Browsing Category

ନ୍ୟୁଜ୍

ବିହାର ହିଂସାକୁ ନେଇ ନିତୀଶ କୁମାରଙ୍କ ଇସ୍ତଫା ଦାବି କଲା ବିଜେପି । ଆରଜେଡି କହିଲା, ବିହାର ନୁହେଁ ବରଂ ୪୦ଲୋକସଭା ଆସନ…

କନକ ବ୍ୟୁରୋ : ରାମନବମୀ ଦିନ ଆରମ୍ଭ ହୋଇଥିବା ହିଂସାର ନିଆଁରେ ଏବେ ବି ଜଳୁଛି ବିହାର । ଘରପୋଡି, ହଣାକଟା, ଦୋକାନ ଜାଳିବା ଭଳି ହିଂସା ଟିକେ ଥମିବା ଆରମ୍ଭ କରିଥିବା ବେଳେ ଏବେ ବିଜେପି ଓ ବିହାର ସରକାରଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ବୟାନବାଜି । ରାଜ୍ୟର ସ୍ଥିତିକୁ ନେଇ କେନ୍ଦ୍ର…
Read More...

ଦେଶରେ ବଢୁଛି କରୋନାର ଆକ୍ଟିଭ ମାମଲା । ଜାଣନ୍ତୁ ଗତ ୨୪ ଗଣ୍ଟାରେ ଚିହ୍ନଟ ହୋଇଛନ୍ତି କେତେ?

କନକ ବ୍ୟୁରୋ : ଦେଶରେ କରୋନା ଆକ୍ଟିଭ ମାମଲା ଲଗାତର ବଢ଼ୁଛି । ଗତ ୨୪ ଘଂଟା ଭିତରେ ଦେଶରେ ୩ହଜାର ୮୨୪ ନୂଆ ମାମଲା ଚିହ୍ନଟ ହୋଇଛି । ଏହା ଚଳିତବର୍ଷ ଗୋଟିଏ ଦିନରେ ସର୍ବାଧିକ ମାମଲା ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟରୁ ଜଣାପଡ଼ିଛି । ଗତକାଲି ୨ହଜାର ୯୯୪ ମାମଲା ଚିହ୍ନଟ ହୋଇଥିବା ବେଳେ…
Read More...

ନକଲି ଓ-ଟୁ ଔଷଧ, କଟକରୁ ବିହାର କନେକସନ୍ । ବିହାରରେ ଚଢାଉ କରି ବିପୁଳ ପରିମାଣ ନକଲି ମେଡସିନ ଜବତ କଲା ଡ୍ରଗ କଂଟ୍ରୋଲର…

କନକ ବ୍ୟୁରୋ : କଟକ ନକଲି ଓ-ଟୁ ଔଷଧ ମାମଲାରେ ବଡ ସଫଳତା ପାଇଛି ରାଜ୍ୟ ଡ୍ରଗ କଂଟ୍ରୋଲର ସ୍ପେଶାଲ ଟାକ୍ସ ଫୋର୍ସ । ଟାକ୍ସ ଏହି ମାମଲା ତଦନ୍ତ କରିବା ସହ ବିହାରରେ ଚଢାଉ କରି ବିପୁଳ ପରିମାଣ ନକଲି ମେଡସିନ ଜବତ କରିଛି । ଯାହାର ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଡ୍ରଗ କଂଟ୍ରୋଲର ପକ୍ଷରୁ…
Read More...

କଂଗ୍ରେସ ନେତା ଓ କର୍ମୀଙ୍କ ସହ ପୋଲିସର ଧସ୍ତାଧସ୍ତି । ପିସିସି ସଭାପତି ଓ ବିଧାୟକ ସୁର ରାଉତରାୟଙ୍କୁ ଉଠାଇ ନେଲା…

କନକ ବ୍ୟୁରୋ : କଂଗ୍ରେସ ନେତା ଓ କର୍ମୀଙ୍କ ସହ ପୋଲିସର ଧସ୍ତାଧସ୍ତି । ବିଧାନସଭାରେ ଘେରାଉ କରିବାକୁ ଯିବାବେଳେ ପୋଲିସ ସହ ଏଜି ଛକରେ ଧସ୍ତାଧସ୍ତି ହୋଇଛି । ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦକୁ ବିରୋଧ କରି କଂଗ୍ରେସର ଅନୁସୂଚିତ ଜାତି, ଜନଜାତି, ଓବିସି ଓ ପଛୁଆ ବର୍ଗ ଭଳି ଛାମୁଆ ସଂଗଠନ…
Read More...

ମାନହାନୀ ମାମଲାରେ ସୁରଟ କୋର୍ଟର ରାୟକୁ ଚ୍ୟାଲେଞ୍ଜ କରିବେ ରାହୁଲ ଗାନ୍ଧୀ । ଆସନ୍ତାକାଲି ସୁରଟ ସେସନ କୋର୍ଟରେ ଆବେଦନ…

କନକ ବ୍ୟୁରୋ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଗୁଜରାଟ ସୁରଟର ଏକ କୋର୍ଟ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ କରି ଦୁଇବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲେ । ରାହୁଲ ଗାନ୍ଧୀଙ୍କ ଉପରେ କୋର୍ଟ ଦେଇଥିବା ରାୟକୁ ଚ୍ୟାଲେଞ୍ଚ କରିବାକୁ ଆବେଦନ ପ୍ରସ୍ତୁତ ହୋଇସାରିଛି ଓ ସେ ଅସନ୍ତାକାଲି ସୁରଟର…
Read More...

ବଢୁଛି ହରଡ ଡାଲି ଦର । କିଲୋ ପିଛା ୧୫୦ ଟଙ୍କା ଟପିବା ନେଇ ଆଶଙ୍କା

କନକ ବ୍ୟୁରୋ : ୧୫୦ ଟଙ୍କା ଟପିବ ହରଡ ଡାଲି କିଲୋ । ଭାରତରେ ଉତ୍ପାଦନ ହେଉଥିବା ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଛତିଶଗଡରେ ହରଡ ଓ ବୁଟ ଫସଲ ପ୍ରଭାବିତ ହେବା ପରେ ଏଭଳି ଆଶଙ୍କା ସୃଷ୍ଟି ହୋଇଛି । ଅଦିନିଆ ବର୍ଷା ଓ ପୋକ ଲାଗିଯାଇଥିବାରୁ ଫସଲ ପ୍ରଭାବିତ ହୋଇଛି । ତେଣୁ ଭାରତୀୟ ଡାଲି ବ୍ୟବସାୟୀ…
Read More...

ଇଂରାଜୀ ଭାଷା ନିଷିଦ୍ଧ କରିବାକୁ ବିଲ୍ ପ୍ରସ୍ତୁତ କଲେ ଇଟାଲୀ ସରକାର । ନିୟମ ଭଙ୍ଗ କଲେ ୯୦ ଲକ୍ଷ ଟଙ୍କା ଜରିମାନ

କନକ ବ୍ୟୁରୋ : ଯୋଗାଯୋଗ ମାଧ୍ୟମ ଭାବେ ଇଂରାଜୀକୁ ଏବେ ବିଶ୍ୱର ଭାଷା ଭାବେ ଗଣାଯାଉଛି । ଇଂରାଜୀ ନଜାଣିଲେ ଆମ ଦେଶ ଅବା ରାଜ୍ୟରେ ଲୋକଙ୍କୁ ଅଜ୍ଞ ବୋଲି ଭାବନ୍ତି । କିନ୍ତୁ ଇଟାଲୀ ଭଳି ବିକଶିତ ଦେଶରେ ଇଂରାଜୀ ଭାଷାକୁ ନିସିଦ୍ଧ କରିବାକୁ ଆଇନ ଆଣିବାକୁ ପ୍ରସ୍ତାବ ଦିଆଯାଇଛି । ଉଭୟ ସରକାର…
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଗ୍ରି ମାମଲା : ଥମୁନି ଶିକ୍ଷାଗତ ଯୋଗ୍ୟତାକୁ ନେଇ ଉଠିଥିବା ବିବାଦ । ଅଦାଳତର…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଗ୍ରୀକୁ ନେଇ ଥମୁନି ବିବାଦ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶିକ୍ଷାଗତ ଯୋଗ୍ୟତା କେତେ ସେହି ବିବାଦ ପୁଣି ଥରେ ଆରମ୍ଭ ହୋଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀଙ୍କ ସ୍ନାତକ ଓ ସ୍ନାତକୋତର…
Read More...

ବିହାରରେ ମୋର୍ଚ୍ଚା ସମ୍ଭାଳିବେ ଅର୍ଦ୍ଧସାମରିକ ବଳ । ହିଂସା ନେଇ ଗଭର୍ଣ୍ଣରଙ୍କ ସହ କଥା ହେଲେ ଗୃହମନ୍ତ୍ରୀ ଅମିତ ଶାହା

କନକ ବ୍ୟୁରୋ: ବିହାରର ଭିନ୍ନ ଭିନ୍ନ ଅଞ୍ଚଳରେ ସାମ୍ପ୍ରଦାୟିକ ଦଙ୍ଗା ଉଗ୍ର ହେବାରେ ଲାଗିଛି । ଏଭଳି ସ୍ଥଳେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ନେଇ ବିହାର ରାଜ୍ୟପାଳରଙ୍କ ସହ ଆଲୋଚନା କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ସ୍ଥିତି ନିୟନ୍ତ୍ରଣ କରିାକୁ ବିହାରକୁ ପଠାଯାଇଛି ୧୦ ଟ୍ରୁପ୍…
Read More...

କର୍ଣ୍ଣାଟକ ବିଧାନସଭା ନିର୍ବାଚନ : ପ୍ରାର୍ଥୀ ଘୋଷଣା ପାଇଁ କାହିଁକି ବିଳମ୍ବ କରୁଛନ୍ତି ଦୁଇ ମୁଖ୍ୟ ଜାତୀୟ ଦଳ?

କନକ ବ୍ୟୁରୋ : ୨୦୨୪ ନିର୍ବାଚନ ପୂର୍ବରୁ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ନିର୍ବାଚନ ପାଇଁ ଆଉ ମାସଟେ ବାକି ରହିଥିବା ବେଳେ ଏପର୍ଯ୍ୟନ୍ତ ଦୁଇ ମୁଖ୍ୟ ଜାତୀୟ ଦଳ ବିଜେପି ଅବା କଂଗ୍ରେସ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିନାହିଁ । ଆଂଚଳିକ ଦଳ ଜେଡିଏସ୍ ଏଚଡି…
Read More...