ଭୟଙ୍କର ଦୁର୍ଘଟଣା : ଲୁହା ବୋଝେଇ ଟ୍ରକକୁ ପିଟିଲା ଆଉ ଏକ ଟ୍ରଲର; ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ

735

କନକ ବ୍ୟୁରୋ : ଯାଜପୁର ଜାରକାରେ ଭୟଙ୍କର ଦୁର୍ଘଟଣା । ରାସ୍ତାର ଠିଆ ହୋଇଥିବା ଲୁହା ବୋଝେଇ ଟ୍ରକକୁ ପିଟିଛି ଆଉ ଏକ ଟ୍ରଲର୍ । ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ । ଘଟଣାରେ ଡ୍ରାଇଭର ଜକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି  ୧୬ ନମ୍ବର ଜାତୀୟ ରାଜପଥରେ ଘଟିଛି ଏଭଳି ଦୁର୍ଘଟଣା । ଶୂନ୍ୟ ସଡକ ସପ୍ତାହ ପାଳନ ବେଳେ ଘଟିଛି ଏଭଳି ଅଘଟଣ । ସୂଚନା ମୁତବାକ, ଏକ ଲୁହାଛଡ ବୋଝେଇ ଟ୍ରକ ରାସ୍ତା ଉପରେ ଠିଆ ହୋଇଥିବା ବେଳେ ପଛ ପଟୁୁ ଧକ୍କା ଦେଇôଥଲା ଟ୍ରେଲର । ଟ୍ରେଲର କାଚ ଭାଙ୍ଗି ଲୁହା ରଡ ପଶିଯିବା ପରେ ଚାଳକଙ୍କ ମୃତ୍ୟୁ ହୋଇଛି ।