Browsing Category

ନ୍ୟୁଜ୍

ଡ୍ରଗ୍ସ କାରକାର, ଗ୍ୟାଙ୍ଗଷ୍ଟାର ଓ ଆତଙ୍କ ନେଟୱାର୍କ : ଦେଶର ୬ ରାଜ୍ୟରେ ଏନଆଇଏର ଚଢାଉ, ୧୦୦ରୁ ଅଧିକ ସ୍ଥାନରେ ରେଡ

କନକ ବ୍ୟୁରୋ : ଆତଙ୍କୀ, ନିଶା କାରବାର, ସ୍ମଗଲିଂ, ଗ୍ୟାଙ୍ଗଷ୍ଟର ଲିଙ୍କ ନେଇ ଏନଆଇଏର ଦୃଢ କାର୍ଯ୍ୟାନୁଷ୍ଠାନ । ଦେଶର ୬ଟି ରାଜ୍ୟର ୧୦୦ରୁ ଅଧିକ ସ୍ଥାନରେ ଚଢାଉ ଚାଲିଛି । ହରିଆଣା, ଉତରାଖଣ୍ଡ, ପଞ୍ଜାବ, ଉତ୍ତରପ୍ରଦେଶ, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ଚଢାଉ ଚାଲିଛି । ରାଜ୍ୟ ପୁଲିସ ସହାୟତାରେ…
Read More...

ଭିଜିଲାନ୍ସ ଜାଲରେ ଭଞ୍ଜନଗର ଅତିରିକ୍ତ ସିଏସଓ : ଏକକାଳୀନ ୭ଟି ସ୍ଥାନରେ ଚଢାଉ ଜାରି

କନକ ବ୍ୟୁରୋ : ଭିିଜିଲାନ୍ସ ଜାଲରେ ଭଞ୍ଜନଗର ଅତିରିକ୍ତ ସିଭିଲ ସପ୍ଲାଇ ଅଫିସର ସଞ୍ଜୟ ସାହୁ । ଆୟବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ସଞ୍ଜୟଙ୍କ ଘରେ ଚାଲିଛି ଚଢାଉ । ଭୁବନେଶ୍ୱର ବାସଭବନ , ଭଞ୍ଜନଗର ଅଫିସ ଓ ଭଡା ଘରେ ଏକକାଳୀନ ଚଢାଉ କରୁଛି ଭିଜିଲାନ୍ସ ଟିମ୍ । ମୟୂରଭଞ୍ଜରେ ଥିବା ଘରେ ମଧ୍ୟ…
Read More...

ସାଧାରଣ ଜନତାଙ୍କ ପାଇଁ ଖୁସି ଖବର । ଜୁନ୍ ପହିଲାରୁ ସପ୍ତାହରେ ୬ ଦିନ ବୁଲିିପାରିବେ ରାଷ୍ଟ୍ରପତି ଭବନ ।

କନକ ବ୍ୟୁରୋ: ଜୁନ୍ ୧ ତାରିଖରୁ ସପ୍ତାହକୁ ୬ ଦିନ ରାଷ୍ଟ୍ରପତି ଭବନ ବୁଲି ଦେଖିପାରିବେ ସାଧାରଣ ଜନତା । ଦାୟିତ୍ୱରେ ଥିବା ଅଧିକାରୀ ଏଭଳି ସୂଚନା ଦେଇଛନ୍ତି । କେବଳ ରାଜପତ୍ରିତ ଅବକାଶ ଦିନକୁ ଛାଡି ମଙ୍ଗଳବାରଠାରୁ ରବିବାର ଯାଏଁ ଲୋକେ ଏଠାକୁ ବୁଲିବାକୁ ଯାଇପାରିବେ । ଏଥର ସାଧାରଣ ଜନତାଙ୍କ…
Read More...

ଆଞ୍ଚଳିକ ଦଳଗୁଡିକର ଆୟ ଉତ୍ସକୁ ନେଇ ଆସିଲା ବଡ ରିପୋର୍ଟ : ଅଜଣା ସୂତ୍ରରୁ ବିଜେଡି ପାଇଛି ୨୯୧ କୋଟି

କନକ ବ୍ୟୁରୋ : ରାଜନୈତିକ ଦଳଗୁଡିକୁ କିଏ ଚାନ୍ଦା ଦିଅନ୍ତି ଏବଂ କାହିଁକି, ତାକୁ ନେଇ ସର୍ବଦା ଜନସାଧାରଣଙ୍କ ମନରେ ଉତ୍କଣ୍ଠା ରହିଥାଏ । ଏ ସର୍ମ୍ପକରେ ଏକ ରିପୋର୍ଟ ପ୍ରକାଶ କରିଛି ଆସୋସିଏସନ୍ ଫର ଡେମୋକ୍ରାଟିକ୍ ରିଫର୍ମସ(ଏଡିଆର) । ୨୦୨୧-୨୨ ଆର୍ଥିକ ବର୍ଷରେ ଦେଶରେ ଆଞ୍ଚଳିକ ଦଳ ଗୁଡିକର…
Read More...

ଏଣିକି ମିଳିଯିବ ଚୋରି କିମ୍ବା ହଜିଯାଇଥିବା ମୋବାଇଲ : ସଞ୍ଚାର ସାଥୀ ପୋର୍ଟାଲର ଉନ୍ମୋଚିତ; ଜାଣନ୍ତୁ କିପରି କରିବେ…

କନକ ବ୍ୟୁରୋ : ମିଳିଯିବ ଚୋରି ହୋଇଥିବା କିମ୍ବା ହଜିଯାଇଥିବା ମୋବାଇଲ ଫୋନ୍ । ଫୋନକୁ ଠାବ କରିହେବ, ବ୍ଲକ ମଧ୍ୟ କରିହେବ । ଯାହା ଦ୍ୱାରା ଚୋରି କରିଥିବା କିମ୍ବା ପାଇଥିବା ଲୋକ ମୋବାଇଲ୍ ଫୋନ୍ ବ୍ୟବହାର କରିପାରିବ ନାହିଁ । ମୋବାଇଲ୍ ଚୋରି ଅଭିଯୋଗ ପାଇଁ ସଂଚାର ସାଥୀ ନାମକ ପୋର୍ଟାଲ…
Read More...

ରାଜ୍ୟରେ କାଳବୈଶାଖୀ ସମ୍ଭାବନା : ଆଜି ଓ କାଲି କେଉଁଠି ହେବ ବର୍ଷା ? ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି

କନକ ବ୍ୟୁରୋ : ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଅହସ୍ୟ ଗୁଳୁଗୁଳି ସହ ତାପମାତ୍ରା ପାଇଁ ସାଧାରଣ ଜନ ଜୀବନ ପ୍ରଭାବିତ ହୋଇଛି । ପାଣିପାଗ ବିଭାଗ କହିଛି ଯେ, ଆହୁରି ୪ ଦିନ ରାଜ୍ୟରେ ତାତି ଲାଗି ରହିବ । ତେବେ ଗୁଳୁଗୁଳି କମିବ । ଏହାରି ଭିତରେ କିଛି କିଛି ସ୍ଥାନରେ ଅସହ୍ୟ ତାତିରୁ…
Read More...

ସ୍ନାନଯାତ୍ରା ପୂର୍ବରୁ ଆଜି ମହାପ୍ରଭୁଙ୍କ ଶେଷ ବନକଲାଗି ନୀତି : ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

କନକ ବ୍ୟୁରୋ : ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକଲାଗି ନୀତି । ଅପରାହ୍ଣରେ ଦ୍ୱିତୀୟ ଭୋଗମଣ୍ଡପ ନୀତି ପରେ ବନକଲାଗି ନୀତି ଆରମ୍ଭ ହେବ । ଶ୍ରୀବିଗ୍ରହଙ୍କ ଶ୍ରୀମୁଖ ସିଂହାର କରିବେ ଦତମହାପାତ୍ର ସେବକ । ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧନରେ ଶ୍ରୀବିଗ୍ରହଙ୍କ…
Read More...

ସମ୍ବାଦର କଟକ ସଂସ୍କରଣକୁ ୨୨ ବର୍ଷ : ‘କେତେ ସ୍ମାର୍ଟ ଆମ କଟକ’ ଶୀର୍ଷକ ଆଲୋଚନା ଆୟୋଜିତ

କନକ ବ୍ୟୁରୋ : ସମ୍ବାଦର କଟକ ସଂସ୍କରଣକୁ ପୂରିଛି ୨୨ ବର୍ଷ । ରାଜ୍ୟର ସର୍ବାଧିକ ପ୍ରସାରିତ ଅଗ୍ରଣୀ ଖବରକାଗଜ ଭାବେ ପରିଚିତ ସମ୍ବାଦର କଟକ ସଂସ୍କରଣର ୨୨ ତମ ସ୍ୱନ୍ନକ୍ଷତ୍ର ଦିବସ ଗତକାଲି ଅନୁଷ୍ଠିତ ହୋଇଛି । ଏହି ଅବସରରେ କଟକ ଶାରଳା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ‘କେତେ ସ୍ମାର୍ଟ ଆମ…
Read More...

ମିଆଁମାରରେ ତାଣ୍ଡବ ରଚିଲା ବାତ୍ୟା ‘ମୋକା’ : ଗଲାଣି ୮୧ ଜୀବନ; ମୃତ୍ୟୁ ସଂଖ୍ୟା ଆହୁରି ବଢିବା ଆଶଙ୍କା

କନକ ବ୍ୟୁରୋ : ମିଆଁମାରରେ ତାଣ୍ଡବ ରଚିଛି ବାତ୍ୟା ‘ମୋକା’ । ଏବେ ସୁଦ୍ଧା ବାତ୍ୟାରେ ଗଲାଣି ୮୧ ଜଣଙ୍କ ଜୀବନ । ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ଆଶଙ୍କା ରହିଛି । ବାତ୍ୟା ଯୋଗୁଁ ମାଟିରେ ମିଶିଯାଇଛି ହଜାର ହଜାର ଘର । କୋକ୍ସ ବଜାରରେ ୧୦ ହଜାରରୁ ଅଧିକ ଘର ନଷ୍ଟ ହୋଇଛି । ଅନେକ…
Read More...

ପୁରୀ ବେଳାଭୂମିରେ ପଡି ରହିଛି ଶହ ଶହ ଜେଲି ଫିସ : ପର୍ଯ୍ୟଟକ ଚଳପ୍ରଚଳ କରିବାରେ ସମସ୍ୟା; ନ ଛୁଇଁବାକୁ ପରାମର୍ଶ ଦେଲେ…

କନକ ବ୍ୟୁରୋ :  ପୁରୀ ବେଳାଭୂମିରେ ପଡି ରହିଛନ୍ତି ଶହ ଶହ ଜେଲି ଫିସ । କଲବଲ ହେଉଛନ୍ତି ପର୍ଯ୍ୟଟକ । ପୁରୀ ଦିଗବାରେଣି ବେଳାଭୂମିରୁ ଆରମ୍ଭ କରି ବଳିଆପଣ୍ଡା ଯାଏଁ ବେଳାଭୂମିରେ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି । ଫଳରେ ପର୍ଯ୍ୟଟକ ଚଳପ୍ରଚଳ କରିବାକୁ ହଇରାଣ ହେଉଛନ୍ତି । ଜେଲି ଫିସ…
Read More...