Browsing Category

ନ୍ୟୁଜ୍

ତ୍ରିକୋଣୀୟ ପ୍ରେମରୁ ହତ୍ୟା । କଟକରେ ନିଖୋଜ ଯୁବକଙ୍କୁ ନୟାଗଡରେ ହତ୍ୟା ସନ୍ଦେହ । 

କନକ ବ୍ୟୁରୋ: ପରକୀୟା ପ୍ରେମରୁ ହତ୍ୟା । କଟକରେ ନିଖୋଜ ଯୁବକଙ୍କୁ ନୟାଗଡ଼ାରେ ହତ୍ୟା ସନ୍ଦେହ । ପରକୀୟା ପ୍ରେମ କେତେ ଭୟଙ୍କର ରୂପ ନେଇପାରେ ତାର ଏକ ଉଦାହରଣ ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ମହୀପୁର ଅଞ୍ଚଳରେ । ସ୍ତ୍ରୀ ଅନ୍ୟ ଜଣଙ୍କ ପ୍ରେମରେ ପଡିବା ପରେ ପ୍ରେମିକକୁ ଜୀବନରୁ ହଟାଇ ଦେଇଛି…
Read More...

ଫିଲ୍ମ ଷ୍ଟାଇଲରେ ଚୋରି କରି ଫସିଗଲେ ଫିଲ୍ମ ପ୍ରଯୋଜକ । ପିକଅପ୍ ଭ୍ୟାନରେ ଉଠାଇ ନେଲେ ମିକ୍ସଚର୍ ମେସିନ

କନକ ବ୍ୟୁରୋ: ଫିଲ୍ମ ଷ୍ଟାଇଲରେ ଚୋରି କରି ଫସିଗଲେ ଫିଲ୍ମ ପ୍ରଯୋଜକ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମର ଖଲ୍ଲିକୋଟ ଅଞ୍ଚଳରେ । କିନ୍ତୁ ଧରାପକାଇଦେଲା ଫୋନ୍ ପେ । ଖଲ୍ଲିକୋଟ ଫରେଷ୍ଟ ଅଫିସ ଆଗରୁ ଖଲିକୋଟରୁ ମିକ୍ସଚର ମେସିନ ଚୋରି କରିଥିଲେ ଫିଲ୍ମ ପ୍ରଯୋଜକ ସୁତାଂଶୁ ମହାନ୍ତି ଆଉ…
Read More...

୩ ବର୍ଷ ପରିବର୍ତ୍ତେ ସ୍ନାତକ ଡିଗ୍ରୀ ପାଇଁ ପଢ଼ିବାକୁ ହେବ ୪ ବର୍ଷ । ୟୁଜିସିର ଚିଠା ପ୍ରସ୍ତାବ, ୪ ବର୍ଷିଆ ସ୍ନାତକ ପରେ…

କନକ ବ୍ୟୁରୋ: ୟୁଜିସି ଉଚ୍ଚଶିକ୍ଷା କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛି । ଏଣିକି ତିନିବର୍ଷିଆ ସ୍ନାତକ ପାଠ୍ୟକ୍ରମ ପରିବର୍ତ୍ତେ ଚାରିବର୍ଷିଆ ପାଠ୍ୟକ୍ରମ କରିବାକୁ ଚିଠା ପ୍ରସ୍ତାବ ଆଣିଛି ୟୁଜିସି । ଅର୍ଥାତ ଅନର୍ସ ଡିଗ୍ରୀ ହେବ ୪ ବର୍ଷିଆ ପାଠ୍ୟକ୍ରମ । ତିନିବର୍ଷର ସ୍ନାତକ ପରେ ୨…
Read More...

ପ୍ରହସନ ପାଲଟିଛି ରାଜ୍ୟ ଫରେନ୍ସିକ୍ ଲ୍ୟାବ୍ । ମାସକୁ ଆସୁଛି ୨ ହଜାରରୁ ଅଧିକ ନମୂନା । କର୍ମଚାରୀ ଅଭାବରୁ ପଡିରହୁଛି…

କନକ ବ୍ୟୁରୋ: ପ୍ରହସନ ପାଲଟିଛି ରାଜ୍ୟର ଫୋରେନସିକ ଲ୍ୟାବ । ଭିସେରା, ଫିଙ୍ଗରପ୍ରିଣ୍ଟ, ଡିଏନଏ ଓ ଡାଏଟମ ଟେଷ୍ଟ ଓ ହ୍ୟାଣ୍ଡରାଇଟିଂର ସାମ୍ପୁଲ ଟେଷ୍ଟ ପାଇଁ ଏସଏଫଏସଏଲ ବା ଷ୍ଟେଟ ଫରେନସିକ ସାଇନ୍ସ ଲାବୋରଟରୀକୁ ମାସକୁ ହଜାର ହଜାର ନମୁନା ଆସୁଛି । ହେଲେ ବର୍ଷ ବର୍ଷ ଧରି ରିପୋର୍ଟ ମିଳୁନାହିଁ…
Read More...

ଅଧାରେ ରହିଗଲା ସୈନିକ ହେବାର ସ୍ୱପ୍ନ । କଟକ ଯୋବ୍ରା ବ୍ୟାରେଜରେ ସନ୍ତରଣ ପ୍ରଶିକ୍ଷଣ ହେଲା କାଳ ।

କନକ ବ୍ୟୁରୋ: କଟକ ଯୋବ୍ରା ବ୍ୟାରେଜରେ ସନ୍ତରଣ ପ୍ରଶିକ୍ଷଣ ହେଲା କାଳ । ପହଁରା ଅଭ୍ୟାସ ବେଳେ ଭାସିଯାଇ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ର ଜଣଙ୍କ ହେଲେ ଜଗତପୁର ଏଲଏନଏସ କଲେଜର ସୋହେଲ ଖାଁ । ତେବେ ସୋହେଲ ଭଲ ପହଁରା ଜାଣିଥିଲେ, ତା ସତ୍ତ୍ୱେ ତାଙ୍କର ମୃତ୍ୟୁ ସ୍ଥାନୀୟ ଅଞ୍ଚଳରେ ଦୁଃଖଦ…
Read More...

ବସ କଣ୍ଡକ୍ଟରର ପୁଅ ହେଲେ ମୁଖ୍ୟମନ୍ତ୍ରୀ । ହିମାଚଳ ପ୍ରଦେଶରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସୁଖବିନ୍ଦର ସିଂ ସୁଖୁ ।

କନକ ବ୍ୟୁରୋ: କଂଗ୍ରେସ ପାଇଁ ଆଶ୍ୱସ୍ତି ଆଣିଦେଇଛି ହିମାଚଳ । ସୁଖବିନ୍ଦର ସିଂ ସୁଖୁ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ତାଙ୍କ ସହ ମୁକେଶ ଅଗ୍ନିହୋତ୍ରୀ ଉପ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଆଜି ଶପଥ ଗ୍ରହଣ ସମାରୋହରେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ମଲ୍ଲିକାର୍ଜୁନ…
Read More...

ପଦ୍ମପୁର ଉପ ନିର୍ବାଚନକୁ ନେଇ ଥମୁନି କଂଗ୍ରେସ କଳି । ଟଙ୍କା ଡିଲ୍ ଅଭିଯୋଗ ସତ କହିଲେ ସୁର, ଚିହିଁକି ଉଠିଲେ ପିସିସି…

କନକ ବ୍ୟୁରୋ: ପଦ୍ମପୁରରେ  ନିର୍ବାଚନ ସରିଛି କିନ୍ତୁ ବୟାନବାଜି ସରୁନାହିଁ । ପଦ୍ମପୁରରେ ବିଜେଡି ଜିତିଥିଲେ ବି କଂଗ୍ରେସ କଳି ବଢିଛି ଆଉ ଅସନ୍ତୋଷର ନିଆଁରେ ଘିଅ ଢାଳିଛନ୍ତି ସୁର ରାଉତରାୟ । ସେ କହିଛନ୍ତି, ବିଜେଡି ସହ ଡିଲ ନେଇ ଯେଉଁ ଅଭିଯୋଗ ହେଉଛି ତାହା ସତ । କଂଗ୍ରେସକୁ ହରାଇବା ପାଇଁ…
Read More...

ଦିବ୍ୟାଙ୍ଗ ଦମ୍ପତିଙ୍କ ଦେଶୀଆ ଗୀତ । ପାରମ୍ପରିକ କଳା ବଞ୍ଚାଇବାକୁ ବୃଦ୍ଧ ଦମ୍ପତିଙ୍କ ନିଆରା ପ୍ରୟାସ

କନକ ବ୍ୟୁରୋ: ଆଜିର ଆଧୁନିକ ଯୁଗରେ ଲୋକେ ନିଜର କଳା ପରମ୍ପରାକୁ ଭୁଲି ଯାଉଛନ୍ତି । କିନ୍ତୁ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ବୃଦ୍ଧ ଦୃଷ୍ଟିବାଧିତ ଦମ୍ପତି । କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ପେଟରୁ ପଞ୍ଚାୟତ ଅନ୍ତର୍ଗତ ଭାଟିଗୁଡା ଗ୍ରାମର ଗଙ୍ଗାଧର ଆଡ଼କାଟିଆ ଓ…
Read More...

ନରସିଂହପୁର ଦେବଭୂମିରେ ନେଟୱର୍କ ସମସ୍ୟା । ଗୁରୁତ୍ୱପୁର୍ଣ୍ଣ କାମ ପାଇଁ ଘାଟି ଉପରକୁ ଯାଉଛନ୍ତି ୧୫ ଖଣ୍ଡ ଗାଁର ଲୋକ

କନକ ବ୍ୟୁରୋ: ଉପାନ୍ତ ଦେବଭୂମିରେ ନେଟୱର୍କ ସମସ୍ୟା । ଗାଁରେ ଉନ୍ନତି ପାଇଁ ବିଭିନ୍ନ ଯୋଜନା । ଆଉ ଯୋଜନା ମାଧ୍ୟମରେ ଖର୍ଚ୍ଚ କରାଯାଉଛି କୋଟି କୋଟି ଟଙ୍କା । ହେଲେ କିଛି ସ୍ଥାନରେ ବାସ୍ତବ ଚିତ୍ର କିନ୍ତୁ ଅଲଗା । ରାସନ ସାମଗ୍ରୀ ପାଇବା ପାଇଁ ପଞ୍ଚାୟତର ୧୫ଟି ଗାଁର ହିତାଧିକାରୀ ମାନେ ଘାଟି…
Read More...

ରାସ୍ତାରେ ବିକ୍ଷୋଭ କରୁଛନ୍ତି ଅଙ୍ଗନୱାଡି ଦିଦି । ଏପଟେ ଗାଁ ଗାଁରେ ଶିଶୁ ଓ ମହିଳାଙ୍କ ସ୍ଥିତି ବେହାଲ

କନକ ବ୍ୟୁରୋ: ନା ଶିଶୁ ମାନଙ୍କୁ ମିଳୁଛି ପୁଷ୍ଟିକର ଖାଦ୍ୟ ନା ମହିଳାଙ୍କୁ ମିଳୁଛି କିଛି ସୁବିଧା । ଦୀର୍ଘ ୨୧ ଦିନ ହେଲା ବନ୍ଦ ପଡ଼ିଛି ଅଙ୍ଗନୱାଡି କେନ୍ଦ୍ର । ସମସ୍ତଙ୍କ ମୁହଁରେ ଗୋଟିଏ କଥା କେବେ ଖୋଲିବ ଅଙ୍ଗନୱାଡି କେନ୍ଦ୍ର ଓ କେବେ ଫେରିବ ସ୍ୱାଭାବିକ ଅବସ୍ଥା । ଏହିଭଳି କିଛି ଖବର…
Read More...