Browsing Category

ନ୍ୟୁଜ୍

ଅନଲାଇନ୍ ଫୁଡ୍ ଡେଲିଭରୀ ଏବେ ହେବ ମହଙ୍ଗା । ଗ୍ରାହକଙ୍କଠାରୁ ୨ ଟଙ୍କା ଡେଲିଭରୀ ଚାର୍ଜ ନେବ ସ୍ୱିଗି ।

କନକ ବ୍ୟୁରୋ: ଆପଣ ଯଦି ଅନଲାଇନ୍ ଯୋଗେ ଖାଦ୍ୟ ଅର୍ଡର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଆସିଛି ଖରାପ ଖବର । ଏଣିକି ଅନଲାଇନ୍ ଯୋଗେ ଫୁଡ୍ ଅର୍ଡର କଲେ, ଆପଣଙ୍କୁ ଗଣିବାକୁ ପଡିବ ଅଧିକ ଟଙ୍କା । ଅନଲାଇନ୍ ଫୁଡ୍ ଡେଲିଭରୀ କମ୍ପାନୀ ସ୍ୱିଗି ପ୍ରତି ଅର୍ଡର ପିଛା ଗ୍ରାହକଙ୍କଠାରୁ ନେବ ୨ ଟଙ୍କା ।…
Read More...

୧ ଟଙ୍କା ଦିଅନ୍ତୁ ଚାକିରି ପାଆନ୍ତୁ । ମୁମ୍ବାଇର ଯୁବକ ଆଣିଲେ ଗରୀବ , ମଧ୍ୟବିତ୍ତ, ସ୍ୱଳ୍ପ ଶିକ୍ଷିତଙ୍କ ପାଇଁ ନୂଆ…

କନକ ବ୍ୟୁରୋ: ଦେଶର ଏକ ବୃହତ ଜନସଂଖ୍ୟା ଚାକିରି ସନ୍ଧାନରେ । ସେଣ୍ଟର ଫର୍ ମନିଟରିଙ୍ଗ ଇଣ୍ଡିଆନ୍ ଇକୋନୋମି ବା (ସିଏମଆଇଇ) ଦିନକ ପୂର୍ବରୁ ଜାରି କରୁଥିବା ଏକ ରିପୋର୍ଟ ମୁତାବକ, ୨୦୨୧ ଡିସେମ୍ବର ସୁଦ୍ଧା ଭାରତରେ ୫.୩ କୋଟି ଲୋକ ବେରୋଜଗାର ଥିଲେ । ଏଥିରୁ ମହିଳାଙ୍କ ସଂଖ୍ୟା ଥିଲା ୧.୭ କୋଟି…
Read More...

ଭାରତରେ ଗାଈର କ୍ଷୀର ଠାରୁ କାହିଁକି ୧୦୦ ଗୁଣ ଅଧିକ ଦାମରେ ବିକ୍ରି ହେଉଛି ଗଧର କ୍ଷୀର, ଜାଣନ୍ତୁ କଣ ରହିଛି ଉପକାରିତା

କନକ ବ୍ୟୁରୋ : ଦେଶରେ କୃଷକମାନଙ୍କର ରୋଜଗାର ବୃଦ୍ଧି କରିବାକୁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । କେନ୍ଦ୍ରସରକାରଙ୍କ ଠାରୁ ରାଜ୍ୟ ସରକାର ପର୍ଯ୍ୟନ୍ତ କୃଷକଙ୍କୁ ଉନ୍ନତମାନର ବିହନ ଓ ଯନ୍ତ୍ରପାତି ଉପରେ ରିହାତି ପ୍ରଦାନ କରୁଛନ୍ତି । ଏହାସହ କୃଷକମାନେ ବି ନିଜ ତରଫରୁ ନୂଆ…
Read More...

ମୋଦୀଙ୍କ ‘ମନ୍ କି ବାତ୍’ର ୧୦୦ତମ ଏପିସୋଡରେ ଓଡିଶାର ଡି, ପ୍ରକାଶ ରାଓଙ୍କ ପ୍ରଶଂସା । ବିଦେଶରେ ଶୁଭିଲା ଭାରତର ଗାରିମା

କନକ ବ୍ୟୁରୋ: ସାରା ବିଶ୍ୱ ଶୁଣିଲା ମୋଦୀଙ୍କ ମନ କୀ ବାତ୍ । ୧୦୦ତମ ଏପିସୋଡକୁ ନ୍ୟୁୟର୍କ, ଲଣ୍ଡନ ସମେତ ବିଭିନ୍ନ ଦେଶରେ ପ୍ରସାରଣ କରାଯାଇଛି । ଦେଶବାସୀଙ୍କ ଆଜି ସମ୍ବୋଧନ କରି ମୋଦୀ କହିଛନ୍ତି, ମନ କୀ ବାତ କାର୍ଯ୍ୟକ୍ରମ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି । ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା…
Read More...

ପୁଅର ମୃତ୍ୟୁ ଖବର ଶୁଣି ଚାଲିଗଲା ବାପାଙ୍କ ପ୍ରାଣବାୟୁ । ଶଶ୍ମାନରେ ଏକାଠି ଜଳିଲା ଶବ

କନକ ବ୍ୟୁରୋ : ପୁଅର ମୃତ୍ୟୁ ଖବର ଶୁଣି ଚାଲିଗଲା ବାପାଙ୍କ ଜୀବନ । ଅସୁସ୍ଥ ବାପାଙ୍କୁ ଚିକିତ୍ସା କରିବା ପାଇଁ ହସ୍ପିଟାଲ ଯାଇଥିବା ବେଳେ ଅଚାନକ ଅସୁସ୍ଥ ହୋଇ ଚାଲିଯାଇଥିଲା ପୁଅର ଜୀବନ । ଆଉ ଏହି ଖବର ଶୁଣିଲା ପରେ ବାପାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସୋନପୁର ତରଭା ମାଲିପଡ଼ାରୁ ଆସିଛି…
Read More...

କେନ୍ଦ୍ରାପଡା ସାତଭାୟା ବଗପାଟିଆ ଥଇଥାନ କଲୋନୀ ହେବ ଆଦର୍ଶ କଲୋନୀ । ୨୨ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ।…

କନକ ବ୍ୟୁରୋ: ସାତଭାୟା ବଗପାଟିଆ ଥଇଥାନ କଲୋନୀ ହେବ ଆଦର୍ଶ କଲୋନୀ । ୫-ଟି ସଚିବ ଭି କେ ପାଣ୍ଡିଆନଙ୍କ ଗସ୍ତର ଚବିଶ ଘଣ୍ଟା ମଧ୍ୟରେ ମଞ୍ଜୁର ହେଲା ବାଇଶ କୋଟି ଟଙ୍କା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଗତ ୨୭ ଓ ୨୮ ତାରିଖ ଦୁଇ ଦିନ ଧରି ୫-ଟି ସଚିବ ଭିକେ ପାଣ୍ଡିଆନ୍…
Read More...

ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଓଡ଼ିଶାର ଆଭିମୁଖ୍ୟ ନେଇ ଛତିଶଗଡ଼ର ଆପତି । ପ୍ରେସ ରିଲିଜ୍ ଜରିଆରେ ମୁଖ୍ୟ ଯନ୍ତ୍ରୀ…

କନକ ବ୍ୟୁରୋ : ଓଡ଼ିଶାର ଦାବି ଉପରେ ଛତିଶଗଡ଼ର ଆପତି । ମହାନଦୀ ଜଳ ବିବାଦ ନେଇ ଓଡ଼ିଶାକୁ କାଉଣ୍ଟର କରିଛି ଛତିଶଗଡ଼ । ଓଡ଼ିଶା ଗଣମାଧ୍ୟମରେ ପ୍ରକାଶିତ କିଛି ଖବରକୁ ଦୃଢ ଭାବେ ଖଣ୍ଡନ କରିଛି ଛତିଶଗଡ଼ । ଓଡ଼ିଶାର ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ମନ୍ତବ୍ୟକୁ କଡ଼ା ନିନ୍ଦା କରିଛି ପଡୋଶୀ…
Read More...

ଦୁନିଆର ସବୁଠାରୁ କଠୋର ଏକଛତ୍ରବାଦ ଶାସକ ଥିଲେ ହିଟଲର, ଜାଣନ୍ତୁ ବିବାହ ପରଦିନ ସ୍ତ୍ରୀଙ୍କ ସହ କାହିଁକି କରିଥିଲେ…

କନକ ବ୍ୟୁରୋ : ଆଡଲଫ୍ ହିଟଲର ଜଣେ ଅଷ୍ଟ୍ରିଆ ବଂଶୋଦ୍ଭବ ଭାବେ ଜର୍ମାନର ରାଜନେତା ଥିଲେ । ଯିଏ କି, ୧୯୩୩ ରୁ ୧୯୪୫ ପର୍ଯ୍ୟନ୍ତ ଜର୍ମାନବାସୀଙ୍କ ଉପରେ ଏକଛତ୍ରବାଦ ଶାସନ ଚଳାଇଥିଲେ । ସେ ନାଜି ପାର୍ଟିର ନେତା ଭାବେ କ୍ଷମତାକୁ ଆସିଥିଲେ । ହେଲେ ହିଟଲର ୧୯୪୫ ଏପ୍ରିଲ ୩୦ ତାରିଖରେ ନବବିବାହିତ…
Read More...

ପୁଟିନଙ୍କ ବିରୋଧରେ ହୋଇପାରେ ସୈନ୍ୟ ବିଦ୍ରୋହ, ଋଷ କମାଣ୍ଡର ଦେଲେ ଚେତାବନୀ

କନକ ବ୍ୟୁରୋ : ଋଷ ସେନାର କମାଣ୍ଡର ଇଗୋର ଗିରକିନ୍ ଚେତବାନୀ ଦେଇଛନ୍ତି କି ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ବିରୋଧରେ ସୈନ୍ୟ ବିଦ୍ରୋହ ଆରମ୍ଭ ହୋଇପାରେ ଓ ଏହା ବେଗନର ଗ୍ରୁପ କରିପାରେ ବୋଲି ସେ ଚେତାବନୀ ଦେଇଛନ୍ତି । ଋଷର ଘରୋଇ ସେନା ବେଗନର ଗ୍ରୁପର ମୁଖ୍ୟ ୟେବେଗେନୀ ପ୍ରିଗୋଝିନ…
Read More...

ଆପଣ ବି ଭୁଲିଯିବେ ବନ୍ଦେ ଭାରତ ଟ୍ରେନ୍, ଯେବେ ଟ୍ରାକରେ ଗଡିବ ହାଇଡ୍ରୋଜେନ୍ ଟ୍ରେନ୍ । ଜାଣନ୍ତୁ, ଏହି ଟ୍ରେନର ଖାସ୍…

କନକ ବ୍ୟୁରୋ: ଭାରତୀୟ ରେଳ ଏବେ ଦିନକୁ ଦିନ ଉନ୍ନତି ଏବଂ ବିକାଶ ଆଡକୁ ପାଦ ବଢାଉଛି । ଦେଶର ବିଭିନ୍ନ ଅଞ୍ଚଳରେ ଏବେ ବନ୍ଦେ ଭାରତ ଟ୍ରେନ୍ ଚାଲୁଥିବାବେଳେ, ଏହି ଟ୍ରେନକୁ ନେଇ ମଧ୍ୟ ଅନେକ ଚର୍ଚ୍ଚା ଲାଗି ରହିଛି । ହେଲେ ଚଳିତ ବର୍ଷ ଶେଷ ସୁଦ୍ଧା ଦେଶରେ ଏମିତି କିଛି ଟ୍ରେନ୍ ଚାଲିବାକୁ…
Read More...