Browsing Category

ନ୍ୟୁଜ୍

ଆଜି କେବଳ ନୀତିଶ ଓ ତେଜସ୍ୱୀ ନେବେ ଶପଥ, କ୍ୟାବିନେଟ ସଂପ୍ରସାରଣ ନେଇ ଅଡୁଆ କରୁଛନ୍ତି ମାଞ୍ଝୀ

କନକ ବ୍ୟୁରୋ : ଏକ ନାଟକୀୟ ଢଙ୍ଗରେ ଗତକାଲି ବିହାର ସରକାର ଭାଙ୍ଗି ଦେଇଥିଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ସେ ବିଜେପି ମେଣ୍ଟରୁ ବାହାରି ଆସି ମହାଗଠବନ୍ଧନରେ ସାମିଲ ହୋଇଛନ୍ତି । ଏହି କ୍ରମରେ ଆଜି ବିହାରର ମୁଖ୍ୟମନ୍ତ୍ରୀ ଭାବେ ପୁଣିଥରେ ଶପଥ ନେବାକୁ ଯାଉଛନ୍ତି ଜେଡିୟୁ ମୁଖ୍ୟ ନୀତିଶ…
Read More...

ଅଫିସର ହେବେ କେରଳର ମାଆ-ପୁଅ, ଲୋକସେବା ପରୀକ୍ଷାରେ ହାସଲ କରିଛନ୍ତି ସଫଳତା 

କନକ ବ୍ୟୁରୋ: ମାଆ ପୁଅ ହେବାକୁ ଯାଉଛନ୍ତି ଅଫିସର । କଥାଟି ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେଉଥିବେ । କିନ୍ତୁ ଏ କଥାଟି ସତ, କେରଳରୁ ଏଭଳି ଖବର ସାମ୍ନାକୁ ଆସିଛି । କେରଳର ମାଆପୁଅ ରାଜ୍ୟ ଲୋକସେବା ଆୟୋଗର ପରୀକ୍ଷାରେ ସଫଳତା ପାଇଛନ୍ତି । ମଲ୍ଲପୁରମର ୪୨ ବର୍ଷୀୟା ବିନ୍ଦୁ ଏବଂ ତାଙ୍କ ୨୪ ବର୍ଷୀୟ…
Read More...

ବିଜେଡିର ମୁଁ ଜଣେ ସୈନିକ; ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅଛି ଓ ରହିବି : ପ୍ରଶାନ୍ତ ଜଗଦ୍ଦେବ

କନକ ବ୍ୟୁରୋ : ଜାମିନରୁ ମୁକୁଳିବା ପରେ ବିଧାନସଭାକୁ ଆସିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଲୋକଙ୍କ ଉପରେ ଗାଡି ଚଢାଇବା ଘଟଣାରେ ସେ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ସେ ଲୋକଙ୍କ ଉପରେ ଗାଡି ଚଢାଇ ନାହାନ୍ତି । ତାଙ୍କ ଉପରକୁ ବିଜେପି କର୍ମୀ ଆକ୍ରମଣ କଲେ । ବ୍ରେକ୍ ବଦଳରେ…
Read More...

ଖୁବଶୀଘ୍ର ଯୋଗୀ ସରକାରଙ୍କ ବଡ ନିଷ୍ପତ୍ତି, ନିଜ ଦଳର ବିଧାୟକ ଓ ମନ୍ତ୍ରୀଙ୍କ ଉପରୁ ପ୍ରତ୍ୟାହାର ହେବ ସମସ୍ତ ମାମଲା

କନକ ବ୍ୟୁରୋ : ଉତ୍ତର ପ୍ରଦେଶର ଯୋଗୀ ସରକାର ନିଜ ଦଳର ବିଧାୟକ ଓ ମନ୍ତ୍ରୀମାନଙ୍କ ଉପରେ ହୋଇଥିବା ସମସ୍ତ ମାମଲା ପ୍ରତ୍ୟାହାର କରିନେବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଏନେଇ ତୁରନ୍ତ ପ୍ରକ୍ରିୟା ଆରମ୍ଭ ହେବ ବୋଲି କୁହାଯାଇଛି । ସେପଟେ ମନ୍ତ୍ରୀ ଓ ବିଧାୟକଙ୍କ ଉପରେ ହୋଇଥିବା ସମସ୍ତ ମାମଲାର…
Read More...

ମୋଦୀ ସରକାରଙ୍କୁ ବିଜେପି ସାଂସଦ ବରୁଣଙ୍କ ପ୍ରଶ୍ନବାଣ । ଟ୍ୱିଟ୍ କରି କହିଲେ, ସ୍ୱାଧୀନତାର ୭୫ ବର୍ଷ ଉତ୍ସବ ଗରିବଙ୍କ…

କନକ ବ୍ୟୁରୋ : ମୋଦୀ ସରକାରଙ୍କ ନୀତି ଓ ନିଷ୍ପତ୍ତି ଉପରେ ଲଗାତାର ପ୍ରଶ୍ନ ଉଠାଉଥିବା ବିଜେପି ସାଂସଦ ବରୁଣ ଗାନ୍ଧୀ ଏବେ ହର ଘର ତ୍ରିରଙ୍ଗା ଅଭିଯାନକୁ ନେଇ ପୁଣିଥରେ ମାରିଛନ୍ତି ପ୍ରଶ୍ନ ବାଣ । ହର ଘର ତ୍ରିରଙ୍ଗା ଅଭିଯାନ ପାଇଁ ଗରିବ ଲୋକ ଭୋଗୁଥିବା ସମସ୍ୟାକୁ ନେଇ ଟ୍ୱିଟ୍ କରିଛନ୍ତି ବରୁଣ…
Read More...

ବାହାଦୁରୀର ମିଛ କାହାଣୀ ଶୁଣାଇଲେ ଯବାନ, ମେଡାଲ ମିଳିବାରୁ ଚଢା ଦରରେ ବିକିଦେଲେ

କନକ ବ୍ୟୁରୋ: ଯବାନଙ୍କ ନାଁ ଶୁଣିଲେ ମୁଣ୍ଡ ସେମାନଙ୍କ ପାଇଁ ଆପେ ଆପେ ନଇଁଯାଏ କାରଣ ନିଜ ଜୀବନକୁ ଏମାନେ ପାଣି ଛଡେଇ ଦେଶମାତୃକାର ସେବା କରିଥାନ୍ତି । ପ୍ରତି ଦେଶର ଯବାନଙ୍କୁ ସେମାନଙ୍କ ଦେଶ ଯଥେଷ୍ଟ ସମ୍ମାନ ଦେବା ସହ ସେମାନଙ୍କ ପାଇଁ ଅନେକ କିଛି ସୁବିଧା ସୁଯୋଗ ଯୋଗାଇଦେଇଥାନ୍ତି ।…
Read More...

ମନ୍ତ୍ରୀମାନଙ୍କର ଆଇନ ଭାଙ୍ଗିବାର ଅଧିକାର ଅଛି, ହେଲେ ଅଫିସରମାନେ କେବଳ ହଁ ମାରିବେ । ଜାଣନ୍ତୁ କାହିଁକି ଏଭଳି କହିଲେ…

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ସବୁବେଳେ ନିଜର ସ୍ପଷ୍ଟ କଥାବାର୍ତ୍ତା ପାଇଁ ଚର୍ଚ୍ଚାରେ ରହିଥାନ୍ତି । କେବେ ନିଜ ସରକାରଙ୍କ ବିରୋଧରେ ତ କେବେ କଠୋର ବାସ୍ତବତା ସପକ୍ଷରେ କହି ଗଣମାଧ୍ୟମର ଶିରୋନାମା ପାଲଟିଥାନ୍ତି ଗଡକରୀ । ହେଲେ ଏବେ ସେ ଏଭଳି ଏକ ବୟାନ ଦେଇଛନ୍ତି ଯାହା ପାଇଁ…
Read More...

ନିଶା ନିବାରଣ କେନ୍ଦ୍ରରେ ଦିବ୍ୟାଙ୍ଗଙ୍କୁ ନିର୍ଯାତନା : ମଦ ପିଇ ପ୍ଲାଷ୍ଟିକ୍ ପାଇପରେ ମାଡ଼ ମାରିଲେ କେନ୍ଦ୍ରର ମାଲିକ;…

କନକ ବ୍ୟୁରୋ : ନିଶାନିବାରଣ କେନ୍ଦ୍ରରେ ଅମାନବୀୟ ଦୃଶ୍ୟ । ଜଣେ ଦିବ୍ୟାଙ୍ଗଙ୍କୁ ଦିଆଯାଇଛି ଅକଥନୀୟ ନିର୍ଯାତନା । ଖୋଦ୍ ନିଶାନିବାରଣ କେନ୍ଦ୍ର ମାଲିକ ନିଶାରେ ଚୁର ହୋଇ ଦିବ୍ୟାଙ୍ଗଙ୍କୁ ମାଡ଼ ମାରଛନ୍ତି । ହାତରେ ପ୍ଲାଷ୍ଟିକ ପାଇପ୍ ଧରି ମାଡ ମାରୁଥିବା ବେଳେ ସହଯୋଗୀଙ୍କ ପାଦ ଚଟାଉଥିବାର…
Read More...

ପୁଣିଥରେ କରୋନାରେ ସଂକ୍ରମିତ ହେଲେ ପ୍ରିୟଙ୍କା । ଟ୍ୱିଟ୍ କରି ଜଣାଇଲେ, ନିଜକୁ ସଙ୍ଗରୋଧରେ ରଖିଲେ ।

କନକ ବ୍ୟୁରୋ : କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ପୁଣିଥରେ କରୋନା । ମହାମାରୀ କରୋନାରେ ପୁଣିଥରେ ସଂକ୍ରମିତ ହୋଇଛନ୍ତି ପ୍ରିୟଙ୍କା । ଏନେଇ ଟ୍ୱିଟ୍ କରି ନିଜେ ସୂଚନା ଦେଇଛନ୍ତି ପ୍ରିୟଙ୍କା । ଟ୍ୱିଟ୍ କରି ପ୍ରିୟଙ୍କା ଲେଖିଛନ୍ତି ଯେ, ପୁଣିଥରେ କୋଭିଡରେ ସଂକ୍ରମିତ ହୋଇଛି । ଘରେ…
Read More...

ଜଗନ୍ନାଥ ଓ ବଳଭଦ୍ରଙ୍କୁ ରାକ୍ଷୀ ପିନ୍ଧାଇବେ ଭଉଣୀ ସୁଭଦ୍ରା

କନକ ବ୍ୟୁରୋ : ପବିତ୍ର ରକ୍ଷାବନ୍ଧନ । ନିଜର ସୁରକ୍ଷା ତଥା ଭାଇର ଶୁଭ ମନାସୀ ଭଉଣୀ ପିନ୍ଧାଏ ରାକ୍ଷୀ । ହେଲେ ଏହି ମାନବୀୟ ଲୀଳା ଶ୍ରୀମନ୍ଦିରରେ ମଧ୍ୟ ପାଳିତ ହୋଇଥାଏ । ଗହ୍ମାପୂର୍ଣ୍ଣିମା ଦିନ ଶ୍ରୀମନ୍ଦିରରେ ଭାଇ ଜଗନ୍ନାଥ ଓ ବଳଭଦ୍ରଙ୍କୁ ରାକ୍ଷୀ ପିନ୍ଧାଇଥାନ୍ତି ଭଉଣୀ ସୁଭଦ୍ରା । ଏ ନେଇ…
Read More...