Browsing Category

ନ୍ୟୁଜ୍

ପୁରୀ ବେଳାଭୂମିରେ ପଡି ରହିଛି ଶହ ଶହ ଜେଲି ଫିସ : ପର୍ଯ୍ୟଟକ ଚଳପ୍ରଚଳ କରିବାରେ ସମସ୍ୟା; ନ ଛୁଇଁବାକୁ ପରାମର୍ଶ ଦେଲେ…

କନକ ବ୍ୟୁରୋ :  ପୁରୀ ବେଳାଭୂମିରେ ପଡି ରହିଛନ୍ତି ଶହ ଶହ ଜେଲି ଫିସ । କଲବଲ ହେଉଛନ୍ତି ପର୍ଯ୍ୟଟକ । ପୁରୀ ଦିଗବାରେଣି ବେଳାଭୂମିରୁ ଆରମ୍ଭ କରି ବଳିଆପଣ୍ଡା ଯାଏଁ ବେଳାଭୂମିରେ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି । ଫଳରେ ପର୍ଯ୍ୟଟକ ଚଳପ୍ରଚଳ କରିବାକୁ ହଇରାଣ ହେଉଛନ୍ତି । ଜେଲି ଫିସ…
Read More...

ରାଉରକେଲା ପୋଲିସକୁ ବଡ଼ ସଫଳତା : ଧରାପଡ଼ିଲା ପିଏଲଏଫଆଇର ଏରିଆ କମାଣ୍ଡର ନେଲସନ ଗୁଡ଼ିଆ, ଜଣେ ସହଯୋଗୀ ଗିରଫ

କନକ ବ୍ୟୁରୋ : ରାଉରକେଲା ପୋଲିସକୁ ବଡ଼ ସଫଳତା । ପୁଲିସ୍ ପଞ୍ଝାରେ ପିପୁଲସ୍ ଲିବେରେସନ ଫ୍ରଣ୍ଟ ଅଫ ଇଣ୍ଡିଆ, ପିଏଲଏଫଆଇର ଏରିଆ କମାଣ୍ଡର ନେଲସନ ଗୁଡ଼ିଆ । ତାର ଅନ୍ୟ ଜଣେ ସହଯୋଗୀକୁ ମଧ୍ୟ କାବୁ କରିଛି ପୁଲିସ୍ । ଉଭୟଙ୍କ ନିକଟରୁ ଦୁଇଟି ପିସ୍ତଲ ଓ ଜୀବନ୍ତ ଗୁଳି ଜବତ ହୋଇଛି । ଏହି ଦୁଇ…
Read More...

ରାତିରେ ଚିଲିକା ମଝିରେ କାଳବୈଶାଖୀର ପ୍ରଭାବ : ଭାଙ୍ଗିଲା ୭ଟି ଡଙ୍ଗା, ଜଣେ ମତ୍ସ୍ୟଜୀବୀ ନିଖୋଜ

କନକ ବ୍ୟୁରୋ : ଚିଲିକା ମଝିରେ କାଳ ବୈଶାଖୀର ତାଣ୍ଡବ । ଚିଲିକାରେ ମତ୍ସ୍ୟଜୀବୀମାନେ ମାଛ ଧରି ଫେରୁଥିବା ବେଳେ କାଳବୈଶାଖୀର ପ୍ରଭାବର ଶିକାର ହୋଇଥିଲେ । ଚିଲିକା ମଝିରେ ଭାଙ୍ଗିଗଲା ୭ଟି ଡଙ୍ଗା । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ସରସ୍ୱତୀ ନଗର ଅଞ୍ଚଳରେ ମତ୍ସ୍ୟଜୀବୀମାନେ ଏହି ଡଙ୍ଗାରେ…
Read More...

ଏଥର ବିଳମ୍ବରେ ପହଞ୍ଚିବ ମୌସୁମୀ : ଆକଳନ କଲା ପାଣିପାଗ ବିଭାଗ; ୪ ତାରିଖରେ ଛୁଇଁପାରେ କେରଳ

କନକ ବ୍ୟୁରୋ : ଚଳିତ ବର୍ଷ ବିଳମ୍ବରେ ଆସିବ ମୌସୁମୀ । ପାଣିପାଗ ବିଭାଗର ଆକଳନ ଅନୁସାରେ ଏଥର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସ୍ୱାଭାବିକ ସମୟ ଜୁନ୍ ୧ ପରିବର୍ତ୍ତେ, ସାମାନ୍ୟ ବିଳମ୍ବରେ କେରଳ ଛୁଇଁବ । ଚଳିତବର୍ଷ ଏହା ଜୁନ୍ ୪ ତାରିଖରେ କେରଳରେ ପହଞ୍ଚିବା ସମ୍ଭାବନା । ୨୦୧୮ ଓ ଗତବର୍ଷ…
Read More...

ମେଦିନାପୁରରେ ବଡ଼ଧରଣର ବିସ୍ଫୋରଣ : ୧୨ ମୃତ, ୨୦ ଆହତ; ବିସ୍ଫୋରଣରେ ଉଡ଼ିଗଲା ବାଣ କାରଖାନାର ଛାତ

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ବଡ଼ଧରଣର ବାଣ ବିସ୍ଫୋରଣ । ମେଦିନୀପୁର ଜିଲ୍ଲାର ଏଗ୍ରାରେ ଥିବା ଏକ ବେଆଇନ ବାଣ କାରଖାନାରେ ବିସ୍ଫୋରଣ । ଏଥିରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୨୦ ଜଣ ଆହତ ହୋଇଛନ୍ତି । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, କାରଖାନା ଚାଲୁଥିବା ଘର ଭୁଷୁ ଡ଼ିପଡ଼ିଛି ।…
Read More...

କର୍ଣ୍ଣାଟକରେ ଆଜି ହୋଇପାରେ ମୁଖ୍ୟମନ୍ତ୍ରୀ ନାଁ ଘୋଷଣା : ଜାତୀୟ ଗଣମାଧ୍ୟମରେ ଖବର, ରେସରେ ଶିବକୁମାରଙ୍କ ଠାରୁ ଆଗରେ…

କନକ ବ୍ୟୁରୋ : କର୍ଣ୍ଣାଟକରେ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଦ୍ୱନ୍ଦ୍ୱ ଜାରି ରହିଛି । ନୂଆ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଦିଲ୍ଲୀରେ ମାନସମନ୍ଥନ ଜାରି ରହିଛି । ମୁଖ୍ୟମନ୍ତ୍ରୀ ଦାବିଦାର ସିଦ୍ଦରମୈୟା ଓ ଶିବକୁମାର ଦିଲ୍ଲୀରେ ଅଛନ୍ତି । ମଙ୍ଗଳବାର ଉଭୟ ନେତା ଦଳ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ…
Read More...

କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ମିଳିଲା ହତ୍ୟା ଧମକ, ଦିଲ୍ଲୀ ସରକାରୀ ବାସଭବନକୁ ଆସିଲା ଧମକପୂର୍ଣ୍ଣ କଲ

କନକ ବ୍ୟୁରୋ : କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ୍ ଗଡକରୀଙ୍କୁ ପୁଣିଥରେ ମିଳିଲା ହତ୍ୟା ଧମକ । ସୋମବାର ରାତିରେ ତାଙ୍କୁ ଜୀବନରୁ ମାରିଦେବା ପାଇଁ ମିଳିଛି ଧମକ । ନିତିନ୍ଙ୍କ ଘରକୁ ଏକ ଫୋନ୍ କଲ ଯୋଗେ ଏହି ହତ୍ୟା ଧମକ ଦିଆଯାଇଛି । ଅଭିଯୋଗ ପରେ ଦିଲ୍ଲୀ ପୋଲିସ ଘଟଣାର ଯାଂଚ କରୁଛି ।…
Read More...

ଇମ୍ରାନ ଖାନଙ୍କ ଜାମିନ ଘଟଣାକୁ ବିରୋଧ କରି ସେହେବାଜ ସରକାର ଓ ସେନା ମଧ୍ୟରେ ବସୁଛି ଘନ ଘନ ବୈଠକ,ଦେଶରେ ହିଂସା ଘଟଣା…

କନକ ବ୍ୟୁରୋ : ପାକିସ୍ତାନରେ ଥମୁନି ଅଶାନ୍ତିିର ନିଆଁ । ପାକ୍ ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଗିରଫ କରିବା ଠୁ ଆରମ୍ଭ କରି ମୁକୁଳାଇବା ଯାଏଁ ଲମ୍ବିଛି ବିବାଦ । ଦେଶରେ ବତର୍ମାନ ଇମ୍ରାନଙ୍କ ସମର୍ଥକ ଓ ସରକାରଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଛି । ଏହାରି ଭିତରେ ମଙ୍ଗଳବାର…
Read More...

ଅଘୋଷିତ ବିଦ୍ୟୁତ୍ କାଟ ଉପରେ ନାହିଁ ଲଗାମ । ଖୋଦ ରାଜଧାନୀରେ ବାରମ୍ବାର ହେଉଛି ପାୱାରକଟ୍ । ଇନଭର୍ଟର ଥିଲେ ବି ଲୋକେ…

କନକ ବ୍ୟୁରୋ: ଅଘୋଷିତ ପାୱାର କଟ୍ ପାଇଁ ହନ୍ତସନ୍ତ ରାଜଧାନୀ ବାସିନ୍ଦା । ଅତିସହ୍ୟ ଗରମକୁ ରାତି ଅଧିଆ ପାୱାରକଟ୍ ପାଇଁ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି ଭୁବନେଶ୍ୱରର ଲୋକେ । ଇନଭର୍ଟର ଥିଲେ ବି ଲୋକେ ହେଉଛନ୍ତି ହନ୍ତସନ୍ତ । କାହିଁକି ଏଭଳି ବାରମ୍ବାର ବିଦ୍ୟୁତ କାଟ୍ ହେଉଛି ସେନେଇ ଲୋକେ…
Read More...

ଏଥରକ ସାମାନ୍ୟ ବିଳମ୍ବରେ କେରଳରେ ପହଁଚିପାରେ ମୌସୁମୀ, ଜୁନ ୧ ନୁହେଁ ୪ରେ ରାଜ୍ୟକୁ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ…

କନକ ବ୍ୟୁରୋ : ଚଳିତଥର ସାମାନ୍ୟ ବିଳମ୍ବରେ କେରଳରେ ପହଁଚିପାରେ ମୌସୁମୀ । ସାଧାରଣତ ଜୁନ ୧ତାରିଖରେ ମୌସୁମୀ ପହଁଚୁଥିବାବେଳେ ଏଥରକ ୪ତାରିଖରେ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି ।ଗତବର୍ଷ ମେ ୨୯, ୨୦୨୧ରେ ଜୁନ ୩ ଓ ୨୦୨୦ ମସିହାରେ ଜୁନ ୧ରେ କେରଳରେ ପହଁଚିଥିଲା ମୌସୁମୀ ।…
Read More...