Browsing Category

ନ୍ୟୁଜ୍

ଯାତ୍ରା ଦେଖିବାକୁ ଯାଇଥିଲେ ପୂରା ପରିବାର, ରାତିରେ କଳାକନା ବୁଲାଇ ଦେଲେ ଲୁଟେରା

କନକ ବ୍ୟୁରୋ: ଘରୁ ସମସ୍ତେ ଏକକାଳିନ ବାହାରକୁ ଯାଉଥିଲେ ସାବଧାନ । କେତେବେଳେ ଆପଣଙ୍କ ଘରେ କଳାକନା ବୁଲାଇ ପାରନ୍ତି ଲୁଟେରା । କାରଣ ଏବେ କେନ୍ଦୁଝର ଜିଲ୍ଲାର ନନ୍ଦିପଡା ଥାନା ଅନ୍ତର୍ଗତ ଏକ ଗାଁରେ ସେମିତି ଏକ ଲୁଟ ହୋଇଛି । ଗାଁ ପାଖରେ ଅପେରା ପଡିଛି । ଯାତ୍ରା ଦେଖିବାକୁ ଯାଇଥିଲେ ପରିବାର…
Read More...

ବିବାଦ ଭିତରେ କୋଟିଆରେ ଆଧିପତ୍ୟ ଜାହିର କଲା ଆନ୍ଧ୍ର: ଫଗୁର-ସିନେରି ଓ ଫାଟୁ-ସିନେରିରେ ଦ୍ୱାରେ ଦ୍ୱାରେ ମୋ ସରକାର…

କନକ ବ୍ୟୁରୋ: କୋଟିଆରେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ତେଜିଲା ବିବାଦ । କୋଟିଆର ଫଗୁର ସିନେରି ଓ ଫାଟୁ ସିନେରିରେ ଲୋକଙ୍କୁ ଭେଟି ବିଭିନ୍ନ ଯୋଜନା ବାବଦରେ ଆଲୋଚନା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପି.ରାଜନ ଦୋରା । ଆନ୍ଧ୍ର ସରକାରଙ୍କ ଦ୍ୱାରେ ଦ୍ୱାରେ ମୋ ସରକାର ଯୋଜନାକୁ ଆରମ୍ଭ…
Read More...

ଦୁର୍ଗମ ଅଞ୍ଚଳରେ ପହଞ୍ଚି ପାରିନି ସରକାରଙ୍କ ଆବାସ ଯୋଜନା: ଟିଣ ଓ ପଲିଥିନ ଛପର ଗାଁ ମୋହନାର ଆରୁମପେଟା

କନକ ବ୍ୟୁରୋ: କେହି କଚ୍ଚା ବା ଚାଳ ଛପର ଘରେ ରହିବେ ନାହିଁ । ସମସ୍ତଙ୍କ ମୁଣ୍ଡ ଉପରେ ପକ୍କା ଛାତ ରହିବ । ଧନୀଙ୍କ ଭଳି ଗରିବ ଲୋକ ମଧ୍ୟ କୋଠା ଘରେ ରହିବେ । ଏଥିପାଇଁ ସରକାର ଯୋଜନା କରି ବାହା-ବାହା ନେଉଛନ୍ତି । ହେଲେ ଏବେ ବି ରାଜ୍ୟର ଅନେକ ଗାଁରେ ସରକାରୀ ଯୋଜନାର ସୁଫଳ ପାଉନାହାନ୍ତି…
Read More...

ନବୋଦୟ ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ର ବଣ୍ଟନରେ ବିଭ୍ରାଟ: ଓଡିଆ ଛାତ୍ରଙ୍କୁ ମିଳିଲା ତେଲଗୁ ପ୍ରଶ୍ନପତ୍ର

କନକ ବ୍ୟୁରୋ: ନବଦୋୟ ପ୍ରବେଶିକା ପରୀକ୍ଷାରେ ଦେଖାଦେଇଛି ପ୍ରଶ୍ନପତ୍ର ବିଭ୍ରାଟ । ଓଡିଆ ମାଧ୍ୟମରେ ପରିକ୍ଷା ଦେବାପାଇଁ ଅନଲାଇନରେ ଆବେଦନ କରିଥିବା ଛାତ୍ରଙ୍କୁ ମିଳିଲା ତେଲୁଗୁ ପ୍ରଶ୍ନପତ୍ର । ପରୀକ୍ଷାରେ ଲେଖିନପାରି ଫେରିଲେ ଛାତ୍ର ଚିନ୍ତାରେ ଅଭିଭାବକ ଓ ଛାତ୍ର । କେନ୍ଦ୍ରାପଡା ଜିଲ୍ଲା…
Read More...

ଆସିଲା କୁମ୍ଭୀରଙ୍କ ପ୍ରଜନନ ଋତୁ । ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ୩ମାସ ଯାଏଁ ଭିତରକନିକା ବନ୍ଦ ।

ଆଜିଠୁ ୩ମାସ ଧରି ପର୍ଯ୍ୟଟକଙ୍କ ପାଇଁ ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ କରାଯାଇଛି । ମେ ୧ରୁ ଜୁଲାଇ ୩୧ ତାରିଖ ୩ ମାସ ପାଇଁ ଭିତରକନିକା ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ବିରଳ ବଉଳା କୁମ୍ଭୀରଙ୍କ ପାଇଁ ଭିତରକନିକା ପ୍ରସିଦ୍ଧି ଲାଭ କରିଛି । ଏହି ସମୟ ବିରଳ କୁମ୍ଭୀରଙ୍କ…
Read More...

ପ୍ୟାକେଟ୍ ପ୍ୟାକେଟ୍ କଫସିରଫ୍ ଜବତ । ୨ ଅଭିଯୁକ୍ତ ଗିରଫ

ରାଜଧାନୀ ଭୁବନେଶ୍ୱର ବଜାରରେ ଭେଜାଲ କଫ୍‌ ସିରଫ୍‌ ଦେଖିବାକୁ ମିଳୁଛି। ଯେଉଁ କଫ୍‌ ସିରଫ୍‌ ଖାଇଲେ ଆପଣଙ୍କ ଦେହ ଭଲ ହେବା ବଦଳରେ ଆପଣଙ୍କୁ ନିଶା ହେବ। ଏଥିସହ ଦେହ ଖରାପ ହେବ। ଭୁବନେଶ୍ୱରରୁ ନୟାଗଡ଼ ଯିବା ସମୟରେ ଭରତପୁର ଥାନା ପୁଲିସ ଜବତ କରିଛି। ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ କଫ୍‌ ସିରଫ୍‌…
Read More...

ଫିଲ୍ମ ‘କେରଳ ଷ୍ଟୋରୀ’ ଉପରେ ବ୍ୟାନ୍ ଲଗାଇବାକୁ ଦାବି । ଫିଲ୍ମରେ ରହିଛି ଏକ ହଜାର ଝିଅଙ୍କ ଧର୍ମ ପରିବର୍ତ୍ତନର କାହାଣୀ…

କନକ ବ୍ୟୁରୋ: ଫିଲ୍ମ ‘କେରଳ ଷ୍ଟୋରୀ’କୁ ନେଇ ଏବେ ସବୁଠି ଚର୍ଚ୍ଚା । ବିବାଦ ଭିତରେ ଫସିଥିବା ଏହି ଫିଲ୍ମକୁ ଏବେ ବ୍ୟାନ୍ କରିବାକୁ ଦାବି ହେଉଥିବାବେଳେ, କେରଳ ସରକାର ମଧ୍ୟ ଏହି ଫିଲ୍ମକୁ ବ୍ୟାନ୍ କରିବା ସପକ୍ଷରେ ବାହାରିଛନ୍ତି । ଖାଲି ସେତିକି ନୁହେଁ, କେରଳର ଅନ୍ୟ ରାଜନୈତିକ ଦଳ ମାନେ…
Read More...

ଜିଲ୍ଲାପାଳଙ୍କ ଫିଲ୍ମ ଷ୍ଟାଇଲ୍ ବାହାଘର । ମେହେନ୍ଦୀ ସେରିମନିରେ ରୋମାଣ୍ଟିକ୍ ଗୀତରେ ନାଚିଲେ

କନକ ବ୍ୟୁରୋ : ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଓ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ । ବିବାହ ପୂର୍ବରୁ ମେହେନ୍ଦି ସେରିମନିରେ ନଜର ଆସିଛନ୍ତି ଦୁଇ କଲେକ୍ଟର । ଗତକାଲି ମେହେନ୍ଦି ସେରିମନି ଥିବା ବେଳେ ଆଜି ତାଙ୍କର ବିବାହ କାର୍ଯ୍ୟକ୍ରମ…
Read More...

୬୩୫ ରୁମ୍, ୩୦୦ ସିସିଟିଭି, ୨୬ ମାସ ସମୟ । ଜାଣନ୍ତୁ, ତେଲେଙ୍ଗାନାର ନୂଆ ସଚିବାଳୟର ଖାସ୍ କଥା ।

କନକ ବ୍ୟୁରୋ: ରେକର୍ଡ ସମୟ ଭିତରେ ପ୍ରସ୍ତୁତ ହୋଇସାରିଛି ତେଲେଙ୍ଗାନାର ଭବ୍ୟ ସଚିବାଳୟ । ରବିବାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ଏହାର ଉଦଘାଟନ କରିଛନ୍ତି । ତେବେ ଏହି ଭବନର ଭବ୍ୟତା ଏବେ ସମସ୍ତଙ୍କୁ ଆଶ୍ଚଯ୍ୟ କରିଛି । ଦେଶର ସବୁଠୁ ଭବ୍ୟ ସଚିବାଳୟ ବୋଲି ଏହାକୁ କୁହାଯାଉଛି । ତେବେ…
Read More...

ମଶାରୀ ଭିତରେ ନାଗ । ଶୋଇବାକୁ ଗଲାବେଳେ ବାହାରିଲା ବିରାଟ ସାପ

କନକ ବ୍ୟୁରୋ : ମଶାରୀ ଭିତରେ ନାଗ । ଶୋଇବା ଘରେ ମଶାରୀ ଭିତରୁ ଉଦ୍ଧାର ହୋଇଛି ୪ଫୁଟର ନାଗ ସାପ । ପୁରୀ ପିପିଲି ଖଣ୍ଡି ମଙ୍ଗଳପୁର ଗାଁର ଜଣକ ଘରୁ ଏହି ନାଗ ସାପ ଉଦ୍ଧାର କରାଯାଇଛି । ପରିବାର ଲୋକେ ଖାଇସାରି ଶୋଇବାକୁ ଯିବା ସମୟରେ ମଶାରୀ ଭିତରେ ନାଗ ସାପ ଥିବା ଦେଖିଥିଲେ । ମଶାରୀ…
Read More...