Browsing Category

ନ୍ୟୁଜ୍

ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କ ପରଲୋକ : ବିଳମ୍ବିତ ରାତିରେ ହୃଦଘାତରେ ମୃତ୍ୟୁ ନେଇ ସୂଚନା

କନକ ବ୍ୟୁରୋ : ପରଲୋକରେ ଦେଶର ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ । ବିଳମ୍ବିତ ରାତିରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି । ଛାତିରେ ଯନ୍ତ୍ରଣା ହେବାରୁ ପ୍ରଥମେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ହୃଦଘାତ ଯୋଗୁଁ ଅବସର…
Read More...

ଭାରତ ହାତକୁ ଆସିଲା ଜି-୨୦ ଅଧ୍ୟକ୍ଷ ପଦ : ବାଲି ସମ୍ମିଳନୀ ଶେଷରେ କରାଗଲା ହସ୍ତାନ୍ତର

କନକ ବ୍ୟୁରୋ : ଇଣ୍ଡୋନେସିଆର ବାଲିରେ ଅନୁଷ୍ଠିତ ହୋଇଥିବା ଜି-୨୦ ବୈଠକ ବୁଧବାର ଶେଷ ହୋଇଥିବା ବେଳେ ଭାରତକୁ ଜି-୨୦ ଅଧ୍ୟକ୍ଷତା ହସ୍ତାନ୍ତର ହୋଇଛି । ଡିସେମ୍ବର ୧ ତାରିଖରୁ ଭାରତ ବିଧିବଦ୍ଧ ଭାବେ ଅଧ୍ୟକ୍ଷତା ଭାର ସମ୍ଭାଳିବ । ଗୋଟିଏ ବର୍ଷ ପାଇଁ ଭାରତ ପାଖରେ ଅଧ୍ୟକ୍ଷ ପଦ ରହିବ । ଏହି…
Read More...

ଆଜି ସରିବ ଐତିହାସିକ ବାଲିଯାତ୍ରା : ଶେଷ ଦିନରେ ପ୍ରବଳ ଗହଳି ସମ୍ଭାବନା

କନକ ବ୍ୟୁରୋ : ଆଜି ସରିବ ଐତିହାସିକ ବାଲିଯାତ୍ରା । ଶେଷ ଦିନରେ ପ୍ରବଳ ଗହଳି ସମ୍ଭାବନା । ଲୋକଙ୍କ ଚାହିଦାକୁ ଦେଖି ବଢ଼ିଥିଲା ଗୋଟିଏ ଦିନ । କାର୍ତ୍ତିକ ପୂର୍ଣ୍ଣିମା ପରଠାରୁ ଜନ ସମୁଦ୍ର ପାଲଟୁଛି ବାଲିଯାତ୍ରା ପଡ଼ିଆ । ଚଳିତ ବର୍ଷ ଅନେକ ଦୃଷ୍ଟିରୁ କଟକ ବାଲିଯାତ୍ରା ଇତିହାସ ରଚିଛି ।…
Read More...

କଥା କଟାକଟି ହେଲେ ଚୀନ୍ ଓ କାନାଡ଼ା ରାଷ୍ଟ୍ରପତି : ଦ୍ୱିପାକ୍ଷିକ ଆଲୋଚନା କାହିଁକି ଲିକ୍ କରୁଛ ବୋଲି ଜଷ୍ଟିନଙ୍କୁ…

କନକ ବ୍ୟୁରୋ : କଥା କଟାକଟି ହେଲେ ଚୀନ୍ ରାଷ୍ଟ୍ରପତି ସି-ଜିନପିଙ୍ଗ ଓ କାନାଡା ରାଷ୍ଟ୍ରପତି ଜଷ୍ଟିନ୍ ଟ୍ରୁଡିୟୁ । ଜି-୨୦ ବୈଠକ ଅବସରରେ ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ଜିନପିଙ୍ଗ କାନାଡା ରାଷ୍ଟ୍ରପତିଙ୍କ ସହ କଥା ହେବା ବେଳେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି, ଆଉ କହୁଛନ୍ତି ଯେ, ଉଭୟଙ୍କ…
Read More...

ବ୍ରହ୍ମପୁରରେ ଛାତ୍ରୀଙ୍କୁ ରାଗିଂ ! ସୋସିଆଲ ମିଡିଆରେ ଭିଡିଓ ଭାଇରାଲ; ୨ ଛାତ୍ର ଗିରଫ,୩ ଛାତ୍ର ଅଟକ

କନକ ବ୍ୟୁରୋ : ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ରାଗିଂ ଅଭିଯୋଗ । ରାଗିଂର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି । ଏହି ଭିଡିଓରୁ ଜଣାପଡୁଛି କିପରି ଜୁନିୟର ଛାତ୍ରଛାତ୍ରୀଙ୍କୁ ରାଗିଂ କରୁଛନ୍ତି ସିନିୟର । ଏଥିରେ ଯୁକ୍ତ ୨ରେ ପଢ଼ୁଥିବା ଜଣେ ଛାତ୍ରୀଙ୍କୁ କିଛି…
Read More...

ପଦ୍ମପୁର ଉପନିର୍ବାଚନ : ଶକ୍ତି ପ୍ରଦର୍ଶନ ସହ ନାମାଙ୍କନ ଭରିବେ ତିନି ପ୍ରମୁଖ ଦଳର ପ୍ରାର୍ଥୀ

କନକ ବ୍ୟୁରୋ : ଆଜି ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବାର ଶେଷ ଦିନ । ହେଲେ ପଦ୍ମପୁର ଉପନିର୍ବାଚନ ପାଇଁ କୌଣସି ପ୍ରାର୍ଥୀ ଏପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରିନାହାଁନ୍ତି । ତେଣୁ ଆଜି ପ୍ରାର୍ଥୀମାନେ ପ୍ରାର୍ଥୀପତ୍ର ଦାଖଲ କରିବେ । ସୂଚନା ଅନୁସାରେ ପ୍ରାୟ ୧୧ଜଣ…
Read More...

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନାର ଶୁଭାରମ୍ଭ କଲେ ନବୀନ । ଛାତ୍ରଛାତ୍ରୀଙ୍କୁ ଦେଲେ ଗୁରୁମନ୍ତ୍ର…

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଫାଇଭ୍-ଟି ରୂପାନ୍ତରିତ ସ୍କୁଲ ତଥା ଅନ୍ୟ ସ୍କୁଲ ଗୁଡ଼ିକ ପାଇଁ ‘ମୁଖ୍ୟମନ୍ତ୍ରୀ ଶିକ୍ଷା’ ପୁରସ୍କାର ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି କାର୍ୟ୍ୟକ୍ରମରେ ଶିକ୍ଷାର ଉତ୍କର୍ଷ ଲାଭ କରୁଥିବା ସ୍କୁଲ ଛାତ୍ରଛାତ୍ରୀ, ଶିକ୍ଷାନୁଷ୍ଠାନ ଓ ପ୍ରଧାନ…
Read More...

ଭାରତୀୟ ଯୁବ ଗବେଷକଙ୍କ ପାଇଁ ବଡ ଘୋଷଣା। ପ୍ରତିବର୍ଷ ୩ ହଜାରଙ୍କୁ ମିଳିବ ଭିସା।

କନକ ବ୍ୟୁରୋ: ପ୍ରତିବର୍ଷ ୩ ହଜାର ଭାରତୀୟ ଯୁବ ଗବେଷକଙ୍କୁ ଭିସା ଯୋଗାଇବ ବ୍ରିଟେନ । ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏପରି ପ୍ରତିଶ୍ରୁତି ଦେଇଛନ୍ତି ବ୍ରିଟେନ ପ୍ରଧାମନନ୍ତ୍ରୀ ରିଷି ସୁନକ । ଭାରତର ତିନି ହଜାର ଯୁବ ଗବେଷକøûଙ୍କୁ ଭିସା ଯୋଗାଇଦେବା ସହ ୨ ବର୍ଷ ପର୍ଯ୍ୟନ୍ତ ରହିବାର ସୁଯୋଗ…
Read More...

ଆଗାମୀ ବର୍ଷ ଭାରତ କରିବ ଜି-୨୦ ସମ୍ମିଳନୀର ଅଧ୍ୟକ୍ଷତା। ଇଣ୍ଡୋନେସିଆ ବାଲିରେ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦୀ। 

କନକ ବ୍ୟୁରୋ: ଇଣ୍ଡୋନେସିଆର ବାଲିଠାରେ ହୋଇଥିବା ଜି-୨୦ ଶିଖର ସମ୍ମିଳନୀର ପରବର୍ତୀ ବୈଠକ ଭାରତରେ ଅନୁଷ୍ଠିତ ହେବ । ଏଥିପାଇଁ ବୁଧବାର ବିଧିବଦ୍ଧ ଜି-୨୦ ସମ୍ମିଳନୀର ଅଧ୍ୟକ୍ଷତା ଗ୍ରହଣ କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସମ୍ମିଳନୀର ଉଦଯାପନୀ ମହୋତ୍ସବରେ ମୋଦୀ ଏହାକୁ…
Read More...

ରାଜସ୍ଥାନ ପ୍ରଦେଶ କଂଗ୍ରେସ ପ୍ରଭାରୀ ପଦରୁ ଇସ୍ତଫା ଦେଲେ ଅଜୟ ମାକେନ। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ…

କନକ ବ୍ୟୁରୋ: କଂଗ୍ରେସକୁ ଝଟକା । ରାଜସ୍ଥାନ ପ୍ରଦେଶ କଂଗ୍ରେସ ପ୍ରଭାରୀ ପଦରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ଅଜୟ ମାକେନ । କଂଗ୍ରେସର ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ଚିଠି ଲେଖି ଇସ୍ତଫା ଦେଇଛନ୍ତି । କିଛି ଦିନ ହେବ ରାଜସ୍ଥାନରେ କ୍ଷମତାକୁ ନେଇ ଉଭୟ ଗେହଲଟ ଓ ପାଇଲଟ ଗୋଷ୍ଠୀ ମଧ୍ୟରେ…
Read More...