Browsing Category

ନ୍ୟୁଜ୍

କିନ୍ନରଙ୍କ ପାଇଁ ରୋଲ ମଡେଲ ପାଲଟିଲେ ସଲମା । ସର୍ବଭାରତୀୟ ଆଡଭୋକେଟ୍ ପରୀକ୍ଷାରେ ରାଜ୍ୟର ପ୍ରଥମ କିନ୍ନର ଆଇନଜୀବୀ…

କନକ ବ୍ୟୁରୋ : ପୁଣି ଚମକିଲେ କିନ୍ନର ସଲମା । ସର୍ବଭାରତୀୟ ଆଡଭୋକେଟ୍ ପରୀକ୍ଷାରେ ରାଜ୍ୟର ପ୍ରଥମ କିନ୍ନର ଆଇନଜୀବୀ ଭାବେ କୃତକାର୍ଯ୍ୟ ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ରୋଏଡା ଗ୍ରାମର କିନ୍ନର ସଲମା ଆଇନଜୀବୀ ଭାବେ ବାର କାଉନସିଲରୁ ଲାଇସେନ୍ସ ହାସଲ କରିଥିଲେ । ଏହାପରେ…
Read More...

କେମିତି ଅଫ୍ ସ୍ପିନରରୁ ବିଶ୍ୱର ନମ୍ବର ୱାନ୍ ବ୍ୟାଟ୍ସମ୍ୟାନ୍ ହେଲେ ହିଟ୍ ମ୍ୟାନ୍ ରୋହିତ ଶର୍ମା ? ଜନ୍ମଦିନରେ…

କନକ ବ୍ୟୁରୋ: କିଏ କୁହେ ହିଟ ମ୍ୟାନ୍ ତ କିଏ କୁହେ ସୁପରହିଟ୍ ଶର୍ମା । କାରଣ ତାଙ୍କ ଖେଳ ସମସ୍ତଙ୍କୁ ମନୋରଞ୍ଜନ ଦେଇଥାଏ । ତାଙ୍କ ବ୍ୟାଟରୁ ଦେଖିବାକୁ ମିଳିଥାଏ ବଡ ବଡ ଛକା, ଚୌକା । ତାଙ୍କ ବ୍ୟାଟ ଚାଲିଲେ ବୋଲର ନିଜ ଲୟ ହରାଇଥାନ୍ତି । ଆଉ ତାଙ୍କୁ ଆଉଟ କରିବାକୁ ରଚିଥାନ୍ତି ସ୍ୱତନ୍ତ୍ର…
Read More...

ପଞ୍ଜାବ ଲୁଧିଆନାରେ ବିଷାକ୍ତ ଗ୍ୟାସ୍ ଲିକ୍, ୧୧ ଜଣଙ୍କର ମୃତ୍ୟୁ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଗ୍ୟାସ୍…

କନକ ବ୍ୟୁରୋ : ପଞ୍ଜାବର ଲୁଧିଆନାରେ ବିଷାକ୍ତ ଗ୍ୟାସ୍ ଲିକ୍ ଘଟଣାରେ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି । ସେହିଭଳି ଏହି ଘଟଣାରେ ଅନେକ ଲୋକ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ସେମାନଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହେଉଛି । ଅନେକ ଲୋକ ବିଷାକ୍ତ ଗ୍ୟାସ୍…
Read More...

ଭିଆଇପି ଓ ଭିଭିଆଇପି କାଟାଗୋରୀ ମଧ୍ୟରେ କଣ ରହିଛି ଫରକ । କେଉଁ ଆଧାରରେ ମିଳିଥାଏ ଭିଆଇପି ଓ ଭିଭିଆଇପି କାଟାଗୋରୀ

କନକ ବ୍ୟୁରୋ : ଛୋଟବେଳୁ ଆପଣ ଏମିତି ଏକ ଶବ୍ଦ ନିଶ୍ଚୟ ଶୁଣିଥିବେ ଯେଉଁଥିପାଇଁ ସମ୍ମାନ କିମ୍ବା ଗର୍ବ ଅନୁଭବ ହେବା ସହ ସେପରି ବଞ୍ଚିବାକୁ ଇଚ୍ଛା ମଧ୍ୟ ହୋଇଥାଏ । ସମାଜରେ ଏଥିପାଇଁ ମିଳିଥାଏ ଅନେକ ସମ୍ମାନ । ଏବଂ ମୌଳିକ ସ୍ତରରେ ଅନେକ ସୁବିଧା ସୁଯୋଗ ମିଳିଥାଏ । ସେହି ଶବ୍ଦଟି ହେଉଛି VIP…
Read More...

ନ୍ୟୁୟର୍କରୁ ଲଣ୍ଡନ, ସବୁଠି ପହଞ୍ଚିଲା ପ୍ରଧାନମନ୍ତ୍ରୀଙ୍କ ବାର୍ତା । ‘ମନ୍ କୀ ବାତ୍’ରେ ମୋଦି କହିଲେ, ଜନ ଆନ୍ଦୋଳନରେ…

କନକ ବ୍ୟୁରୋ : ବିଶ୍ୱ ଶୁଣିଲା ମୋଦୀଙ୍କ ମନ କୀ ବାତ୍ । ୧୦୦ତମ ଏପିସୋଡକୁ ନ୍ୟୁୟର୍କ, ଲଣ୍ଡନ ସମେତ ବିଭିନ୍ନ ଦେଶରେ ପ୍ରସାରଣ କରାଯାଇଛି । ଦେଶବାସୀଙ୍କ ଆଜି ସମ୍ବୋଧନ କରି ମୋଦୀ କହିଛନ୍ତି, ମନ କୀ ବାତ କାର୍ଯ୍ୟକ୍ରମ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି । ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ…
Read More...

ସରିଆସୁଛି ବୁଢୀ ଠାକୁରାଣୀ ଯାତ୍ରା । ଯାତ ଦେଖିବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ

କନକ ବ୍ୟୁରୋ : ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୁଢୀ ଠାକୁରାଣୀ ଯାତ୍ରା । ଯେଉଁଥିପାଇଁ ପୁରୁଣା ବ୍ରହ୍ମପୁର ଓ ବଡ ବଜାର ଅଞ୍ଚଳରେ ଲୋକଙ୍କ ଭିଡ ଜମିଛି । ଶହଶହ ବର୍ଷର ପୁରୁଣା ବୁଢି ଠାକୁରାଣୀ ଯାତ୍ରାର ଅନେକ କିମ୍ବଦନ୍ତୀ ଓ ପରମ୍ପରା ରହିଛି । ଏହି ଅବସରରେ ମାଆ ବାପଘରକୁ ଆସିବା ପରେ ନଗର…
Read More...

ଦନ୍ତେୱାଡା ବିସ୍ଫୋରଣ : କୁଖ୍ୟାତ ମାଓନେତା ଜଗଦୀଶ ବିସ୍ଫୋରଣ ଘଟାଇଥିବା ସ୍ପଷ୍ଟ । ହିଡମାର ନିର୍ଦ୍ଦେଶରେ ଯୋଜନାକୁ…

କନକ ବ୍ୟୁରୋ : ଛତିଶଗଡ଼ ଦନ୍ତେୱାଡା ବିସ୍ଫୋରଣ ପଛରେ ମାଓ ନେତା ହିଡମାର ହାତ ଥିବା ସ୍ପଷ୍ଟ ହୋଇଛି । ହିଡମାର ଯୋଜନା ମୁତାବକ ଓ ନିର୍ଦ୍ଦେଶ ଅନୁସାରେ ମାଓ ନେତା ଜଗଦିଶ, ନିଜେ ଘଟଣାସ୍ଥଳରେ ଉପସ୍ଥିତ ରହି ବିସ୍ଫୋରଣ ଘଟାଇଥିବା ସ୍ପଷ୍ଟ ହୋଇଛି । ଅରନପୁର ବିସ୍ଫୋରଣ ଦିନ ଜଗଦିଶ ଏକେ-୪୭ ବନ୍ଧୁକ…
Read More...

ପଞ୍ଜାବର ଲୁଧିଆନାରେ ବଡ଼ ଅଘଟଣ । ଗ୍ୟାସ୍ ଲିକରେ ୯ଜଣଙ୍କ ମୃତ୍ୟୁ, ୧୧ ଜଣ ଗୁରୁତର

କନକ ବ୍ୟୁରୋ : ପଞ୍ଜାବର ଲୁଧିଆନାରେ ବଡ଼ ଅଘଟଣ । ଗ୍ୟାସପୁରାରେ ଗ୍ୟାସ ଲିକ୍ ଯୋଗୁଁ ୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ଜଣ ଗୁରୁତର ହୋଇଛନ୍ତି । ଖବର ପାଇ ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ପୂରା ଅଞ୍ଚଳକୁ ସିଲ୍ କରିଦେଇଛି । ଗୁରୁତରଙ୍କୁ ହସ୍ପିଟାଲ ସ୍ତାନାନ୍ତର କରାଯାଇଛି ।…
Read More...

ମେ’ ୪ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଜନ୍ମମାଟି ରାଇରଙ୍ଗପୁରରେ ସ୍ୱତନ୍ତ୍ର ପ୍ରସ୍ତୁତି

କନକ ବ୍ୟୁରୋ : ସଜେଇ ହେଉଛି ରାଷ୍ଟ୍ରପତିଙ୍କ ଗାଁ । ମେ ୪ରେ ଓଡିଶା ଆସିବେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତିଙ୍କ ଜନ୍ମମାଟି ରାଇରଙ୍ଗପୁରରେ ଆରମ୍ଭ ହୋଇଯାଇଛି ସ୍ୱତନ୍ତ୍ର ପ୍ରସ୍ତୁତି । ନୂଆ ରୂପ ପାଉଛି ଗାଁ । ସେହିପରି…
Read More...

ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା । ଶେଷ ହେଲା ତିନି ରଥର ୪୨ଟି ଗୋଲେଇ ତୁମ୍ବରେ ସୁତା ବାଡିଆ କାର୍ଯ୍ୟ

କନକ ବ୍ୟୁରୋ : ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା । ବର୍ତମାନ ସୁଦ୍ଧା ତିନି ରଥର ୪୨ଟି ଗୋଲେଇ ତୁମ୍ବରେ ସୁତା ବାଡିଆ କାର୍ଯ୍ୟ ଶେଷ ହୋଇଛି । ଗତକାଲି ୯ଟି ଗୋଲେଇ ତୁମ୍ବରେ ସୁତା ବାଡିଆ କାର୍ଯ୍ୟ ତଳି ମହାରଣା ଓ ସୂତାର ମହାରଣାଙ୍କ ଦ୍ୱାରା ଶେଷ କରାଯାଇଛି । ଅନ୍ୟପଟେ ଆଜି…
Read More...