Browsing Category

ନ୍ୟୁଜ୍

ପ୍ରକାଶ ପାଇଲା ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ : ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ ହାର ଅଧିକ

କନକ ବ୍ୟୁରୋ : ପ୍ରକାଶ ପାଇଲା ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ । ବିଜ୍ଞାନରେ ପାସ ହାର ୮୪.୯୩ ପ୍ରତିଶତ । ୭୭ହଜାର ୪୬୮ ରେଗୁଲାର ପରୀକ୍ଷାର୍ଥୀ ପାସ କରିଛନ୍ତି । ୧୪୭୦ ଏକ ରେଗୁଲାର ପରୀକ୍ଷାର୍ଥୀ ପାସ କରିଛନ୍ତି । ତେବେ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ ହାର ଅଧିକ ରହିଛି ।…
Read More...

ଆମେରିକା ମାଟିରୁ ମୋଦୀଙ୍କୁ ରାହୁଲଙ୍କ ଟାର୍ଗେଟ୍ : କହିଲେ, ସବୁ ଜାଣିଛନ୍ତି ପ୍ରଧାନମନ୍ତ୍ରୀ, ଭଗବାନଙ୍କୁ ବି…

କନକ ବ୍ୟୁରୋ : ତିନି ଦିନିଆ ଆମେରିକା ଗସ୍ତରେ କଂଗ୍ରେସ ନେତା ରାହୁଲ । ସାନ୍ ଫ୍ରାନ୍ସିସ୍କୋରେ ଭାରତୀୟ ସମୁଦାୟଙ୍କୁ ସମ୍ବୋଧନ କରି ରାହୁଲ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା ସମାଲୋଚନା କରିଛନ୍ତି । କହିଛନ୍ତି, ଭାରତରେ କିଛି ଏମିତି ଲୋକ ଅଛନ୍ତି, ଯେଉଁମାନେ ଭାବନ୍ତି ସେ ସବୁକିଛି…
Read More...

ଶ୍ରୀମନ୍ଦିରରେ ରୁକ୍ମିଣୀ ହରଣ ନୀତି : ସ୍ୱତନ୍ତ୍ର ନୀତି ପାଇଁ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

କନକ ବ୍ୟୁରୋ : ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ରୁକ୍କିଣୀଙ୍କୁ ବିବାହ କରିବେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ । ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଚୂଡାନ୍ତ ହୋଇଛି । ଫଳରେ ଅପରାହ୍ମ ୧ଟାରୁ ୫ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଦର୍ଶନ ସର୍ବସାଧାରଣଙ୍କ…
Read More...

ରାଜଧାନୀରେ ଲୁଟପାଟ୍ : ଲକ୍ଷ୍ମୀସାଗର ଥାନା ସନ୍ତୋଷୀ ବିହାରରେ ଦୁଇଟି ଘରୁ ଚୋରି; ସିସିଟିଭିରେ କଏଦ ଚୋରିର ଚିତ୍ର

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରେ ଲୁଟପାଟ୍ । ଲକ୍ଷ୍ମୀସାଗର ଥାନା ସନ୍ତୋଷୀ ବିହାରରେ ଦୁଇଟି ଘରୁ ହୋଇଛି ଚୋରି । ଘରେ କେହି ନଥିବା ବେଳେ ବିଳମ୍ବିତ ରାତିରେ ମିହିର ସାମଲଙ୍କ ଘରୁ ଏହି ଚୋରି ହୋଇଛି । ଦୁର୍ବୃତ୍ତ ଝରକା ଭାଙ୍ଗି ମିହିରଙ୍କ ଘରେ ପଶିଥିଲେ । ଘରୁ ପ୍ରାୟ ୨୫୦ ଗ୍ରାମର…
Read More...

ନବମ ଏବଂ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମିିଳିବ ମାଗଣା ୟୁନିଫର୍ମ : ମୁଖ୍ୟମନ୍ତ୍ରୀ ଶିକ୍ଷକ ପରିଧାନ ଯୋଜନାରେ ଦିଆଯିବ

କନକ ବ୍ୟୁରୋ : ଏଣିକି ନବମ ଏବଂ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଦିଆଯିବ ୟୁନିଫର୍ମ । ଚଳିତ ଶିକ୍ଷା ବର୍ଷରୁ ମୁଖ୍ୟମନ୍ତ୍ରୀ ଶିକ୍ଷକ ପରିଧାନ ଯୋଜନାରେ ମାଗଣା ୟୁନିଫର୍ମ ପ୍ରଦାନ କରାଯିବ । ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ଏହି ଯୋଜନାରେ…
Read More...

ଆଇପିଏଲ୍ ଫାଇନାଲରେ ଧୋନୀଙ୍କ ଷ୍ଟମ୍ପିଂକୁ ନେଇ ଚର୍ଚ୍ଚା : ‘ନଜର ହଟିଲା, ଦୁର୍ଘଟଣା ଘଟିଲା’ ନେଇ ସଚେତନତାମୂଳକ ଟ୍ୱିଟ୍

କନକ ବ୍ୟୁରୋ : ରାସ୍ତାରେ ବାରମ୍ବାର ଘଟୁଛି ଦୁର୍ଘଟଣା ଆଉ ଅକାରଣରେ ଚାଲିଯାଉଛି ମୂଲ୍ୟବାନ ଜୀବନ । ବେପରୁଆ ଗାଡି ଚାଳନା ହିଁ ଦୁର୍ଘଟଣା ପାଇଁ ମୁଖ୍ୟତଃ ଦାୟୀ । ଯେତେ ସଚେତନ କରାଗଲେ ମଧ୍ୟ ଲୋକମାନଙ୍କର ଖାମଖିଆଲ ମନୋଭାବ ଯୋଗୁଁ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି । ସାମାନ୍ୟ…
Read More...

ମହାନଦୀ ପାଣିକୁ ନେଇ ଛତିଶଗଡ଼ର ସାଂଘାତିକ ଖେଳ : ଟ୍ରିବ୍ୟୁନାଲଙ୍କ ଗସ୍ତ ପରେ ବନ୍ଦ କରିଦେଲା ଗେଟ୍

କନକ ବ୍ୟୁରୋ : ମହାନଦୀ ପାଣିକୁ ନେଇ ଛତିଶଗଡ଼ର ସାଂଘାତିକ ଖେଳ । ଟ୍ରିବ୍ୟୁନାଲ ଯିବା ପରେ ବନ୍ଦ କରିଦେଲା କଲମା ଗେଟ୍ । ଟ୍ରିବ୍ୟୁନାଲ ଟିମକୁ ଭୁଆଁ ବୁଲାଇବା ପାଇଁ କଲମା ବ୍ୟାରେଜର ଏକକାଳୀନ ୧୭ଟି ପର୍ଯ୍ୟନ୍ତ ଗେଟକୁ ଖୋଲି ଦେଇଥିଲା ଛତିଶଗଡ଼ । ଏବେ ଟିମର ଗସ୍ତ ଶେଷ ହେବା ପରେ ମାତ୍ର ୨ଟି…
Read More...

ଆଉ ମୂଲ ଲାଗିବେନି ମେଧାବୀ ଛାତ୍ରୀ କର୍ମା ମୁଦୁଲି : କନକ ନ୍ୟୁଜରେ ଖବର ପ୍ରସାରଣ ପରେ ପହଞ୍ଚିଲା ପ୍ରଶାସନ;…

କନକ ବ୍ୟୁରୋ : ଆଉ ମୂଲ ଲାଗିବେନି ବଣ୍ଡା ମେଧାବୀ ଛାତ୍ରୀ କର୍ମା ମୁଦୁଲି । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ପହଞ୍ଚିଲା ମାଲକାନଗିରି ଜିଲ୍ଲା ପ୍ରଶାସନ । ଜିଲ୍ଲା ମଙ୍ଗଳଳ ଅଧିକାରୀ ପ୍ରଫୁଲ୍ଲ କୁମାର ଭୁଜବଳ ଓ ଖଇରପୁଟ ବ୍ଲକ ସମ୍ପ୍ରସାରଣ ଅଧିକାରୀ କର୍ମା ରହୁଥିବା ଠିକା କ୍ୟାମ୍ପରେ…
Read More...

ମଣିପୁରରେ ଶାନ୍ତି ଫେରାଇ ଆଣିବାକୁ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉଦ୍ୟମ : ୨ଟି ସ୍ଥାନରେ ୯ଟି ଶାନ୍ତି କମିଟି ସହ ଘନଘନ…

କନକ ବ୍ୟୁରୋ : ମଣିପୁରରେ ଶାନ୍ତି ଫେରାଇ ଆଣିବାକୁ ଗୃହ ମନ୍ତ୍ରୀ ଅମିତ୍ ଶାହଙ୍କ ଉଦ୍ୟମ । ଚାରିଦିନିଆ ମଣିପୁର ଗସ୍ତରେ ଥିବା ଅମିତ୍ ଶାହ ଲଗାତର ଉଚ୍ଚସ୍ତରୀୟ ବୈଠକ କରୁଛନ୍ତି । ରାଜଧାନୀ ଇମ୍ଫାଲରେ ମୁଖ୍ୟମନ୍ତ୍ରୀ ବିରେନ ସିଂ, ମନ୍ତ୍ରୀ ଓ ଅଧିକାରୀଙ୍କ ସହ ବୈଠକ କରିଥିଲେ ଗୃହମନ୍ତ୍ରୀ ।…
Read More...

ଆଜି ପବିତ୍ର ରୁକ୍ମିଣୀ ହରଣ ଏକାଦଶୀ : ଶ୍ରୀମନ୍ଦିରରେ ରୁକ୍ମିଣୀଙ୍କୁ ବିବାହ କରିବେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା…

କନକ ବ୍ୟୁରୋ : ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରୁକ୍କିଣୀ ହରଣ ଏକାଦଶୀ ନୀତି । ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ରୁକ୍କିଣୀଙ୍କୁ ବିବାହ କରିବେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ । ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଚୂଡାନ୍ତ ହୋଇଛି । ଫଳରେ ଅପରାହ୍ମ ୧ଟାରୁ ୫ଟା…
Read More...