Browsing Category

ସ୍ପେଶାଲ୍ ରିପୋର୍ଟ

ବିଜେପିକୁ ଫାଇଦା ଦେବ କି ତିନି ତଲାକ ରାୟ ! ନଜର ପକାନ୍ତୁ କାହିଁକି ସୁବିଧା ପାଇପାରେ ଦଳ

କନକ ବ୍ୟୁରୋ: ତିନି ତଲାକ ପ୍ରଥାକୁ ରଦ୍ଦ କଲେ ସୁପ୍ରିମକୋର୍ଟ । ଏହାପରେ ଏହି ରାୟକୁ ନେଇ ରାଜନୈତିକ ପ୍ରତିକିୟା ପ୍ରକାଶ ପାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଐତିହାସିକ ଓ ମହିଳା ସଶକ୍ତିରଣ ଦିଗରେ ନୂଆ ଅଧ୍ୟାୟ ବୋଲି କହିଛନ୍ତି । ସେପଟେ ଅମିତ ଶାହା ମଧ୍ୟ ଏହାକୁ ସ୍ୱାଗତ କରି…
Read More...

ଗ୍ଲାମରସ୍ ଲାଇଫଷ୍ଟାଇଲ୍ ପାଇଁ ଚର୍ଚ୍ଚାରେ ମହାତ୍ମା ଗାନ୍ଧୀଙ୍କ ଅଣନାତୁଣୀ !

କନକ ବ୍ୟୁରୋ : ଜାତିର ପିତା ମହାତ୍ମା ଗାନ୍ଧୀ । ନିଜର ଅସଲ ନାଁ ପରିବର୍ତ୍ତେ ‘ବାପୁ’ ନାଁରେ ସମଗ୍ର ବିଶ୍ୱରେ ଲୋକପ୍ରିୟ । ଦେଶର ସ୍ୱାଧୀନତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥିବା ବାପୁଙ୍କୁ କେବଳ ଭାରତ ନୁହେଁ ପୁରା ବିଶ୍ୱ ସ୍ମରଣ କରେ । ଦେଶ ପାଇଁ ତାଙ୍କ ଅବଦାନ ଏବଂ ତାଙ୍କ…
Read More...

ଭୁଲ ହେବନି ଶାହା ଗଣିତ ! ଶେଷ ହେଲା ରାଜ୍ୟ ବିଜେପିର ଦୁଇଦିନିଆ କାର୍ଯ୍ୟକାରିଣୀ ! ଧର୍ମେନ୍ଦ୍ର କହିଲେ ୨୦୧୯ରେ…

କନକ ବ୍ୟୁରୋ: ୨୦୧୯ ନିର୍ବାଚନକୁ ହାତେଇବାକୁ ବିଜେପିର ଷ୍ଟ୍ରାଟେଜି । ଦୁଇଦିନିଆ ରାଜ୍ୟ କାର୍ଯ୍ୟକାରିଣୀରେ ସ୍ଥିର ହେଲା କାର୍ଯ୍ୟପଂଥା । ରାଜ୍ୟ ନେତୃତ୍ୱଙ୍କୁ ବିଜୟର ଗୁରୁମନ୍ତ୍ର ଦେଲେ ତିନିଜଣ କେନ୍ଦ୍ରମନ୍ତ୍ରୀ । ଅମିତ ଶାହାଙ୍କ ଅଙ୍କକୁ ଫାଇନାଲ ଟଚ୍ ଦେବାକୁ ରଣନୀତି ପ୍ରସ୍ତୁତ କରିଛି…
Read More...

ତିନି ତଲାକକୁ ସୁପିମକୋର୍ଟଙ୍କ କବର ! କହିଲେ ଅନ୍ୟାୟ, ଅବୈଧ ଓ ଅସାମ୍ବିଧାନିକ

କନକ ବ୍ୟୁରୋ: ତିନି ତଲାକକୁ ନେଇ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଏହି ପ୍ରଥାକୁ ଅସିଦ୍ଧ ଘୋଷଣା କରିବା ସହିତ ଅସାମ୍ବିଧାନିକ ବୋଲି ରାୟରେ କହିଛନ୍ତିି । ଏହାସହ ଆଗାମୀ ଛଅ ମାସ ମଧ୍ୟରେ ଏନେଇ ନିୟମ ଆଣିବା ପାଇଁ ରାୟ ଶୁଣାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ମୁଖ୍ୟ…
Read More...

ଛୋଟ ଛୋଟ ବିଲ୍ ପାଇଁ କ୍ରେଡିଟ କାର୍ଡ ବ୍ୟବହାର କରୁଛନ୍ତି କି? ପଡିପାରେ ମହଙ୍ଗା

କନକ ବ୍ୟୁରୋ : ବଦଳୁଛି ଭାରତୀୟ ବଜାରର ଢାଞ୍ଚା । ଭାରତୀୟ ବଜାରକୁ କ୍ୟାସଲେସ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଲୋକଙ୍କୁ ଆହ୍ୱାନ କରୁଛନ୍ତି । ଏପରିକି କ୍ୟାସଲେସ କାରାବାର କରିବା ପାଇଁ ସରକାରଙ୍କ ତରଫରୁ ଲୋକମାନଙ୍କୁ ବିଭିନ୍ନ ଆକର୍ଷଣୀୟ ପୁରସ୍କାର ମଧ୍ୟ ଦିଆ ଯାଉଛି । ଫଳରେ ଅଧିକ…
Read More...

ଜିଏସଟି ନାଁରେ ଠକିପାରିିବେନି କୌଣସି ରେଷ୍ଟୁରାଂଟ କିମ୍ବା ହୋଟେଲ୍ ! ଜାଣନ୍ତୁ ୫ଟି ଗୁରୁତ୍ୱପୂର୍ଣ୍ଣ କଥା

୧ ଜୁଲାଇ, ୨୦୧୭ରୁ ସାରା ଦେଶରେ ଲାଗୁ ହୋଇଛି ଐତିହାସିକ ବସ୍ତୁ ଓ ସେବା କର (ଜିଏସଟି) । ଇତି ମଧ୍ୟରେ ପାଖାପାଖି ୫୦ ଦିନ ବିତିଯାଇଥିଲେ ସୁଦ୍ଧା ଏବେବି ଲୋକେ ଜିଏସଟିକୁ ନେଇ ଅନେକ ଦ୍ୱନ୍ଦ୍ୱରେ ରହିଛନ୍ତି । ଯେଉଁଥିରୁ ଗୋଟିଏ ହେଲା ହୋଟେଲ କିମ୍ବା ରେଷ୍ଟୁରାଂଟରେ ଲାଗୁ କରାଯାଇଥିବା ଜିଏସଟି…
Read More...

ତିନି ତଲାକ୍ ବିରୋଧରେ ଲଢିଥିବା ତିନି ମହିଳା ! ଯାହାଙ୍କ ପାଇଁ ଅନ୍ତ ହେଲା କୁତ୍ସିତ ପ୍ରଥାର ଯୁଗ

କନକ ବ୍ୟୁରୋ :  ଲମ୍ବା ଯାତ୍ରାର ଅବସାନ ଘଟିଲା । ଦୀର୍ଘ ବର୍ଷ ଧରି ହକ୍ ପାଇଁ ହେଉଥିବା ଏହି ଲଢେଇର ଶେଷରେ ପରିସମାପ୍ତି ହୋଇଛି । ଆଉ ଶୁଭିବନି ତଲାକ. ତଲାକ.. ତଲାକ... । ନିଜ ହକ୍ ପାଇଁ ଲଢୁଥିବା ମୁସଲିମ ମହିଳାଙ୍କୁ ଖୁସି ଆଣି ଦେଇଛି ସୁପ୍ରିମକୋର୍ଟଙ୍କ ରାୟ । ସୁପ୍ରିମକୋର୍ଟ ମୁଖ୍ୟ…
Read More...

ଜିଓ ୪ଜି ଫୋନକୁ କଡ଼ା ଟକ୍କର ! ଏୟାରଟେଲ୍ ଆଣିପାରେ ୨୫୦୦ ଟଙ୍କାର ସ୍ମାର୍ଟଫୋନ୍

କନକ ବ୍ୟୁରୋ : ଜିଓର ଶସ୍ତା ସ୍ମାର୍ଟଫୋନþ ଲଂଚ ହେବା ପରେ ଖବର ଆସିଲା ଅନ୍ୟ କମ୍ପାନୀ ମାନେ ମଧ୍ୟ ଶସ୍ତା ସ୍ମାର୍ଟଫୋନ୍ ଲଂଚþ କରିପାରନ୍ତି । ଆଉ ଏହି ଖବର କିଛିକାଂଶରେ ସତ ହେଲା ମଧ୍ୟ । ଅନେକ କମ୍ପାନୀ ଏନେଇ ଘୋଷଣା ମଧ୍ୟ କରି ଦେଇଛନ୍ତି । ଜିଓ ଯୋଗୁଁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ…
Read More...

ହ୍ୱାଟସଆପର ନୁଆ ଅପଡେଟ୍ ! ଏଣିକି ରଖିପାରିବେ ରଙ୍ଗୀନ ‘ଟେକ୍ସଟ ଷ୍ଟାଟସ୍’ । ଜାଣନ୍ତୁ ଏହାର ବ୍ୟବହାର

ଏଣିକି ଫେସବୁକ୍ ଭଳି ରଙ୍ଗବେରଙ୍ଗର ଇମେଜ୍ ଓ ଭିଡିଓ ମଧ୍ୟ ଅପଲୋଡ କରିପାରିବେ । କାରଣ ହ୍ୱାଟସଆପ ରିଲିଜ କରିଛି ଫେସବୁକର ସବୁଠାରୁ ଆକର୍ଷଣୀୟ ଫିଚର । ସୂଚନା ମୁତାବକ, ହ୍ୱାଟସଆପ ନିଜର ଆଣ୍ଡ୍ରଏଡ୍ ଏବଂ ଆଇଫୋନ୍ ଆପ୍ ପାଇଁ ବେରଙ୍ଗର ‘ଟେକ୍ସଟ ଷ୍ଟେଚର୍ସ’ ନାମକ ଏକ ଫିଚର ଲଂଚ କରିଛି । ତେବେ…
Read More...

ଗୁଗଲ ଜାରି କଲା ଆଣ୍ଡ୍ରଏଡ଼ର ଆଗାମୀ ଭର୍ସନ ଓରିଓ ! ଜାଣନ୍ତୁ କ’ଣ କ’ଣ ରହିଛି ସ୍ୱତନ୍ତ୍ର ଫିଚର

ଜାରି ହେଲା ଆଣ୍ଡଏଡ଼ର ନୂତନ ତଥା ଆଗାମୀ ଭର୍ସନ । ଗୁଗୁଲ ବିଧିବଦ୍ଧ ଭାବେ ଆଣ୍ଡ୍ରଏଡ଼ର ଆଗାମୀ ଭର୍ସନ ଜାରି କରିଛି , ଯାହାର ନାମ ହେଲା ଆଣ୍ଡଏଡ଼ ଓରିଓ । ଗୁଗଲ ଏହାକୁ ଏକ ନିଆରା ଅନ୍ଦାଜରେ ଜାରି କରିଛି । କାରଣ ଏହାକୁ ଠିକ ସେହି ସମୟରେ ଲଞ୍ଚ କରାଯାଇଥିଲା ଯେତେବେଳେ ଆମେରିକାରେ ୯୯ ବର୍ଷ ପରେ…
Read More...