Browsing Category

ନ୍ୟୁଜ୍

ଗଞ୍ଜେଇ ଚାଷ ଚାଲିଥିବା ବେଳେ ଚଢାଉ : କଣାସରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ 

କନକ ବ୍ୟୁରୋ : ପୁରୀ କଣାସରେ ଗଞ୍ଜେଇ ଚାଷ ଚାଲିଥିବା ବେଳେ ଅବାକରୀ ବିଭାଗ କରିଛି ଚଢାଉ । ପୁରୀ ଅବକାରୀ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ଚଢାଉ କରାଯାଇଛି । ଗଞ୍ଜେଇ ଗଛ ସବୁ ନଷ୍ଟ କରାଯାଉଛି । କିଛି ବର୍ଷ ହେଲା କଣାସର ନାନକେରା ଗାଁରେ ଖୁଲମଖୁଲା ଗଞ୍ଜେଇ ଚାଷ କରାଯାଉଥିଲା । ଅବକାରୀ…
Read More...

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ କଟକ ଗସ୍ତ : ମା’ ଚଣ୍ଡୀଙ୍କ ଦର୍ଶନ ସହ କଲେ ଶକ୍ତି ପ୍ରଦର୍ଶନ

କନକ ବ୍ୟୁରୋ : ମା’ଙ୍କ ଦର୍ଶନ ନାଁରେ ବିଜେପିର ଶକ୍ତି ପ୍ରଦର୍ଶନ । ବିଶାଳ ବାଇକ୍ ରାଲିରେ ଯାଇ ମା’ କଟକ ଚଣ୍ଡିଙ୍କ ଦର୍ଶନ କଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । କଟକରେ ପହଞ୍ଚିବା ପରେ ପ୍ରେସଛକରୁ ଦଳୀୟ କର୍ମଚାରୀ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରିଛନ୍ତି । ପ୍ରେସଛକରୁ…
Read More...

ଏସଏସସି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ତେଲେଙ୍ଗାନା ବିଜେପି ଅଧ୍ୟକ୍ଷ ଗିରଫ, କେସିଆରଙ୍କୁ ଧମକ ଦେଲା ବିଜେପି

କନକ ବ୍ୟୁରୋ : ସେକେଣ୍ଡାରୀ ସ୍କୁଲ ସାର୍ଟିଫିକେଟ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ତେଲେଙ୍ଗାନା ବିଜେପି ମୁଖ୍ୟ ବନ୍ଦୀ ସଂଜୟ କୁମାରଙ୍କୁ ଗିରଫ କରାଯାଇଛି । ତାଙ୍କ ଗିରଫ ପରେ ରାଜନୀତି ଜୋର ଧରିଛି । ବିଜେପି ସଂଜୟଙ୍କ ଗିରଫ ପରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ, ଚନ୍ଦ୍ରଶେଖର ରାଓଙ୍କୁ ଧମକ…
Read More...

ପ୍ରତିମାସର ତୃତୀୟ ସପ୍ତାହରେ ଗାଁକୁ ଯିବେ ବାବୁ : ସବୁ ବିଭାଗକୁ ଚିଠି କଲେ ଉନ୍ନୟନ କମିଶନର; ଫିଲ୍ଡ ଭିଜିଟ ସହ ରାତ୍ରି…

କନକ ବ୍ୟୁରୋ : ଗାଁକୁ ଯିବା ପାଇଁ ଅଫିସରମାନଙ୍କୁ ନିର୍ଦ୍ଦେଶ । ପ୍ରତିମାସର ତୃତୀୟ ସପ୍ତାହରେ ବରିଷ୍ଠ ଅଧିକାରୀ ଓ ସଚିବମାନଙ୍କୁ ଗାଁକୁ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ଦାୟିତ୍ୱରେ ଥାଆନ୍ତୁ ବା ନଥାନ୍ତୁ ଫିଲ୍ଡ ଭିଜିଟ କରିବା ସହ ଅନୁନତ ଅଞ୍ଚଳରେ ରାତ୍ରି ରହଣୀ କରିବେ ସମସ୍ତ…
Read More...

ଏକାଧିକ ଛାତ୍ରୀଙ୍କ ସହ ଅସଦାଚରଣ ଅଭିଯୋଗ : ଶିକ୍ଷକଙ୍କୁ ୯୦ ବର୍ଷ ଜେଲ ଦଣ୍ଡାଦେଶ

କନକ ବ୍ୟୁରୋ : ସୁନ୍ଦରଗଡରେ ଶିକ୍ଷକଙ୍କୁ ୯୦ ବର୍ଷ ଜେଲ ଦଣ୍ଡାଦେଶ । ଲେଫ୍ରିପଡା ଥାନା ରାୟଡିହି ୟୁପି ସ୍କୁଲର ପୂର୍ବତନ ପ୍ରଧାନଶିକ୍ଷକ ଦେବେନ୍ଦ୍ର ପଟେଲଙ୍କୁ ଜେଲ ଦଣ୍ଡାଦେଶ ହୋଇଛି । ଦେବେନ୍ଦ୍ର ପଟେଲଙ୍କୁ ସଜ୍ଜା ଶୁଣାଇଲେ ସ୍ପେଶାଲ ପକସୋ କୋର୍ଟ । ୨୦୧୫ରେ ଏକାଧିକ ଛାତ୍ରୀଙ୍କ ସହ…
Read More...

ମାଲୟାଲମ୍ ନ୍ୟୁଜ୍ ଚ୍ୟାନେଲ ବନ୍ଦ କରିବା ଉପରେ ମୁଖ୍ୟ ବିଚାରପତିଙ୍କ ପ୍ରତିକ୍ରିୟା । କହିଲେ, ରାଷ୍ଟ୍ରୀୟ ସୁରକ୍ଷା…

କନକ ବ୍ୟୁରୋ : ଦେଶରେ ରାଷ୍ଟ୍ରୀୟ ସୁରକ୍ଷା ନାମରେ ନାଗରିକଙ୍କ ସ୍ୱର ଦବାଇଦେବାକୁ ଚେଷ୍ଟା କରୁଛନ୍ତି କେନ୍ଦ୍ର ସରକାର । ଏଭଳି କିଛି ବୟାନ ଦେଇଛନ୍ତି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୁଡ୍ । ସେ କହିଛନ୍ତି କି ସରକାର ରାଷ୍ଟ୍ରୀୟ ସୁରକ୍ଷା ଆଳରେ ନାଗରିକଙ୍କ…
Read More...

ଆସିଲା ଫୋବର୍ସ ଧନୀ ତାଲିକା । ବିଶ୍ୱର ଧନୀ ତାଲିକାରେ ଉପରକୁ ଉଠିଲେ ଅମ୍ବାନୀ, ଗତବର୍ଷ ତୁଳନାରେ ବହୁ ତଳକୁ ଖସିଲେ…

କନକ ବ୍ୟୁରୋ : ଫୋବର୍ସ ଜାରି କଲା ୨୦୨୩ର ଧନୀ ତାଲିକା । ଯେଉଁ ତାଲିକାରେ ଅମ୍ବାନୀ ଉପରକୁ ଉଠିଥିବା ବେଳେ ଆଦାନୀ ତଳକୁ ଖସିଛନ୍ତି । ଏହାସହ ଅମ୍ବାନୀ ଏସିଆର ସବୁଠୁ ବଡ ଧନୀ ଭାବେ ଉଭା ହୋଇଛନ୍ତି । ଅନ୍ୟପଟେ ଆଦାନୀ ଗ୍ରୁପ୍ ଧନୀ ତାଲିକାର ୨୪ ତମ ସ୍ଥାନକୁ ଖସି ଆସିଛନ୍ତି । ଫୋବର୍ସ ତାଲିକା…
Read More...

ବିବାଦ ପରେ ହଟିଲା ବରପୁତ୍ରଙ୍କ ପ୍ରତିମୂର୍ତ୍ତି : ନବକୃଷ୍ଣ ଚୌଧୁରୀଙ୍କ ମୂର୍ତ୍ତିକୁ ସମ୍ପୂର୍ଣ୍ଣ ହଟାଇଲା ଅନୁଗୁଳ…

କନକ ବ୍ୟୁରୋ : ବିବାଦ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ହଟାଇ ଦେଇଛି ପ୍ରଶାସନ । ନବକୃଷ୍ଣଙ୍କ ପୋଷାକ ପରିଧାନ ନେଇ ପୁୂଣି ଥରେ ବିବାଦ ଦେଖାଦେଇଥିଲା । ଏନେଇ ଦୁଇ ଦୁଇଥର ପ୍ରତିମୂର୍ତ୍ତିର ପୋଷାକ ପରିବର୍ତ୍ତନ କରାଯାଇଥିଲା । ବାରମ୍ବାର ସମାଲୋଚନା ଓ ବିରୋଧ…
Read More...

ଦିଲ୍ଲୀରେ ମାଗଣା ବିଜୁଳି ସେବା : ପୁଣି ୧ବର୍ଷ ଅବଧୀ ବଢାଇଲେ କେଜ୍ରିୱାଲ ସରକାର

କନକ ବ୍ୟୁରୋ : ଦିଲ୍ଲୀରେ ପୁଣି ବିଜୁଳି ବିଲ୍ ସବସିଡିକୁ ଏକ ବର୍ଷ ଯାଏଁ ବୃଦ୍ଧି କରିଛନ୍ତି କେଜ୍ରିୱାଲ ସରକରା । ଦିଲ୍ଲୀବାସିଙ୍କ ପାଇଁ ମାସିକ ୨୦୦ ୟୁନିଟ୍ ମାଗଣା ବିଜୁଳି ସେବା ଜାରି ରହିବ । ୨୦୧ରୁ ୪୦୦ ୟୁନିଟ୍ ବ୍ୟବହାର କରୁଥିବା ଲୋକଙ୍କୁ ୫୦ ପ୍ରତିଶତ ସବସିଡି ମିଳିବ । ତେବେ…
Read More...

‘ସରି! ମୋତେ କ୍ଷମା କରିବେ…’ । କୋର୍ଟରେ ସମସ୍ତ ଜଜଙ୍କୁ ହାତ ଯୋଡି କ୍ଷମାମାଗି ମହାନତା ଦେଖାଇଲେ ମୁଖ୍ୟ…

କନକ ବ୍ୟୁରୋ: ନିଜର ସାମନ୍ୟ ଭୁଲକୁ ବି ନଲୁଚାଇ ବରଂ ପ୍ରକାଶ କରିବାରେ ନିଜର ବଡପଣ ବୋଲି ପ୍ରମାଣ କରିଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ । ଏହାଦ୍ୱାରା ଅନ୍ୟମାନେ ମଧ୍ୟ କିଛି ଭୁଲ କରିବା ପୂର୍ବରୁ ବାରମ୍ବାର ଚିନ୍ତା କରି ନିଜର ଭୁଲ ସୁଧାରିବେ ବୋଲି…
Read More...