Browsing Category

ସ୍ପେଶାଲ୍ ରିପୋର୍ଟ

ଜିଏସଟି ନାଁରେ ଠକିପାରିିବେନି କୌଣସି ରେଷ୍ଟୁରାଂଟ କିମ୍ବା ହୋଟେଲ୍ ! ଜାଣନ୍ତୁ ୫ଟି ଗୁରୁତ୍ୱପୂର୍ଣ୍ଣ କଥା

୧ ଜୁଲାଇ, ୨୦୧୭ରୁ ସାରା ଦେଶରେ ଲାଗୁ ହୋଇଛି ଐତିହାସିକ ବସ୍ତୁ ଓ ସେବା କର (ଜିଏସଟି) । ଇତି ମଧ୍ୟରେ ପାଖାପାଖି ୫୦ ଦିନ ବିତିଯାଇଥିଲେ ସୁଦ୍ଧା ଏବେବି ଲୋକେ ଜିଏସଟିକୁ ନେଇ ଅନେକ ଦ୍ୱନ୍ଦ୍ୱରେ ରହିଛନ୍ତି । ଯେଉଁଥିରୁ ଗୋଟିଏ ହେଲା ହୋଟେଲ କିମ୍ବା ରେଷ୍ଟୁରାଂଟରେ ଲାଗୁ କରାଯାଇଥିବା ଜିଏସଟି…
Read More...

ତିନି ତଲାକ୍ ବିରୋଧରେ ଲଢିଥିବା ତିନି ମହିଳା ! ଯାହାଙ୍କ ପାଇଁ ଅନ୍ତ ହେଲା କୁତ୍ସିତ ପ୍ରଥାର ଯୁଗ

କନକ ବ୍ୟୁରୋ :  ଲମ୍ବା ଯାତ୍ରାର ଅବସାନ ଘଟିଲା । ଦୀର୍ଘ ବର୍ଷ ଧରି ହକ୍ ପାଇଁ ହେଉଥିବା ଏହି ଲଢେଇର ଶେଷରେ ପରିସମାପ୍ତି ହୋଇଛି । ଆଉ ଶୁଭିବନି ତଲାକ. ତଲାକ.. ତଲାକ... । ନିଜ ହକ୍ ପାଇଁ ଲଢୁଥିବା ମୁସଲିମ ମହିଳାଙ୍କୁ ଖୁସି ଆଣି ଦେଇଛି ସୁପ୍ରିମକୋର୍ଟଙ୍କ ରାୟ । ସୁପ୍ରିମକୋର୍ଟ ମୁଖ୍ୟ…
Read More...

ଜିଓ ୪ଜି ଫୋନକୁ କଡ଼ା ଟକ୍କର ! ଏୟାରଟେଲ୍ ଆଣିପାରେ ୨୫୦୦ ଟଙ୍କାର ସ୍ମାର୍ଟଫୋନ୍

କନକ ବ୍ୟୁରୋ : ଜିଓର ଶସ୍ତା ସ୍ମାର୍ଟଫୋନþ ଲଂଚ ହେବା ପରେ ଖବର ଆସିଲା ଅନ୍ୟ କମ୍ପାନୀ ମାନେ ମଧ୍ୟ ଶସ୍ତା ସ୍ମାର୍ଟଫୋନ୍ ଲଂଚþ କରିପାରନ୍ତି । ଆଉ ଏହି ଖବର କିଛିକାଂଶରେ ସତ ହେଲା ମଧ୍ୟ । ଅନେକ କମ୍ପାନୀ ଏନେଇ ଘୋଷଣା ମଧ୍ୟ କରି ଦେଇଛନ୍ତି । ଜିଓ ଯୋଗୁଁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ…
Read More...

ହ୍ୱାଟସଆପର ନୁଆ ଅପଡେଟ୍ ! ଏଣିକି ରଖିପାରିବେ ରଙ୍ଗୀନ ‘ଟେକ୍ସଟ ଷ୍ଟାଟସ୍’ । ଜାଣନ୍ତୁ ଏହାର ବ୍ୟବହାର

ଏଣିକି ଫେସବୁକ୍ ଭଳି ରଙ୍ଗବେରଙ୍ଗର ଇମେଜ୍ ଓ ଭିଡିଓ ମଧ୍ୟ ଅପଲୋଡ କରିପାରିବେ । କାରଣ ହ୍ୱାଟସଆପ ରିଲିଜ କରିଛି ଫେସବୁକର ସବୁଠାରୁ ଆକର୍ଷଣୀୟ ଫିଚର । ସୂଚନା ମୁତାବକ, ହ୍ୱାଟସଆପ ନିଜର ଆଣ୍ଡ୍ରଏଡ୍ ଏବଂ ଆଇଫୋନ୍ ଆପ୍ ପାଇଁ ବେରଙ୍ଗର ‘ଟେକ୍ସଟ ଷ୍ଟେଚର୍ସ’ ନାମକ ଏକ ଫିଚର ଲଂଚ କରିଛି । ତେବେ…
Read More...

ଗୁଗଲ ଜାରି କଲା ଆଣ୍ଡ୍ରଏଡ଼ର ଆଗାମୀ ଭର୍ସନ ଓରିଓ ! ଜାଣନ୍ତୁ କ’ଣ କ’ଣ ରହିଛି ସ୍ୱତନ୍ତ୍ର ଫିଚର

ଜାରି ହେଲା ଆଣ୍ଡଏଡ଼ର ନୂତନ ତଥା ଆଗାମୀ ଭର୍ସନ । ଗୁଗୁଲ ବିଧିବଦ୍ଧ ଭାବେ ଆଣ୍ଡ୍ରଏଡ଼ର ଆଗାମୀ ଭର୍ସନ ଜାରି କରିଛି , ଯାହାର ନାମ ହେଲା ଆଣ୍ଡଏଡ଼ ଓରିଓ । ଗୁଗଲ ଏହାକୁ ଏକ ନିଆରା ଅନ୍ଦାଜରେ ଜାରି କରିଛି । କାରଣ ଏହାକୁ ଠିକ ସେହି ସମୟରେ ଲଞ୍ଚ କରାଯାଇଥିଲା ଯେତେବେଳେ ଆମେରିକାରେ ୯୯ ବର୍ଷ ପରେ…
Read More...

ସରଗରମ କ୍ୟାମ୍ପସ ! ଜମୁଛି କ୍ୟାମ୍ପେନ ! ପାଖଉଛି ଛାତ୍ର ସଂସଦ ନିର୍ବାଚନ

କନକ ବ୍ୟୁରୋ: ଜମିଲାଣି ଛାତ୍ର ସଂସଦ ନିର୍ବାଚନ ପାଇଁ ପ୍ରଚାର । କଲେଜକୁ ନୂଆ ନୂଆ ଆସିଥିବା ଛାତ୍ରଛାତ୍ରୀଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ଲାଗି ପଡିଛନ୍ତି ସବୁ ଛାତ୍ର ସଂଗଠନ । କଲେଜ ପରିସରରେ ଗିଫ୍ଟ, କାର୍ଡ ଓ ଚକୋଲେଟର ଆସର ଦେଖିବାକୁ ମିଳୁଛି । ସେପ୍ଟେମ୍ବର ୨୩ରେ ଛାତ୍ର ସଂସଦ…
Read More...

ଚୀନର ଚକ୍ରାନ୍ତ ! ୱାଟର ବମ ସାହାଯ୍ୟରେ ଭାରତକୁ ଜଳମଗ୍ନ କରିବାକୁ ଯୋଜନା

କନକ ବ୍ୟୁରୋ : ଚୀନର ପୁଣି ଏକ ନୂଆ ଚକ୍ରାନ୍ତ । ଏଥର ୱାଟର ବମ୍ ସାହାଯ୍ୟରେ ଭାରତ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଛି ଚୀନ୍ । ଡୋକଲାମ ବିବାଦକୁ ନେଇ ସୀମାରେ ଭାରତ ଓ ଚୀନ୍ ମଧ୍ୟରେ ଦୀର୍ଘ ୨ ମାସ ଧରି ମୁହାଁମୁହିଁ ପରିସ୍ଥିତି ଲାଗି ରହିଛି । ତେବେ ଏସବୁ ଭିତରେ ଏକ ସାଂଘାତିକ ତଥ୍ୟ…
Read More...

ତେନ୍ଦୁଲକର ଆଣିଲେ ‘ସ୍ମାର୍ଟରନ୍‌-ଏସଆରଟି’ ସ୍ମାର୍ଟଫୋନ୍‌ !

ମହାନ କ୍ରିକେଟ ଖେଳାଳି ତଥା କ୍ରିକେଟର ଗଡ଼ କୁହାଯାଉଥିବା ସଚିନ ତେନ୍ଦୁଲକର ସ୍ମାର୍ଟଫୋନ୍‌ ବ୍ୟବସାୟରେ ପ୍ରବେଶ କରିଛନ୍ତି । ତେନ୍ଦୁଲକର ନିଜସ୍ୱ ମାଲିକାନାରେ ସ୍ମାର୍ଟରନ୍‌-ଏସଆରଟି (ସଚିନ ରମେଶ ତେନ୍ଦୁଲକର) ବ୍ରାଣ୍ଡର ସ୍ମାର୍ଟଫୋନ୍‌ ଆଣିଛନ୍ତି । ବଜାରରେ ଉପଲବ୍ଧ ବିଭିନ୍ନ ଚାଇନିଜ୍‌…
Read More...

ଓଟିଡିସିର ମନସୂନ ପ୍ୟାକେଜ୍! ହାତ ପାହାନ୍ତାରେ ପର୍ଯ୍ୟଟକଙ୍କୁ ମିଳିବ ପ୍ରାକୃତିକ ସୌନ୍ଦର୍ଯ୍ୟ

କନକ ବ୍ୟୁରୋ: ଘଞ୍ଚ ଜଙ୍ଗଲ । ଝିପ୍ ଝିପ୍ ବର୍ଷା । ଚଢ଼େଇଙ୍କ କିଚିରି ମିଚିରି ଶବ୍ଦ । ସମୁଦ୍ରର ନୀଳ ଜଳରାଶିର ଢ଼େଉ । ଆକାଶରେ ଭସା ବାଦଲ । ଏମିତି ଚିତ୍ରକୁ ଭାବିବା ସହଜ ହେଲେ ହାତ ପାହାନ୍ତାରେ ପାଇବା ଏତେ ସହଜ ନୁହେଁ । କିନ୍ତୁ ପର୍ଯ୍ୟଟକଙ୍କୁ ଏହି ସ୍ୱପ୍ନିଳ ଅନୂଭୁତିକୁ ସତରେ ଭେଟିଦେବା…
Read More...

ପାଖଉଛି ଛାତ୍ର ସଂସଦ ନିର୍ବାଚନ ତାରିଖ ! ଚାଲିଛି ପ୍ରାର୍ଥୀ ଖୋଜା ! ନୂଆମୁହଁକୁ ଅଗ୍ରାଧିକାର ! ବିଜେବି କ୍ୟାମ୍ପସ…

କନକ ବ୍ୟୁରୋ: ଛାତ୍ର ସଂସଦ ନିର୍ବାଚନ ତାରିଖ ଘୋଷଣା ହେବା ପରେ ଏବେ କଲେଜ କ୍ୟାମ୍ପସରେ ବସୁଛି ଛାତ୍ରନେତାଙ୍କ ବୈଠକ । ଚାଲିଛି ପ୍ରାର୍ଥୀ ଖୋଜା । କାହାକୁ ପ୍ରାର୍ଥୀ କଲେ ବିଜୟ ଅନିବାର୍ଯ୍ୟ ହେବ ସେ ନେଇଛି ହେଉଛି ଅଙ୍କକଷା । ଉଷ୍ମ ହେଉଛି କ୍ୟାମ୍ପସ ପଲିଟିକ୍ସ । ଛାତ୍ର ସଂସଦ ନିର୍ବାଚନ…
Read More...