Browsing Category

ନ୍ୟୁଜ୍

ଜନ୍ତରମନ୍ତରରେ ଧାରଣାରେ ବସିଥିବା କୁସ୍ତିଯୋଦ୍ଧାଙ୍କୁ ଝଟକା: ଏଫଆଇଆର ଦାୟର ପ୍ରସଙ୍ଗରେ ଆବେଦନର ଶୁଣାଣି କରିବେ ନାହିଁ…

କନକ ବ୍ୟୁରୋ: ଦିଲ୍ଲୀ ଜନ୍ତରମନ୍ତରରେ ଧାରଣାରେ ବସିଥିବା କୁସ୍ତିଯୋଦ୍ଧାଙ୍କୁ ଝଟକା । ସୁପ୍ରିମକୋର୍ଟରେ ଦାୟର ହୋଇଥିବା ଆବେଦନକୁ ଶୁଣାଣି କରିବେ ନାହିଁ କହିଲେ ସର୍ବୋଚ୍ଚ କୋର୍ଟ । ଏଫଆଇଆର ଦାୟର ହେବାକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ କୁସ୍ତିଯୋଦ୍ଧା । ଯେହେତୁ ପୋଲିସ…
Read More...

ଉତ୍ତର ପ୍ରଦେଶରେ ପୁଣି ଏନକାଉଣ୍ଟର, ଜାମିନରେ ଆସିଥିବା ଗ୍ୟାଙ୍ଗଷ୍ଟରକୁ ଏନକାଉଣ୍ଟର କଲା ଏସଟିଏଫ

କନକ ବ୍ୟୁରୋ : ଗ୍ୟାଙ୍ଗଷ୍ଟର ଅନୀଲ ଦୁଜାନା ଉତ୍ତର ପ୍ରଦେଶ ଏସଟିଏଫର ଏନକାଉଣ୍ଟରରେ ମୃତ୍ୟୁବରଣ କରିଛି । କିଛିଦିନ ପୂର୍ବରୁ ଉତ୍ତର ପ୍ରଦେଶ ସରକାର ଟପ୍ ୬୫ ଜଣ ମାଫିଆଙ୍କ ନାମ ଜାରି କରିଥିଲା । ଏଥିରେ ଗ୍ରେଟର ନୋଏଡାର ଅନୀଲ ଦୁଜାନାଙ୍କ ନାମ ମଧ୍ୟ ଥିଲା । କୁଖ୍ୟାତ ଅପରାଧୀ ଅନୀଲ ଦୁଜାନା…
Read More...

୩ ଦଳ ପ୍ରସ୍ତୁତ, ମିଳିଲାଣି ସଂକେତ । ଓଡ଼ିଶାରେ ହେବ କି ଆଗୁଆ ନିର୍ବାଚନ?

କନକ ବ୍ୟୁରୋ : ଓଡ଼ିଶାରେ ଏବେ ରାଜନୈତିକ ଉଷ୍ମତା ଅନେକ ଦିଗକୁ ଇଙ୍ଗିତ କରୁଛି । ଉଭୟ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଯେଉଁ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି ତାହା କିଛି ଭିନ୍ନ ସଂକେତ ଦେଉଛି । ଏଭଳି ରାଜନୈତିକ ବୟାନବାଜି ମୁଖ୍ୟତଃ ନିର୍ବାଚନ ସମୟରେ ଅଧିକ ଦେଖିବାକୁ ମିଳେ । କିନ୍ତୁ…
Read More...

ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ପୀଠର ବିକାଶ ପାଇଁ ୧୦ କୋଟି ମଞ୍ଜୁର, ୫-ଟି ଉପକ୍ରମରେ ହେବ କାମ । ତୁରନ୍ତ କାର୍ଯ୍ୟ…

କନକ ବ୍ୟୁରୋ : ଅଲଚିକି ଲିପିର ଉଦ୍ଭାବକ ଗୁରୁ ଗମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ପୀଠର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୧୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ସାନ୍ତାଳି ସମାଜ ଓ ସାନ୍ତାଳୀ ଭାଷା ଓ ସାହିତ୍ୟ ପ୍ରତି ଗୁରୁ ଗମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଅବଦାନ…
Read More...

ବିହାର ସରକାରଙ୍କୁ ହାଇକୋର୍ଟଙ୍କ ଝଟକା, ଜାତିଗତ ଜନଗଣନା ଉପରେ ଲଗାଇଲେ ରୋକ

କନକ ବ୍ୟୁରୋ : ବିହାରରେ ଚାଲିଥିବା ଜାତିଗତ ଜନଗଣାନା ଉପରେ ପାଟନା ହାଇକୋର୍ଟ ଅନ୍ତରୀଣ ରୋକ ଲଗାଇଛନ୍ତି । ନୀତିଶ କୁମାରଙ୍କ ସରକାର ପାଇଁ ଏହା ବଡ ଝଟକା ବୋଲି କୁହାଯାଉଛି । ବିହାରରେ ଜାତି ଆଧାରିତ ସର୍ଭେକୁ ଜାତିଗତ ଜନଗଣାନା ବା ଜାତୀୟ ଗଣନା ବୋଲି ମଧ୍ୟ କୁହାଯାଉଛି । ସୁପ୍ରିମକୋର୍ଟରେ…
Read More...

ନିୟନ୍ତ୍ରିତ ଅଞ୍ଚଳରେ ହୋଇପାରିବ କୋଠା: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ନିୟନ୍ତ୍ରିତ ଅଞ୍ଚଳରେ ଅଭ୍ୟର୍ଥନା କେନ୍ଦ୍ର…

କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ନିୟନ୍ତ୍ରିତ ଅଂଚଳରେ କୋଠା ନିର୍ମାଣ ପାଇଁ ଜାତୀୟ ସ୍ମାରକୀ ପ୍ରାଧିକରଣ ଏନଓସି ପ୍ରଦାନ କରିଛି । ତିନି ମହଲା ଅଭ୍ୟର୍ଥନା କୋଠା ନିର୍ମାଣ ପାଇଁ ଜାତୀୟ ସ୍ମାରକୀ ପ୍ରାଧିକରଣ ବା ଏନଏମଏ ଅନୁମତି ଦେଇଛି । ରାଜ୍ୟ ସଂସ୍କୃତି ବିଭାଗକୁ ଏହି ଏନଓସି…
Read More...

ଅଗସ୍ତ୍ୟାଙ୍କ ପାଇଁ ଦୃତଗତି ହେଲା କାଳ । ଘଣ୍ଟାପ୍ରତି ୩ଶହ କିଲୋମିଟର ବେଗରେ ଚଳାଉଥିଲେ ବାଇକ୍ , ଡିଭାଇଡରରେ ପିଟି ହୋଇ…

କନକ ବ୍ୟୁରୋ : ୟୁଟ୍ୟୁବରେ ଭିଡିଓ ଅପଲୋଡ କରିବା ଓ ଏଥିରୁ ଟଙ୍କା ରୋଜଗାର କରିବା ଏବେ ଯୁବକ ଯୁବତୀଙ୍କର ଏକ ନିଶା ପାଲଟି ଯାଇଛି । ନିଜକୁ ଫେମସ୍ କରାଇବା ଲକ୍ଷ୍ୟରେ ସେମାନେ କିଛି ବି କରିବାକୁ ପଛାଉ ନାହାଁନ୍ତି । ଏଭଳି କି ଜୀବନକୁ ବାଜି ଲଗାଇ ସେମାନେ ଭିଡିଓ କରୁଥିବାର ଦେଖିବାକୁ ମିଳିଛି…
Read More...

ଅତି ଭୀଷଣ ବାତ୍ୟାରେ ପରିଣତ ହୋଇପାରେ ସମ୍ଭାବ୍ୟ ବାତ୍ୟା । ପାଣିପାଗ ବିଭାଗ ପକ୍ଷରୁ ଆକଳନ 

କନକ ବ୍ୟୁରୋ : ସମ୍ଭାବ୍ୟ ବାତ୍ୟାକୁ ନେଇ ନେଇ ଆସିଲା ବଡ ଖବର । ଅତି ଭୀଷଣ ବାତ୍ୟାର ରୂପ ନେଇପାରେ ସମ୍ଭାବ୍ୟ ବାତ୍ୟା । ବଙ୍ଗୋପସାଗରରେ ବାତ୍ୟା ନେଇ ବଢିଲା ସମ୍ଭାବନା । ୬ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ । ପ୍ରଭାବରେ ୭ରେ ସୃଷ୍ଟି ବେବ ଲଘୁଚାପ ।…
Read More...

ବଙ୍ଗୋପସାଗରରେ ବାତ୍ୟା ନେଇ ବଢିଲା ସମ୍ଭାବନା ! ପ୍ରଭାବରେ ୭ରେ ସୃଷ୍ଟି ହୋଇପାରେ ଲଘୁଚାପ

କନକ ବ୍ୟୁରୋ : ବଙ୍ଗୋପସାଗରରେ ବାତ୍ୟା ନେଇ ବଢିଲା ସମ୍ଭାବନା ! ୬ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ ୭ତାରିଖରେ ଲଘୁଚାପ ସୃଷ୍ଟି ହୋଇପାରେ । ୮ରେ ନେଇପାରେ ଅବପାତର ରୂପ । କ୍ରମେ ଏହା ଉତ୍ତର ଦିଗକୁ ଗତି କରିବାର ସମ୍ଭାବନା ରହିଛି ।…
Read More...

ମଣିପୁର ହିଂସା ପରେ ସେନାର ଫ୍ଲାଗମାର୍ଚ୍ଚ । ୮ ଜିଲ୍ଲାରେ କର୍ଫ୍ୟୁ, ମୋବାଇଲ ଇଣ୍ଟରନେଟ୍ ବନ୍ଦ

କନକ ବ୍ୟୁରୋ : ଅନୁସୂଚିତ ଜନଜାତି ଲୋକଙ୍କ ଆବେଦନ ଓ କୋର୍ଟଙ୍କ ଆଦେଶକୁ ନେଇ ଆଦିବାସୀ ସମୁହ ବିରୋଧ ପ୍ରଦର୍ଶନ ଓ ଏହାକୁ ନେଇ ହିଂସା ପରେ ସେନା ହିଂସା ପ୍ରଭାବିତ ଅଞ୍ଚଳରେ ଫ୍ଲାଗମାର୍ଚ୍ଚ କରିଛି । ଇମ୍ଫାଲରେ ହିଂସା ପରେ ଗତ ରାତିରେ ମଣିପୁରର ୮ ଜିଲ୍ଲାରେ କର୍ଫ୍ୟୁ ଲଗାଯାଇଛି । ମଣିପୁର…
Read More...