Browsing Category

ସ୍ପେଶାଲ୍ ରିପୋର୍ଟ

ଟ୍ରେନ୍ ଟ୍ରାକରେ ଦୌଡୁଛି ମୃତ୍ୟୁ ! ନଜର ପକାନ୍ତୁ ଦୁଇ ବର୍ଷର ୮ଟି ବଡ ଟ୍ରେନ୍ ଦୁର୍ଘଟଣା ଉପରେ

ଲାଇନଚ୍ୟୁତ ହୋଇଛି କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍  । ସନ୍ଧ୍ୟା ପ୍ରାୟ ୬ଟା ବେଳେ ମୁଜାଫରନଗରର ଖତୌଲିିରେ ଟ୍ରେନର ୬ଟି ବଗି (ଏସ୍ ୧ ରୁ ଏସ୍ ୬ଆଶଙ୍କା) ଲାଇନଚ୍ୟୁତ ହୋଇଛି । ଦୁର୍ଘଟଣାରେ୨୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବଂ ୪୦ରୁ ଅଧିକ ଆହତ ହୋଇଛନ୍ତି  । ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ…
Read More...

ପରଦା ପଛର ନାୟିକା ! ଯଦି ଏହି ମହିଳା ନଥାନ୍ତେ ତାହାଲେ କେବେ ବି ହୋଇପାରିନଥାନ୍ତା ଇନଫୋସିସ୍

ଜଣେ ଝିଅ ଥିଲା । ଜଣେ ପୁଅ ଥିଲା । ଗୋଟିଏ ସହର ଥିଲା । ୮୦ ଦଶକର ଗୋଟିଏ ବର୍ଷ ଥିଲା । କିଛି ସ୍ୱପ୍ନରେ ଥିଲା ଆଉ କିଛି ନିଜର ଥିଲା । କିଛି ସଂଘର୍ଷ ଥିଲା ଯାହା ଲଢିବାର ଥିଲା । ଆଉ କିଛି ସଂଘର୍ଷ ଥିଲା ଯାହା ଲଢାଯାଇଥିଲା ଆଉ ଜିତା ମଧ୍ୟ ଯାଇଥିଲା । ଝିଅଟି ପୁଅକୁ ନିଜ ରୋଜଗାରର ୧୦ହଜାର…
Read More...

ପ୍ରତିରକ୍ଷା କ୍ଷେତ୍ରରେ ବାହୁବଳୀ ବନୁଛି ଭାରତ ! ସ୍ଥଳ, ଜଳ ଓ ବାୟୁରେ ଅପ୍ରତିଦ୍ୱନ୍ଦୀ ଭାରତୀୟ ସେନା

କନକ ବ୍ୟୁରୋ : ଶତ୍ରୁପକ୍ଷର ମୁକାବିଲା କରିବା ପାଇଁ ପ୍ରସ୍ତୁତି ଆରମ୍ଭ କଲାଣି ଭାରତ । ଜଳ, ସ୍ଥଳ ଓ ଆକାଶପଥରେ ଶକ୍ତିଶାଳୀ ହେଉଛି ଭାରତ । ବାହ୍ୟଶତ୍ରୁର ମୁକାବିଲା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ଭାରତ ଆପଣାଉଛି । ଭାରତ ଗତ କିଛି ବର୍ଷ ମଧ୍ୟରେ ଫ୍ରାନ୍ସ, ଇତ୍ସାଏଲ ଓ ଆମେରିକା ଭଳି ଦେଶ ସହ…
Read More...

ଓଢ଼ଣା ଢ଼ାଙ୍କି ରାତି ସାରା ବୁଲିଲେ କିରଣ ବେଦି ! ପୁଡୁଚେରୀରେ ମହିଳାଙ୍କ ସୁରକ୍ଷା ନେଇ କଲେ ଯାଂଚ

କନକ ବ୍ୟୁରୋ: ମୁଣ୍ଡରେ ନାହିଁ ହେଲମେଟ । ତଥାପି ରାଜରାସ୍ତାରେ ଗାଡି ଚଲାଉଛନ୍ତି ଜଣେ ମହିଳା । ପଛ ସିଟରେ ଆଉ ଜଣେ ମହିଳା ବି ବସିଛନ୍ତି । ଯାହାଙ୍କ ଚେହେରା ଓଢ଼ଣୀରେ ଢ଼ଙ୍କା ହୋଇଛି । ଦୁଇଜଣଯାକ ବାହାରିଛନ୍ତିି ରାତିରେ କେତେ ସୁରକ୍ଷିତ ସହର ତାହାର ଯାଂଚ କରିବାକୁ । ଯାଂଚ ଆଉ କେହି…
Read More...

ଦିଲ୍ଲୀ ଗଲା ପିସି ମାମଲା ! ଦଳୀୟ କର୍ମୀଙ୍କୁ ଘର ବାଣ୍ଟି ଅଡୁଆରେ ନବୀନ ସରକାର ! ତଦନ୍ତ ପାଇଁ କେନ୍ଦ୍ର ପଠାଇବ ଟିମ

କନକ ବ୍ୟୁରୋ: ଓଡିଶାରେ ସଠିକ ଭାବେ ଉପଯୋଗ ହୋଇନି କେନ୍ଦ୍ରୀୟ ଯୋଜନା ଓ ଅନୁଦାନ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏହି ଅଭିଯୋଗ ପରେ ଏବେ ଅନୁଧ୍ୟାନ କରିବ କେନ୍ଦ୍ରୀୟ ଟିମ । ନବୀନଙ୍କ ରାଜ୍ୟରେ ହେବ ସରଜମିନ ତଦନ୍ତ । ଗୋଟିଏ ଦିନ ପୂର୍ବରୁ ନବୀନ-ଧର୍ମେନ୍ଦ୍ରଙ୍କ ଭେଟଘାଟକୁ ନେଇ…
Read More...

ଖୁବ୍ ଶୀଘ୍ର ୟୁଟ୍ୟୁବରେ ଦେଖିବେ ବ୍ରେକିଂ ନ୍ୟୁଜ୍ !

ଏବେ ଦ୍ରୁତ ଖବର ଦେବା ପାଇଁ ଟେଲିଭିଜନରେ ବ୍ରେକିଂ ନ୍ୟୁଜ୍ ପାଲଟିଛି ଏକ ମାଧ୍ୟମ । ଆଉ ଏହାର ବହୁଳ ପ୍ରସାର ମଧ୍ୟ ଘଟିଛି । ଆଉ ଏହି ଧାରାରେ ଏବେ ସାମିଲ ହେବାକୁ ଯାଉଛିି ପ୍ରସିଦ୍ଧ ଭିଡିଓ ସାଇଟ୍ ୟୁଟ୍ୟୁବ୍ । ୟୁଟ୍ୟୁବର ହୋମପେଜ ଓ ମୋବାଇଲ୍ ଆପ୍ ରେ ଏକ ଅଲଗା ବିଭାଗ ରହିବ । ଯେଉଁଥିରେ ସାରା…
Read More...

ଉଦାହରଣର ଅନ୍ୟନାମ ଚମ୍ପାବତୀ ! ରାଜଧାନୀରେ ସଜାଡୁଛନ୍ତି ବୁଲେଟ୍, ପାଲଟିଛନ୍ତି ‘ବୁଲେଟ୍ ରାଣୀ’

କନକ ବ୍ୟୁରୋ : ମହିଳାମାନେ ଆଜିକାଲି କୌଣସି କ୍ଷେତ୍ରରେ ପଛୁଆ ନୁହନ୍ତି । ବିଲରେ ହଳ କରିବାଠୁ ଆରମ୍ଭ କରି ଆକାଶରେ ବିମାନ ଉଡାଇବା ଯାଏଁ ସବୁଠି ସେମାନଙ୍କ ସଫଳତାର ସ୍ୱାକ୍ଷର । ଏମିତି ଜଣେ ମହିଳା ପ୍ରତିଭା ଚମ୍ପାବତୀ, ଯିଏ ବୁଲେଟ୍ ମେକାନିକ ଭାବରେ ବେଶ ପ୍ରସିଦ୍ଧି ପାଇଛନ୍ତି । ଗାଡି…
Read More...

ଅନ୍ୟପାଇଁ ଉଦାହରଣ କୋରାପୁଟର ଆଦିବାସୀ ମହିଳା ! ଆମ୍ବ ଉତ୍ପାଦନରେ ସାଜିଛନ୍ତିି ନୂଆ ମିଶାଲ ! ସହଯୋଗର ହାତ ବଢ଼ାଇଛନ୍ତି…

କନକ ବ୍ୟୁରୋ: କୁହାଯାଏ ବିନାଶ୍ରୟେ ନବର୍ତ୍ତନ୍ତି କବିତା ବନିତା ଲତା । ପୁଣି କୁହାଯାଏ ନାରୀ ଅବଳା ଆଉ ଦୁର୍ବଳା । ଘର ଭିତରେ ରହିବା ତାର କାମ । ପୁରୁଷ ପ୍ରାଧାନ୍ୟ ସମାଜରେ ନାରୀକୁ ସେତେଟା ଗୁରୁତ୍ୱ ଦିଆଯାଏନି । ହେଲେ ଆମ ସମାଜରେ ଏମିତି କିଛି ମହିଳା ଅଛନ୍ତିି ଯେଉଁମାନେ ଅନ୍ୟମାନଙ୍କ…
Read More...

କୁନି ଝିଅର ଲୁହକୁ ଦେଖି ତରଳି ଗଲା ବିରାଟ୍-ଶିଖରଙ୍କ ହୃଦୟ ! ଇନଷ୍ଟାଗ୍ରାମରେ ସେୟାର କଲେ ମନର କଥା, ଯାହା ଆପଣଙ୍କୁ ବି…

ଭାରତୀୟ କ୍ରିକେଟ୍ ଦଳର ଘାତକ ଖେଳାଳି ଶିଖର ଧୱନ ଏବଂ ଅଧିନାୟକ ବିରାଟ୍ କୋହଲି ୱାନଡେ ସିରିଜ୍ ପୂର୍ବରୁ ଏକ ଭିଡିଓ ଦେଖି ଅତ୍ୟନ୍ତ ଭାବୁକ ହୋଇପଡିଛନ୍ତି । ଖାଲି ସେତିକି ନୁହେଁ ଉଭୟେ ନିଜ ନିଜର ଭାବନାକୁ ଇନଷ୍ଟାଗ୍ରାମରେ ସେୟାର ମଧ୍ୟ କରିଛନ୍ତି । ଘଟଣାଟି ହେଲା, ଏହି ଭିଡିଓରେ ଏକ ଶିଶୁକୁ…
Read More...

ଛିଣ୍ଡିଲା ଅଙ୍କ! ଦିଲ୍ଲୀ ଦରବାରରେ ହେଲା ଆଇଓସିଏଲ ବିଚାର! ଓଡିଶା ପାଇଲା ହକ୍, ଆଇଓସିଏଲ ଦେବ ଭାଟ୍ ବାବଦ ଅର୍ଥ ।

କନକ ବ୍ୟୁରୋ: ଶେଷରେ ଯାହା ଆଶା କରାଯାଉଥିଲା ସେଇଆ ହେଲା । ଦିଲ୍ଲୀ ଦରବାରରେ ବିଚାର ହେଲା ଆଇଓସିଏଲ ବିବାଦର । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ସକରାତ୍ମକ ଆଲୋଚନା ନେଇ ଗତକାଲି ସୂଚନା ଦିଆଯାଇଥିବା ବେଳେ ଆଇଓସିଏଲ ବିବାଦର ଅନ୍ତ…
Read More...