Browsing Category

ନ୍ୟୁଜ୍

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୫ ରାଜ୍ୟ ସରକାରଙ୍କୁ କେନ୍ଦ୍ରର ଚେତାବନୀ । କହିଲେ ‘ ଡିସେମ୍ବର ୧୫ ସୁଦ୍ଧା ଭୂମିହୀନ…

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ସରକାରଙ୍କୁ କେନ୍ଦ୍ରର ଚେତାବନୀ । ଭୂମିହୀନ ହିତାଧିକାରୀଙ୍କୁ ଜମି ଯୋଗାଇବାକୁ ଓଡ଼ିଶା ସମେତ ୫ ରାଜ୍ୟକୁ ଚିଠି ଲେଖିଲା କେନ୍ଦ୍ର । ଚଳିତ ମାସ ୧୫ ସୁଦ୍ଧା ଭୂମିହୀନ ହିତାଧିକାରୀମାନଙ୍କୁ ଜମି ଯୋଗାଇ ନଦେଲେ ଅନୁଦାନ ଫେରାଇନେବାକୁ ଚିଠିରେ…
Read More...

ଆଜିଠୁ ଅର୍ଚ୍ଚନା ନାଗଙ୍କୁ ୭ ଦିନିଆ ରିମାଣ୍ଡରେ ନେବ ଇଡି । ସାମ୍ନାକୁ ଆସିପାରେ ବଡ଼ବଡ଼ିଆଙ୍କ ଚେହେରା

କନକ ବ୍ୟୁରୋ : ଆଜି ରିମାଣ୍ଡରେ ଯିବେ ବ୍ଲାକମେଲ କୁଇନ୍ ଅର୍ଚ୍ଚନା ନାଗ । ପ୍ରବର୍ତନ ନିର୍ଦ୍ଦେଶାଳୟ ୭ ଦିନିଆ ରିମାଣ୍ଡରେ ନେଇ ପଚରା- ଉଚରା କରିବ । ଗତକାଲି କୋର୍ଟ ୭ ଦିନିଆ ରିମାଣ୍ଡ ପାଇଁ ଇଡିକୁ ଦେଇଛନ୍ତି ଅନୁମତି । ହନିଟ୍ରାପ, ବ୍ଲାକମେଲିଂ, ଅନୈତିକ ଆର୍ଥିକ କାରବାରର ଉତ୍ସ ଖୋଜୁଛି…
Read More...

ସଂସଦରେ ଶୀତ ଅଧିବେଶନ ପୂର୍ବରୁ ଆଜି ସର୍ବଦଳୀୟ ବୈଠକ । ସାମିଲ ହେବେ ପ୍ରଧାନମନ୍ତ୍ରୀଙ୍କ ସମେତ ବିଭିନ୍ନ ଦଳର ନେତା

କନକ ବ୍ୟୁରୋ : ଆସନ୍ତାକାଲିଠୁ ଆରମ୍ଭ ହେଉଛି ସଂସଦର ଶୀତକାଳୀନ ଅଧିବେଶନ । ଏହା ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି କେନ୍ଦ୍ର ସରକାର । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଲୋକସଭା ଓ ରାଜ୍ୟସଭାର ସବୁ ଦଳର ନେତାଙ୍କୁ ବୈଠକରେ ସାମିଲ ପାଇଁ ନିମନ୍ତ୍ରଣ କରିଛନ୍ତି । ବୈଠକରେ…
Read More...

ସାବଧାନ! ବଜାରରେ ବିକ୍ରି ହେଉଛି ନକଲି ସିଗାରେଟ । ରାଜଧାନୀ ଉପକଣ୍ଠ ଛତାବର ଗ୍ରାମପଞ୍ଚାୟତରୁ ଜବତ ହେଲା ପୁଳା ପୁଳା…

କନକ ବ୍ୟୁରୋ : ବଜାରରେ ନକଲି ସିଗାରେଟ । ରାଜଧାନୀ ଭୁବନେଶ୍ୱରରେ ବିକ୍ରି ହେଉଛି ଏହି ନକଲି ସିଗାରେଟ୍ । ରାଜଧାନୀ ଉପକଣ୍ଠ ଛତବର ଗ୍ରାମପଂଚାୟତ ଅଲକର ଗ୍ରାମରେ ଏକ ନକଲି ସିଗାରେଟ କମ୍ପାନୀ ଥିବା ଦେଖିବାକୁ ମିଳିଛି । ମିଳିତ ଭାବେ ଚଢାଉ କରି ଇଂଟେଲିଜେନ୍ସ ବ୍ୟୁରୋ ଓ ଇମ୍ପୋଭ୍ୟାଲି ଥାନା…
Read More...

ମ୍ୟାନ୍ ଭରସେସ୍ ୱାଇଲ୍ଡରେ ନଜର ଆସିବେ ୟୁକ୍ରେନ୍ ରାଷ୍ଟ୍ରପତି । ସୋ’ ମାଧ୍ୟମରେ ଦର୍ଶକଙ୍କୁ କହିବେ ଯୁଦ୍ଧ ପରିସ୍ଥିତିର…

କନକ ବ୍ୟୁରୋ : ଋଷ-ୟୁକ୍ରେନ୍ ଯୁଦ୍ଧ ଦିନକୁ ଦିନ ତୀବ୍ର ହେଉଥିବା ବେଳେ ଡିସ୍କଭରି ଚ୍ୟାନେଲର ଲୋକପ୍ରିୟ ସୋ’ ମ୍ୟାନ୍ ଭରସେସ୍ ୱାଇଲ୍ଡରେ ନଜର ଆସିବେ ୟୁକ୍ରେନ୍ ରାଷ୍ଟ୍ରପତି । ମ୍ୟାନ୍ ଭରସେସ୍ ୱାଇଲ୍ଡର ଉପସ୍ଥାପକ ବେୟର୍ ଗ୍ରିଲ୍ସଙ୍କ ସହ ଜଙ୍ଗଲ ବୁଲିବେ ଜେଲେନସ୍କି । ନିକଟରେ ବେୟର୍…
Read More...

ଇଭିଏମରେ ସିଲ୍ ପଦ୍ମପୁର ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ । ଗଣତି ପୁର୍ବରୁ କିଏ ଜିତିବେ ଚାଲିଛି ଅଙ୍କକଷା

କନକ ବ୍ୟୁରୋ : ପଦ୍ମପୁରରେ ମତଦାନ ଶେଷ ହେବା ପରେ ଇଭିଏମଗୁଡିକୁ ସିଲ କରି ଷ୍ଟ୍ରଗରୁମକୁ ପଠାଇ ଦିଆଯାଇଛି । ଗଣତି ପର୍ଯ୍ୟନ୍ତ ତ୍ରୀସ୍ତରୀୟ ସୁରକ୍ଷା ଭିତରେ ରହିବ ଏହିସବୁ ଇଭିଏମ । ବିଭିନ୍ନ ପ୍ରସଙ୍ଗକୁ ନେଇ ପଦ୍ମପୁର ଉପନିର୍ବାଚନରେ ଲଢ଼େଇ ହୋଇଛି । କିନ୍ତୁ ଧାମନଗର ଉପନିର୍ବାଚନରେ ବିଜେପି…
Read More...

ପଦ୍ମପୁରରେ ଅଳ୍ପବ୍ୟବଧାନରେ ଜିତିବ ବିଜେଡି । ନିର୍ବାଚନ ପରେ ବିସ୍ଫୋରକ ବୟାନ ଦେଲେ ବିଜେପି ନେତା ଖାରବେଳ ସ୍ୱାଇଁ ।

କନକ ବ୍ୟୁରୋ : ପଦ୍ମପୁର ଉପ-ନିର୍ବାଚନ ଶେଷ ହୋଇଥିବା ବେଳେ କିଏ ବିଜୟ ଟୀକା ପିନ୍ଧିବ ତାହା ଉପରେ ପୂରା ରାଜ୍ୟର ନଜର ରହିଛି । କାରଣ ପଦ୍ମପୁର ଉପ-ନିର୍ବାଚନର ଫଳାଫଳ ରାଜ୍ୟ ରାଜନୀତିକୁ ରୋଚକ ମୋଡକୁ ନେଇପାରେ । ଉଭୟ ବିଜେପି ଓ ବିଜେଡି ପାଇଁ ଏହି ନିର୍ବାଚନର ଫଳାଫଳ ବେଶ ଗୁରୁତ୍ୱବହନ କରୁଛି…
Read More...

ବ୍ରହ୍ମପୁରରେ ଶାଶୁଘର ଆଗରେ ଦୀପିକା ଧାରଣା ଘଟଣା: ବାରମ୍ବାର ନୋଟିସ ପରେ ମହିଳା କମିଶନରେ ହାଜର ହେଲେ ପ୍ରେମିକ ଦୀନେଶ

କନକ ବ୍ୟୁରୋ: ସ୍ତ୍ରୀର ମାନ୍ୟତା ଓ ପୁଅକୁ ବାପାର ପରିଚୟ ଦେବା ପାଇଁ ଧାରଣା ଦେଉଥିବା ବ୍ରହ୍ମପୁରର କେ ଦୀପିକା ଘଟଣାରେ ନୂଆ ମୋଡ । ଏଣିକି ମହିଳା କମିଶନ ନୁହଁ କୋର୍ଟର ବିଚାରକୁ ଅପେକ୍ଷା କରିବାକୁ ହେବ । କୋର୍ଟରେ ବିଚାର ଚାଲିଥିବାବେଳେ କମିଶନର କୌଣସି ଭୂମିକା ନାହିଁ ବୋଲି ଆଜି ସ୍ପଷ୍ଟ…
Read More...

ଠାକୁର ଅନୁକୂଳ ଚନ୍ଦ୍ରଙ୍କୁ ‘ପରମାତ୍ମା’ ଘୋଷଣା ପାଇଁ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା। କୋର୍ଟ କହିଲେ, ସମସ୍ତଙ୍କୁ…

କନକ ବ୍ୟୁରୋ: ସମସ୍ତଙ୍କୁ ନିଜର ଭଗବାନ ବାଛିବାକୁ ପୂର୍ଣ୍ଣ ଅଧିକାର ରହିଛି । ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କୁ ‘ପରମାତ୍ମା’ ଘୋଷଣା କରିବା ପାଇଁ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା…
Read More...

ଏଚଆଇଭି ରୋଗୀଙ୍କ ପାଇଁ ଆସିପାରେ ରାମବାଣ। କ୍ଲିନିକାଲ ଟ୍ରାଏଲରେ ଟିକା ହେଲା ୯୭ ପ୍ରତିଶତ ସଫଳ।

କନକ ବ୍ୟୁରୋ: ଏଚଆଇଭିକୁ ନେଇ ଆସିଛି ଆଶ୍ୱସ୍ତିକର ଖବର । ଏଣିକି ସୁସ୍ଥ ହୋଇପାରନ୍ତି ମାରାତ୍ମକ ଏଚଆଇଭି ଏଡସରେ ଆକ୍ରାନ୍ତ ରୋଗୀ । କାରଣ ଖୁବ ଶୀଘ୍ର ମିଳିପାରେ ଏଚଆଇଭି ଟୀକା । ପରୀକ୍ଷାମୂଳକଭାବେ ପ୍ରସ୍ତୁତ ହୋଇଥିବା ଟିକାର ପରୀକ୍ଷଣ ଏବେ ୯୪ ପ୍ରତିଶତ ସଫଳ ହୋଇଥିବା ଜଣାପଡିଛି ।…
Read More...