Browsing Category

ସ୍ପେଶାଲ୍ ରିପୋର୍ଟ

ଆକାଶରେ ଘର ! ପରିବାରର ସମସ୍ତ ସଦସ୍ୟ ଜଣେ ଜଣେ ପାଇଲଟ୍

କନକ ବ୍ୟୁରୋ : ନୀଳ ଆକାଶରେ ଘୂରି ବୁଲୁଛି ପୂରା ପରିବାର । କେତେବେଳେ ବାପା ତ ପୁଣି କେତେବେେଳେ ମା । ଆପଣ ଭାବୁଥିବେ ଯେ ଏହି ପରିବାର କୌଣସି ପ୍ରତିଷ୍ଠିତ ବ୍ୟବସାୟୀ କିମ୍ବା ରାଜନେତାଙ୍କ ପରିବାର ହୋଇଥିବ । କିନ୍ତୁ ନାଁ ଆମେ କହୁଛୁ  ଦିଲ୍ଲୀର ରୋହିତ ଭସିନଙ୍କ ପରିବାର କଥା । ନୀଳ ଆକାଶର…
Read More...

ସ୍ୱାଧୀନ ଭାରତରେ ପରାଧୀନ ନାରୀ ! ଏବେ ବି ଏହି ୬ଟି ଅଧିକାରକୁ ନେଇ ଜାରି ରହିଛି ମହିଳାଙ୍କ ସଂଘର୍ଷ

ଏକ ମୁକ୍ତ ଉଡାଣର ନାଁ ହେଉଛି ସ୍ୱାଧୀନତା । ଏକ ବନ୍ଧନମୁକ୍ତ ଯାତ୍ରାର ନାଁ ହେଉଛି ସ୍ୱାଧୀନତା । କିଛି ଦିନ ତଳେ ସମଗ୍ର ଦେଶରେ ପାଳନ ହୋଇଛି ସ୍ୱାଧୀନତାର ଏହି ଉତ୍ସବ । ହେଲେ ସ୍ୱାଧୀନତାର ଅର୍ଥ କଣ କେବଳ ଅଗଷ୍ଟ ୧୫ । ଏହି ଉତ୍ସବ କଣ ସେହି ଗୋଟିଏ ଦିନର । କଣ ପ୍ରକୃତ ଅର୍ଥରେ ଦେଶ ସ୍ୱାଧୀନ…
Read More...

ଆଜି ରାଜୀବ ଗାନ୍ଧୀଙ୍କ ୭୩ତମ ଜନ୍ମବାର୍ଷିକୀ ! ନଜର ପକାନ୍ତୁ ଦେଶ ପାଇଁ ତାଙ୍କର ୫ଟି ବଡ଼ ଯୋଗଦାନ ଉପରେ

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କର ୭୩ତମ ଜନ୍ମବାର୍ଷିକୀ । ଏ ଅବସରରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶିଲା ଦିକ୍ଷିତ, ସୋନିଆ ଗାନ୍ଧୀ, ରାହୁଳ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ରବର୍ଟ ଭଦ୍ରା ଏବଂ ତାଙ୍କ ଝିଅ ମୀରାୟା ଆଦି…
Read More...

ସିଆଇଡି ଓ ସିବିଆଇ ମଧ୍ୟରେ କଣ ରହିଛି ପାର୍ଥକ୍ୟ: ପଢନ୍ତୁ ଏହି ରିପୋର୍ଟ

କନକ ବ୍ୟୁରୋ : ଏବେ ଗଣମାଧ୍ୟମରେ ଅନେକ ସମୟରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଘରେ ସିବିଆଇ ରେଡ କରୁଥିବାରର ଖବର ସାମ୍ନାକୁ ଆସୁଛି । ମୁଖ୍ୟତଃ ସିବିଆଇ ଓ ସିଆଇଡି ଦୁଇଟି ଭିନ୍ନ ଭିନ୍ନ ଯାଞ୍ଚ ଏଜେନ୍ସି । ମାତ୍ର ଅନେକ ସମୟରେ ସାଧାରଣ ଲୋକ ସିବିଆଇ ଓ ସିଆଇଡିକୁ ନେଇ ଦ୍ୱନ୍ଦରେ ପଡ଼ିଥାନ୍ତି । ତେବେ…
Read More...

ଶ୍ରୀଲଙ୍କାରେ ବିରାଟ-ଅନୁଷ୍କା ! ଦୁହେଁ ମିଶି କଲେ ବୃକ୍ଷ ରୋପଣ

ଭାରତୀୟ କ୍ରିକେଟ୍ ଟିମର ଅଧିନାୟକ ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମା, ଉଭୟ ନିଜ ନିଜ କ୍ଷେତ୍ରରେ ଖୁବ୍ ନାମକରା ବ୍ୟକ୍ତିତ୍ୱ । ଉଭୟ ମଧ୍ୟ ନିଜ ନିଜର କାମକୁ ନେଇ ବ୍ୟସ୍ତ ଥାଆନ୍ତି । କିନ୍ତୁ ସମୟ ମିଳିବା କ୍ଷଣି ଦୁହେଁ ଏକତ୍ର ଭେଟ ହୋଇଥା’ନ୍ତି । ଦୁହେଁ ଦୁହିଁଙ୍କୁ ପାଖରେ ପାଇ…
Read More...

ମାଇକ୍ରୋମାକ୍ସ ଲଞ୍ଚ କଲା ଡୁଆଲ କ୍ୟାମେରା ବିଶିଷ୍ଟ ଶସ୍ତା ସ୍ମାର୍ଟଫୋନ୍ !

ମାଇକ୍ରୋମାକ୍ସ ଲଞ୍ଚ କଲା ନୂଆ ସ୍ମାର୍ଟଫୋନ୍ । ମାଇକ୍ରୋମାକ୍ସ ନିକଟରେ ନିଜର ଏକ ନୂଆ ସ୍ମାର୍ଟଫୋନ୍ ଇଭୋକ୍ ଡୁଆଲ ନୋଟ୍ ଲଂଚ କରିଛି । ଏହାର ସ୍ୱତନ୍ତ୍ରତା ହେଲା ଏହି ସ୍ମାର୍ଟଫୋନର ପଛରେ ରହିଛି ଡୁଆଲ କ୍ୟାମେରାର ସେଟଅପ୍ । ମଙ୍ଗଳବାର ଠାରୁ ଫ୍ଲିପକାର୍ଟରେ ଏହି ସ୍ମାର୍ଟଫୋନ ଉପଲବ୍ଧ ରହିବ,…
Read More...

କୌଣସି ସେଲିବ୍ରିଟିଙ୍କଠାରୁ କମ୍ ନୁହଁନ୍ତି ମେରିନ୍ ଯୋଶେଫ୍

ଆଇପିଏସ୍ ହେବାର ସ୍ୱପ କିଏ ବା ଦେଖିନଥାଏ ମାତ୍ର ଏହି ସ୍ୱପ୍ନକୁ ଖୁବ୍ କମ୍ ଲୋକ ହିଁ ସାକାର କରିବାରେ ସଫଳ ହୋଇଥାନ୍ତି । ତେବେ ମେରିନ୍ ଯୋଶେଫ୍ ସେହି ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ । ମାତ୍ର ୨୨ ବର୍ଷ ବୟସରେ ଆଇପିଏସ୍ ଅଫିସର ହୋଇ ଦେଶ ପାଇଁ ଗୌରବ ଅର୍ଜନ କରିଥିବା ମେରିନ୍ ଥରକରେ ହିଁ…
Read More...

୨୩ ବର୍ଷରେ ୨୧ଥର ଯାଇଛନ୍ତି ଜେଲ୍ ! ଆଜି ସେ ଜଣେ ଲୋକପ୍ରିୟ ଥିଏଟର କଳାକାର ,ଅନେକଙ୍କର ପାଲଟିଛନ୍ତି ଆଦର୍ଶ

୧୫ ଅଗଷ୍ଟରେ ତିହାଡ଼ ଜେଲରେ କଏଦୀମାନଙ୍କ ଏକ ଥିଏଟର କାର୍ଯ୍ୟକ୍ରମ ଚାଲିଥିଲା । ଏଥିରେ ଅଭିନୟ କରିଥିବା ମୁଖ୍ୟ କଳକାର ଅକରମ ଥିଲେ ଆକର୍ଷଣର କେନ୍ଦ୍ରବିନ୍ଦୁ । ଅକରମଙ୍କୁ ଅନେକ ନିଜର ପ୍ରେରଣା ଓ ଆଦର୍ଶ ମାନନ୍ତି । ତାଙ୍କର ଅଭିିନୟକୁ ତାରିଫ କରନ୍ତି । କିଛି ବର୍ଷ ତଳେ ଅକରମ୍ ଜୀବନ ଥିଲା…
Read More...

ଏଚ-୧ବି ଭିସା ଆବେଦକଙ୍କ ମଧ୍ୟରେ ଶୀର୍ଷ ସ୍ଥାନରେ ଭାରତ ! ୨.୪୭ ଲକ୍ଷ ଲୋକ କରିଛନ୍ତି ଆବେଦନ

ଆମେରିକାରୁ ଏଚ-୧ବି ଭିସା ପାଇଁ ଚଳିତ ଆର୍ଥିକ ବର୍ଷର ପ୍ରଥମ ୯ମାସରେ ୨ଲକ୍ଷ ୪୭ହଜାର ଆବେଦନ ହୋଇଛି । ସେଥି ମଧ୍ୟରୁ ଭାରତୀୟମାନେ ଅଧିକ ସଂଖ୍ୟାରେ ଭିସା ପାଇଁ ଆବେଦନ କରିଥିବା ଜଣାପଡ଼ିଛି । ୨୦୧୬ ଅକ୍ଟୋବର ୧ରୁ ଜୁନ ୩୦ ମଧ୍ୟରେ ୭୪ ପ୍ରତିଶତ ଆବେଦନ ହୋଇଛି । ଆମେରିକାରରେ ଅକ୍ଟୋବର ୧ରୁ…
Read More...

ପରିତ୍ୟକ୍ତ ଶିଶୁକନ୍ୟା ଆଜି କୋଟିପତି : ଜନ୍ମଦିନ ପାଳିବାକୁ ସ୍ପେନରୁ ଆସିଲେ କଟକ

କନକ ବ୍ୟୁରୋ: ୨୧ ବର୍ଷ ତଳେ ସିଏ ଥିଲେ ଜଣେ ପରିତ୍ୟକ୍ତ ଶିଶୁ କନ୍ୟା । ତାଙ୍କୁ ରାସ୍ତାକଡ଼ରେ ଛାଡ଼ି ଚାଲି ଯାଇଥିଲେ ତାଙ୍କର ଜନ୍ମକଲା ବାପା-ମା’ । ହେଲେ ଭାଗ୍ୟଚକ୍ରରେ ସେ ଆଜି କୋଟିପତି । ସ୍ପେନର ସ୍ଥାୟୀ ବାସିନ୍ଦା । ଏକ ସ୍ୱଚ୍ଛଳ ପରିବାରର ଉତ୍ତରାଧିକାରୀ ଏବଂ ମାଦ୍ରିଦ୍ ୟୁନିଭର୍ସିଟିର…
Read More...