Browsing Category

ନ୍ୟୁଜ୍

ରୋହତକରେ ୧୦୨ ବର୍ଷୀୟ ବୃଦ୍ଧଙ୍କ ଅଭିନବ ପ୍ରତିବାଦ। ଶୋଭାଯାତ୍ରା କରି ଅଫିସରେ ପହଞ୍ଚିଲେ ଦୁଲି ଚନ୍ଦ। 

କନକ ବ୍ୟୁରୋ: ଶୁଣ ସରକାର, ମୁଁ ଏବେ ବଞ୍ଚିଛି । ଏ ପଦୁଟିଏ କଥା କହିବାପାଇଁ ଏଭଳି ଅଭିନବ ଉପାୟରେ ପ୍ରତିବାଦ । ଆପଣମାନେ ଏହି ଭିଡିଓରେ ଦେଖୁଥିବେ ବାଜା ବାଜୁଛି, ନାଚହେଉଛି । ଆଉ ଘୋଡାଗାଡିରେ ବସି ଏ ବୃଦ୍ଧ ଜଣକ ଯାଉଛନ୍ତି । ତେବେ ସମସ୍ତଙ୍କ ହାତରେ ରହିଛି ମୁଁ ବର୍ତ୍ତମାନ ବଞ୍ଚିଛିର…
Read More...

ଗୋଆ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା : କର୍ଲିଜ କ୍ଲବ୍ ଭାଙ୍ଗିବା ଉପରେ ଲାଗିଲା ରୋକ୍

କନକ ବ୍ୟୁରୋ : ଗୋଆ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା । ଗୋଆର କର୍ଲିଜ କ୍ଲବ୍ ଭାଙ୍ଗିବା ଘଟଣାରେ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ । ଏହି କ୍ଲବରେ ବିଜେପି ସାଂସଦ ତଥା ଟିକ୍ ଟକ୍ ଷ୍ଟାର ସୋନାଲି ଫୋଗଟଙ୍କର ପାର୍ଟି କରିବା ପରେ ମୃତ୍ୟୁ ହୋଇଥିଲା । କ୍ଲବରେ ହୋଇଥିବା ପାର୍ଟି ସମୟରେ…
Read More...

ଅଖିଳେଶଙ୍କ ବୟାନକୁ ନେଇ ଏବେ ଉତ୍ତର ପ୍ରଦେଶ ରାଜନୀତି ସରଗରମ, “କେଶବ ମୌର୍ଯ୍ୟଙ୍କୁ ମୁଁ ମୁଖ୍ୟମନ୍ତ୍ରୀ କରିଦେବି”

କନକ ବ୍ୟୁରୋ : ମହାରାଷ୍ଟ୍ର, ବିହାର ପରେ ଏବେ ଉତ୍ତର ପ୍ରଦେଶରେ ଭାଙ୍ଗିବ କି ଯୋଗୀଙ୍କ ସରକାର । ଏନେଇ ଅଖିଳେଶ ଯାଦବ ସଂକେତ ଦେବା ପରେ ଏବେ ୟୁପି ରାଜନୀତି ସରଗରମ ହେବାରେ ଲାଗିଛି । ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେବା ଅବସରରେ ଅଖିଳେଶ ଯାଦବ କହିଛନ୍ତି କି, ଯୋଗୀଙ୍କ ସରକାରରେ ଉପ…
Read More...

ସରକାରୀ ସ୍କୁଲର ରକ୍ଷଣାବେକ୍ଷଣ କରିବେ ସ୍ୱଂୟ ସହାୟକ ଗୋଷ୍ଠୀ : ନିୟୋଜିତ ମହିଳାଙ୍କୁ ମନରେଗା ଯୋଜନାରୁ ମିଳିବ…

କନକ ବ୍ୟୁରୋ : ସରକାରୀ ସ୍କୁଲର ରକ୍ଷଣାବେକ୍ଷଣ କରିବେ ସ୍ୱୟଂ ସହାୟକ ଗୋଷ୍ଠୀ । ସ୍କୁଲ ହତାର ସୁରକ୍ଷା, ପରିଷ୍କାର ପରିଚ୍ଛନ୍ନ ରଖିବା ଓ ଆସବାବପତ୍ରର ଯତ୍ନ ଦାୟିତ୍ୱ ଏସ୍ଏଚଜି ଉପରେ ନ୍ୟସ୍ତ କରାଯିବ । ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟରେ ଏହା ଲାଗୁ ହେବ । ଏନେଇ ଓସେପା ପକ୍ଷରୁ ମୋ ସ୍କୁଲ…
Read More...

ପୁରୁଣା ଗାଡିକୁ ସ୍କ୍ରାପିଂ କଲେ ନୂଆ ଗାଡି ଉପରେ ମିଳିବ ଅଧିକ ରିହାତି : ଗାଡି କ୍ରେତା ଓ ପୁରୁଣା ଗାଡି ସ୍କ୍ରାପିଂ…

କନକ ବ୍ୟୁରୋ : ପୁରୁଣା ଗାଡିକୁ ସ୍କ୍ରାପିଂ କଲେ ନୂଆ ଗାଡି ଉପରେ ମିଳିବ ଅଧିକ ରିହାତି । ରାଜ୍ୟରେ ଯେପରି ୧୫ବର୍ଷରୁ ଅଧିକ ପୁରୁଣା ଗାଡିକୁ ଲୋକେ ଶୀଘ୍ର ସ୍କ୍ରାପିଂ କରିବେ ସେଥିପାଇଁ ରାଜ୍ୟ ସରକାର ପଞ୍ଜିକୃତ ଗାଡି ସ୍କ୍ରାପିଂ ସୁବିଧା ନୀତି ଆଣୁଛନ୍ତି । କେନ୍ଦ୍ର ସଡକ ପରିବହନ…
Read More...

ମୃତ୍ୟୁ ପରେ କେତେ ସମ୍ପତ୍ତି ଛାଡିଗଲେ ରାଣୀ ଏଲିଜାବେଥ-୨, ଜାଣନ୍ତୁ ତାଙ୍କ ପରେ କିଏ ପାଇବ ଏହି ସମ୍ପତ୍ତି ?

କନକ ବ୍ୟୁରୋ : ବ୍ରିଟେନର ମହାରାଣୀ ଏଲିଜାବେଥ-୨ଙ୍କର ଗୁରୁବାର ଦିନ ମୃତ୍ୟୁ ହୋଇଛି ।  ୯୬ ବର୍ଷ ବୟସରେ ସେ ଇହଲୀଳା ତ୍ୟାଗ କରିଛନ୍ତି । ସେ ୧୯୫୨ ମସିହାରେ ବ୍ରିଟେନର ମହାରାଣୀ ଭାବେ ଅଭିଶିକ୍ତ ହୋଇଥିଲେ । ସେପଟେ ତାଙ୍କ ମୃତ୍ୟୁ ପରେ ତାଙ୍କ ସମ୍ପତ୍ତିକୁ ନେଇ ଭିନ୍ନ ଭିନ୍ନ ରିପୋର୍ଟ…
Read More...

 ଦେଶର ଗୌରବ ନେତାଜୀଙ୍କ ପ୍ରତିମୂର୍ତ୍ତି  । ବେଶ୍ ରୋଚକ ଏହାର ପ୍ରତିଷ୍ଠା ପଛର କାହାଣୀ

କନକ ବ୍ୟୁରୋ: ୨୮ ଫୁଟର ପ୍ରତିମୂର୍ତ୍ତି, ୨୬ ,୦୦୦ ଘଣ୍ଟାର ପରିଶ୍ରମ, ଦେଶରୁ ହଟାଇ ଦେଇଛି ଦାସତ୍ୱର ଚିହ୍ନ । ପ୍ରତିଟି ଭାରତୀୟଙ୍କ ମନରେ ଶତଗୁଣ କରିଛି ଅଦ୍ୱିତୀୟ ରାଷ୍ଟ୍ରନାୟକଙ୍କ ବଳିଦାନର ସ୍ମୃତି । ଇଣ୍ଡିଆ ଗେଟ୍ ସମ୍ମୁଖରେ ନେତାଜୀ ସୁଭାଷ ବୋଷଙ୍କ ସୁଉଚ୍ଚ ମୂର୍ତ୍ତି ଉନ୍ମୋଚିତ ହେବା…
Read More...

ନିଟ୍ ପରୀକ୍ଷାରେ ସଫଳ ହେଲେ ଗରିବ ଘରର ପିଲା : ଦ୍ୱିତୀୟ ପ୍ରୟାସରେ ଉତ୍ତୀର୍ଣ୍ଣ ହେଲେ ଶାନ୍ତନୁ ଓ ଇଶ୍ରିତା

କନକ ବ୍ୟୁରୋ : ନିଟ୍ ପରୀକ୍ଷାରେ ସଫଳ ହେଲେ ଗରିବ ଘରର ପିଲା । ଆମେ କହୁଛୁ ଓଡ଼ିଶାର ଶାନ୍ତନୁ ଦଳାଇ ଓ ଇଶ୍ରିତା ପଣ୍ଡାଙ୍କ କଥା । ବଡ଼ କଥା ହେଉଛି ଦୁଇ ବିଦ୍ୟାର୍ଥୀଙ୍କ ବାପା ଅତ୍ୟନ୍ତ ଗରିବ । ଗଞ୍ଜାମ ଜିଲ୍ଲା ମଥୁରା ଗ୍ରାମର ଶାନ୍ତନୁଙ୍କ ବାପା ଘନଶ୍ୟାମ ଜଣେ ଦିନ ମଜୁରିଆ । ଯିଏ ବହୁ…
Read More...

ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ସିରିଆ ଉପରେ ଋଷର ଆକ୍ରମଣ, ୧୨୦ ମୃତ

କନକ ବ୍ୟୁରୋ : ଗୋଟିଏ ପଟେ ୟୁକ୍ରେନ ଉପରେ ଋଷ ଆକ୍ରମଣ ଜାରି ରଖିଥିବା ବେଳେ ଏବେ ଋଷ ପୁଣି ମଧ୍ୟପୂର୍ବ ଏସିଆର ସିରିଆ ଉପରେ ଆକାଶମାର୍ଗରୁ ଆକ୍ରମଣ ଆରମ୍ଭ କରିଦେଇଛି । ଏହି ଆକ୍ରମଣ ଫଳରେ ସିରିଆର ୧୨୦ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । କହିରଖୁ କି, ପଶ୍ଚିମ ସିରିଆରେ ଅଲ କାଏଦା ସହିତ…
Read More...

ବିପୁଳ ନକଲି ମଦ ଜବତ : ଦାମୀ ବ୍ରାଣ୍ଡର ଲୋଗୋ ଲଗାଇ ଭଡ଼ା ଘରେ ଚାଲିଥିଲା କାରବାର, ଜଣଙ୍କୁ ଅଟକ ରଖିଛି ଅବକାରୀ ବିଭାଗ

କନକ ବ୍ୟୁରୋ : ବ୍ରହ୍ମପୁରରେ ନକଲି ମଦ କାରବାର । ବଡ଼ବଜାର  ଥାନା ଫାଷ୍ଟଗେଟ୍ ନିକଟରୁ ବିପୁଳ ନକଲି ମଦ ଜବତ ହୋଇଛି । ଦାମୀ ବ୍ରାଣ୍ଡର ଲୋଗୋ ଲଗାଇ ଭଡ଼ା ଘରେ ଚାଲିଥିଲା କାରବାର । ରେଡ ବେଳେ ଜବତ କରିଛି  ବଡ଼ବଜାର ପୋଲିସ । ଘଟଣାରେ ଜଣକୁ ଅଟକ ରଖି ପଚରାଉଚରା ଜାରି ରଖିଛି ଅବକାରୀ ବିଭାଗ ।…
Read More...