Browsing Category

ନ୍ୟୁଜ୍

କୁନୋ ଜାତୀୟ ଉଦ୍ୟାନରୁ ବାହାରି ଗାଁରେ ପଶିଲା ନାମ୍ବିଆରୁ ଆସିଥିବା ଚିତା: ଜଙ୍ଗଲକୁ ଫେରାଇ ଆଣିବାକୁ ଚାଲିଛି ଉଦ୍ୟମ

କନକ ବ୍ୟୁରୋ: କୁନୋ ଜାତୀୟ ଉଦ୍ୟାନରୁ ବାହାରି ପାଖ ଗାଁରେ ପଶିଲା ଚିତା । ହଠାତ ଚିତା ଗାଁରେ ପ୍ରବେଶ କରିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଏହି ଚିତାର ନାଁ ଓବାନ୍ ବୋଲି କୁହାଯାଉଛି, ଯାହାକୁ ସେପ୍ଟେମ୍ବର ୨୦୨୨ରେ ନାମ୍ବିଆରୁ ଭାରତକୁ ଅଣାଯାଇଥିଲା । ଫେବ୍ରୁଆରି ମାସରେ,…
Read More...

ଆସାମ ମୁଖ୍ୟମନ୍ତ୍ରୀଙ୍କୁ ଶିଖ୍ ସଂଗଠନର ଧମକ । କହିଲେ, ଆମର ଲଢେଇ ସରକାରଙ୍କ ସହ , ଏହି ଝାମେଲା ମଧ୍ୟକୁ ତୁମେ ଆସ…

କନକ ବ୍ୟୁରୋ : ଖଲିସ୍ତାନୀ ସମର୍ଥକ ତଥା ପଳାତକ ଅମୃତପାଲ ସିଂଙ୍କ କିଛି ସମର୍ଥକଙ୍କୁ ୍ରଆସାମ ଜେଲରେ ରଖାଯାଇଛି । ଆସାମ ସରକାରଙ୍କ ଏଭଳି କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଏବେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କୁ ଧମକ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ…
Read More...

ବିଜେପି ଜାରିକଲା ‘କଂଗ୍ରେସ ଫାଇଲ୍ସ’, ୪.୮୨ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ

କନକ ବ୍ୟୁରୋ : ଭାରତୀୟ ଜନତା ପାର୍ଟି ତରଫରୁ ରବିବାର ଦିନ କଂଗ୍ରେସ ଉପରେ ଦୁର୍ନୀତି ଅଭିଯୋଗ ଆଣିଛି । ଏନେଇ ବିଜେପି ପକ୍ଷରୁ ‘କଂଗ୍ରେସ ଫାଇଲ୍ସ’ ନାମରେ ଏକ ସିରିଜ୍ ଆରମ୍ଭ କରିଛି । ଏହି ଭିଡିଓ ସିରିଜ ମାଧ୍ୟମରେ ବିଜେପି କଂଗ୍ରେସ ଉପରେ ଅନେକ ଗମ୍ଭୀର ଅଭିଯୋଗ ଆଣିଛି । ପ୍ରଥମ ସିରିଜରେ…
Read More...

ଆଉ ଏକ ସ୍ଥାନର ନାଁ ପରିବର୍ତ୍ତନ କଲେ ମଧ୍ୟ ପ୍ରଦେଶ ସରକାର: ନସରୁଲ୍ଲାଗଞ୍ଜର ନାଁ ହେବ ଭୈରୁନ୍ଦା

କନକ ବ୍ୟୁରୋ: ଆଉ ଏକ ସ୍ଥାନର ନାଁ ପରିବର୍ତ୍ତନ କଲା ମଧ୍ୟପ୍ରଦେଶର ଶିବରାଜ ସରକାର । ସିହୋର ଜିଲ୍ଲାର ନସରୁଲ୍ଲାଗଞ୍ଜର ନାଁ ପରିବର୍ତ୍ତନ କରିଦିଆଯାଇଛି । ଏବେ ଏହି ସ୍ଥାନର ନାଁ ଭୈରୁନ୍ଦା ନାଁରେ ପରିଚିତ ହେବ । ଏହାକୁ ନେଇ ମଧ୍ୟ ପ୍ରଦେଶର ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ପ୍ରଥମେ…
Read More...

କୋଟିଆକୁ ନେଇ ତେଜିଲା ରାଜନୀତି । ବିଜେଡି କହିଲା, ଧର୍ମେନ୍ଦ୍ରଙ୍କ କୋଟିଆ ଗସ୍ତ ସମ୍ପୂର୍ଣ୍ଣ ରାଜନୈତିକ ଉଦ୍ଦେଶ୍ୟ…

କନକ ବ୍ୟୁରୋ : କୋଟିଆକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗସ୍ତକୁ ନେଇ ତେଜିଛି ରାଜନୀତି । ବିଜେଡି ନେତା ପ୍ରଦୀପ ମାଝୀ କହିଛନ୍ତି, ଧର୍ମେନ୍ଦ୍ର ପ୍ରଧାନଙ୍କ କୋଟିଆ ଗସ୍ତ ସମ୍ପୂର୍ଣ ରାଜନୈତିକ ଉଦେଶ୍ୟ ପ୍ରଣୋଦିତ ଥିଲା । ଗସ୍ତରେ କୌଣସି ଆନ୍ତରିକତା ନଥିଲା । କେନ୍ଦ୍ରୀୟ…
Read More...

ଧର୍ମେନ୍ଦ୍ର ପ୍ରଧାନଙ୍କ ‘ଆନ୍ଧ୍ର ଗୋ ବ୍ୟାକ’ ନାରାକୁ ନିନ୍ଦା କଲା ଆନ୍ଧ୍ର: ସାମ୍ବାଦିକ ସମ୍ମିଳନୀ କରି…

କନକ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ‘ଆନ୍ଧ୍ର ଗୋ ବ୍ୟାକ୍’ ନାରାକୁ ନେଇ ତେଜିବାରେ ଲାଗିଛି ରାଜନୀତି । କେନ୍ଦ୍ରମନ୍ତ୍ରୀଙ୍କ ଏହି ନାରାକୁ ନିନ୍ଦା କରିଛି ଆନ୍ଧ୍ର । ସାଲୁର ଠାରେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ରାଜନ୍ନା ଦୋରା ତଥା ସାଲୁର ବିଧାୟକ ସାମ୍ବାଦିକ ସମ୍ମିଳନୀ କରି…
Read More...

ଅଭୁଲା ଏପ୍ରିଲ ୨: ବିଶ୍ୱକପ ବିଜୟକୁ ପୂରିଲା ୧୨ ବର୍ଷ, ଛକା ମାରି ଭାରତକୁ ବିଶ୍ୱ ବିଜେତା ବନାଇଥିଲେ ଧୋନୀ

କନକ ବ୍ୟୁରୋ: ୨ ଏପ୍ରିଲ ୨୦୧୧, ଏହି ଦିନ, ଆଉ ରାତିକୁ କେହି କେବେ ଭୁଲି ପାରିବେନି । ସେହି ଐତିହାସିକ ମ୍ୟାଚକୁ ଆଜି ବି ମନେ ପକାଇଲେ ଲୋମ ଟାଙ୍କୁରି ଉଠେ, ଆଖିରୁ ଲୁହ ଗଡି ଆସେ । ଏମିତି ହେବା ବି ସ୍ୱାଭାବିକ କାରଣ ୨୮ ବର୍ଷର ଅପେକ୍ଷା ପରେ ଭାରତ ଜିତି ଥିଲା ବିଶ୍ୱକପ । ସେହି ମ୍ୟାଚ ଯିଏ…
Read More...

ଦେଶରେ ପୁଣି ବଢିଲା ବେରୋଜଗାରୀ ହାର । ୭.୪୫ ପ୍ରତିଶତରୁ ବୃଦ୍ଧି ପାଇ ଏବେ ୭.୮୦ ପ୍ରତିଶତ

କନକ ବ୍ୟୁରୋ : ଦେଶରେ ବେରୋଜଗାରୀ ହାର ଲଗାତର ଭାବେ ବୃଦ୍ଧି ପାଇବାରେ ଲାଗିଛି । ମାର୍ଚ୍ଚ ମାସରେ ବେରୋଜଗାରୀ ଦର ୭.୮୦ ପ୍ରତିଶତରେ ପହଂଚିଛି । ଏହା ବିଗତ ୩ମାସ ମଧ୍ୟରେ ସର୍ବାଧିକ ବୋଲି କୁହାଯାଇଛି । ଫେବୃଆରୀ ମାସରେ ଏହି ବେରୋଜଗାରୀ ଦର ୭.୪୫ ପଅତିଶତ ରହିଥିଲା । ସେଣ୍ଟର ଫର ମନିଟରିଂ…
Read More...

ପୁଅ-ବୋହୂଙ୍କ କଳି ସମାଧାନ କରିବାକୁ ଯାଇ ଗୁଳି ଖାଇଲେ ବାପା । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସା ପରେ ସୁସ୍ଥ…

କନକ ବ୍ୟୁରୋ : ପୁଅ-ବୋହୂଙ୍କ କଳି ସମାଧାନ କରିବାକୁ ଯାଇ ଗୁଳି ଖାଇଲା ବାପା । ନିଶାସକ୍ତ ପୁଅର ଗୁଳିରେ ଆହତ ହୋଇ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତି ହୋଇଛନ୍ତି ବାପା । ସୁବର୍ଣ୍ଣପୁର ଜିଲ୍ଲା ଡ଼ୁଙ୍ଗୁରିପାଲି ବ୍ଲକ ଚିନାଯୁରି ଗାଁରୁ ଆସିଛି ଏପରି ଏକ ଅଭାବନୀୟ ଖବର । ପୁଅର ଗୁଳିମାଡରେ…
Read More...

ରମା ଦେବୀ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଥିବା ଅଟୋରୁ ମୃତଦେହ ଉଦ୍ଧାର । ମୃତକଙ୍କ ପରିଚୟ ଅସ୍ପଷ୍ଟ, ଉଠିଲା ପ୍ରଶ୍ନ,…

କନକ ବ୍ୟୁରୋ : ଅଟୋ ଭିତରେ ଡେଡବଡି । ତା ପୁଣି ରମା ଦେବୀ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଥିବା ଏକ ଅଟୋରୁ ଉଦ୍ଧାର । ଏକଥା ଶୁଣିଲାବେଳକୁ ଆଶ୍ଚର୍ଯ୍ୟ ଲାଗୁଛି । କିନ୍ତୁ ସେମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ରମାଦେବୀ ବିଶ୍ୱବିଦ୍ୟାଳୟ କ୍ୟାମ୍ପେସରେ ଥିବା ଏକ ଅଟୋରୁ ମୃତଦେହ ଉଦ୍ଧାର…
Read More...