Browsing Category

ସ୍ପେଶାଲ୍ ରିପୋର୍ଟ

ଭାରତର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୀନ ପଠାଯାଉଥିବା ସନ୍ଦେହ ! ୟୁସି ବ୍ରାଉଜରର ଯାଂଚ ଆରମ୍ଭ

ୟୁସି ବ୍ରାଉଜର ବିରୋଧରେ ସାଂଘାତିକ ଅଭିଯୋଗ । ୟୁସି ବ୍ରାଉଜର ତଥ୍ୟ ଚୋରୀ କରି ଚୀନ ପଠାଉଥିବା ସନ୍ଦେହ କରାଯାଉଛି । ଯଦି ଏପରି ହୁଏ ତେବେ ଭାରତ ତଥା ଅନ୍ୟ ଦେଶର ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହେଉଛି । କାରଣ ଆମେ ଏବେ ସମ୍ପୂର୍ଣ୍ଣ ରୂପେ ଡିଜିଟାଲ କାରବାର ଉପରେ ଗୁରୁତ୍ୱ ଦେଉଛୁ ।…
Read More...

ଆସନ୍ତାକାଲି ଆରମ୍ଭ ହେଉଛି ଜିଓ ଫୋନର ପ୍ରି-ବୁକିଂ! କେତେବେଳେ ଏବଂ କିଭଳି କରିବେ . . . ଜାଣନ୍ତୁ

ଜିଓ ସିମ୍ ଭଳି ପୁଣି ଥରେ ଜିଓ ଫୋନ୍ ଏବେ ବଜାରରେ ଚାଂଚଲ୍ୟ ସୃଷ୍ଟି କରିଛି । ଯାହା ଏବେ ଜିଓ ୪ଜି ଫିଚର ଫୋନ ନାଁ କଂପାନୀ ଲଂଚ କରିଛି । ଜିଓ ଫୋନର ବିଟା ଟେଷ୍ଟିଂ ୧୫ ଅଗଷ୍ଟରୁ ଆରମ୍ଭ ହୋଇସାରିଛି ଆଉ ଏହାର ପ୍ରିବୁକିଂ ଆସନ୍ତାକାଲି ଅର୍ଥାତ୍ ୨୪ ଅଗଷ୍ଟରୁ ସାଧାରଣ ଲୋକଙ୍କ ପାଇଁ ଆରମ୍ଭ…
Read More...

ସେତୁ ବାନ୍ଧିବେ ଯୋଗଗୁରୁ । ମୋଦି- ନବୀନଙ୍କୁ ଏକାଠି କରିବେ ରାମଦେବ !

କନକ ବ୍ୟୁରୋ: ରାଜନୀତିରେ ଶତ୍ରୁ ହୋଇପାରନ୍ତି ମିତ୍ର । ଅର୍ଥାତ୍ ବିଜେଡି ଓ ବିଜେପି ମଧ୍ୟରେ ହୋଇପାରେ ବୁଝାମଣା । ଏକାଠି ହୋଇପାରନ୍ତି ମୋଦି ଓ ନବୀନ । ମଧ୍ୟସ୍ଥି କରିବେ ବାବା ରାମଦେବ । ଭୁବନେଶ୍ୱର ଆସିଥିବା ବେଳେ ଗଣମାଧ୍ୟମକୁ କିଛି ଏଭଳି ଦିଗରେ ଇଙ୍ଗିତ କରିଛନ୍ତି ଯୋଗଗୁରୁ ।…
Read More...

ଏଟିଏମ୍ କାର୍ଡ ବ୍ଲକିଂ ଆରମ୍ଭ କଲା ଏସବିଆଇ !

କନକ ବ୍ୟୁରୋ : ଏଟିଏମ୍ କାର୍ଡ ବ୍ଲକ୍ କରିବା ଆରମ୍ଭ କଲା ଏସବିଆଇ । ଅନଲାଇନ୍ ଠକାମୀ ଏବଂ ସ୍କାମ୍ ଆଦି ଜରିଆରେ ଅନଲାଇନ୍ ବ୍ୟାଙ୍କିଂକୁ ବଦନାମ୍ କରାଯିବାର ପ୍ରୟାସକୁ ରୋକିବା ଲାଗି ଏଭଳି ପଦକ୍ଷେପ ନେଇଛି ଏସବିଆଇ । ତେବେ ଏଥିରେ କେବଳ ପୁରୁଣା ତଥା ଅସୁରକ୍ଷିତ କାର୍ଡକୁ ବ୍ଲକ୍ କରାଯାଇଛି ।…
Read More...

କୋଲକାତାରେ ଭୋଜନର ଅପଚୟ ରୋକିବା ପାଇଁ ଅଭିନବ ଉପାୟ ! ଗରିବଙ୍କ ପାଇଁ ଖୋଲିଲା, ‘ଫୁଡ଼ ଏଟିଏମ୍’

ଆମ ଦେଶ ଭାରତ ଏକ ପ୍ରଗତିଶୀଳ ରାଷ୍ଟ୍ର । ଦେଶର ଅଗ୍ରଗତି ପାଇଁ ମୋଦି ଡିଜିଟାଲ ଇଣ୍ଡିଆ ଓ ବୁଲେଟ ଟ୍ରେନ ପ୍ରଚଳନର ସ୍ୱପ୍ନ ଦେଖୁଛନ୍ତି । ଏଥିପାଇଁ ଅନେକ ଯୋଜନା ପ୍ରଣୟନ କରୁଛନ୍ତି କେନ୍ଦ୍ର ସରକାର । ତଥାପି ଦେଶରେ ଗରିବଙ୍କ ସଂଖ୍ୟା ବହୁତ ଅଧିକ । ଅନେକ ଚେଷ୍ଟା ସତ୍ୱେ ବେକାରୀ ଓ ଗରିବୀ…
Read More...

ଖୁବ୍ ଶୀଘ୍ର ବଜାରକୁ ଆସିବ ୨ଶହ ଟଙ୍କିଆ ନୋଟ୍ ! ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଆଣିବ ଭାରତୀୟ ରିଜର୍ଭ ବ୍ୟାଙ୍କ

ଖୁବ୍ ଶୀଘ୍ର ବଜାରକୁ ଆସିବ ୨ଶହ ଟଙ୍କିଆ ନୋଟ୍ । ଅଗଷ୍ଟ ଶେଷ, ନଚେତ୍ ସପ୍ଟେମ୍ବର ପ୍ରଥମ ସପ୍ତାହରେ ମାର୍କେଟକୁ ୨ ଶହ ଟଙ୍କିଆ ନୋଟ୍ ଛାଡିିବ ଭାରତୀୟ ରିଜର୍ଭ ବ୍ୟାଙ୍କ । କଳା କାରବାର ରୋକିବା ପାଇଁ ୨ଶହ ଟଙ୍କିଆ ନୋଟ୍ ଆଣିବା ପାଇଁ ନିଷ୍ପତ୍ତି ନେଇଛି ଆରବିଆଇ । ତେବେ ଐତିହାସିକ ଭାବେ…
Read More...

ମାତ୍ର ୯୯୯ ଟଙ୍କାରେ କରନ୍ତୁ ବିମାନ ଯାତ୍ରା

ଏୟାର ଏସିଆ ଇଣ୍ଡିଆ ଏକ ପ୍ରମୋସନାଲ ସ୍କିମ୍ ଜରିଆରେ ବଛାବଛା କେତେଟି ରୁଟ ପାଇଁ ୯୯୯ ଟଙ୍କାରେ ବିମାନ ଯାତ୍ରାର ଅଫର ପ୍ରଦାନ କରୁଛି । ଏୟାର ଏସିଆ ନିଜର ୱେବସାଇଟରେ ସୂଚନା ଦେଇ କହିଛି ଯେ, ‘୭ ଡେଜ୍ ଅଫ୍ ମେଡ ଡିଲ୍ସ’ ଜରିଆରେ ୨୦୧୮ ଫେବ୍ରୁଆରିରୁ ଅଗଷ୍ଟ ୨୮ ମଧ୍ୟରେ ଯାତ୍ରା କରିବା ପାଇଁ…
Read More...

ଦିଲ୍ଲୀରେ ଅନୁଷ୍ଠିତ ହେଲା ଓଡ଼ିଶା ପର୍ଯ୍ୟଟନର ରୋଡ୍‌ ସୋ’ !

ନୂଆଦିଲ୍ଲୀରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଏକ ରୋଡ୍‌ ସୋ’ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯୋଗ ଦେଇ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଲେ, ରାଜ୍ୟରେ ବେଳାଭୂମି, ପରିବେଶ, ବୌଦ୍ଧ, ଐତିହ୍ୟ, ଧାର୍ମିକ, ସ୍ୱାସ୍ଥ୍ୟ, ଜନଜାତି, ବାଲୁକାକଳା ଆଦି ପର୍ଯ୍ୟଟନ କ୍ଷେତ୍ରରେ ଆକର୍ଷଣୀୟ…
Read More...

ବାବା ବନାମ ବାବା: ଯୋଗଗୁରୁ ରାମଦେବଙ୍କୁ ଟକ୍କର ଦେବେ ବାବା ଶ୍ରୀ ଶ୍ରୀ ରବିଶଙ୍କର

ବାବା ରାମଦେବ ପତଞ୍ଜଳି ଆୟୁର୍ବେଦ ଜରିଆରେ ବଡ଼ ଧରଣର ବ୍ୟାବସାୟିକ ସଫଳତା ହାସଲ କରିବା ପରେ ପୁଣି ଜଣେ ବାବା ବ୍ୟବସାୟ କ୍ଷେତ୍ରରେ ପ୍ରବେଶ କରିବାକୁ ପ୍ରସ୍ତୁତ ହୋଇଛନ୍ତି । ସେ ହେଉଛନ୍ତି ଶ୍ରୀ ଶ୍ରୀ ରବିଶଙ୍କର। ରାମଦେବଙ୍କ ଭଳି ଶ୍ରୀ ଶ୍ରୀ ରବିଶଙ୍କରଙ୍କ କଂପାନି ମଧ୍ୟ ଆୟୁର୍ବେଦିକ ଉତ୍ପାଦ…
Read More...

୫ ଧର୍ମ ୫ ବିଶ୍ୱାସ ! ତିନି ତଲାକର ଶୁଣାଣୀ କଲେ ପାଂଚ ନ୍ୟାୟମୂର୍ତ୍ତି, ଜାଣନ୍ତୁ କିଏ କଣ କହିଥିଲେ

କନକ ବ୍ୟୁରୋ : ତିନି ହିନ୍ଦୁ, ମୁସଲମାନ, ଶିଖ୍, ଇସାଇ ଓ ପାର୍ସି । ତିନି ତଲାକ ମାମଲାର ବିଚାର କରିଛନ୍ତି ସୁପ୍ରିମକୋର୍ଟର ୫ ନ୍ୟାୟମୂର୍ତ୍ତି । ଜଷ୍ଟିସ ଜେଏସ୍ ଖେହାର, ଜଷ୍ଟିସ କୁରିଆନ୍ ଯୋଶଫ୍, ଜଷ୍ଟିସ ଫଲି ନରିମାନ, ଜଷ୍ଟିସ୍ ୟୁୟୁ ଲଲିତ, ଜଷ୍ଟିସ୍ ଅବଦୁଲ ନଜିର । ସୁପ୍ରିମକୋର୍ଟଙ୍କ…
Read More...