Browsing Category

ନ୍ୟୁଜ୍

ପୁଣି ଅଲୋଡା ହେଲା ଶିଶୁ କନ୍ୟା । ନବଜାତକକୁ ମନ୍ଦିର ପାହାଚରେ ଛାଡି ଚାଲିଗଲା ମାଆ ।

କନକ ବ୍ୟୁରୋ: ମରିଗଲା ମାଆର ମମତା । ପୁଣି ଅଲୋଡା ହେଲା ଶିଶୁ କନ୍ୟା । ନବଜାତ ଶିଶୁକୁ ମନ୍ଦିର ପାହାଡରେ ଛାଡି ଫେରାର ହୋଇଗଲା ଜନ୍ମଦାତ୍ରୀ ମାଆ । ଏହିଭଳି ଅଭାବନୀୟ ଖବର ଦେଖିବାକୁ ମିଳିଛି ଗୋଡଭଙ୍ଗା ଅଞ୍ଚଳର ଶିବ ମନ୍ଦିରରେ । ସକାଳୁ ପୂଜା କରିବାକୁ ଆସି ମନ୍ଦିରର ପୂଜକ ଶିଶୁ କନ୍ୟାକୁ…
Read More...

ଯଦି ଡୋନାଲ୍ଡ ଟ୍ରମ୍ପଙ୍କ ଅଯୋଗ୍ୟତା ଆଦେଶ ପ୍ରତ୍ୟାହାର ନକରାଯାଏ ତେବେ … ବିବେକ ରାମସ୍ୱାମୀ ଏପରି ଚେତାବନୀ…

ଆମେରିକାରେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତାରୁ ଡୋନାଲ୍ଡ ଟ୍ରମ୍ପଙ୍କ ଅଯୋଗ୍ୟତା ସମ୍ପର୍କ ନିଷ୍ପତି ପରେ  ବିବେକ ରାମସ୍ୱାମୀ ତାଙ୍କୁ ଖୋଲାଖୋଲି ସମର୍ଥନ କରିଛନ୍ତି । ଭାରତୀୟ ମୂଳ ଆମେରିକୀୟ ତଥା ରିପବ୍ଲିକାନ୍ ପାର୍ଟି ପକ୍ଷରୁ ରାଷ୍ଟ୍ରପତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା…
Read More...

ଦିନକ ପୂର୍ବରୁ ୫-ଟି ଅଧ୍ୟକ୍ଷ ଶୁଣିଥିଲେ ସମସ୍ୟା, ଦିନକ ପରେ କେରଡାଗଡ ପ୍ରାଥମିକ ବିଦ୍ୟାଳୟ ଓ ପଞ୍ଚାୟତ ପୋଖରୀ…

କନକ ବ୍ୟୁରୋ : ୫-ଟି ଅଧ୍ୟକ୍ଷ ଗତ ୧୮ ତାରିଖରେ କେନ୍ଦ୍ରାପଡାର ବିଭିନ୍ନ ଅଞ୍ଚଳ ଗସ୍ତ କରି ସମସ୍ୟା ଶୁଣିବା ସହ ଜନସଭାରେ ଯୋଗ ଦେଇଥିଲେ । ସମସ୍ତ ସମସ୍ୟାକୁ ଯଥାଶୀଘ୍ର ପୂରା କରିବାକୁ ପ୍ରତିଶ୍ରୁତି ଦେଇଥିଲେ ୫-ଟି ଅଧ୍ୟକ୍ଷ । କେନ୍ଦ୍ରାପଡା ଜିଲ୍ଲା ଗସ୍ତର ୨୪ ଘଣ୍ଟା ମଧ୍ୟରେ କେରେଡାଗଡର…
Read More...

ସାମ୍ନାକୁ ଆସିଲା ବୁଖାରୀର ସାଂଘାତିକ ଷଡଯନ୍ତ୍ର: ଯୁବତୀଙ୍କ ଜରିଆରେ କରୁଥିଲା ହନିଟ୍ରାପ

କନକ ବ୍ୟୁରୋ: ସାମ୍ନାକୁ ଆସିଲା ବୁଖାରୀର ସାଂଘାତିକ ଷଡଯନ୍ତ୍ର । ଯୁବତୀଙ୍କୁ ବ୍ୟବହାର କରି କରୁଥଲା ହନିଟ୍ରାପ୍ । ଯୁବତୀଙ୍କ ସହ ଯୋଗାଯୋଗ ରଖିବା ପାଇଁ ନିଜେ କରିଥିଲା ଆପ୍ । ଯୁବତୀଙ୍କ ସହ ସମ୍ପର୍କ ରଖି ହନିଟ୍ରାପରେ ବ୍ୟବହାର କରୁଥିବା ସନ୍ଦେହ କରାଯାଉଛି । ଏହି ଆପ୍ ଜରିଆରେ ବିଭିନ୍ନ…
Read More...

ରାଉରକେଲାରେ ହଇଜା ସଂକ୍ରମଣକୁ ନେଇ ଚିନ୍ତା ପ୍ରକଟ କଲେ କେନ୍ଦ୍ରମନ୍ତ୍ରୀ । ଧର୍ମେନ୍ଦ୍ର କହିଲେ, ସଂକ୍ରମଣ ରୋକିବାକୁ…

କନକ ବ୍ୟୁରୋ : ରାଉରକେଲାରେ ହଇଜା ସଂକ୍ରମଣ ଘଟଣାରେ ଚିନ୍ତା ପ୍ରକାଶ କରିବା ସହ ସଂକ୍ରମଣକୁ ରୋକିବା ପାଇଁ ତ୍ୱରିତ ପଦକ୍ଷେପ ପାଇଁ କେନ୍ଦ୍ରୀୟ ସଂସ୍ଥାର ସହଯୋଗ ନେବା ପାଇଁ ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଉରକେଲା ଭଳି ମହାନଗର ଅଞ୍ଚଳରେ ହଇଜା ସଂକ୍ରମଣରେ…
Read More...

ଆମେ ନିଜ ଗୋଡରେ କୁରାଢି ମାରିଛୁ । ଆମ ଅବସ୍ଥା ପାଇଁ ଆମେ ନିଜେ ହିଁ ଦାୟୀ : ନୱାଜ ସରିଫ

ନୱାଜ ସରିଫ ଯେବେଠୁ ଲଣ୍ଡନରୁ ଫେରିଛନ୍ତି ସେବେଠୁ ସେ ପାକିସ୍ତାନ ବିରୁଦ୍ଧରେ ଲଗାତାର ବୟାନବାଜି କରିଆସୁଛନ୍ତି । ସେ ଲଗାତାର ପାକିସ୍ତାନକୁ ଗାଳି ଦେଉଛନ୍ତି । ସେପଟେ ପାକିସ୍ତାନର ଖରାପ ଅବସ୍ଥା ସମ୍ପର୍କରେ ସେ ଆଉ ଏକ କଥା ମଧ୍ୟ କହିଛନ୍ତି । ନୱାଜ କହିଛନ୍ତି ଯେ ଆଜି ଆମ ଦେଶର ଅବସ୍ଥା…
Read More...

ଝିଅ ଜନ୍ମ ହେଲା ବୋଲି ପତ୍ନୀକୁ ହତ୍ୟା କଲା ସ୍ୱାମୀ । ୨୪ ଘଣ୍ଟା ବନ୍ଦ ଘରେ ଛଟପଟ ହେବା ପରେ ଚାଲିଗଲା ସୃଷ୍ଟିର ଜୀବନ

କନକ ବ୍ୟୁରୋ: ବିଜ୍ଞାନ ସଫଳତାର ଶୀର୍ଷରେ ପହଞ୍ଚିଛି । ମଣିଷ ଚନ୍ଦ୍ରରେ ରହିବାକୁ ଯୋଜନା ବି କରୁଛି । ହେଲେ ଏବେବି ଝିଅକୁ ଅଭିଶାପ ବୋଲି ଭାବୁଛି ଏ ସମାଜ । ଏହାର ଏକାଧିକ ପ୍ରମାଣ ଆଜି ବି ଦେଖିବାକୁ ମିଳୁଥିବାବେଳେ ମଧ୍ୟପ୍ରଦେଶରୁ ଆସିଛି ଏକ ଛାତିଥରା ଖବର, ଯେଉଁଠି ଝିଅ ଜନ୍ମ ହେଲା ବୋଲି…
Read More...

ମାଲକାନଗିରି ଗସ୍ତରେ ଯାଇ ଲୋକଙ୍କ ଅଭିଯୋଗ ଶୁଣିଲେ ରାଜ୍ୟପାଳ: ଗାଁ ଗାଁ ବୁଲି ପଚାରି ବୁଝିଲେ ଲୋକଙ୍କ ସମସ୍ୟା

କନକ ବ୍ୟୁରୋ: ଲୋକଙ୍କ ଅଭିଯୋଗ ଶୁଣିଲେ ରାଜ୍ୟପାଳ । ମାଲକାନଗିରି ଗସ୍ତରେ ଥିବା ରାଜ୍ୟପାଳ ରଘୁବର ଦାସ ବିଭିନ୍ନ ସ୍ଥାନରେ ଅଭିଯୋଗ ଶୁଣାଣି କରିଛନ୍ତି । ବିଭିନ୍ନ ଗାଁ ବୁଲିବା ସହ ସେଠାକାର ଲୋକଙ୍କ ସମସ୍ୟା ଶୁଣିଛନ୍ତି । କିଛି ଲୋକ ମଦ ବନ୍ଦ ନେଇ ରାଜ୍ୟପାଳଙ୍କୁ ଅନୁରୋଧ କରିଥିବା ବେଳେ…
Read More...

ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା: ଫସି ରହିଛନ୍ତି ୬୦ରୁ ଅଧିକ ଲୋକ

କନକ ବ୍ୟୁରୋ: ଚିଲିକା ମଝିରେ ଫସିଲା ଯାତ୍ରୀବାହି ଡଙ୍ଗା । ଡଙ୍ଗାର ମେସିନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଝି ଚିଲିକାରେ ଫସିରହିଛି ଯାତ୍ରୀବାହି ଡଙ୍ଗା । ଏହି ଡଙ୍ଗାରେ ୬୦ରୁ ଅଧିକ ଯାତ୍ରୀ ଥିବା ବେଳେ ୩୦ରୁ ଅଧିକ ବାଇକ ରହିଛି । ଦିନ ଗୋଟାଏରେ ଜହ୍ନିକୁଦା ଘାଟ ନିକଟରୁ ସାତପଡ଼ା ଅଭିମୁଖେ…
Read More...

ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଏବଂ ସେନା ମୁଖ୍ୟ ଭାଲେରୀ ଜାଲୁଜ୍ନିଙ୍କ ସମ୍ପର୍କରେ ଫାଟ । କେମିତି ଲଢିବେ ଯୁଦ୍ଧ ?

ୟୁକ୍ରେନ ରାଷ୍ଟ୍ରପତି ବ୍ଲୋଡୋମିର ଜେଲେନସ୍କି ଏବଂ ସେନା ମୁଖ୍ୟ ଭାଲେରୀ ଜାଲୁଜ୍ନିଙ୍କ ମଧ୍ୟରେ ତିକ୍ତତା ରହିଛି ବୋଲି ଆଗରୁ ଶୁଣାଯାଉଥିଲା । ଏବେ ତାହା ପୁଷ୍ଟି ହେଇସାରିଛି । ଏହି ତିକ୍ତତାକୁ ନିକଟରେ ଏକ ପ୍ରଶ୍ନର ଉତ୍ତରରେ ଜେଲେନସ୍କି କହିଛନ୍ତି ଯେ ତାଙ୍କ ଏବଂ ସେନା ମୁଖ୍ୟ ଜାଲୁଜାନିଙ୍କ…
Read More...