Browsing Category

ନ୍ୟୁଜ୍

ଚକ୍ ଖଡିରେ ଚିତ୍ର କରି ଚର୍ଚ୍ଚାରେ ଛାତ୍ର : ମନ୍ କି ବାତରେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

କନକ ବ୍ୟୁରୋ : ଚକ୍ ଖଡିରେ ଚିତ୍ର କରି ଚର୍ଚ୍ଚାରେ ଛାତ୍ର । ଖଡିରେ ମୋଦୀଙ୍କ ପ୍ରତିକୃତି କରି ଚର୍ଚ୍ଚା ସାଉଁଟିଛନ୍ତି ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟ ଛାତ୍ର କେ.ବିଜୟ ରେଡ୍ଡୀ । ଚକ୍ ଖଡିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ପ୍ରତିକୃତି ତିଆରି କରିଛନ୍ତି ବିଜୟ । ଯାହାକୁ…
Read More...

ବିବାହ ରଦ୍ଦ କରିପାରିବେ ସୁପ୍ରିମ କୋର୍ଟ । ୫ ଜଣିଆ ଖଣ୍ଡପୀଠଙ୍କ ବଡ ନିଷ୍ପତ୍ତି

କନକ ବ୍ୟୁରୋ: ଛାଡପତ୍ରକୁ ନେଇ ସୁପ୍ରିମ କୋର୍ଟ ଶୁଣାଇଛନ୍ତି ବଡ ନିଷ୍ପତ୍ତି । ସୁପ୍ରିମ କୋର୍ଟର ସମ୍ବିଧାନ ପୀଠ କହିଛନ୍ତି ଯେ, ଯେଉଁଠି ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ସୁଧୁରିବାର କୌଣସି ସମ୍ଭାବନା ନଥିବ ସେଭଳି କ୍ଷେତ୍ରରେ ସୁପ୍ରିମକୋର୍ଟ ବିବାହ ରଦ୍ଦ ପୂର୍ବକ ଛାଡପତ୍ରକୁ ମଞ୍ୁରୀ…
Read More...

ଘାଟିରେ ଦୁର୍ଘଟଣା : ବୋଲେରୋ ଓ ମିନି ଟ୍ରକ ମଧ୍ୟରେ ଧକ୍କା; ୪ ଛୋଟ ଛୁଆଙ୍କ ସମେତ ୧୦ ଯାତ୍ରୀ ଗୁରୁତର

କନକ ବ୍ୟୁରୋ : କଳାହାଣ୍ଡି କୋକସରା ଆମପାଣି ଘାଟିରେ ଦୁର୍ଘଟଣା । ବୋଲେରୋ-ମିନି ଟ୍ରକ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ୧୨ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଗୁରୁତର କୋକସରା ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତରଙ୍କ ମଧ୍ୟରେ ୪ ଜଣ ଶିଶୁ ଥିବା ସୂଚନା ରହିଛି ।…
Read More...

ବଡବିଲରେ ବିଚ୍ ରାସ୍ତାରେ ଗୁଳିକାଣ୍ଡ : ଘଟଣାସ୍ଥଳରେ ଟଳି ପଡିଲେ ସୁନୀଲ ସିହ୍ନା; ପୁଲିସର ତଦନ୍ତ ଆରମ୍ଭ

କନକ ବ୍ୟୁରୋ : ବିଚ୍ ରାସ୍ତାରେ ଗୁଳିକାଣ୍ଡ । ବଡବିଲ ଅଞ୍ଚଳରେ ସକାଳୁ ସକାଳୁ ଦୁର୍ବୃତ୍ତଙ୍କ ଗୁଳିମାଡରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ସୁନୀଲ ସିହ୍ନା ବୋଲି ଜଣାପଡିଛି । ସୁନୀଲ ବଡବିଲ ପୌରାଧ୍ୟକ୍ଷ ଲାଲଟୁ ମହାନ୍ତଙ୍କ ନିକଟତର ଲୋକ ବୋଲି ଜଣାପଡିଛି । ଘରକୁ ଫେରୁଥିବା ବେଳେ ତାଙ୍କୁ…
Read More...

ପାଖେଇ ଆସୁଛି ଭୋଟ୍ ତାରିଖ : ପ୍ରଚାରରେ ଜମୁଛି ଝାରସୁଗୁଡା; ଲୋକଙ୍କ ସହ ମିଶି ନାଚିଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ

କନକ ବ୍ୟୁରୋ : ପାଖେଇ ଆସୁଛି ଝାରସୁଗୁଡ଼ା ଉପନିର୍ବାଚନ । ନିର୍ବାଚନୀ କ୍ୟାମ୍ପେନରେ କମ୍ପୁଛି ଝାରସୁଗୁଡ଼ା । ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ଜୋରଦାର ପ୍ରଚାର କରାଯାଉଛି । ବିଜେଡି ପ୍ରାର୍ଥୀ ଦିପାଳୀ ଦାସ ଭୋଟ୍ ହାତେଇବାକୁ ଲୋକଙ୍କ ପାଖରେ ପହଞ୍ଚୁଛନ୍ତି ।…
Read More...

ଆକ୍ରମଣ ପାଇଁ ୧୪ ମେସେଞ୍ଜର ଆପର ସାହାଯ୍ୟ ନେଉଥିଲେ ଆତଙ୍କବାଦୀ । ବ୍ଳକ କଲେ ସରକାର ।

କନକ ବ୍ୟୁରୋ: ଆତଙ୍କବାଦୀଙ୍କ ବିରୋଧରେ କେନ୍ଦ୍ର ସରକାର ନେଇଛନ୍ତି ବଡ ପଦକ୍ଷେପ । ଷଡଯନ୍ତ୍ର ଓ ଆକ୍ରମଣ ପାଇଁ ଆତଙ୍କବାଦୀଙ୍କୁ ସାହାଯ୍ୟ କରୁଥିବା ୧୪ଟି ମେସେଜ୍ ଅପ୍ଲିକେସନକୁ ବ୍ଳକ କରିଛି କେନ୍ଦ୍ର । ଏହି ଆପ୍ ଗୁଡିକ ମାଧ୍ୟମରେ ଆତଙ୍କବାଦୀମାନେ ଘାଟିରେ ଥାଇ ସେମାନଙ୍କ ଲିଡରଙ୍କ ପାଖକୁ…
Read More...

ଓଡ଼ିଶାରେ ଆରମ୍ଭ ହେଲା ଓବିସି ସର୍ଭେ । ଜାଣନ୍ତୁ ଉଭୟ ଅନଲାଇନ ଓ ଅଫଲାଇନରେ କେମିତି ହେବେ ସାମିଲ ।

କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହୋଇଛି ଓବିସି ସର୍ଭେ । ସାରା ରାଜ୍ୟରେ ଏହି ସର୍ଭେ ଚାଲିଛି । ଭୁବନେଶ୍ୱରର ୭୦ ସ୍କୁଲର ୧୦୧ଟି ସେଣ୍ଟରରେ ଏହି ସର୍ଭେ କରାଯାଉଛି । ଭୋଟର ଆଇକାର୍ଡରୁ ନେଇ ପାସପୋର୍ଟ, ପ୍ୟାନ କାର୍ଡ ଓ ଆଧାର କାର୍ଡ ଯେକୌଣସି ଗୋଟିଏ ପ୍ରମାଣ ପତ୍ର ଦେଇ ସର୍ଭେରେ ନିଜକୁ ସାମିଲ…
Read More...

ଠକ କୈଫ୍ ଖାନ୍ ବିରୋଧରେ ଆଉ ଏକ ମାମଲା : ପାରିବାରିକ ଅଶାନ୍ତିରୁ ମୁକ୍ତି ଦେବାକୁ କହି ୧୦ ଲକ୍ଷ ଠକେଇ ଅଭିଯୋଗ

କନକ ବ୍ୟୁରୋ : ଲମ୍ବି ଚାଲିଛି କଟକର ଠକ ତାନ୍ତ୍ରିକ ମୌଲାନା କୈଫ ଖାଁଙ୍କ ବିରୋଧରେ ଅଭିଯୋଗ । କୈଫ ଖାଁଙ୍କ ବିରୋଧରେ ଆଉ ଏକ ଅଭିଯୋଗ ସାମ୍ନାକୁ ଆସିଛି । ପାରିବାରିକ ଅଶାନ୍ତିରୁ ମୁକ୍ତି ଦେବାକୁ କହି ୧୦ ଲକ୍ଷ ଟଙ୍କା ଲୁଟ୍ କରିଥିବା ଆଉ ଜଣେ ମହିଳା ଅଭିଯୋଗ କରିଛନ୍ତି । ମାଟି ତଳୁ ନକଲି…
Read More...

ଆକାଶରେ କଳା ବାଦଲ ଘୋଟିଲା, ରାଜ୍ୟରେ ତାତି କମିଲା । ୫ ତାରିଖ ଯାଏଁ ରହିବ ଏଭଳି ମେଘୁଆ ପାଗ ।

କନକ ବ୍ୟୁରୋ : ବଦଳିଲା ପାଗର ମିଜାଜ । ସାରା ରାଜ୍ୟରେ ମେଘୁଆ ପାଗ । ଏସବୁ ଭିତରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଲାଗି ରହିଛି ବର୍ଷା । କୋରାପୁଟରେ ମଧ୍ୟ ବର୍ଷା ହେଉଛି । ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ଆକଳନ କରାଯାଇଛି । ବିଶେଷକରି ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା…
Read More...

ଦିଲ୍ଲୀରେ ଜଣେ ବ୍ୟକ୍ତିଙ୍କୁ କାର୍ ବୋନଟରେ ଝୁଲାଇ ୩ କିଲୋମିଟର ଟାଣିନେଲା ଅଭିଯୁକ୍ତ । ପୁରା ନିଶାରେ ଥିଲେ ଚାଳକ,…

କନକ ବ୍ୟୁରୋ: ଦିଲ୍ଲୀର ଆଶ୍ରମ ଚୌକ୍ ନିଜାମୁଦ୍ଦିନ୍ ଦରଗାହରେ ରାତିରେ ଅଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି । ଘଟଣା ପାଖାପାଖି ରାତି ୧୧ଟାର । ଜଣେ ବ୍ୟକ୍ତି କାର୍ ବୋନଟ୍ରେ ଝୁଲି ରହିଥିଲେ । ଏଭଳି ସ୍ଥିତିରେ କାର ଚାଳକ ତାଙ୍କୁ ୩କିଲୋମିଟର ବାଟ ଟାଣିନେଇଥିବା ଦେଖିବାକୁ ମିଳିଥିଲା । ଏହା…
Read More...