Browsing Category

ସ୍ପେଶାଲ୍ ରିପୋର୍ଟ

କମ୍ ବୟସରେ ଇଂଜିନିୟରିଂ କରି ଚମକାଇ ଦେଲେ ଭାରତୀୟ ବଂଶୋଦ୍ଭବ : ଆମେରିକାର ବିସ୍ମୟ ବାଳକ ତନିସ୍କ ଆବ୍ରାହମଙ୍କୁ ନେଇ…

୧୪ ବର୍ଷରେ ଇଂଜିନିୟର । ଯେଉଁ ବୟସରେ ଅତି ବେଶୀରେ ଦଶମ ଶ୍ରେଣୀରେ ପାଠ ପଢିବା କଥା ସେହି ବୟସରେ ସେ ହାସଲ କରିଛନ୍ତି ଇଂଜିନିୟରିଂ ଡିଗ୍ରୀ । ୧୪ ବର୍ଷର ଏହି ବିସ୍ମୟ ବାଳକ ହେଉଛନ୍ତି ଆମେରିକାର ତନିସ୍କ ଆବ୍ରାହମ୍ । ତେବେ ବଡ କଥା ହେଉଛି ତନିସ୍କ ହେଉଛନ୍ତି ଜଣେ ଭାରତୀୟ ବଂଶୋଦ୍ଭବ । ମାତ୍ର…
Read More...

ନିଆରା ଏକ ବଜାର ! ଯେଉଁଠି ବିବାହ ପାଇଁ ବିକ୍ରି ହୁଅନ୍ତି କନ୍ୟା।

ସାଧାରଣତଃ ଆମେ ବଜାରକୁ ଆବଶ୍ୟକୀୟ ସାମଗ୍ରୀ କିଣିବା ପାଇଁ ଯାଇଥାଉ । କିନ୍ତୁ କନ୍ୟା ବିକ୍ରି ପାଇଁ ବଜାର ଶୁଣିଲେ ଟିକେ ଅସ୍ୱଭାବିକ ଲାଗୁଛି । ହେଲେ ଏମିତି ଏକ ବଜାର ଅଛି ବୁଲଗେରିଆର ଷ୍ଟାରା ଜାଗୋର ନାମକ ଏକ ସ୍ଥାନରେ । ପ୍ରତି ୩ ବର୍ଷରେ ଥରେ କନ୍ୟା ବିକ୍ରି ପାଇଁ ଏଠି ବଜାର ଖୋଲେ । ଆଉ…
Read More...

ପୁଣି ଜିଓ ଦେଖାଇଲା ଜଲୱା ! ପ୍ରତିଦିନ ଗ୍ରାହକଙ୍କୁ ମିଳିବ ମାଗଣାରେ ଡାଟା, ଜାଣନ୍ତୁ କିଭଳି ଉଠାଇବେ ଏହି ସୁବିଧାର…

ଟେଲିକମ ବଜାରରେ ପାଦ ଦେବା ସହିତ ହିଁ ରିଲାଏନ୍ସ ଜିଓର ଗ୍ରାହକମାନଙ୍କ ପାଇଁ ଅନେକ ଆକର୍ଷଣୀୟ ଅଫରମାନ ଲଂଚ କରିଚାଲିଛି । ଧିରେ ଧିରେ କଂପାନୀ ଭାରତର ଟେଲିକମ ଜଗତରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି । ଆଉ ଜିଓକୁ ମାତ୍ ଦେବା ପାଇଁ ବାକି କଂପାନୀମାନଙ୍କୁ ଜାଣି ଶୁଣି କ୍ଷତି…
Read More...

ଖାତାରେ ରଖନ୍ତୁ ଏତିକି ମିନିମମ ବାଲାନ୍ସ ! ଯାହାଦ୍ୱାରା ଆପଣଙ୍କୁ ଆଉ ବ୍ୟାଙ୍କକୁ ଦେବାକୁ ପଡବନି ଜରିମାନା

ଯଦି ଆପଣ କୌଣସି ବ୍ୟାଙ୍କରେ ସେଭିଂ ଆକାଉଂଟ ଖୋଲିଛନ୍ତି ତେବେ ଆପଣଙ୍କୁ ଜ୍ଞାନ ଥିବା ଦରକାର କି ବ୍ୟାଙ୍କ ଆପଣଙ୍କ ଖାତାରେ ନିର୍ଧାରିତ ମିନିମମ ଆକାଉଂଟ ନହେବା ଉପରେ ଆପଣଙ୍କଠାରୁ କେତେ ମାତ୍ରାରେ ଜରିମାନା ଆଦାୟ କରୁଛନ୍ତି । ଆଉ ଏହି ତାଲିକାରେ ଏସବିଆଇ, ଏଚଡିଏଫସି, ଆଇସିଆଇସିଆଇ ଭଳି…
Read More...

ନବବିବାହିତାଙ୍କ ନାରକୀୟ କାଣ୍ଡ ! ଅସୁନ୍ଦର ବୋଲି ସ୍ୱାମୀଙ୍କୁ ପଥରରେ ଛେଚି ହତ୍ୟା। 

ସ୍ୱାମୀ ସ୍ତ୍ରୀର ସମ୍ପର୍କ ସ୍ନେହ, ପ୍ରେମ ଓ ବିଶ୍ୱାସରେ ଗଢା ହୋଇଥାଏ । ବିବାହ ପରେ ଦୁହେଁ ଦୁହିଁଙ୍କ ଯତ୍ନ ନେବା ସହ ଉଭୟେ ଉଭୟଙ୍କ ଉପରେ ନିର୍ଭଳଶୀଳ ହୋଇଯାଆନ୍ତି । କିନ୍ତୁ ଏପରି ଏକ ପବିତ୍ର ସଂପର୍କକୁ ରୂପକୁ ନେଇ ତଉଲିଲେ ଏହାର ଭବିଷ୍ୟତ କ’ଣ ହେବ ଆପଣ ଅନୁମାନ କରିପାରୁଥିବେ । ସୁନ୍ଦର…
Read More...

ବାଘ ପାଇଁ ଦିନଟିଏ : ଆଜି ବିଶ୍ୱ ବାଘ ଦିବସ । ଜାଣନ୍ତୁ ବାଘ ବିଷୟରେ କିଛି ରୋଚକ ତଥ୍ୟ

କନକ ବ୍ୟୁରୋ : ଆଜି ବିଶ୍ୱ ବାଘ ଦିବସ । ସଙ୍କଟରେ ପଡିଥିବା ବାଘଙ୍କର ବଂଶ ରକ୍ଷା ଲାଗି ସଚେତନତା ଦିବସ ଭାବେ ଆଜିର ଦିନକୁ ପାଳନ କରାଯାଉଛି । ୨୦୧୦ ମସିହା ଜୁଲାଇ ୨୯ ତାରିଖରେ ସେଂଟପିଟରର୍ସବର୍ଗ ସମିଟରେ ପ୍ରସ୍ତାବ ଗୃହିତ ହେବା ପରେ ବିଶ୍ୱବାସୀ ବାଘ ଦିବସ ପାଳନ କରିଆସୁଛନ୍ତି । ଏହି…
Read More...

ଏଣିକି ବୃଦ୍ଧ ବାପାମାଆ ଏବଂ ଦିବ୍ୟାଙ୍ଗ ଭାଇଭଉଣୀଙ୍କୁ ଅଣଦେଖା କଲେ କାଟିଦିଆଯିବ ଦରମା ! ଜାଣନ୍ତୁ କେବେଠାରୁ ଲାଗୁ…

ଚଳନ୍ତି ପ୍ରତିମା ହେଉଛନ୍ତି ବାପାମାଆ । ବାପାମାଆଙ୍କ ସେବା କରିବା ଭଗବାନଙ୍କ ସେବା କରିବା ସହିତ ସମାନ ଆଉ ତାଙ୍କର ନିଃସ୍ୱାର୍ଥର ସହ ସେବା କରିବା ଉଚିତ । ହେଲେ ଏସବୁ ସତ୍ୱେ କିଛି ସନ୍ତାନ ଏଭଳି ବି ଅଛନ୍ତି ଯେଉଁମାନେ କି, ନିଜ ବୃ୍ଦ୍ଧା ବାପାମାଆଙ୍କ ସେବା କରିବା ତ ଦୂରର କଥା ବରଂ ତାଙ୍କୁ…
Read More...

ନିର୍ବାଚିତ ହୋଇ ଜିଲ୍ଲାର ଉନ୍ନତି ପାଇଁ ଉତ୍ସର୍ଗ କରିଦେଲେ ପୂରା ସମୟ । କିନ୍ତୁ ପରବର୍ତ୍ତୀ ସମୟରେ ବିଧାୟକଙ୍କୁ ଭୁଲି…

ବିଧାୟକ ଭାବେ ନିର୍ବାଚିତ ହୋଇ ଜିଲ୍ଲାର ଉନ୍ନତି ପାଇଁ ପୂରା ସମୟ ଉତ୍ସର୍ଗ କଲେ। କିନ୍ତୁ ପରବର୍ତୀ ସମୟରେ କର୍ମୀ, ଦଳ ଓ ଜନତା ତାଙ୍କୁ ଭୁଲି ଗଲେ। ବାଧ୍ୟ ହୋଇ ରାଜନୀତି ଠାରୁ ଦୂରେଇ ଯାଇଥିବା ବେଳେ ଏବେ ବିତାଉଛନ୍ତି ଅସହାୟ ଜୀବନ। ବଞ୍ଚିବା ପାଇଁ ଅହରହ ସଂଘର୍ଷ କରୁଛନ୍ତି। ପରିବାର ଚଳାଇବା…
Read More...

ପାଶବିକତାର ସୀମା ଟପିଲା ମଣିଷ ! ୮ ଜଣ ସଇତାନ ମିଶି ଛେଳି ସହ କଲେ ଗ୍ୟାଙ୍ଗରେପ୍ , ନିରୀହର ହେଲା ମୃତ୍ୟୁ ।

ମହିଳାଙ୍କ ପ୍ରତି ଦୁଷ୍କର୍ମ ହେବା ଖବର ଆପଣ ଜାଣିଥିବେ । କିନ୍ତୁ ଛେଳି ବି ଦୁଷ୍କର୍ମର ଶିକାର ହୋଇପାରନ୍ତି ଆଉ ସେ ବି ପୁଣି କୌଣସି ମଣିଷ ଦ୍ୱାରା, କଥାଟା ଯେତିକି ଅଜବ ଲାଗୁଛି ସେତିକି ମଧ୍ୟ ଆଶ୍ଚର୍ୟ୍ୟକର । ତେବେ ମନୁଷ୍ୟର ଏଭଳି ଘୃଣ୍ୟ କାର୍ୟ୍ୟକୁ ଆମେ କାମୁକତାର ଭୟାନକ ରୂପ କହିବା ନା…
Read More...

ରାଜସ୍ୱ ଆଦାୟ ସହିତ ଲୋକଙ୍କୁ ରୋଜଗାର ପ୍ରଦାନ କରିବା ପାଇଁ ରେଳବାଇର ନୂଆ ପ୍ରୟାସ : ପୁରୁଣା ରେଳଡବାରେ ତିଆରି କରିବାକୁ…

ରେଳବାଇ ଖୁବ୍ ଶୀଘ୍ର ଦେଶର ସବୁ ବଡ଼ ରେଳ ଷ୍ଟେସନରେ ରେଷ୍ଟୁରାଣ୍ଟ ତିଆରି କରିବାକୁ ଯାଉଛି । ରେଳ ବିଭାଗର କହିବା ଅନୁଯାୟୀ ଏହା ଦ୍ୱାରା ରେଳ ବିଭାଗର ପ୍ରଚାର ପ୍ରସାର ହେବା ସହ ରୋଜଗାରର ନୂଆ ମାଧ୍ୟମ ଆରମ୍ଭ ହେବ । ଏଥି ମଧ୍ୟରେ ରେଳ ବିଭାଗ ତାର ସବୁ ଜୋନକୁ ପତ୍ର ମାଧ୍ୟମରେ ଜଣାଇ ଦେଇଛି ଯେ…
Read More...