Browsing Category

ନ୍ୟୁଜ୍

‘ସହମତିରେ ସମ୍ପର୍କ ରଖିବା ପରେ ଦୁଷ୍କର୍ମର ଅଭିଯୋଗ ଆଣିବା ଭିତ୍ତିହୀନ’: ବମ୍ବେ ହାଇକୋର୍ଟଙ୍କ ନିଷ୍ପତ୍ତି ।

ବ୍ୟୁରୋ ରିପୋର୍ଟ: ପରସ୍ପରର ସହମତିରେ ଶାରୀରିକ ସମ୍ପର୍କ ଥାଇ ବି ପରେ ସମ୍ପର୍କ ଖରାପ ହେଲେ କେହି ଦୁଷ୍କର୍ମର ଅଭିଯୋଗ ଗ୍ରହଣୀୟ ନୁହେଁ । କୌଣସି କାରଣରୁ ଦୁହେଁ ବିବାହ କରିପାରିନଥିଲେ । ଫଳରେ ଆଇନର ଆଶ୍ରୟ ନେଇ ପ୍ରେମିକ ଉପରେ ଦୁଷ୍କର୍ମର ଅଭିଯୋଗ ଆଣିଥିଲେ ମହିଳା । ସୂଚନା ମୁତାବକ, ୨୦୧୬…
Read More...

ଜମୁଛି ଶୀତଳା ଠାକୁରାଣୀଙ୍କ ଯାତ୍ରା : ୧୧ ଦିନ ଧରି ଚାଲିଥିବା ବେଳେ ଆଜି ହେବ ଉଦଯାପିତ

କନକ ବ୍ୟୁରୋ : ରାଜ୍ୟର ସୀମାନ୍ତ ଜିଲ୍ଲା କୋଟ୍ଟପାଡରେ ପାଳିତ ହେଉଛି ମା ଶୀତଳା ଠାକୁରାଣୀଙ୍କ ଘଟଯାତ୍ରା । ପ୍ରତି ୩ ବର୍ଷରେ ଥିରେ ମା'ଙ୍କ ଏହି ପର୍ବ ପାଳନ ହୋଇଥାଏ । କରୋନା ପାଇଁ ଏହି ଘଟଯାତ୍ରା ବନ୍ଦ ଥିଲା । ଏବେ ୬ ବର୍ଷ ପରେ ପାଳିତ ହେଉଛି ମାଆଙ୍କ ଯାତ୍ରା । ମା'ଙ୍କ ଘଟଯାତ୍ରା…
Read More...

ଅଫିସ ଫେରୁଥିବାବେଳେ ଏକାବେଳେ ଚାଲିଗଲା ୩ ଭାଇଙ୍କ ଜୀବନ । ମାସକ ପରେ ହୋଇଥାନ୍ତା ଜଣେ ଭାଇର ବିବାହ

କନକ ବ୍ୟୁରୋ: ମୃତ୍ୟୁ ବି ଏମିତି ଆସେ ଯାହାକୁ କେହି ବି ସହଜେ ଗ୍ରହଣ କରିପାରନ୍ତି ନାହିଁ । ଏତେ ଭୟଙ୍କର ଏତେ ଯନ୍ତ୍ରଣାଦାୟକ , ପୁଣି ପୁରା ବଂଶ ନିପାତ କରିଦେବାଭଳି ମୃତ୍ୟୁ । ହେଲେ ଦାରୁଣ ମୃତ୍ୟୁ ବା କାହାକୁ ଛାଡଛି । ଏପରି ଏକ ଘଟଣା ଘଟିଛି ରାଜସ୍ଥାନ ବାଡମେରରେ ଯାହାକୁ ନେଇ ପୁରା…
Read More...

ଟୋକିଓରେ ଆଜି ଓଡ଼ିଶା ବିଜନେସ୍ ମିଟ୍ : ସମ୍ମିଳନୀକୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ; ୨୦୦ ଶିଳ୍ପପତିଙ୍କୁ ଭେଟିବେ…

କନକ ବ୍ୟୁରୋ : ଜାପାନ ଟୋକିଓରେ ଆଜି ଓଡ଼ିଶା ବିଜନେସ୍ ମିଟ୍ । ପ୍ରାୟ ୨୦୦ ଶିଳ୍ପପତିଙ୍କୁ ଭେଟି ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସମ୍ମିଳନୀକୁ ନିଜେ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିବେ । ଜାପାନର ବଡ ବଡ ଉଦ୍ୟୋଗୀ ଓ ପୁଞ୍ଜିପତିଙ୍କୁ ସିଧାସଳଖ ଭେଟିବା ସହ ଓଡ଼ିଶାରେ…
Read More...

ସିବିଆଇ, ଇଡି ଦ୍ୱାରା ବିରୋଧୀ ନେତାଙ୍କୁ ଗିରଫ ଘଟଣା : ଆଜି ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ

କନକ ବ୍ୟୁରୋ : ସିବିଆଇ, ଇଡି ଭଳି ଜାତୀୟ ତଦନ୍ତକାରୀ ସଂସ୍ଥା ଦ୍ୱାରା ବିରୋଧୀ ନେତାଙ୍କୁ ଗିରଫ ଘଟଣା । ଆଜି ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କରିବେ ଶୁଣାଣି । ମୋଦୀ ସରକାରଙ୍କ ବିରୋଧରେ କଂଗ୍ରେସ ସହ ୧୩…
Read More...

ଭୟଙ୍କର ଦୁର୍ଘଟଣା : ଲୁହା ବୋଝେଇ ଟ୍ରକକୁ ପିଟିଲା ଆଉ ଏକ ଟ୍ରଲର; ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ

କନକ ବ୍ୟୁରୋ : ଯାଜପୁର ଜାରକାରେ ଭୟଙ୍କର ଦୁର୍ଘଟଣା । ରାସ୍ତାର ଠିଆ ହୋଇଥିବା ଲୁହା ବୋଝେଇ ଟ୍ରକକୁ ପିଟିଛି ଆଉ ଏକ ଟ୍ରଲର୍ । ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ । ଘଟଣାରେ ଡ୍ରାଇଭର ଜକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି  ୧୬ ନମ୍ବର ଜାତୀୟ ରାଜପଥରେ ଘଟିଛି ଏଭଳି ଦୁର୍ଘଟଣା । ଶୂନ୍ୟ ସଡକ ସପ୍ତାହ…
Read More...

କର୍ଣ୍ଣାଟକ ନିର୍ବାଚନକୁ ନେଇ ଚିନ୍ତାରେ ବିଜେପି ଓ କଂଗ୍ରେସ : ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା…

କନକ ବ୍ୟୁରୋ : ୨୦୨୪ ନିର୍ବାଚନ ପୂର୍ବରୁ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ନିର୍ବାଚନ ପାଇଁ ଆଊ ମାସଟେ ବାକି ରହିଥିବା ବେଳେ ଏପର୍ଯ୍ୟନ୍ତ ଦୁଇ ମୁଖ୍ୟ ଜାତୀୟ ଦଳ ବିଜେପି ଅବା କଂଗ୍ରେସ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିନାହିଁ । ଆଞ୍ଚଳିକ ଦଳ ଜେଡିଏସ୍ ଏଚଡି…
Read More...

ସୁନା ଚୋରାଚାଲାଣକାରୀଙ୍କ ହବ୍ ପାଲଟିଛି ମୁମ୍ବାଇ ବିମାନବନ୍ଦର : ୧୧ ମାସରେ ୬୦୪କିଲୋ ଚୋରା ସୁନା ଜବତ

କନକ ବ୍ୟୁରୋ : ସୁନା ଚୋରାଚାଲାଣକାରୀଙ୍କ ହବ୍ ପାଲଟିଛି ମୁମ୍ବାଇ ବିମାନ ବିନ୍ଦର । ଗତ ୧୧ ମାସରେ ମୁମ୍ବାଇ ବିମାନବନ୍ଦରରୁ ୬୦୪ କିଲୋ ଚୋରା ସୁନା ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୩୬୦ କୋଟି ଟଙ୍କା ହେବ ବୋଲି କହିଛି କଷ୍ଟମ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମୁମ୍ବାଇ ପରେ…
Read More...

ବୀରମହାରାଜପୁରରେ ଅଭାବନୀୟ ଘଟଣା : ଖେଳିବା ସମୟରେ ପରିତ୍ୟକ୍ତ କୂଅରେ ପଡ଼ି ୨ ଶିଶୁକନ୍ୟାଙ୍କ ମୃତ୍ୟୁ

କନକ ବ୍ୟୁରୋ : ଖେଳିବା ସମୟରେ ପରିତ୍ୟକ୍ତ କୂଅରେ ପଡ଼ି ଦୁଇ ଜଣ ଶିଶୁକନ୍ୟାଙ୍କ ମୃତ୍ୟୁ ହୋଇଛି । ସୁବର୍ଣ୍ଣପୁର ଜିଲ୍ଳା ବୀରମହାରାଜପୁରରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତ ଦୁଇ ଶିଶୁ ହେଲେ ଶିକ୍ଷକ ଆଲୋକ ମିଶ୍ରଙ୍କ ଝିଅ ଦିଶା ମିଶ୍ର ଏବଂ ଦିଶାଙ୍କ ସମ୍ପର୍କୀୟ ଭଉଣୀ ଅଳକା ମିଶ୍ର । ବଡ଼…
Read More...

ବଲାଙ୍ଗୀର ନକଲି ସାର୍ଟିଫିକେଟ୍ ମାମଲା : ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ରଙ୍କ ସହ ୪ଜଣଙ୍କୁ ୩ ଦିନିଆରେ ରିମାଣ୍ଡରେ ନେଇ…

କନକ ବ୍ୟୁରୋ : ରିମାଣ୍ଡରେ ଯିବେ ବଲାଙ୍ଗୀର ନକଲି ସାର୍ଟିଫିକେଟ୍ ମାମଲାର ମୁଖ୍ୟ ଅଭିଯୁକ୍ତ ମାଷ୍ଟର ମାଇଣ୍ଡ ମନୋଜ ମିଶ୍ର ଏବଂ ତାର ସହଯୋଗୀ ଆଲୋକ ଉଦଗାତା । କ୍ରାଇମବ୍ରାଞ୍ଜର ଗୋଟିଏ ଟିମ୍, ବଲାଙ୍ଗୀର ଏସଡିଜେଏମ୍ କୋର୍ଟ ଯାଇ ମନୋଜ ମିଶ୍ର ଓ ଆଲୋକ ଉଦଗାତାଙ୍କ ସହ ମାମଲାରେ ଜେଲ ଯାଇଥିବା…
Read More...