Browsing Category

ନ୍ୟୁଜ୍

ଯୁଦ୍ଧ ବିରତି ପରେ ପୁଣି ରକ୍ତମୁଖା ଇସ୍ରାଏଲ । ଗାଜା ଆକାଶରେ ଗର୍ଜିଲା ଇସ୍ରାଏଲ ରକେଟ, ମିସାଇଲ

କନକ ବ୍ୟୁରୋ : ଯୁଦ୍ଧବିରତି ଶେଷ ହେବା ପରେ ପୁଣି ଗାଜା ଉପରେ ଆକ୍ରମଣ ଆରମ୍ଭ କରିଛି ଇସ୍ରାଏଲ । ଗାଜା ପଟି ସହ ଉତର ଗାଜାର ଆକାଶରେ ଗର୍ଜୁଛି ଇସ୍ରାଏଲର ରକେଟ ଓ ମିସାଇଲ । ହମାସର ବିଭିନ୍ନ ଠିକଣା ଉପରେ ଆଇଡିଏଫ କରିଛି ଏୟାରଷ୍ଟ୍ରାଇକ । ନିକଟରେ ଚୁକ୍ତିଭିତିରେ ହମାସ ଓ ଇସ୍ରାଏଲ ମଧ୍ୟରେ…
Read More...

ଖଲିସ୍ତାନୀ ଆତଙ୍କୀ ପାଇଁ ବିଗୁଡୁଛି ସମ୍ପକ’ । ଭାରତ-ଆମେରିକା ମଧ୍ୟରେ ତିକ୍ତତା!

କନକ ବ୍ୟୁରୋ : ଆମେରିକାର ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ପନ୍ନୁକୁ ନେଇ ଭାରତ ଓ ଆମେରିକା ମଧ୍ୟରେ ତିକ୍ତତା ବଢ଼ୁଛି । ପନ୍ନୁକୁ ହତ୍ୟା କରିବା ପାଇଁ ଦୁଇଜଣ ଭାରତୀୟ ଷଡଯନ୍ତ୍ର କରୁଥିବା ଅଭିଯୋଗ କରିଛି ଆମେରିକା । ନିଖିଳ ଗୁପ୍ତା ନାମକ ଭାରତୀୟଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ ସହ…
Read More...

ଏମସରୁ ଡିସଚାର୍ଜ ପରେ ଘରକୁ ଫେରିଲେ ଉଦ୍ଧାର ଶ୍ରମିକ । ମିଠା ଖୁଆଇ, ଫୁଲ ଦେଇ ସ୍ୱାଗତ ଜଣାଇଲେ ପରିବାର

କନକ ବ୍ୟୁରୋ : କିଛି ଚିତ୍ର ହିଁ ବୟାନ କରୁଛି ଦୀର୍ଘ ଦିନ ପରେ ଘରକୁ ଫେରିବା ଖୁସି କ’ଣ । ବିଶେଷ କରି ଯେବେ ମୃତ୍ୟୁର ଜାଲରୁ ଜଣେ ପୁର୍ନଜନ୍ମ ପାଏ ତାର ଅନୁଭୂତି, ଖୁସିକୁ ଶଦ୍ଧରେ ପ୍ରକାଶ କରିବା ହୁଏତ ଏତେ ସହଜ ନୁହେଁ । ଜୀବନ ସଂଘର୍ଷରେ ଜିତିବାପରେ ଯେବେ ନିଜ ପରିବାର, ପରିଜନଙ୍କୁ ମଣିଷ…
Read More...

ଦୁବାଇରେ ଆୟୋଜିତ ବିଶ୍ୱ ଜଳବାୟୁ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ । ମୋଦୀ କହିଲେ, ଜଳବାୟୁ ପରିବର୍ତନ ସମସ୍ୟା…

କନକ ବ୍ୟୁରୋ : ଦୁବାଇରେ ଆୟୋଜିତ ବିଶ୍ୱ ଜଳବାୟୁ ସମ୍ମିଳନୀରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ମୋଦୀ କହିଛନ୍ତି ଜଳବାୟୁ ପରିବର୍ତନ ଏକ ବଡ ସମସ୍ୟା    । ଏହାର ମୁକାବିଲା ପାଇଁ ମିଳିତ ସହଯୋଗର ଆବଶ୍ୟକା ରହିଛି । ପରିବେଶ ଓ ଅର୍ଥନୀତି ମଧ୍ୟରେ ଏକ ସନ୍ତୁଳନ…
Read More...

ସତ ହେବ ଏଗଜିଟ ପୋଲ ରିପୋର୍ଟ ନା ଠିକ ପ୍ରମାଣିତ ହେବ ଦଳଗୁଡିକଙ୍କର ଦାବି । ୫ରାଜ୍ୟ ବୁଥବାହୁଡା ମତକୁ ନେଇ ବଢ଼ିଲା…

କନକ ବ୍ୟୁରୋ : ବୁଥବାହୁଡା ମତ ଅନୁସାରେ ୫ଟି ରାଜ୍ୟରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ହେଉଛି । ବିଜେପି ଓ କଂଗ୍ରେସ ଦୁଇଟି ଲେଖାଏଁ ରାଜ୍ୟରେ ସରକାର ଗଢିବେ ବୋଲି କୁହାଯାଉଛି । କିନ୍ତୁ ମିଜୋରାମରେ ଝୁଲା ସରକାର ଦେଖିବାକୁ ମଳିବ ଏଗଜିଟ୍ ପୋଲ ସୂଚନା ମଳିଛି । ସବଠୁ ବଡ଼ କଥା ହେଉଛି…
Read More...

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ରାଜ୍ୟରେ ବର୍ଷା ଆଶଙ୍କା । ୩ରୁ ୬ ତାରିଖ ଯାଏଁ ବର୍ଷା ସମ୍ଭାବନା

କନକ ବ୍ୟୁରୋ : ସାମ୍ଭାବ୍ୟ ବାତ୍ୟା ପ୍ରଭାବରେ କିଛି ଜିଲ୍ଲାରେ ବର୍ଷା ସମ୍ଭାବନା । ବର୍ଷା ନେଇ ଆଂଚଳିକ ପାଣିପାଗ କେନ୍ଦ୍ର ସତର୍କ କରିଛି । ୩ତାରିଖରେ ୪ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ ରହିଛି । ଏବଂ ୮ଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ଆଶଙ୍କା…
Read More...

ପାରାଦୀପ ଦେଇ ବିଦେଶକୁ ଜାହାଜରେ ଯାଉଥିଲା କୋକେନ । ଜବତ ୨୨ଟି ପ୍ୟାକେଟର ଯାଂଚପରେ ସ୍ପଷ୍ଟ ହୋଇଥିବା ସୂଚନା

କନକ ବ୍ୟୁରୋ : ଇଣ୍ଡୋନେସିଆରୁ ଭାୟା ପାରାଦୀପ ଦେଇ ଡେନମାର୍କକୁ ଜାହାଜରେ ଚୋରା ଚାଲାଣ ହେଉଥିଲା ନିଷିଧ ଡ୍ରଗ୍ସ କୋକେନ । ଏମଭି ଦେବୀ ନାମକ ଜାହାଜଟି ପାରାଦୀପ ଇଂଟରନ୍ୟାସନାଲ କାର୍ଗୋ ଟର୍ମିନାଲରେ ଛିଡା ହୋଇଥିବାବେଳେ, ଗୁଇନ୍ଦା ସୂତ୍ରରୁ ସୂଚନା ପାଇ ଗୁରୁବାର ରାତିରେ ଚଢ଼ାଉ କରିଥିଲେ…
Read More...

ଘୁଗୁନି ପାଇଁ ବିଭତ୍ସ ହତ୍ୟା! ୨୪ ଦିନ ପରେ ବନ୍ଧା ହେଲା ଅଭିଯୁକ୍ତ

କନକ ବ୍ୟୁରୋ : ଘୁଗୁନିକୁ ନେଇ ଜଣେ ମହିଳାଙ୍କୁ ହତ୍ୟା ଘଟଣା ରାଜଧାନୀରେ ଚାଂଚଲ୍ୟ ଖେଳାଇ ଦେଇଛି । ଘୁଗୁନି ଖାଇବାକୁ ନେଇ ଜଣେ ଗ୍ରାହକଙ୍କ ସହ ବଚସା ହେବାରୁ ଗ୍ରାହକ ଜଣକ ଦୋକାନୀକୁ ଛୁରି ମାରି ହତ୍ୟା କରିଛି । ହତ୍ୟା କରି ଫେରାର ହୋଇଥିବା ଅଭିଯୁକ୍ତକୁ ୨୪ ଦିନ ପରେ ଗିରଫ କରିଛି ପୁଲିସ ।…
Read More...

ବୁଥ୍ ବାହୁଡା ମତକୁ ନେଇ ସରଗରମ ରାଜନୀତି । ବିଜେପି କହୁଛି ୫ ରାଜ୍ୟରେ ଗଢିବ ସରକାର । କଂଗ୍ରେସ କହିଲା ୪ ରାଜ୍ୟରେ…

କନକ ବ୍ୟୁରୋ : ବୁଥ ବାହୁଡା ମତ କହୁଛି, ଛତିଶଗଡରେ କଂଗ୍ରେସ ପୁଣି କ୍ଷମତାକୁ ଫେରିବ, କିନ୍ତୁ ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ରାଜନୀତି ଜଟିଳ ହେବ । ତେଲେଙ୍ଗାନାରେ ବିଆରଏସ ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ହେବ । କାରଣ ବିଭିନ୍ନ ଗଣମାଧ୍ୟମର ଏଗଜିଟ୍ ପୋଲ ରିପୋର୍ଟ କାହାକୁ ପୂର୍ଣ୍ଣ ବହୁମତ…
Read More...

ଶୃଙ୍ଖଳିତ ଦର୍ଶନ ପାଇଁ ବଡ଼ଦାଣ୍ଡରେ ହେବ ଏସି ଟନେଲ । ମରିଚକୋଟ ଛକରୁ ବଡ଼ଦାଣ୍ଡରେ ସିଂହଦ୍ୱାର ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ…

କନକ ବ୍ୟୁରୋ : ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଆସୁଥିବା ଭକ୍ତଙ୍କୁ ମିଳିବ ଭିନ୍ନ ଅନୁଭୂତି । ବଡ଼ଦାଣ୍ଡରେ ସେଂଟ୍ରାଲ୍ ଏସି ଟନେଲରେ ଭକ୍ତଙ୍କୁ ସିଂହଦ୍ୱାର ପର୍ଯ୍ୟନ୍ତ ନେବାକୁ ବ୍ୟବସ୍ଥା କରାଯାଇଛି    । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଏହି କାମ ସାରିବାକୁ…
Read More...