Browsing Category

ନ୍ୟୁଜ୍

ପୁଣି ଧାରଣା ଦେଲେ ଭାରତୀୟ ମହିଳା ରେସଲର : ନ୍ୟାୟ ନମିଳିବା ଯାଏଁ ଆନ୍ଦୋଳନ ଜାରି ରଖିବାକୁ ଚେତାବନୀ

କନକ ବ୍ୟୁରୋ : ଦିଲ୍ଲୀର ଯନ୍ତରମନ୍ତରରେ ପୁଣିଥରେ ଧାରଣାରେ ବସିଛନ୍ତି ଭାରତୀୟ ରେସଲର । ଭାରତୀୟ କୁସ୍ତି ମହାସଂଘ ବା ଡବ୍ଲ୍ୟୁଏଫଆଇର ଅଧ୍ୟକ୍ଷ ବ୍ରଜଭୂଷଣ ସିଂଙ୍କ ବିରୋଧରେ ପୁଣିଥରେ ଧାରଣା ଦେବା ସହ ପୋଲିସ ଉପରେ ମଧ୍ୟ ଗୁରୁତର ଅଭିଯୋଗ ଆଣିଛନ୍ତି ରେସଲ । ବଜରଙ୍ଗ ପୁନିଆ, ଭିନେଶ ଫୋଗାଟ୍,…
Read More...

ଆଜି ପ୍ରଧାନମନ୍ତ୍ରୀଙ୍କ ମାରାଥନ ଗସ୍ତ : ୩୬ ଘଣ୍ଟାରେ ୫ହଜାର କିମି କରିବେ ଯାତ୍ରା; ୭ସହରରେ ୮ଟି କାର୍ଯ୍ୟକ୍ରମରେ ହେବେ…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠାରୁ ମାରାଥନ ଗସ୍ତ କରୁଛନ୍ତି । ମୋଦୀ ଦୁଇ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଅନେକ ବିକାଶମୂଳଳ ଯୋଜନାର ଶୁଭାରମ୍ଭ କରିବା ପାଇଁ ୭ସହରକୁ ଗସ୍ତ କରିବେ । ୩୬ ଘଣ୍ଟାର ସମୟ ମଧ୍ୟରେ ମୋଦୀ ୫ହଜାର ୩୦୦ କିଲୋମିଟର ଯାତ୍ରା କରିବେ ଏବଂ…
Read More...

ଆହୁରି ୪ ଦିନ କାଳବୈଶାଖୀ : ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ; ସତର୍କ ରହିବାକୁ ପାଣିପାଗ କେନ୍ଦ୍ରର ସୂଚନା

କନକ ବ୍ୟୁରୋ : ଗ୍ରୀଷ୍ମ ପ୍ରବାହର ପ୍ରକୋପ କମିବା ପରେ ରାଜ୍ୟରେ ଜାରି ରହିଛି କାଳବୈଶାଖୀ ପ୍ରଭାବ । କାଳବୈଶାଖୀର ପ୍ରଭାବ ଆଗାମୀ ୪ ଦିନ ଯାଏଁ ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି । ଆକଳନ ଅନୁସାରେ, ମଙ୍ଗଳବାର ସକାଳ ଯାଏଁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି…
Read More...

ଆକାଶରେ ଦେଖିବାକୁ ମିଳିଲା ମହାଜାଗତିକ ଦୃଶ୍ୟ । ପାଖାପାଖି ହେଲେ ଚନ୍ଦ୍ର ଓ ଶୁକ୍ର ।

କନକ ବ୍ୟୁରୋ: ଦେଶର ବିଭିନ୍ନ ସ୍ଥାନରେ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିଛି । ଆଜି ଆକାଶରେ ଜହ୍ନ ସହ ଶୁକ୍ର ତାରା ସ୍ପଷ୍ଟ ଭାବେ ଏକାଠି ନଜର ଆସିଛନ୍ତି । ଚନ୍ଦ୍ରର ଅତି ନିକଟରେ ଶୁକ୍ର ଗ୍ରହ ମହାକାଶରେ ଦୃଶ୍ୟମାନ ହୋଇଛି । ଏହି ମହାଜାଗତିକ ବିରଳ ଦୃଶ୍ୟ ଓଡିଶାରେ ମଧ୍ୟ ଦୃଶ୍ୟମାନ ହୋଇଛି ।…
Read More...

କୋରାପୁଟରେ କାଶ୍ମୀରର ଭ୍ରମ । ବୋରିଗୁମ୍ମାରେ କୁଆପଥର ବର୍ଷା ଯୋଗୁଁ ଚାରିଆଡେ ଧଳା ଚାଦରର ଆସ୍ତରଣ ।

କନକ ବ୍ୟୁରୋ: କୋରାପୁଟରେ କାଶ୍ମୀରର ଭ୍ରମ । ସାରା ରାଜ୍ୟରେ ପାଗ ବଦଳୁଥିବା ବେଳେ କୁଆପଥର ବର୍ଷା, ବିଜୁଳି, ଘଡଘଡି ନେଇ ପାଣିପାଗ ବିଭାଗ ପକ୍ଷରୁ ୱାର୍ଣ୍ଣିଂ ଜାରି କରାଯାଇଥିଲା । ଏହାରି ଭିତରେ କୋରାପୁଟରେ କୁଆପଥର ବର୍ଷା ହୋଇଛି । ଆଉ ବର୍ଷା ପରେ ଯେଉଁ ଚିତ୍ର ସାମ୍ନାକୁ ଆସିଛି ତାହା…
Read More...

ଅକ୍ଷୟ ତୃତୀୟାରେ ସୁନା ଦୋକାନରେ ଭିଡ । ଜାଣନ୍ତୁ, ଅକ୍ଷୟ ତୃତୀୟାରେ କାହିଁକି କିଣାଯାଏ ସୁନା?

କନକ ବ୍ୟୁରୋ: ପବିତ୍ର ଅକ୍ଷୟ ତୃତୀୟାରେ ରଥ ଅନୁକୂଳ ସହ ଅଖିମୁଠି ଅନୁକୂଳ ହୋଇଥାଏ । ଏହି ଦିନ ଯେକୌଣସି ଧାତୁ କିଣିଲେ ଘରକୁ ସୁଖ ସମୃଦ୍ଧି ଆଣିଥାଏ ବୋଲି ବିଶ୍ୱାସ ରହିଛି । ଏହିଦିନ ଓଡିଆ ଘରର ଲୋକେ ସୁନା କିଣିବାକୁ ପସନ୍ଦ କରିଥାନ୍ତି । କରୋନା ପରେ ସବୁ ସ୍ୱାଭାବିକ ହୋଇଥିବାରୁ ଅକ୍ଷୟ…
Read More...

ରାଜନଗରରୁ ଆସିଲା ସଂଘର୍ଷର କରୁଣ କାହାଣୀ । ଭତ୍ତା ଟଙ୍କା ପାଇବା ପାଇଁ ଦହଗଞ୍ଜ ହେଲେ ହିତାଧିକାରୀ

କନକ ବ୍ୟୁରୋ: ଭତ୍ତା ଟଙ୍କା ପାଇଁ କିପରି ବୃଦ୍ଧ ବୃଦ୍ଧାଙ୍କ ଜୀବନ ବାଜିରେ ଲାଗୁଛି, ତାହାର ଚିତ୍ର ଏବେ ସାମ୍ନାକୁ ଆସିଛି । ଗତ ଦୁଇଦିନ ତଳେ ନବରଙ୍ଗପୁରର ବୃଦ୍ଧା ସୂର୍ଯ୍ୟ ହରିଜନ କିଭଳି ଭତ୍ତା ଟଙ୍କା ପାଇଁ ସଂଘର୍ଷ କରୁଛନ୍ତି, ତାହାର ଚିତ୍ର ସାମ୍ନାକୁ ଆସିଥିଲା । ଏବେ ସେହିପରି…
Read More...

ଧରାପଡ଼ିଲା ପଳାତକ ଅମ୍ରିତପାଲ ସିଂ । ୩୬ ଦିନର ଲୁଚକାଳି ଖେଳ ପରେ ମୋଗା ଅଞ୍ଚଳରୁ ଗିରଫ କଲା ପଞ୍ଜାବ ପୋଲିସ ।

କନକ ବ୍ୟୁରୋ: ପଳାତକ ଖଲିସ୍ତାନୀ ନେତା ଅମ୍ରିତପାଲ ସିଂ ଶେଷରେ ଧରାପଡିଛି । ଆତ୍ମସମର୍ପଣ କରିବା ପରେ ଅମୃତପାଲଙ୍କୁ ଗିରଫ କରାଯାଇଛି । ଗତ ମାର୍ଚ୍ଚ ୧୮ ତାରିଖରୁ ସେ ଫେରାର ଥିଲା । ବିଳମ୍ବିତ ରାତିରେ ପଞ୍ଜାବର ମୋଗା ପୁଲିସ ପାଖରେ ଆତ୍ମସପର୍ମଣ କରିଛି । ପରେ ତାଙ୍କୁ ଗିରଫ କରି ପଚରାଉଚରା…
Read More...

ବଦଳୁଛି ଦୁନିଆ, ବଦଳୁଛି ଜୀବନ ଧାରା । ଖୋର୍ଦ୍ଧା ଗାମୁଛାରେ ପ୍ରସ୍ତୁତ ହେଲା ବ୍ଲେଜର । ଆଗକୁ ଆକାଶରେ ଉଡିବ କାର ।

କନକ ବ୍ୟୁରୋ: ଦକ୍ଷତା ଗଢିବ ଭବିଷ୍ୟତ । ଜି-୨୦ ଶିକ୍ଷା ୱାର୍କିଂ ଗ୍ରୁପ୍ର ପ୍ରଦର୍ଶନୀରେ କିଛି ଏଭଳି ଝଲକ ଦେଖିବାକୁ ମିଳିଛି । ପ୍ରଦର୍ଶନୀରେ ପ୍ରସ୍ତୁତ ହୋଇଛି ଖୋର୍ଦ୍ଧା ଗାମୁଛାରେ ବ୍ଲେଜର । ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା, ଏଆଇ, ଅଟୋମେସନ ଉପରେ ଆରମ୍ଭ ହୋଇଛି କର୍ମାଶାଳା । ଭାରତ ସମେତ…
Read More...

ପାର୍ଲର କରି ଆତ୍ମନିର୍ଭରଶିଳ ହେଉଛନ୍ତି ମହିଳା । ବାର୍ଷିକ ରୋଜଗାର କରୁଛନ୍ତି ଲକ୍ଷାଧିକ ଟଙ୍କା ।

କନକ ବ୍ୟୁରୋ : ପାଦ ଓ ହାତରେ ଚାଲିଛି ମେହେନ୍ଦୀର ତୁଳି । ଜଣେ ଯୁବତୀ ଅନ୍ୟ ଜଣେ ଯୁବତୀଙ୍କୁ ସଜେଇବାରେ ବ୍ୟସ୍ତ ଅଛନ୍ତି । ସୁନ୍ଦର ସୁନ୍ଦର ମେହେନ୍ଦି ଡିଜାଇନରେ ପୁରିଉଠିଛି ମହିଳା ହାତ ଓ ପାଦ । ସେହିପରି ଫେସ ମେକଅପ୍, ସୁନ୍ଦର ହେୟାରଷ୍ଟଇଲ ଓ ବ୍ରାଇଡାଲ ଗେଟଅପ୍ରେ ସଜେଇ ହୋଇଛନ୍ତି ଅନ୍ୟ…
Read More...