Browsing Category

ନ୍ୟୁଜ୍

ଭାରତରେ ତିଆରି ହେବ ଲଢୁଆ ବିମାନର ଇଞ୍ଜିନ୍ । ଆତ୍ମନିର୍ଭର ହେବ ଭାରତ

ଭାରତ ସରକାର ପ୍ରତିରକ୍ଷା କ୍ଷେତ୍ରରେ ‘ମେକ୍ ଇନ୍ ଇଣ୍ଡିଆ’ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରୁଥିବା ବେଳେ ଭବିଷ୍ୟତର ସ୍ୱଦେଶୀ ଲଢୁଆ ବିମାନ ପ୍ରକଳ୍ପ ଉପରେ ବିଶେଷ ଗୁରୁତ୍ବ ଦିଆଯାଉଛି । କାରଣ ଲଢୁଆ ବିମାନ ନିର୍ମାଣ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେଲେ ଭାରତ ବିଶ୍ବରେ ପ୍ରତିରକ୍ଷା ଉତ୍ପାଦନ…
Read More...

୫ ଶହ ଟଙ୍କାର ଭତ୍ତା ପାଇଁ ୪ କିଲୋମିଟର ଚାଲିଲେ ୮୪ ବର୍ଷିୟ ବୃଦ୍ଧ: ବ୍ୟାଙ୍କକୁ ଯାଇ ଟଙ୍କା ନପାଇ ନିରାଶରେ ଫେରିଲେ…

କନକ ବ୍ୟୁରୋ: ୫ ଶହ ଭତା ଟଙ୍କା ପାଇଁ ୪ କିଲୋମିଟର ବାଟ ଚାଲିଲେ । ବ୍ୟାଙ୍କରେ ପହଂଚିବା ପରେ ଟଙ୍କା ନପାଇ ନିରାଶ ହୋଇ ଫେରିଲେ ଦୁଇ ଜଣ ବୃଦ୍ଧ । ଅଂଟା ଭାଙ୍ଗି ଗଲାଣି, ପାଦେ ଚାଲିବାକୁ ବଳ ନାହିଁ, ତଥାପି ବାଡି ଧରି ନଇଁ ନଇଁ ଭତା ଟଙ୍କା ପାଇଁ ବ୍ୟାଙ୍କକୁ ଯାଇଥିଲେ ପୁରୀ ଜିଲ୍ଲା ଗୋପ ବ୍ଲକ…
Read More...

ଉତ୍କଳ ହସ୍ପିଟାଲରେ ପାଳିତ ହେଲା ଅର୍ନ୍ତରାଷ୍ଟ୍ରୀୟ ନର୍ସିଂ ଦିବସ, ଯୋଗଦେଲେ ମୁଖ୍ୟ ପରିଚାଳକ

କନକ ବ୍ୟୁରୋ : ବିଶ୍ୱର ବିଶିଷ୍ଠ ସେବିକା ଫ୍ଲୋରେନ୍ସ ନାଇଟଏଞ୍ଜେଲଙ୍କ ଜନ୍ମଦିନ ମେ’୧୨ ତାରିଖକୁ ସାରା ଦେଶରେ ଅର୍ନ୍ତରାଷ୍ଟ୍ରୀୟ ନର୍ସିଂ ଦିବସ ଭାବେ ପାଳନ କରାଯାଇଥାଏ । ୧୯୬୫ ମସିହା ଠାରୁ ଏହି ଦିବସ ପାଳନ କରାଯାଉଛି । ଏହି କ୍ରମରେ ଭୁବନେଶ୍ୱର ନିଳାଦ୍ରୀ ବିହାର ସ୍ଥିତ ଉତ୍କଳ ହସ୍ପିଟାଲ…
Read More...

୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଶତ ପ୍ରତିଶତ ସଫଳତା ଆଣିଲା ନୀଳକଣ୍ଠ ନଗର ସରସ୍ୱତୀ ଶିଶୁ ମନ୍ଦିର, ଏ୧ ଗ୍ରେଡରେ ପ୍ରଥମ…

କନକ ବ୍ୟୁରୋ : ଆଜି ପ୍ରକାଶିତ ହୋଇଥିବା ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳାଫଳରେ ନୀଳକଣ୍ଠ ନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନେ ରାଜ୍ୟସ୍ତରରେ ଅଭୁତପୂର୍ବ ସଫଳତା ହାସଲ କରିଛନ୍ତି । ଗତ ୩୧ ବର୍ଷ ଧରି ୧୦୦% ସଫଳତା ହାସଲ କରିଆସୁଥିବା ଏହି ବିଦ୍ୟାଳୟର ଚଳିତ ବର୍ଷ ମୋଟ ୩୪୪…
Read More...

ଆକ୍ସନ ମୋଡରେ କେନ୍ଦ୍ର ସରକାର, କିରଣ ରିଜଜୁଙ୍କ ପରେ ବଦଳିଲା ଆଉଜଣେ ମନ୍ତ୍ରୀଙ୍କ ବିଭାଗ

କନକ ବ୍ୟୁରୋ : ଗୁରୁବାର ଦିନ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଅଚାନକ ଅଦଳ ବଦଳ ହୋଇଛି । ପ୍ରଥମେ ଆଇନମନ୍ତ୍ରୀ କିରଣ ରିଜଜୁ ଓ ଏବେ କେନ୍ଦ୍ର ଆଇନ ମନ୍ତ୍ରୀ (ରାଜ୍ୟ) ଏସପି ସିଂ ବଘେଲଙ୍କ ବିଭାଗ ବଦଳ କରାଯାଇଛି । ଏବେ ତାଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରାଜ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଦିଆଯାଇଛି ।…
Read More...

ପଶ୍ଚିମବଙ୍ଗ ସରକାରକୁ ସୁପ୍ରିମକୋର୍ଟଙ୍କ ଝଟକା, ‘ଦ କେରଳ ଷ୍ଟୋରୀ’ ରିଲିଜ କରିବାକୁ ନିର୍ଦ୍ଦେଶ

କନକ ବ୍ୟୁରୋ : ଅନେକ ବିବାଦ ଭିତରେ ଛନ୍ଦି ହୋଇଯାଇଥିବା ‘ଦ କେରଳ ଷ୍ଟୋରୀ’ ଏବେ ପଶ୍ଚିମବଙ୍ଗରେ ରିଲିଜ ହେବାକୁ ଯାଉଛି । ରାଜ୍ୟ ସରକାରଙ୍କ ଦ୍ୱାରା ଏହି ଫିଲ୍ମ ଉପରେ ଯେଉଁ ପ୍ରତିବନ୍ଧକ ଲଗାଯାଇଥିଲା ତାହା ଆଜି ସୁପ୍ରିମକୋର୍ଟ ହଟାଇ ଦେଇଛନ୍ତି । ଏହି ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟର…
Read More...

ପାକିସ୍ତାନକୁ ଭାରତର ମୁହଁତୋଡ ଜବାବ । ବନ୍ଦ ହେଲା ୧୦ଟି ପାକିସ୍ତାନ ଦୂତାବାସ ୱେବସାଇଟ୍

ଗତକାଲି ମଧ୍ୟରାତ୍ରରେ ପାକିସ୍ତାନର ସାଇବର୍‌ ଆକ୍ରମଣରେ ମୁହଁତୋଡ଼ ଜବାବ ଦେଇଛି ଭାରତ। ଏହି ସାଇବର୍‌ ଯୁଦ୍ଧ ପୂରା ଡିଜିଟାଲ୍‌ ଦୁନିଆକୁ ଚହଲାଇ ଦେଇଥିବା ବେଳେ ଭାରତ ପାକ୍‌କୁ ଉଚିତ ଶିକ୍ଷା ଦେଇଛି। ସୂଚନା ରହିଛି ଯେ ପାକିସ୍ତାନୀ ସାଇବର୍‌ ଆକ୍ରମଣକାରୀଙ୍କୁ ଜବାବ ଦେଇ ଭାରତର ‘କେରଳ…
Read More...

ବେଆଇନ ଧର୍ମପୀଠକୁ ନେଇ ନୈନିତାଲ ହାଇକୋର୍ଟଙ୍କ ବଡ ବୟାନ । କହିଲେ, ତୁରନ୍ତ ଉଚ୍ଛେଦ ହେବା ଦରକାର ସମସ୍ତ ବେଆଇନ…

କନକ ବ୍ୟୁରୋ : ନୈନିତାଲ ହାଇକୋର୍ଟ ସରକାରୀ ଜମି ଉପରେ ବେଆଇନ ଭାବେ ନିର୍ମାଣ କରାଯାଇଥିବା ଧାର୍ମିକ ପୀଠ ନିର୍ମାଣ ଉଚ୍ଛେଦ ବିରୋଧରେ ଦାଖଲ ହୋଇଥିବା ଆବେଦନ ଉପରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ବିପିନ ସାଂଘୀ ଓ ଜଷ୍ଟିସ ରାକେଶ ଥପାଲିୟାଲଙ୍କ ଖଣ୍ଡପୀଠ…
Read More...

ହାତରେ ମାରଣାସ୍ତ୍ର ଧରି ଆତଙ୍କ ରଚିଲେ ଯୁବକ : ଖଣ୍ଡା ଧରି ମାର୍କେଟ ଅଞ୍ଚଳରେ ବ୍ୟବସାୟୀଙ୍କୁ ହାଣିଲେ

କନକ ବ୍ୟୁରୋ : ହାତରେ ମାରଣାସ୍ତ୍ର ଧରି ଆତଙ୍କ ରଚିଲେ ଯୁବକ । ଖଣ୍ଡା, ତଲୱାର ଧରି ମାର୍କେଟ୍ ଅଞ୍ଚଳରେ ବ୍ୟବସାୟୀଙ୍କୁ କଲେ ଆକ୍ରମଣ । ଦୀର୍ଘ ୨ଘଣ୍ଟା ଧରି ଆତଙ୍କ ରଚିଥିଲେ ଦୁର୍ବୃତ୍ତ । ଏହାର ପୁରା ଘଟଣା ସିସିଟିଭିରେ କଏଦ ହୋଇଛି । କିଏ ଏହି ଯୁବକ କାହିଁକି ଆକ୍ରମଣ କଲେ ତାକୁ ନେଇ…
Read More...

କିଏ ଏହି ମୌଲବୀ ଅବ୍ଦୁଲ କବୀର ? ଯାହାଙ୍କୁ ଆଫଗାନିସ୍ତାନର ପ୍ରଧାନମନ୍ତ୍ରୀ ପଦରେ ବସାଇଲା ତାଲିବାନ

କନକ ବ୍ୟୁରୋ : ମଧ୍ୟ ଏସିଆ ଦେଶମାନଙ୍କରେ ଘଟୁଥିବା ପ୍ରତିଟି ଘଟଣା ଭାରତ ଉପରେ ପ୍ରଭାବ ପକାଇପାରେ । ତେଣୁ ସେହି ଦେଶମାନଙ୍କରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଭାରତର ରାଜନୈତିକ ଓ କୂଟନୈତିକ ନଜର ରହିଥାଏ । ଏବେ ଆଫଗାନିସ୍ତାନ ଓ ତାଲିବାନ ଉପରେ ଭାରତ ତୀକ୍ଷ୍ଣ ନଜର ରଖିଛି । ତେବେ ତାଲିବାନର…
Read More...