥିଲେ ଦୁନିଆର କୌଣସି ବି ଶକ୍ତି ଆପଣଙ୍କୁ ଲକ୍ଷ ସ୍ଥଳରେ ପହଞ୍ଚିବାରେ ରୋକିପାରିବ ନାହିଁ । ଦେଶର ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ କଠିନ ପରିଶ୍ରମ ଏବଂ ଇଚ୍ଛାଶକ୍ତି ବଳରେ ତାଙ୍କ ଲକ୍ଷ ସ୍ଥଳରେ…
Read More...

ଏ ଜନ୍ମରେ ନ ହେଲା ନାହିଁ ଆର ଜନ୍ମରେ ଆମେ ହେବା ଏକାଠି ! ବାସ୍ ଏତିକି କହି ପାଣିକୁ ଡେଇଁ ପଡିଲେ ପ୍ରେମୀଯୁଗଳ ।

ସତରେ ବଡ ଅଦ୍ଭୁଦ ଏ ପ୍ରେମ । ସାଥି ସହ ଜୀବନ ସାରା ଏକ ଡୋରୀରେ ବାନ୍ଧି ହୋଇ ବଞ୍ôଚବାର ଅଦମ୍ୟ ଇଚ୍ଛା ଯେତେବେଳେ ସଫଳ ନ ହୁଏ । ଦୁର୍ଲଭ ଜୀବନ ମଧ୍ୟ ଅଭିଶାପ ପରି ମନେ ହୁଏ । କେତେ କେତେ ପ୍ରେମୀଯୁଗଳ ଯେ ଏହି ଅଭିଶାପର ଜ୍ୱାଳାରେ ନିଜକୁ ଜାଳିଛନ୍ତି ତାହା ଇତିହାସ ପୃଷ୍ଠାରେ ଦେଖିବାକୁ ମିଳେ…
Read More...

କରୁଣାନିଧି : ୧୪ ବର୍ଷ ବୟସରେ ଛାଡିଥିଲେ ପାଠପଢ଼ା , ଏପର୍ଯ୍ୟନ୍ତ ହାରି ନାହାଁନ୍ତି କୈାଣସି ନିର୍ବାଚନ

ଦକ୍ଷିଣ ଭାରତର ରାଜନୀତିରେ ଏକ ଭିନ୍ନ ସ୍ଥାନ ସୃଷ୍ଟି କରିଥିବା ଦ୍ରାବିଡ ମୁନେତ୍ରା କଡ଼ଗମ(ଡିଏମକେ) ପ୍ରମୁଖ ଏମ୍. କରୁଣାନିଧିଙ୍କ ସ୍ୱାସ୍ଥ୍ୟ ଖରାପ ଅଛି । ସେ ଚେନ୍ନାଇର କାବେରୀ ହସପିଟାଲର ଆଇସିୟୁରେ ଭର୍ତ୍ତି ଅଛନ୍ତି । ସେଇଠି ହସପିଟାଲ ବାହାରେ ତାଙ୍କ ସମର୍ଥକଙ୍କ ଭିଡ଼ ଲାଗିଛି, ଯଦ୍ୱାରା…
Read More...