Browsing Category

ନ୍ୟୁଜ୍

ଅଖିମୁଠି ଅନୁକୂଳ କଲେ ମୁଖ୍ୟମନ୍ତ୍ରୀ । ଓୟୁଏଟି କୃଷି ଫାର୍ମରେ ଧରିଲେ ଲଙ୍ଗଳ, ବୁଣିଲେ ଧାନ । ରାଜ୍ୟର ବିଭିନ୍ନ…

କନକ ବ୍ୟୁରୋ: ଆଜି ପବିତ୍ର ଅକ୍ଷୟ ତୃତୀୟାରେ ଚାଷ କାମ ଆରମ୍ଭ ହୋଇଛି । ଅଖିମୁଠି ଅନୁକୂଳ କରି ଚାଷୀ ଏହାର ଶୁଭାରମ୍ଭ କରିଛି ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓୟୁଏଟିର ଶୈକ୍ଷିକ କୃଷି ଫାର୍ମରେ ଭୂମିପୂଜା କରିବା ସହ ଅଖିମୁଠି ଅନୁକୂଳ କରିଛନ୍ତି । ହାତରେ ଲଙ୍ଗଳ ଧରି ଜଗା ବଳିଆ ବଳଦ…
Read More...

ପୁଣି ବିଜେଡିିକୁ ଫେରିବେ କି ତଥାଗତ? ଶଙ୍ଖ ଭବନରେ ଉପସ୍ଥିତି ବଢାଇଲା ଚର୍ଚ୍ଚା । ପଢନ୍ତୁ, କଣ କହିଲେ ତଥାଗତ…

କନକ ବ୍ୟୁରୋ: ଆଜି ଶଙ୍ଖ ଭବନରେ ଏକ ଦୃଶ୍ୟ ଚର୍ଚ୍ଚାର ବିଷୟ ହୋଇଛି । ବିଜେଡିର ନୂଆ ଅଫିସ ଉଦଘାଟନ ବେଳେ ଉପସ୍ଥିତ ଥିଲେ ପୂର୍ବତନ ସାଂସଦ ତଥାଗତ ସତପଥୀ । ତେବେ ଶଙ୍ଖ ଭବନର କାର୍ଯ୍ୟକ୍ରମରେ ତଥାଗତକୁ ଦେଖି ରାଜନୈତିକ ସମୀକ୍ଷକମାନେ ଭିନ୍ନ ପ୍ରକାରର ଅଙ୍କକଷା ଆରମ୍ଭ କରିଛନ୍ତି । ପୁଣି ଥରେ…
Read More...

ନିର୍ବାଚନ ପୂର୍ବରୁ ନବକଳେବର ହେଲା ବିଜେଡି ମୁଖ୍ୟ କାର୍ଯ୍ୟାଳୟ । ଶଙ୍ଖଭବନକୁ ଉଦଘାଟନ କଲେ ନବୀନ । ଜାଣନ୍ତୁ, କଣ…

କନକ ବ୍ୟୁରୋ: ଶାସକ ବିଜେଡି ଠିକଣାର ହୋଇଛି ନବକଳେବର । ଦଳୀୟ ଚିହ୍ନ ସହ ଦଳୀୟ କାର୍ଯ୍ୟାଳୟକୁ ଯୋଡ଼ି ଦେଇ, ନୂଆ ରୂପରେ ଆସିଛି ବିଜୁ ଜନତା ଦଳର କାର୍ଯ୍ୟାଳୟ । ବିଜେଡିର ନୂଆ ରାଜ୍ୟ କାର୍ଯ୍ୟାଳୟ ‘ଶଙ୍ଖ ଭବନ’କୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ୩ ମହଲା ବିଶିଷ୍ଟ…
Read More...

ପୁଣି ହାତୀ ଆତଙ୍କ । ଆଠଗଡ ବନଖଣ୍ଡ ଅଞ୍ଚଳରେ କିଛି ଦିନ ଧରି ଆତଙ୍କ ଖେଳାଉଛନ୍ତି ହାତୀ ପଲ

କନକ ବ୍ୟୁରୋ: କିଛି ଦିନର ବ୍ୟବଧାନ ପରେ ପୁଣି ହାତୀ ଆତଙ୍କ । ଗାଁ ଭିତରେ ପଶି ହାତୀ ଆତଙ୍କ ଖେଳାଇଛନ୍ତି । ରାତିରେ ଗାଁ ଭିତରେ ପଶି ଘର ଦ୍ୱାର ଭାଙ୍ଗିବା ସହ ଏକର ଏକର ଫସଲ ନଷ୍ଟ କରିପକାଇଛନ୍ତି । ଆଠଗଡ ବନଖ୍ରଡରେ ଏହି ବଣୁଆ ହାତୀ କେବଳ ରାତିରେ ନୁହେଁ ଦିନ ଦିପହରରେ ରାସ୍ତା ଉପରେ…
Read More...

ବୟସର ଅପରାହ୍ନରେ ବାଣ୍ଟୁଛନ୍ତି ଖବର । ଖାଲି ପାଦରେ ସାଇକେଲରେ ଖବର କାଗଜ ବିତରଣ କରିବା ପାଲଟିଛି ବସନ୍ତଙ୍କ ପାଇଁ ନିଶା…

କନକ ବ୍ୟୁରୋ: ବିରଳ ବସନ୍ତ । ବୟସର ଅପରାହ୍ନରେ ବି ଦବିନାହିଁ ବିଶ୍ୱାସର ମେରୁଦଣ୍ଡ । ଷାଠିଏ ବର୍ଷ ଧରି ଖରା ବର୍ଷାରେ ବିତରଣ କରୁଛନ୍ତି ଖବର କାଗଜ । ଆମେ କହୁଛୁ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କୋତପୁର ଗାଁର ବସନ୍ତ ବାରିକଙ୍କ କଥା । ଧର୍ମଶାଳା ବ୍ଲକ କୋତପୁର ଗାଁର ବସନ୍ତ ବାରିକ ।…
Read More...

ପିଚୁ ରାସ୍ତାରେ ଉଠିଛି ଘାସ । କାମ ହେବାର ମାସକ ପରେ ମାଲକାନଗିରି ବଣ୍ଡାଘାଟିରୁ ରାସ୍ତା ସାରା ସବୁଜ ଘାସ ଭର୍ତି ।

କନକ ବ୍ୟୁରୋ: ପିଚୁ ରାସ୍ତାରେ ଉଠିଛି ଘାସ । ରାସ୍ତା ନିର୍ମାଣର ମାସେ ବିତିନି ହେଲେ ରାସ୍ତା ଉପରେ ଘାସ ଉଠିଗଲାଣି । ଖରା ଦିନରେ ରାସ୍ତା ଉପରେ ସବୁଜ ଘାସ ଦେଖିଲେ ସ୍ପଷ୍ଟ ଅନୁମାନ କରିହୁଏ ରାସ୍ତା କାମ କିଭଳି ଚାଲିଛି । ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ବଣ୍ଡାଘାଟିରୁ ଆସିଛି ଏଭଳି ଖବର…
Read More...

ପାଦ୍ରୀଙ୍କୁ ବିଶ୍ୱାସ କରିବା ପଡିଲା ମହଙ୍ଗା । ସ୍ୱର୍ଗପ୍ରାପ୍ତି ପାଇଁ ଉପବାସ କରି ୨୯ ମୃତ

କନକ ବ୍ୟୁରୋ : ଆଫ୍ରିକୀୟ ଦେଶ କେନିୟାରେ ଦେଖିବାକୁ ମିଳିଛି ଏକ ଅଜବ ଘଟଣା । ଇସାଇ ପାଦ୍ରୀଙ୍କ କଥାକୁ ବିଶ୍ୱାସ କରି ଉପବାସ କରିବା ଫଳରେ ୨୯ଜଣଙ୍କର ମୃତ୍ୟୁ ହୋଇଛି । ପାଦ୍ରୀ ଜଣଙ୍କ ଏହି ଲୋକମାନଙ୍କୁ ଉପଦେଶ ଦେଇଥିଲେ କି ଯଦି ସେମାନେ ଉପବାସ କରିବା ସହ ଆତ୍ମହତ୍ୟା କରନ୍ତି ତେବେ…
Read More...

ବିଜେବି କଲେଜ କ୍ୟାମ୍ପସରେ ଛାତ୍ରଙ୍କୁ ଅଣଛାତ୍ର ମାଡ଼ ମାରିବା ଘଟଣା । ୪ ଅଣଛାତ୍ରଙ୍କୁ ଗିରଫ କଲା ପୁଲିସ

କନକ ବ୍ୟୁରୋ: ଭୁବନେଶ୍ୱର ବିଜେବି କଲେଜ୍ ଗଣ୍ଡଗୋଳ ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ପୁଲିସ୍ । ଛାତ୍ର ଓ ଅଣଛାତ୍ର ମାରପିଟ୍ ଘଟଣାରେ ୪ ଜଣ ଅଣଛାତ୍ରଙ୍କୁ ଗିରଫ କରିଛି ଭୁବନେଶ୍ୱର ବଡ଼ଗଡ଼ ଥାନା ପୁଲିସ । ସେହିପରି ଗଣ୍ଡଗୋଳ ସମୟରେ ବ୍ୟବହାର ହୋଇଥିବା ଛୁରୀ, ବାଇକ ଓ ଷ୍ଟମ୍ପ ଜବତ କରାଯାଇଛି ।…
Read More...

ବିରାଟ, ସଚିନଙ୍କ ଟ୍ୱିଟର ଆକାଉଣ୍ଟରେ ପୁଣି ଦିଶିଲା ବ୍ଲୁ-ଟିକ୍ । କିଛି ଦିନ ତଳେ କମ୍ପାନୀ ହଟେଇ ଦେଇଥିଲା ବ୍ଲୁ-ଟିକ୍…

କନକ ବ୍ୟୁରୋ: ଟ୍ୱିଟର୍ ବ୍ଲୁ-ଟିକକୁ ନେଇ ଏବେ ସବୁଠି ଚର୍ଚ୍ଚା । କିଛି ଦିନ ତଳେ ଟ୍ୱିଟର୍ କମ୍ପାନୀ ବିଶ୍ୱର ଅନେକ ଚର୍ଚ୍ଚିତ ଚେହେରାଙ୍କ ଟ୍ୱିଟର ଆକାଉଣ୍ଟରୁ ବ୍ଲୁ-ଟିକ୍ ଛଡେଇ ନେଇଥିଲା । ଏମିତି କି ରାହୁଲ ଗାନ୍ଧୀ, ବିରାଟ କୋହଲି, ସଚିନ ତେନ୍ଦୁଲକରଙ୍କ ସହିତ ଶାହାରୁଖ ଖାନ୍ ଓ ସଲମାନ୍…
Read More...

ସାନ ସିନା ଦାନ ତା ମହାନ୍ । ୮ଟି ଅଙ୍ଗଦାନ କଲା ୯ ବର୍ଷର କୁନି ବାଳକ । ବଞ୍ଚିଗଲା ଦୁଇଟି ମୂଲ୍ୟବାନ ଜୀବନ ।

କନକ ବ୍ୟୁରୋ: କୁହାଯାଏ ଅଙ୍ଗଦାନ ମହାପୂର୍ଣ୍ଣ, ଅଙ୍ଗଦାନ କଲେ ମହାପୂର୍ଣ୍ଣ ଅର୍ଜନ ହୁଏ । ତେବେ କେବଳ ବଡ ଲୋକ ନୁହଁନ୍ତି, ବେଳେବେଳେ ଛୋଟ ପିଲାଙ୍କର ଦାନ ବି ଏତେ ବଡ ଥାଏ ଯେ, ତାକୁ କଳ୍ପନା କରିବା ବି ବଡ ମୁସ୍କିଲ ହୋଇପଡେ । ଏଇ ଯେମିତି ସାନ ହେଲେ ବି ଏକ ମହାନ୍ ଦାନ କରିଛନ୍ତି ଜଣେ ୯…
Read More...