Browsing Category

ନ୍ୟୁଜ୍

ସିବିଆଇ କାର୍ଯ୍ୟାଳୟରେ ପହଂଚିଲେ ଅରବିନ୍ଦ କେଜ୍ରିୱାଲ, ଆପ୍ କାର୍ଯ୍ୟକର୍ତ୍ତାଙ୍କ ଜୋରଦାର ହଙ୍ଗାମା

କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାକୁ ନେଇ ଅଡୁଆରେ ପଡିଛି ଆମ୍ ଆଦମୀ ପାର୍ଟି । ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ପରେ ଆଜି ସିବିଆଇରେ ହାଜର ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । କେଜ୍ରିୱାଲ ଆଜି ସିର୍ବିଆଇ କାର୍ଯ୍ୟାଳୟ ଯିବା ପୂର୍ବରୁ ପ୍ରଥମେ ରାଜଘାଟ ଯାଇ…
Read More...

ନୂଆପଡାରେ ଧରାପଡିଲା ବାଘ । ଧରମବନ୍ଧା ସିଲିଆରିବାହାରା ଗାଁରେ ବୁଲୁଥିବାରୁ ଲୋକେ ଥିଲେ ଆତଙ୍କିତ

କନକ ବ୍ୟୁରୋ: ବାଘକୁ କାବୁ କଲା ବନ ବିଭାଗ । ନୂଆପଡ଼ା ସିଲିଆରିବାହାରା ଗାଁରେ ବୁଲୁଥିବା କଲରାପତରିଆ ବାଘକୁ ବନ ବିଭାଗ କାବୁ କରିଛି । ବାଘଟି ଅସୁସ୍ଥ ହୋଇପଡିଥିବାରୁ ଧରାପଡିଯାଇଥିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତିି । ଆଜି ସକାଳୁ ଗାଈକୁ ଶିକାର କରି ଖାଇବା ବରେ ବାଘ ଆଉ ଜଙ୍ଗଲକୁ…
Read More...

ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଶକ୍ତ ଝଟକା, ଦଳରୁ ଇସ୍ତଫା ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଚିନ୍ତାରେ ପକାଇଛନ୍ତି ବିଦ୍ରୋହୀ ନେତା । ଜଣଙ୍କ ପରେ ଜଣେ ନେତା ଏବେ ଦଳ ଛାଡୁଥିବା ଦେଖିବାକୁ ମିଳିଛି । ଏବେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଜଗଦୀଶ ଶେଟ୍ଟର ଦଳରୁ ଇସ୍ତଫା ଦେଇଛନ୍ତି ।…
Read More...

ସୁନ୍ଦରଗଡ ମେଡିକାଲ କଲେଜରେ ଚାକିରି ନାଁରେ ଠକେଇ । ୪ ଦଲାଲ ଓ ହସ୍ପିଟାଲ କର୍ମଚାରୀ ଗିରଫ, ପ୍ରତି ପିଲାଙ୍କଠୁ ନେଉଥିଲେ…

କନକ ବ୍ୟୁରୋ: ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ନିଯୁକ୍ତି ନାମରେ ଠକେଇ ମାମଲା । ଟାଉନ ଥାନା ପୁଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ମେଡିକାଲ କର୍ମଚାରୀ କାଲୋବାହାଲର ଚୈତନ୍ୟ ତନ୍ତୀ, ମାମଲାର ମୁଖ୍ୟ ଦଲାଲ ତସଲାଡିହିର ସୁଶାନ୍ତ ମାଝୀ,…
Read More...

ବାସୁଦେବପୁରରେ ଓଲଟିଲା ୨୨ ଚକିଆ ଟ୍ରକ୍ । ଟ୍ରକ ତଳେ ଦୀର୍ଘ ସମୟ ଫଶି ରହିବା ପରେ ଉଦ୍ଧାର ହେଲେ ଡ୍ରାଇଭର ଓ ହେଲ୍ପର ।

କନକ ବ୍ୟୁରୋ: ବାଲେଶ୍ୱର ବାସୁଦେବପୁର ଧାମରା ରାସ୍ତାର କୋଷ୍ଟ କେନାଲ ଛକ ନିକଟରେ ଓଲଟିପଡିଲା ୨୨ ଚକିଆ ଟ୍ରଲର । ଚୂନ ବୋଝେଇ କରି ଆଣୁଥିବା ଏହି ବଡ ଟ୍ରକଟି ରାସ୍ତା କଡକୁ ଓଲଟିପଡିବାରୁ ଏହା ତଳେ ଚାପି ହୋଇରହିଯାଇଥିଲେ ଉଭୟ ଡ୍ରାଇଭର ଓ ହେଲ୍ପର । ହେଲେ ଅନେକ ଚେଷ୍ଟା ପରେ ସେମାନଙ୍କୁ…
Read More...

ସମ୍ବଲପୁର ହିଂସା ଘଟଣାରେ ସମୀକ୍ଷା କରିବେ ଡିଜିପି । ୭୯ରେ ପହଞ୍ଚିଲାଣି ଗିରଫଦାରୀ । କର୍ଫ୍ୟୁ ପରେ ସମ୍ବଲପୁରରେ…

କନକ ବ୍ୟୁରୋ: ସମ୍ବଲପୁର ହିଂସା ଘଟଣାର ସମୀକ୍ଷା କରିବେ ପୋଲିସ ଡିଜି । ଆଜି ଦିନ ୧୧ଟାରେ ଘଟଣାର ସମୀକ୍ଷା କରିବେ ପୋଲିସ ଡିଜି ସୁନୀଲ ବଂଶଲ । ଗତକାଲି ଡିଜିପି ସହରର ବିଭିନ୍ନ ସ୍ଥାନକୁ ନିଜେ ଯାଇ ଆଇନଶୃଙ୍ଖଳା ସ୍ଥିତିର ଅନୁଧ୍ୟାନ କରିଥିଲେ । ଉପସ୍ଥିତ ଅଧିକାରୀଙ୍କୁ ଭେଟି ସହରରେ କିପରି…
Read More...

ମହଙ୍ଗା ପଡିଲା ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ମାଗିବା, କେଜ୍ରିୱାଲ ଓ ସଂଜୟ ସିଂଙ୍କୁ ନୋଟିସ…

କନକ ବ୍ୟୁରୋ : ଅହମ୍ମଦାବାଦର ଏକ ମାଜିଷ୍ଟ୍ରେଟ ଅଦାଲତ ଶନିବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ସଂଜୟ ସିଂଙ୍କୁ ଅପରାଧୀକ ମାନହାନୀ ମାମଲାରେ ନୋଟିସ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଗ୍ରୀ ମାମଲା ଉପରେ ଉଭୟଙ୍କ ବୟାନକୁ ନେଇ କୋର୍ଟ ନୋଟିସ ପଠାଇଛନ୍ତି…
Read More...

୧୩ ଦିନରେ ମା’ ବୁଢୀ ଠାକୁରାଣୀଙ୍କ ଯାତ୍ରା । ପ୍ରତି ସନ୍ଧ୍ୟାରେ ନଗର ପରିକ୍ରମା କରି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’

କନକ ବ୍ୟୁରୋ: ବ୍ରହ୍ମପୁରରେ ବେଶ ଆଡମ୍ବର ସହ ଚାଲିଛି ମାଆ ବୁଢୀ ଠାକୁରାଣୀଙ୍କ ଯାତ୍ରା । ୧୩ ଦିନରେ ପଂହିଚିଛି ମାଆଙ୍କ ଯାତ୍ରା । ଯାତ୍ରାର ଦିନ ବଢିବା ସହ ଲୋକଙ୍କ ଭିଡ ମଧ୍ୟ ଅନୁରୂପ ଭାବେ ବଢିବାରେ ଲାଗିଛି । ପ୍ରତିଦିନ ସନ୍ଧ୍ୟାରେ ମାଆ ନଗର ପରିକ୍ରମା କରିବା ସମୟରେ ବିଭିନ୍ନ ସାହିରେ ରଥ…
Read More...

ସମ୍ବଲପୁରରେ ସୁଧୁରୁଛି ସ୍ଥିତି । ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ବଜାରରେ ଲୋକଙ୍କ ଭିଡ, ସେପଟେ ଗିରଫ ହେଲେଣି ୫୦

କନକ ବ୍ୟୁରୋ: ସୁଧୁରୁଛି ସମ୍ବଲପୁର ସହରର ସ୍ଥିତି । କର୍ଫ୍ୟୁ ପରେ ସହରରେ ଥମିଲା ହିଂସା । ଆଜି କର୍ଫ୍ୟୁ କଟକଣାକୁ କୋହଳ ଅଧିକ କୋହଳ କରାଯାଇଛି । ସକାଳ ସାଢେ ୭ଟାରୁ ୧୦ଟା ଓ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ଯାଏଁ କଟକଣାକୁ କୋହଳ କରାଯାଇଛି । ଏହି ସମୟରେ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ…
Read More...

ସାମ୍ବାଦିକ ବେଶରେ ଆସିଲେ, ପୁଲିସ ସାମ୍ନାରେ ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦ ଓ ତା’ର ଭାଇ ଅସରଫଙ୍କୁ ଗୁଳି କଲେ : ୩…

କନକ ବ୍ୟୁରୋ: ସାମ୍ବାଦିକ ବେଶରେ ଆସିଲେ ପୁଲିସ ଓ ମିଡିଆ ପ୍ରତିନିଧିଙ୍କ ଆଗରେ ଗ୍ୟାଙ୍ଗଷ୍ଟର ଅତିକ୍ ଅହମଦ୍ ଓ ତା’ର ଭାଇ ଅସରଫକୁ ଗୁଳି କରିଦେଲେ । ତା’ ପୁଣି ଅତି ନିକଟରୁ । ପୋଲିସ ସୁରକ୍ଷା ଭିତରେ ଦୁଇ ଭାଇଙ୍କୁ ପୋଲିସ ଆଣୁଥିଲା, ସେମାନଙ୍କ ହାତରେ ଚେନ୍ ବନ୍ଧା ହୋଇଥିଲା । ଯେହେତୁ…
Read More...