Browsing Category

ନ୍ୟୁଜ୍

ଭିଜିଲାନ୍ସ ଜାଲରେ ଡାଳୁଅ ବାବୁ। ୩୦ ହଜାର ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ।

କନକ ବ୍ୟୁରୋ: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ପୋଲିସ ବାବୁ । ଢେଙ୍କାନାଳ ସଦର ଥାନା ଅଧିକାରୀ ଅଭିନବ ଡାଳୁଅ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି । କୋଇଲା ଗାଡି ମାଲିକଙ୍କଠାରୁ ୩୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଧରିଛି । କଟକ ସ୍ୱତନ୍ତ୍ର ଭିଜିଲାନ୍ସ ଟିମ୍ ହାତରେ…
Read More...

୫ ରାଜ୍ୟରେ ପ୍ରବଳ ବର୍ଷା, ସତର୍କ କଲା ପାଣିପାଗ ବିଭାଗ।

କନକ ବ୍ୟୁରୋ: ଦେଶରେ ମୌସୁମୀ ବିଦାୟ ନେବାକୁ ଯାଉଛି । ଅନେକ ରାଜ୍ୟରେ ବର୍ଷାର ଗତିବିଧି ଧୀମା ହେବାରେ ଲାଗିଛି । ତେବେ କିଛି ରାଜ୍ୟରେ ବର୍ଷା ଜାରିରହିଛି । ଭାରତୀୟ ପାଣିପାଗ ବିଭାଗ ବର୍ଷା ନେଇ ସତର୍କ କରାଇଛି । ଅରୁଣାଚଳପ୍ରଦେଶ, ଆସାମ ସମେତ କିଛି ରାଜ୍ୟରେ ୫ ଦିନ ବର୍ଷା ନେଇ ଆଲର୍ଟ…
Read More...

ଶ୍ରୀଲଙ୍କା ପରେ ଏବେ ଇରାକରେ ତାତିଲେ ଲୋକ । ରାଷ୍ଟ୍ରପତି ଭବନରେ ପଶି କରୁଛନ୍ତି ମଉଜ

କନକ ବ୍ୟୁରୋ : ଶ୍ରୀଲଙ୍କା ପରେ ଏବେ ଇରାକରେ ରାଜନୈତିକ ସଂକଟ ଘନେଇବାରେ ଲାଗିଛି । ସୋମବାର ଦିନ ମୌଲବୀ ମୁକ୍ତଦାର ଅଲ ସଦର ରାଜନୀତିରୁ ସନ୍ୟାସ ନେବାକୁ ଘୋଷଣା କରିବା ପରେ ଦେଶରେ ହିଂସା ଆରମ୍ଭ ହୋଇ ଯାଇଛି । ସିୟା ଗୁରୁ ମୌଲବୀ ମୁକ୍ତଦାର ଅଲ ସଦରଙ୍କ ଏଭଳି ଘୋଷଣା ପରେ ଲୋକମାନଙ୍କ ମଧ୍ୟରେ…
Read More...

ଦେଢବର୍ଷ ବୟସରେ ଚାଲିଯାଇଥିଲେ, ୨୫ ବର୍ଷ ପରେ ଖୋଜିପାଇଲେ ମାଆ…

କନକ ବ୍ୟୁରୋ:  ବେଳେ ବେଳେ ଏମିତି କିଛି ଘଟଣା ଦେଖିବାକୁ ମିଳିଥାଏ ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥାଏ । କେରଳରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଲୋକଙ୍କୁ ଚକିତ କରିଛି । ଦେଢ ବର୍ଷ ବୟସରେ ହଜିଯାଇଥିବା ପୁଅ ୨୫ ବର୍ଷ ପରେ ନିଜ ମାଆକୁ ଭେଟିଛନ୍ତି । ନିଜେ ପୁଅ ମାଆକୁ ଖୋଜି ଖୋଜି…
Read More...

ବିଧାନସଭାରେ ଗର୍ଜିଲେ ସିସୋଦିଆ । ବିରୋଧୀ ଦଳକୁ କହିଲେ ପିଲାଚୋର ପାର୍ଟି

କନକ ବ୍ୟୁରୋ : ଏବେ କିଛିଦିନ ହେବ ବିଜେପି ଓ କଂଗ୍ରେସ ମଧ୍ୟରେ କଥା କଟାକଟି ଟିକେ ଥମିଥିବା ବେଳେ ଆମ୍ ଆଦମୀ ପାର୍ଟି ଓ ବିଜେପି ମଧ୍ୟରେ ଦିଲ୍ଲୀର ଅବକାରୀ ନୀତିକୁ ନେଇ ଆମ୍ନା ସାମ୍ନା ହେଉଥିବା ଦେଖିବାକୁ ମିଳିଛି । ଏହି କ୍ରମରେ ଆଜି ସିବିଆଇ ତରଫରୁ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ…
Read More...

ରକ୍ଷକ ହେଲା ଭକ୍ଷକ । ଝିଅ ପାଇଁ ନ୍ୟାୟ ମାଗିବାକୁ ଯାଇଥିବା ମା’କୁ ଦୁଷ୍କର୍ମ କଲେ ଥାନା ଅଧିକାରୀ

କନକ ବ୍ୟୁରୋ: ରକ୍ଷକ ସାଜିଲେ ଭକ୍ଷକ । ଦୁଷ୍କର୍ମର ଶିକାର ହୋଇଥିବା ଝିଅ ପାଇଁ ନ୍ୟାୟ ମାଗିବାକୁ ଯାଇଥିବା ମା’କୁ ଦୁଷ୍କର୍ମ କଲେ ଥାନାଧିକାରୀ । ଏପରି ଘଟଣା ଘଟିଛି ଉତ୍ତରପ୍ରଦେଶ କନ୍ନୌଜ ଜିଲ୍ଲା ସଦର କୋତବାଲି ଇଲାକାର ଏକ ଥାନାରେ । ଏହି ଘଟଣାରେ ଅଭିଯୁକ୍ତ ପୋଲିସ ଅଧିକାରୀଙ୍କୁ ଗିରଫ କରି…
Read More...

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଦୀର୍ଘଦିନ ଧରି ଚାଲିଥିବା ୩ଟି ବଡ ମାମଲା ବନ୍ଦ

କନକ ବ୍ୟୁରୋ : ସୁପ୍ରିମକୋର୍ଟ ମଙ୍ଗଳବାର ଦିନ ତିନୋଟି ବଡ ମାମଲାର ଶୁଣାଣି ବନ୍ଦ କରିଦେଇଛନ୍ତି । ସୁପ୍ରିମକୋର୍ଟର ଭିନ୍ନ ଭିନ୍ନ ବେଞ୍ଚରେ ଚାଲିଥିବା ଏହି ୩ ଟି ମାମଲାର ଶୁଣାଣି ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ମାମଲା ମଧ୍ୟରେ ରହିଛି ୨୦୦୨ ଗୁଜରାଟ ଦଙ୍ଗା ମାମଲା, ୨୦୦୯ ରେ…
Read More...

ସାମ୍ନାକୁ ଆସିଲା ରେଞ୍ଜର ବାବୁଙ୍କୁ ଘସାମୋଡ଼ାର ଚିତ୍ର। କର୍ମଚାରୀଙ୍କୁ ଲଗାଇ ମାଲିସ ହେଉଛନ୍ତି ମାଲକାନଗିରି ମୋଟୁର…

କନକ ବ୍ୟୁରୋ: ସାମ୍ନାକୁ ଆସିଲା ରେଞ୍ଜର ବାବୁଙ୍କ ମାଲିସ ସେବାର ଚିତ୍ର । କର୍ମଚାରୀଙ୍କୁ ଲଗାଇ ମାଲିସ ହେଉଛନ୍ତି ମାଲକାନଗିରି ମୋଟୁର ରେଞ୍ଜର ରଶ୍ମୀ ରଞ୍ଜନ ସ୍ୱାଇଁ । ବନ ବିଭାଗର ଅସ୍ଥାୟୀ କର୍ମଚାରୀଙ୍କୁ ଚାପ ପକାଇ ଏମିତି ନିୟମିତ ମାଲିସ ନେଉଛନ୍ତି ରେଞ୍ଜର ବାବୁ । ଖାଲି ଏତିକି ନୁହେଁ,…
Read More...

ଜେଲ ଗଲେ କେଆରକେ । ବିବାଦୀୟ ଟ୍ୱିଟକୁ ନେଇ ଅଡୁଆରେ ଅଭିନେତା

କନକ ବ୍ୟୁରୋ: ଅଭିନେତା ତଥା ଫିଲ୍ମ ସମୀକ୍ଷକ କମାଲ ଆର ଖାନଙ୍କ ସମସ୍ୟା ବଢିବାରେ ଲାଗିଛି । ବିବାଦୀୟ ଟ୍ୱିଟକୁ ନେଇ ଆଜି ତାଙ୍କୁ ମୁମ୍ବାଇ ଏୟାରପୋର୍ଟରୁ ମଲାଦ ପୋଲିସ ଗିରଫ କରିବା ପରେ ତାଙ୍କୁ ୧୪ ଦିନ ପାଇଁ ଜେଲକୁ ପଠାଇଛନ୍ତି ବୋରିବଲି କୋର୍ଟ । ସୂଚନା ମୁତାବକ, କମାଲ ରସିଦ ଖାନ…
Read More...

ଦାରୁଠେଙ୍ଗ ଡମ୍ପିଂୟାର୍ଡ ସମସ୍ୟା ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ବୈଠକ : ସମସ୍ୟା ସମାଧାନ ପାଇଁ ବାହାରିଲା ନିଷ୍କର୍ଷ

କନକ ବ୍ୟୁରୋ : ସମାଧାନ ଆଡକୁ ଯାଉଛି ବିଏମ୍ସିର ଅଳିଆ ଅଡୁଆ । ଲୋକସେବା ଭବନରେ ଦାରୁଠେଙ୍ଗବାସୀଙ୍କୁ ନେଇ ହୋଇଥିବା ବୈଠକ ସଫଳ ହୋଇଥିବା ସୂଚନା ମିଳିଛି । ଦାବି ପୂରଣ ପାଇଁ ୯ ମାସର ମହଲତ ମାଗିଛି ବିଏମସି । ସ୍ଥାୟୀ ସମାଧାନ ପାଇଁ ସରକାରଙ୍କ ପକ୍ଷରୁ ପଞ୍ଚାୟତବାସୀଙ୍କୁ ଲିଖିତ ପ୍ରତିଶ୍ରୁତି…
Read More...