Browsing Category

ନ୍ୟୁଜ୍

ଆସନ୍ତା ୬ ଘଣ୍ଟା ଭିତରେ ଭୀଷଣ ସାମୁଦ୍ରିକ ଝଡର ରୂପ ନେବ ସିତ୍ରାଙ୍ଗ । ଘଣ୍ଟା ପ୍ରତି ୩୧ କିଲୋମିଟର ବେଗରେ କରୁଛି ଗତି…

କନକ ବ୍ୟୁରୋ: କେନ୍ଦ୍ରୀୟ ବଙ୍ଗୋପସାଗରରେ ସାମୁଦ୍ରିକ ଝଡ ସିତ୍ରାଙ୍ଗ ସକ୍ରିୟ ରହିଛି । ଗତ ୬ ଘଣ୍ଟା ହେଲା ବାତ୍ୟା ସିତ୍ରାଙ୍ଗ ଘଣ୍ଟା ପ୍ରତି ୩୧ କିଲୋମିଟର ବେଗରେ ଉତ୍ତର- ଉତ୍ତର ପୂର୍ବ ଦିଗରେ ଗତି କରୁଛି । ଆସନ୍ତା ୬ ଘଣ୍ଟା ଭିତରେ ସିତ୍ରାଙ୍ଗ ଭୀଷଣ ସାମୁଦ୍ରିକ ଝଡର ରୂପ ନେବ ବୋଲି ଆକଳନ…
Read More...

ଅମ୍ପାୟାରଙ୍କ ନିଷ୍ପତ୍ତି, ପାକିସ୍ତାନର ଆପତ୍ତି । ଟିମ୍ ଇଣ୍ଡିଆର ବିଜୟକୁ ସହିପାରୁନି ପାକିସ୍ତାନ, ସୋସିଆଲ ମିଡ଼ିଆରେ…

କନକ ବ୍ୟୁରୋ : ମେଲବୋର୍ଣ୍ଣରେ ଟିମ୍ ଇଣ୍ଡିଆର ମହାବିଜୟ ପରେ ବିଳିବିଳାଉଛି ପାକିସ୍ତାନ । ବିଜୟ ସହ ଟିମ୍ ଇଣ୍ଡିଆ ବିଶ୍ୱକପ ଅଭିଯାନ ଆରମ୍ଭ କରିଥିବା ବେଳେ ପରାଜୟକୁ ସ୍ୱୀକାର କରିବା ପରିବର୍ତ୍ତେ ପାକିସ୍ତାନ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ନେଇ ଉଠାଇଛି ଆପତ୍ତି । ପାକିସ୍ତାନର ପୂର୍ବତନ…
Read More...

ହାଇକୋର୍ଟରେ ପହଞ୍ଚିଲା କୂଳପତିଙ୍କ ମାମଲା। ଆରିଫ ମହମ୍ମଦ ଖାନଙ୍କ ନିର୍ଦ୍ଦେଶ ବିରୋଧରେ କୋର୍ଟରେ ପହଞ୍ଚିଲେ ସମସ୍ତ…

କନକ ବ୍ୟୁରୋ: କେରଳର ୯ଟି ବିଶ୍ୱବିଦ୍ୟାଳୟର କୂଳପତିଙ୍କୁ ଇସ୍ତଫା ଦେବା ପାଇଁ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କ ଆଦେଶକୁ ବିରୋଧ କରି ନ୍ୟାୟାଳୟରେ ପହଞ୍ଚିଲା ମାମଲା । ସମସ୍ତ ୯ କୂଳପତି କେରଳ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି । ଆଉ କିଛି ସମୟ ପରେ ଏହା ଉପରେ କୋର୍ଟ ଶୁଣାଣି କରିବେ ।…
Read More...

ପୂର୍ବ ଶତ୍ରୁତାରୁ ପିପିଲିରେ ବୋମାମାଡ, ଗୁଳିମାଡରେ ଯୁବକ ଗୁରୁତର। 

କନକ ବ୍ୟୁରୋ: ପିପିଲିରେ ଫୁଟିଲା ଗୁଳି, ପଡିଲା ବୋମା । ସ୍ଥାନୀୟ ଏନଏସି ଅଞ୍ଚଳ ହନୁମାନ ମନ୍ଦିର ନିକଟରେ ଗୁଳିକାଣ୍ଡ ହୋଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ଗୁଳିମାଡ ହୋଇଛି । ଯୁବକ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଘଟଣାସ୍ଥଳରେ ପିପିଲି ପୋଲିସର…
Read More...

ଋଷି ସୁନକଙ୍କୁ ମିଳିପାରେ ଦୀପାବଳି ଉପହାର! ଆଜି ରାତିରେ ଘୋଷଣା ହୋଇପାରେ ନୂଆ ପ୍ରଧାନମନ୍ତ୍ରୀଙ୍କ ନାମ।

କନକ ବ୍ୟୁରୋ: ବ୍ରିଟେନର ପ୍ରଧାନମନ୍ତ୍ରୀ ପଦରୁ ଲିଜ ଷ୍ଟ୍ରସ ଇସ୍ତଫା ଦେଇସାରିଛନ୍ତି । ତେବେ କିଏ ଆଗାମୀ ପ୍ରଧାନମନ୍ତ୍ରୀ ହେବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ପଦ ରେସରେ ହାରିଥିବା ଭାରତୀୟ ବଂଶୋଦ୍ଧବ ଋଷି ସୁନକ ପୁଣିଥରେ ପ୍ରଧାନମନ୍ତ୍ରୀ ହେବା ରେସରେ…
Read More...

ଅର୍ଚ୍ଚନା ନାଗ ହନିଟ୍ରାପ ମାମଲାରେ ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଡିସିପିଙ୍କୁ ଏଫଆଇଆର କପି ମାଗିଲା ଇଡି।

କନକ ବ୍ୟୁରୋ: ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ଅର୍ଚ୍ଚନା ନାଗ ହନିଟ୍ରାପ ମାମଲାରେ ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କମିସନରେଟ ପୁଲିସ ପରେ ଏହି ଚର୍ଚ୍ଚିତ ମାମଲାରେ ଇଡିର ଏଂଟ୍ରି ହେବାକୁ ଯାଉଛି । ଭୁବନେଶ୍ୱର ଡିସିପିଙ୍କୁ ଅର୍ଚ୍ଚନାଙ୍କ ବିରୋଧରେ ହୋଇଥିବା ଏଫଆଇର କପି…
Read More...

ମ୍ୟାଚ ପରେ କାହିଁକି କାନ୍ଦି ପକାଇଲେ ପାଣ୍ଡ୍ୟା? ବିରାଟଙ୍କ ସହ ଭାବବିହ୍ୱଳ ଫଟୋ ଭାଇରାଲ

କନକ ବ୍ୟୁରୋ: ଗତକାଲିର ଭାରତ-ପାକିସ୍ତାନ ମ୍ୟାଚ ସମସ୍ତଙ୍କ ଆଖିରେ ଲୁହ ନେଇ ଆସିଥିଲା । ଏହି ମ୍ୟାଚ ପରେ କେଉଁଠି ଫ୍ୟାନମାନେ ଖୁସିରେ ଝୁମି ଉଠିଥଲେ ତ କେଉଁଠି ଭାବବିହ୍ୱଳ ହୋଇ ପଡିଥିଲେ । କେବଳ ସେତିକି ନୁହେଁ ମ୍ୟାଚ ଶେଷରେ ହାର୍ଦ୍ଦିକ ପାଣ୍ଡ୍ୟା କାନ୍ଦୁଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ…
Read More...

ପ୍ରଚାର ବେଳେ ପ୍ରତାପ ଷଡଙ୍ଗୀଙ୍କ ଗାଡି ଯାଞ୍ଚ, ଗାଡିରୁ ବାହାରିଲା କ’ଣ ?

କନକ ବ୍ୟୁରୋ : ନିୟମ ସମସ୍ତଙ୍କ ପାଇଁ ସମାନ । ସେ ନେତା ହୁଅନ୍ତି କି ସାଂସଦ । ଧାମନଗର ନିର୍ବାଚନ ପାଇଁ ରାଜନୀତି ସରଗରମ ଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି ଭାବେ ଯାଞ୍ଚ କରାଯାଉଛି । ଧାମନଗର କାଁପଡ଼ା ପ୍ରଚାର ପାଇଁ ଯାଉଥିବା ବେଳେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଗାଡ଼ି ଯାଞ୍ଚ…
Read More...

ବିଶ୍ୱକପର ବଦଲା ବିଶ୍ୱକପରେ: ୩୬୪ ଦିନ ପରେ ପାକିସ୍ତାନଠୁ ପ୍ରତିଶୋଧ ନେଲା ଭାରତ

କନକ ବ୍ୟୁରୋ: ପୂରା ହେଲା ବଦଲା । ୩୬୪ ଦିନ ପରେ ପାକିସ୍ତାନଠୁ ପ୍ରତିଶୋଧ ନେଲା ଭାରତ । ବର୍ଷେ ପୂର୍ବେ ପାକିସ୍ତାନ ଯେଉଁ ଦୁଃଖ ଦେଇଥିଲା ତାକୁ ପରିଶୋଧ କରିଛି ଭାରତ । ୨୦୨୧ ବିଶ୍ୱକପରେ ପାକିସ୍ତାନଠାରୁ ପରାଜୟର ଦୁଃଖ, ବର୍ତ୍ତମାନର ବିଜୟର ଖୁସିକୁ ଦୁଇ ଗୁଣା କରିଦେଇଛି । ୨୦୨୧ ମସିହା…
Read More...

୨୬ରୁ ଜମିବ ଧାମନଗର ପ୍ରଚାର : ମଇଦାନକୁ ଓହ୍ଲାଇବେ ହେଭିୱେଟ୍

କନକ ବ୍ୟୁରୋ : ଧାମନଗର କ୍ୟାମ୍ପେନ ପାଇଁ ଜମୁଛି ୩ଦଳର ପ୍ରଚାର । ଭୋଟରଙ୍କୁ ମନାଇବାକୁ ୨୬ରେ ପ୍ରଚାର ମୈଦାନକୁ ଓହ୍ଲାଇବେ ହେବିୱେଟ ନେତା । ବିଜେପିର ୩ଜଣ କେନ୍ଦ୍ରମନ୍ତ୍ରୀ ପ୍ରଚାର ମୈଦାନକୁ ଓହ୍ଲାଇବେ । ୨୭ଓ ୨୮ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର ମଙ୍ଗ ଧରିବେ ।…
Read More...