Browsing Category

ନ୍ୟୁଜ୍

ହନୁମାନ ଜୟନ୍ତୀ, କେଉଁଠି କେମିତି? କଡ଼ା ସୁରକ୍ଷା ମଧ୍ୟରେ ବାହାରିଲା ଶୋଭାଯାତ୍ରା

କନକ ବ୍ୟୁରୋ: ଆଜି ହନୁମାନ ଜୟନ୍ତୀ । ସୁରକ୍ଷା ଓ ଆଇନ ଶୃଙ୍ଖଳା ଭିତରେ ଅନେକ ସ୍ଥାନରେ ପାଳନ ହେଲା ହନୁମାନ ଜୟନ୍ତୀ । ସମ୍ବଲପୁର ସହରରେ ୧୪୪ ଧାରା ମଧ୍ୟରେ ଜୟନ୍ତୀ ପାଳନ ହୋଉଛି । କୋରାପୁଟ ଜୟପୁର ଲାଗିଥିବା ୧୪୪ ଧାରା କୋହଳ କରାଯାଇଛି । ଏହାରି ଭିତରେ ହନୁମାନ ଜୟନ୍ତୀ ପାଳନ ପାଇଁ ବ୍ୟାପକ…
Read More...

ଅରବିନ୍ଦ କେଜ୍ରିୱାଲଙ୍କୁ ସିବିଆଇର ସମନ: ଏପ୍ରିଲ ୧୬ରେ ହାଜର ପାଇଁ ନୋଟିସ୍

କନକ ବ୍ୟୁରୋ: ଶେଷରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନିକଟରେ ପହଁଚି ଯାଇଛି, ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ତଦନ୍ତ । ଏହି ମାମଲାରେ ଏବେ ଅରବିନ୍ଦ କେଜ୍ରିୱାଲଙ୍କୁ ପଚରାଉଚୁରା କରିବ ସିବିଆଇ । ଏଥିପାଇଁ କେଜ୍ରିୱାଲଙ୍କୁ ସିବିଆଇ ସମନ ଜାରି କରିଛି । ଏପ୍ରିଲ…
Read More...

ମନ୍ତ୍ରୀଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ: ମହିଳା ଥାନାରେ ପୀଡିତାଙ୍କ ଅଭିଯୋଗ

କନକ ବ୍ୟୁରୋ: ପୋଲସରା ବିଧାୟକ ତଥା ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ନାଁରେ ଜଣେ ମହିଳା ଯୌନ ନିର୍ଯାତନା ଅଭିଯୋଗ ଆଣିବା ପରେ ଚର୍ଚ୍ଚାର ବିଷୟ ହୋଇଛି । ମନ୍ତ୍ରୀ ତାଙ୍କୁ ଯୌନ ନିର୍ଯାତନା ଦେଇଥିବା, ଭୁବନେଶ୍ୱର ମହିଳା ଥାନାରେ ପୀଡିତା ଜଣଙ୍କ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ, ପୋଲିସ୍…
Read More...

ଦୀପାଳିଙ୍କୁ ଜଗୁଛନ୍ତି ଘରୋଇ ସୁରକ୍ଷାକର୍ମୀ: ଓଡି଼ଶା ପୋଲିସ ଉପରେ ନାହିଁ କି ଭରସା?

କନକ ବ୍ୟୁରୋ: ଦୁଇଜଣ ସଶସ୍ତ୍ର ସୁରକ୍ଷାକର୍ମୀ ଦୀପାଳି ଦାସଙ୍କୁ ଜଗି ରହିଛନ୍ତି । ଝାରସୁଗୁଡାରୁ ବିଜେଡି ପ୍ରାର୍ଥୀ ହେବା ପରେ ଦିବଙ୍ଗତ ମନ୍ତ୍ରୀ ନବଦାସଙ୍କ ଝିଅ ଦିପାଳି ଲୋକଙ୍କ ପାଖକୁ ଯାଉଛନ୍ତି । ନାମାଙ୍କନ କରିନଥିଲେ ମଧ୍ୟ ଏକପ୍ରକାର ନିର୍ବାଚନୀ ପ୍ରଚାର ଆରମ୍ଭ କରିଦେଇଛନ୍ତି । ଆଉ…
Read More...

ଗୁରୁବାର ବାରିପଦା ବିଶ୍ୱର ସବୁଠୁ ଉତ୍ତପ୍ତ ସହର: ବୁଧବାର ଝାରସୁଗୁଡ଼ା ଏସିଆର ସବୁଠୁ ଉତ୍ତପ୍ତ ସହର

କନକ ବ୍ୟୁରୋ: ପ୍ରାୟ ଏକ ସପ୍ତାହ ଧରି କଲବଲ କରୁଛି ତାତି । ଦିନ ବଢ଼ିବା ସହ ତାତି ବଢ଼ିଚାଲିଛି । ଏହା ସାଙ୍ଗକୁ ବହୁଛି ଝାଂଜି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଉଛି । ବଦଳି ଯାଉଛି ପାଣିପାଗ । ପୂର୍ବରୁ ପଶ୍ଚିମ, ଉତରରୁ ଦକ୍ଷିଣ, ଖରାଦିନେ ଅସମ୍ଭାଳ ହୋଇଉଠୁଛି ଓଡ଼ିଶାର ସ୍ଥିତି । ମଧ୍ୟାହ୍ନ…
Read More...

ସାଂସଦ ପଦ ରଦ୍ଦ ହେବା ପରେ ଏବେ ସରକାରୀ ବଙ୍ଗଳା ଛାଡିଲେ ରାହୁଲ ଗାନ୍ଧୀ, ଜାଣନ୍ତୁ ଏବେ ରହିବେ କେଉଁଠି ?

କନକ ବ୍ୟୁରୋ : ମୋଦୀ ସାଙ୍ଗିଆକୁ ନେଇ ରାହୁଲଙ୍କ ବୟାନ ଓ ପରେ ମାନହାନୀ ମାମଲାରେ ରାହୁଲଙ୍କ ସାଂସଦ ପଦ ଯିବା ପରେ ଆଜି ସରକାରୀ ବଙ୍ଗଳା ଛାଡିଛନ୍ତି କଂଗ୍ରେସର ଏହି ଯୁବନେତା  । ଦିଲ୍ଲୀର ତୁଗଲକ ଲେନ ସ୍ଥିତ ସରକାରୀ ବଙ୍ଗଳାରୁ ରାହୁଲ ଗାନ୍ଧୀ ଆଜି ତାଙ୍କର ସମସ୍ତ ଜିନିଷପତ୍ର ନେଇ ଯାଇଛନ୍ତି…
Read More...

ମାଟିରେ ପୋତିଲେ ମୁଣ୍ଡ ଆହାର ପାଉଛି ତୁଣ୍ଡ। ଆସିକାରେ ଝାମୁଯାତ୍ରା ବେଳେ ସାମ୍ନାକୁ ଆସିଲା ବିପଦଜନକ ଭିକ୍ଷାବୃତିର…

କନକ ବ୍ୟୁରୋ: ପେଟ ପାଇଁ କେତେ ନାଟ । କିଏ ଖରା ତରାରେ ଖଟି ଖଟି ଟଙ୍କାର ରୋଜଗାର କରୁଛନ୍ତି ତ ଆଉ କିଏ ଭିକ୍ଷାବୃତିକୁ ଆପଣାଉଛନ୍ତି । ଗଂଜାମ ଜିଲ୍ଲାରେ ଆଜି ଦଣ୍ଡା ଯାତ୍ରାର ଶେଷ ଦିନ ଥିବା ବେଳେ ଏକ ବିପଦଜନକ ଢଙ୍ଗରେ ଭିକ୍ଷାବୃତିର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ରାସ୍ତା କଡରେ ଦୁଇ ଜଣ…
Read More...

କଷ୍ଟ ଦେଉନାହିଁ ଭକ୍ତିର କଣ୍ଟା। ସତ୍ୟବାଦୀରେ ମେରୁ ଯାତ୍ରାରେ ପିଠିରେ କଣ୍ଟା ଫୁଟାଇ ଝୁଲିଲେ ମାନସିକଧାରୀ ଯୁବକ।

କନକ ବ୍ୟୁରୋ: ସତ୍ୟବାଦୀ ଭୀମପୁର ଆରାଧ୍ୟଦେବୀ ମା’ଗଡଚଣ୍ଡୀଙ୍କ ଖାଇ ଫୋଡ ଯାତ୍ରାରେ ପ୍ରବଳ ଗହଳି । ଶତାଧିକ ଭକ୍ତ ମାଆଙ୍କ ପୀଠରେ ଜମାହୋଇଛନ୍ତି । ଏହି ଯାତ୍ରାରେ ମାନସିକଧାରୀ ଲୁହା କଂଟାରେ ଫୋଡ ଖାଇ ଖୁମ୍ବ ଉପରେ ଝୁଲିଥାନ୍ତି । ଶହଶହ ମାନସିକଧାରୀ ଅଂଟାରେ ଲୁହାକଂଟା ଫୁଟାଇ ୨୦ଫୁଟ ଉପରେ…
Read More...

କୁକୁର ସହ ବାହା ଦେଲେ ହୁଏ ରିଷ୍ଟ ଖଣ୍ଡନ। ବାଲେଶ୍ୱର ସୋରରେ କୁନି କୁନି ପିଲାଙ୍କୁ କୁକୁର ସହ ବିବାହ କରାଇଲେ ପରିବାର…

କନକ ବ୍ୟୁରୋ: ରିଷ୍ଟ ଖଣ୍ଡନ ପାଇଁ କୁକୁର ସହ ବାହାଘର । ସମ୍ପୂର୍ଣ୍ଣ ରୀତିନୀତିରେ ଏହି ବାହାଘର କରାଯାଇଛି । ଝିଅକୁ ହଳଦି ଲଗେଇ ବାଡୁଆ ପାଣିରେ ଗାଧୋଇ ଦେବା ସହ କୁକୁରକୁ ମଧ୍ୟ ବାଡୁଆ ପାଣିରେ ଗାଧେଇ ଦେଇଛନ୍ତି ଲୋକେ । ଜଣେ କୁକୁରକୁ ଜ୍ୱାଇଁ କରିଥିବା ବେଳେ ଜଣେ କୁକୁରକୁ ବୋହୂ କରିଛନ୍ତି…
Read More...

ନବରଙ୍ଗପୁର ତେନ୍ତୁଳିଖୁଂଟିରେ ପାରିବାରିକ କଳହରୁ ହତ୍ୟାକାଣ୍ଡ। ଜେଜେମାଆକୁ ମାରି ମାଟି ତଳେ ପୋତି ଦେଇଥିଲେ ନାତି ଓ…

କନକ ବ୍ୟୁରୋ: ଘରୋଇ କଳହରୁ ହତ୍ୟାକାଣ୍ଡ । ଜେଜେମାଙ୍କୁ ହତ୍ୟା କଲା ନାତି । ଘଟଣାକୁ ଚପାଇବା ପାଇଁ ଜେଜେ ମାଆଙ୍କ ମୃତଦେହକୁ ପୋତି ଦେଇଥିଲେ ନାତି ଓ ବୋହୂ । ମାଟି ତଳୁ ଗଳିତ ଶବ ଉଦ୍ଧାର କରିଛି ପୁଲିସ । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଂଟି ଥାନା ଅନ୍ତର୍ଗତ ଖଣ୍ଡିଆଗୁଡା ଗାଁରେ ସାମାନ୍ୟ…
Read More...