Browsing Category

ନ୍ୟୁଜ୍

ଆଜି ପ୍ରଧାନମନ୍ତ୍ରୀଙ୍କ ପାନିପତ ଗସ୍ତ : ୨ଜି ଇଥାନଲ ପ୍ଲାଣ୍ଟର କରିବେ ଲୋକାର୍ପଣ

କନକ ବ୍ୟୁରୋ : ଆଜି ହରିୟାଣାର ପାନପତ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଇଣ୍ଡିଆନ୍ ଅଏଲ ପାନିପତ ରିଫାଇନାରୀରେ ୨ଜି ଇଥାନଲ ପ୍ଲାଣ୍ଟର ଲୋକାର୍ପଣ କରିବେ । ୯୦୦ କୋଟି ଟଙ୍କା ବ୍ୟୟରେ ଏହି ପ୍ଲାଣ୍ଟ ନିର୍ମାଣ କରାଯାଇଛି । ଏଠାରୁ ପ୍ରତିଦିନ ୧୦୦ କିଲୋଲିଟର ଇଥାନଲ ଉତ୍ପାଦନ…
Read More...

ଚୁପଚାପ୍ ହ୍ୱାଟ୍ସଆପ୍ ଗ୍ରୁପ୍ ଛାଡିହେବ, କେହି ଜାଣିପାରିବେନି ।

କନକ ବ୍ୟୁରୋ: ଲୋକମାନଙ୍କ ବ୍ୟକ୍ତିଗତ ଗୋପନୀୟତାକୁ ସମ୍ମାନ ଜଣାଇ ହ୍ୱାଟ୍ସଆପରେ ୩ଟି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି । ପ୍ରଥମରେ ବ୍ୟବହାରକାରୀମାନେ ଅନ୍ୟ ସଦସ୍ୟମାନଙ୍କୁ ନଜଣାଇ ହ୍ୱାଟ୍ସଆପ୍ ଗ୍ରୁପରୁ ବାହାରିଯାଇପାରିବେ । ଦ୍ୱିତୀୟ ପରିବର୍ତ୍ତନ ହେଉଛି ଅନଲାଇନ୍ ଥିବାବେଳେ…
Read More...

ଆଜି ବିଶ୍ୱ ସିଂହ ଦିବସ । ବର୍ଷକୁ ବର୍ଷ କମୁଛି ସଂଖ୍ୟା: ଥିଲେ ୫୬ ଏବେ ଅଛନ୍ତି ମାତ୍ର ୧୬

କନକ ବ୍ୟୁରୋ: ଆଜି ବିଶ୍ୱ ସିଂହ ଦିବସ । ଜଙ୍ଗଲର ରାଜା ଭାବେ ଜଣାଶୁଣା ଏହି ବନ୍ୟପ୍ରାଣୀଟି ଆଜି ଜଙ୍ଗଲର ଘନତା କମିବା କାରଣରୁ ବିପଦରେ। ଏକଦା ଗୁଜୁରାଟର ଗିର୍‌ ଜଙ୍ଗଲରେ ବିପୁଳ ସଂଖ୍ୟାରେ ବାସ କରୁଥିବା ସିଂହ ଆଜି ହାତଗଣତିକୁ ଖସିଆସିଛି। ସହରୀ ସଭ୍ୟତାର ପ୍ରସାର ଯୋଗୁଁ ଜଙ୍ଗଲର ରାଜା ଆଜି…
Read More...

ସ୍ୱାଧୀନତା ଦିବସ ସମାରୋହ : ସ୍କୁଲରେ ଭାଗ ନେବେ ଛାତ୍ରଛାତ୍ରୀ; ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା 

କନକ ବ୍ୟୁରୋ : ସ୍ୱାଧୀନତା ଦିବସରେ ସାମିଲ ହେବେ ଛାତ୍ରଛାତ୍ରୀ । ସରକାରୀଙ୍କ ମାର୍ଗଦର୍ଶିକା ଅନୁସାରେ ବିଦ୍ୟାଳୟରେ ଅନୁଷ୍ଠିତ ସ୍ୱାଧୀନତା ଦିବସରେ ଭାଗ ନେଇପାରିବେ ଛାତ୍ରଛାତ୍ରୀ । ଏ ନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ୭୬ ତମ ସ୍ୱାଧୀନତା ଦିବସ…
Read More...

ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି ସାରାଦେଶ : ଭୁବନେଶ୍ୱର ସିଆଇଏସଏଫ୍ ତରଫରୁ ବାଇକରେ ତ୍ରିରଙ୍ଗା ରାଲି

କନକ ବ୍ୟୁରୋ : ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତ୍ତି ଅବସରରେ ସାରାଦେଶ ପାଳନ କରୁଛି ଆଜାଦୀ କି ଅମୃତ ମହୋତ୍ସବ । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ସିଆଇଏସଏଫ୍ ୟୁନିଟ୍ ତରଫରୁ ବାଇକରେ ତ୍ରିରଙ୍ଗା ରାଲିର ଆୟୋଜନ କରାଯାଇଛି । ଲୋକମାନଙ୍କୁ ସଚେତନ କରାଇବା ଓ ମନରେ ଦେଶପ୍ରେମ ଜାଗ୍ରତ…
Read More...

ଅବପାତ ପ୍ରଭାବରେ ସାରା ରାଜ୍ୟରେ ଲାଗି ରହିଛି ବର୍ଷା : ନୂଆପଡ଼ାରେ ଭୁଶୁଡ଼ିଲା ପୋଲ, ଛତିଶଗଡ଼କୁ ଯୋଗାଯୋଗ ବିଚ୍ଛିନ୍ନ 

କନକ ବ୍ୟୁରୋ : ଲଗାଣ ବର୍ଷା ପ୍ରଭାବରେ ଭୁଶୁଡ଼ିଲା ବ୍ରିଜ୍ । ନୂଆପଡ଼ା ସଦର ବ୍ଲକ ସାରବଙ୍ଗ ନିକଟରେ ଥିବା ଏକ ବ୍ରିଜ୍ ଭୁଶୁଡ଼ି ପଡ଼ିଛି । ଫଳରେ ପଡ଼ୋଶୀ ଛତିଶଗଡ଼ ସହ ତିନିଟି ପଞ୍ଚାୟତ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଏହା ସହ ସ୍କୁଲ, କଲେଜ, ମେଡ଼ିକାଲ ଯିବାକୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି…
Read More...

ଗଞ୍ଜେଇ ଯାଞ୍ଚ ବେଳେ ସୁନା ବିସ୍କୁଟ ଓ ବିପୁଳ ଟଙ୍କା ଜବତ । ମିଳିଲା ୧ କୋଟି ୨୨ଲକ୍ଷ ଟଙ୍କା ଓ ୨୨ଟି ସୁନା ବିସ୍କୁଟ

କନକ ବ୍ୟୁରୋ : ଗଞ୍ଜେଇ ଯାଞ୍ଚ ବେଳେ ବଡ଼ ଧରଣର ବିନା ଜିଏସଟିରେ ସୁନା କିଣାବିକା ରାକେଟ୍ ଠାବ ହୋଇଛି । ବ୍ରହ୍ମପୁର ଲାଞ୍ଜପଲ୍ଲୀ ବାଇପାସ୍ ନିକଟରେ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଗଞ୍ଜେଇ ଯାଞ୍ଚ କରାଯାଇଥିଲା । ଏଥିରେ ସଂପୃକ୍ତି ଅଭିଯୋଗରେ ମହାରାଷ୍ଟ୍ରର ଭରତ ଗୋଖେ ନାମକ ଜଣେ…
Read More...

ଲଘୁଚାପ ପ୍ରଭାବ, ପ୍ରବଳ ବର୍ଷା : ୯ ଜିଲ୍ଲାକୁ ଅରେଞ୍ଜ ଓ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

କନକ ବ୍ୟୁରୋ : ଛତିଶଗଡ ମୁହାଁ ସକ୍ରିୟ ଅବପାତ । ଆଜି ଦୁର୍ବଳ ହୋଇ ସଦୃଶଃ କ୍ଷେତ୍ରରେ ପରିଣତ ହେବ । ଏହା ପ୍ରଭାବରେ ୧୯ ଜିଲ୍ଲାରେ ବର୍ଷା ନେଇ ଚେତାବନୀ । ୯ଜିଲ୍ଲାକୁ ଅରେଞ୍ଜ ଓ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ…
Read More...

ଓଲଟିଲା ତୀର୍ଥଯାତ୍ରୀ ବସ୍, ୩୦ ଆହତ : ୧୪ ଗୁରୁତର ବାଲେଶ୍ୱର ମେଡିକାଲରେ ଭର୍ତ୍ତି

କନକ ବ୍ୟୁରୋ : ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ତୀର୍ଥଯାତ୍ରୀ ବସ୍ । ବାଲେଶ୍ୱର ୧୬ ନମ୍ବର ଜାତୀୟ ରାଜପଥ ତଳନଗର ନିକଟରେ ବସଟି ଭାରସାମ୍ୟ ହରାଇ ଓଲଟି ପଡ଼ିଛି । ମମତାଜ ନାମକ ବସଟି ପଶ୍ଚିମବଙ୍ଗ ଚବିସପ୍ରଗଣା କାଚାରି ଅଞ୍ଚଳରୁ ପୁରୀ ଅଭିମୁଖେ ଯାଉଥିଲା । ବସରେ ଥିବା ୩୦ରୁ ଉର୍ଦ୍ଧ୍ୱ…
Read More...

କରୋନାକୁ ନେଇ ରାଜଧାନୀରୁ ଆସିଲା ଚିନ୍ତାଜନକ ଖବର : ଦେଶରେ କମୁଥିବା ବେଳେ ଦିଲ୍ଲୀରେ ବଢ଼ୁଛି ସଂକ୍ରମଣ

କନକ ବ୍ୟୁରୋ : ରାଜଧାନୀ ଦିଲ୍ଲୀରେ କରୋନାର ନୂଆ ମାମଲା ଚିନ୍ତା ବଢ଼ାଇ ଦେଇଛି । ଦିନକରେ ରାଜ୍ୟରେ ୨୪୯୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଇତିମଧ୍ୟରେ ରାଜଧାନୀରେ କରୋନାର ସଂକ୍ରମଣ ହାର ୧୫ ଦଶମିକ ୪୧ ପ୍ରତିଶତ ହୋଇଛି । ଅନ୍ୟପକ୍ଷରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୮ହଜାର ୫୦୬ରେ ପହଞ୍ଚିଛି ।…
Read More...