Browsing Category

ନ୍ୟୁଜ୍

ଅବପାତର ରୂପ ନେଲା ବଙ୍ଗୋପସାଗରରେରେ ସୃଷ୍ଟ ଲଘୁଚାପ । ଆସନ୍ତା ୩ରେ ବାତ୍ୟା ଆଶଙ୍କା । ଓଡିଶା ଉପରେ ପଡିନପାରେ ପ୍ରଭାବ…

କନକ ବ୍ୟୁରୋ: ଅବପାତର ରୂପ ନେଲା ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେରେ ସୃଷ୍ଟ ଲଘୁଚାପ  । ଆସନ୍ତା ୩ରେ ବାତ୍ୟା ଆଶଙ୍କା  । ୪ ତାରିଖ ସନ୍ଧ୍ୟା ବେଳକୁ ବାତ୍ୟା ଅତିକ୍ରମ କରିବା ନେଇ ସମ୍ଭବନା  । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଘୂର୍ଣ୍ଣିବାତ୍ୟା ଆନ୍ଧ୍ରପ୍ରଦେଶ ଏବଂ…
Read More...

ଜଳଖିଆ ଦୋକାନୀ ସସ୍ମିତା ବେହେରା ହତ୍ୟା ଘଟଣା । ୨୩ ଦିନ ପରେ ଧରାପଡିଲା ଅଭିଯୁକ୍ତ । ଘୁଗୁନି ଖାଇବାକୁ ନେଇ ହୋଇଥିଲା…

କନକ ବ୍ୟୁରୋ: ଚନ୍ଦକା ଗୋଠପାଟଣା ଅଞ୍ଚଳରେ ମହିଳା ଜଳଖିଆ ଦୋକାନୀ ସସ୍ମିତା ବେହେରାଙ୍କୁ ଛୁରୀ ଭୂସି ହତ୍ୟା ଘଟଣା । ହତ୍ୟା କରିଥିବା ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ଚନ୍ଦକା ଥାନା ପୋଲିସ । ଗିରଫ ଅଭିଯୁକ୍ତ ମିଥୁନ୍ ଜେନା । ଅଭିଯୁକ୍ତକୁ ନେଇ ସିନ୍ ରିକ୍ରିଏଟ କରିଛି ଚନ୍ଦକା ଥାନା ପୋଲିସ ।…
Read More...

ହାଇକମାଣ୍ଡ ଯଦି ନିର୍ଦ୍ଦେଶ ଦେବେ, ୫ ରାଜ୍ୟର ବିଧାୟକଙ୍କୁ ସମ୍ଭାଳିବାକୁ ମୁଁ ପ୍ରସ୍ତୁତ । ଜାଣନ୍ତୁ କାହିଁକି ଏମିତି…

କନକ ବ୍ୟୁରୋ : ଆସନ୍ତା ୩ ତାରିଖରେ ୫ ରାଜ୍ୟର ବିଧାନସଭା ଫଳାଫଳ ସାମ୍ନାକୁ ଆସିବ । ଏହାପୂର୍ବରୁ ଆସିଥିବା ବୁଥ୍ ବାହୁଡା ମତ ସଭିଙ୍କୁ ଚକିତ କରିଛି । ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ଉଭୟ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିବ ବୋଲି ବୁଥ ବାହୁଡା ମତରୁ ଆକଳନ କରୁଛନ୍ତି…
Read More...

ବଦଳିବ ସତ୍ୟନଗର ଶ୍ମଶାନର ରୂପରେଖ । ଉଠିଯିବ ଇଲେକ୍ଟ୍ରିକ୍ ଚୁଲା, ପାରମ୍ପରିକ ଓ ଗ୍ୟାସ ଚୁଲାରେ ଶବ ଦାହ ବ୍ୟବସ୍ଥା…

କନକ ବ୍ୟୁରୋ: ବଦଳିବ ସତ୍ୟନଗର ଶ୍ମଶାନର ରୂପରେଖ । ଉଠିଯିବ ଇଲେକ୍ଟ୍ରି ଚୁଲା । ପାରମ୍ପରିକ ଓ ଗ୍ୟାସ ଚୁଲାରେ ଶବ ଦାହ  ପାଇଁ ବ୍ୟବସ୍ଥା କରିବ ବିଏମସି । ଆଜି ଏନେଇ ସତ୍ୟନଗର ଶ୍ମଶାନ ଠାରେ ଭିତିପ୍ରସ୍ତର ସ୍ଥାପନ  ହୋଇଛି । ୨ କୋଟି ୩୪ ଲକ୍ଷ ଟଙ୍କା ବ୍ୟୟରେ ଶ୍ମଶାନ ପୁନରୁଦ୍ଧାର ହେବା ନେଇ…
Read More...

ଓଡିଶା ଫେରିଲେ ଟନେଲରେ ଫଶିଥିବା ୫ ଓଡିଆ ଶ୍ରମିକ । ବିମାନବନ୍ଦରରେ ଭବ୍ୟ ସ୍ୱାଗତ ଜଣାଇଲେ ଶ୍ରମମନ୍ତ୍ରୀ ।

କନକ ବ୍ୟୁରୋ: ଓଡିଶା ଫେରିଲେ ଉତ୍ତରକାଶୀ ଟନେଲରେ ଫଶିଥିବା ଓଡିଆ ଶ୍ରମିକ । ଭୁବନେଶ୍ୱର ବିମାନବନ୍ଦରରେ ୪ ଓଡିଆ ଶ୍ରମିକ ପହଞ୍ଚିବା ପରେ ସେମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ତେବେ ୪ଜଣ ଶ୍ରମିକ ଫେରିଥିବାବେଳେ ଅନ୍ୟ ଜଣେ ଶ୍ରମିକ ତପନ ମଣ୍ଡଳ ପରେ ନିଜ ଭାଇଙ୍କ ସହ ପରେ ଫେରିବେ ବୋଲି…
Read More...

ସମ୍ଭାବ୍ୟ ବାତ୍ୟା: ୩ ତାରିଖରେ ୪ ଜିଲ୍ଲାରେ ବର୍ଷା, ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ।

କନକ ବ୍ୟୁରୋ: ସାମ୍ଭାବ୍ୟ ବାତ୍ୟା ପ୍ରଭାବରେ କିଛି ଜିଲ୍ଲାରେ ବର୍ଷା ସମ୍ଭାବନା । ବର୍ଷା ନେଇ ଆଂଚଳିକ ପାଣିପାଗ କେନ୍ଦ୍ର ସତର୍କ କରିଛି । ୩ତାରିଖରେ ୪ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ ରହିଛି । ଏବଂ ୮ଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ଆଶଙ୍କା…
Read More...

ବରଣମାଳା, ବାହାଘର… ବର୍ଷକ ପୂର୍ବରୁ ଭଗବାନ କୃଷ୍ଣଙ୍କ ସହ ହୋଇଥିଲା ବାହାଘର, ଏବେ ଧୁମଧାମରେ ବିବାହ ବାର୍ଷିକୀ…

କନକ ବ୍ୟୁରୋ: ଧର୍ମନଗରୀ ବୃନ୍ଦାବନ ଏଭଳି ଏକ ସ୍ଥାନ ଯେଉଁଠିକୁ ଯିଏ ବି ଆସିଛି ସିଏ କାହ୍ନା ସହ କିଛି ନା କିଛି ସମ୍ପର୍କ ଯୋଡି ଫେରିଛି । କେହି ତାଙ୍କୁ ନିଜ ଭାଇ ତ କେହି ତାଙ୍କୁ ନିଜର ପୁଅ ମାନିଛି । କିନ୍ତୁ ଫରିଦାବାଦର ଝିଅ ପ୍ରିୟା କିନ୍ତୁ ତାଙ୍କୁ ନିଜର ଜୀବନସାଥୀ ଭାବେ ଗ୍ରହଣ…
Read More...

ଘଟଗାଁ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଆହତଙ୍କ ଉପଯୁକ୍ତ…

କନକ ବ୍ୟୁରୋ: ଘଟଗାଁ ଦୁର୍ଘଟଣାରେ ୮ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ମୃତକଙ୍କ ପରିବାରକୁ ୩ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ଶୋକ ସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି…
Read More...

ଗୋଠପାଟଣା ଜଳଖିଆ ଦୋକାନୀ ସସ୍ମିତା ବେହେରା ହତ୍ୟା ଘଟଣା । ୨୩ ଦିନ ପରେ ଅଭିଯୁକ୍ତ ନିଖିଲକୁ ବାନ୍ଧିଲା ପୋଲିସ ।

କନକ ବ୍ୟୁରୋ: ଚନ୍ଦକା ଗୋଠପାଟଣା ଅଞ୍ଚଳରେ ମହିଳା ଜଳଖିଆ ଦୋକାନୀ ସସ୍ମିତା ବେହେରାଙ୍କୁ ଛୁରୀ ଭୂସି ହତ୍ୟା ଘଟଣାରେ ଅଭିଯୁକ୍ତକୁ ଧରିଲା ପୁଲିସ। ହତ୍ୟା କରିଥିବା ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ଚନ୍ଦକା ଥାନା ପୋଲିସ । ଗିରଫ ଅଭିଯୁକ୍ତ ନିଖିଲ ଜେନା । ଗତ ନଭେମ୍ବର ୭ ତାରିଖରେ ମହିଳାଙ୍କୁ…
Read More...

ଆମେରିକାରେ ଭାରତୀୟ ବଂଶୋଦ୍ଭବ CEO ମାନଙ୍କ ଦରମା କେତେ ?

ଆମେରିକାର ବଡବଡ଼  ଟେକ୍ କମ୍ପାନୀଗୁଡିକରେ ଭାରତୀୟମାନେ ରାଜ୍ କରୁଛନ୍ତି ।  ସେ ଆଲଫାବେଟ  ହେଉ କିମ୍ବା ମାଇକ୍ରୋସଫ୍ଟ କିମ୍ବା ଆଡୋବ ... ଭାରତୀୟମାନେ ସବୁ ସ୍ଥାନରେ ଉପରେ ଅଛନ୍ତି । ଯେଉଁମାନଙ୍କର ବାର୍ଷିକ ଦରମା କୋଟି କୋଟି ଡଲାର । ଆମେରିକାର ସିଲିକନ୍ ଭ୍ୟାଲି ପ୍ରାୟ ସବୁ ଭାରତୀୟ…
Read More...