Browsing Category

ନ୍ୟୁଜ୍

ଖାଦ୍ୟ ସଂରକ୍ଷଣ ଯୋଜନାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ, ଏବେ ପ୍ରତି ବ୍ଲକରେ ନିର୍ମାଣ ହେବ ଗୋଦାମ

କନକ ବ୍ୟୁରୋ : ମେ’୩୧ ତାରିଖରେ ବସିଥିବା କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୈଠକରେ ଖାଦ୍ୟ ସଂରକ୍ଷଣ ଯୋଜନାକୁ ମଞ୍ଜୁରୀ ମିଳିଛି । ଏହି ଯୋଜନାରେ କେନ୍ଦ୍ର ସରକାର ୧ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯାଉଛନ୍ତି । ଏନେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି କି କ୍ୟାବିନେଟ ବୈଠକରେ ବିଶ୍ୱର…
Read More...

ଆସନ୍ତା ଶିକ୍ଷାବର୍ଷରୁ ବିଦ୍ୟାଳୟ ପାଠ୍ୟକ୍ରମରେ ସ୍ଥାନ ପାଇବ କ୍ରୀଡା ବିଷୟବସ୍ତୁ । ସୂଚନା ଦେଲେ କ୍ରୀଡା ମନ୍ତ୍ରୀ…

କନକ ବ୍ୟୁରୋ : ଆସନ୍ତା ଶିକ୍ଷାବର୍ଷରୁ ବିଦ୍ୟାଳୟ ପାଠ୍ୟକ୍ରମରେ ସ୍ଥାନ ପାଇବ କ୍ରୀଡା ବିଷୟବସ୍ତୁ । ପରବର୍ତ୍ତୀ ସମୟରେ ଏହାକୁ ବାଧ୍ୟତାମୂଳକ କରାଯିବ। ଏହା ଭିତରେ ପୁରୁଷ ହକି ବିଶ୍ୱକପ ଆୟୋଜନ କରି ହକିର ହବ ପାଲଟିଛି ଓଡ଼ିଶା । କ୍ରୀଡା ପାଇଁ ୧୨୧୭ କୋଟି ଟଙ୍କାର ବଜେଟ ବ୍ୟୟ ବରାଦ ହୋଇଛି ।…
Read More...

ଅନ୍ଧବିଶ୍ୱାସ ନା ଅଲୌକିକତା: ଦେବୀ ବେଶରେ ସଜେଇ ହୋଇ କାରରେ ଆସିଲେ ମହିଳା

କନକ ବ୍ୟୁରୋ: ଅନ୍ଧବିଶ୍ୱାସ ନା ଅଲୌକିକତା । ରାଜଧାନୀରେ ଦେଖିବାକୁ ମିଳିଛି ଅଜବ ଦୃଶ୍ୟ । ଭୁବନେଶ୍ୱର ମୈତ୍ରୀ ବିହାରରେ ମାନବରୂପୀ ଦେବୀଙ୍କୁ ନେଇ ଚର୍ଚ୍ଚା ହେଉଛି । ନୂଆ ଶାଢୀ, ମୁଣ୍ଡରେ ଓଢଣୀ ଆଉ ମୁକଟ ପିନ୍ଧୀ ଦେବୀ ବେଶରେ ସଜେଇ ହୋଇ ଆସିଲେ ମହିଳା । ଆଉ ସେଠାରେ ଉପସ୍ଥିତ ଲୋକେ ମାଆ…
Read More...

ପୁଣି ଆକାଶରେ ଉଡିବ ଧ୍ରୁବ ବିମାନ, ତିନିଟି ଦୁର୍ଘଟଣା ପରେ ଉଡାଣ ଉପରେ ଲାଗିଥିଲା କଟକଣା।

କନକ ବ୍ୟୁରୋ: ସ୍ୱଦେଶୀ ଆଡଭାନ୍ସ ଲାଇଟ୍ ହେଲିକପ୍ଟର ଧ୍ରୁବ ପୁଣିଥରେ ନିଜର ଉଡାଣ ଭରିବ । ବିଶେଷ ମିଶନରେ ଜରୁରୀକାଳୀନ ସ୍ଥିତିରେ ଏହି ହେଲିକପ୍ଟରର ବ୍ୟବହାର ପାଇଁ ଅନୁମତି ପ୍ରଦାନ କରାଯାଇଛି । ଗୋଟିଏ ମାସରେ ପୂର୍ବରୁ ସେନା ଏହାର ଉଡାଣ ଉପରେ ପ୍ରତିବନ୍ଧକ ଲଗାଇଦେଇଥିଲା । ତିନିଟି ସ୍ଥାନରେ…
Read More...

ବ୍ରିଜଭୂଷଣଙ୍କୁ ଗିରଫ କରିବା ଦାବି ଉପରେ ଦିଲ୍ଲୀ ପୋଲିସର ବୟାନ । କହିଲେ, ଗିରଫ କରିବା ପାଇଁ ଆମ ପାଖରେ ନାହିଁ…

କନକ ବ୍ୟୁରୋ : ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ଗିରଫକୁ ନେଇ ଦିଲ୍ଲୀ ପୋଲିସ ସୂତ୍ରରୁ ବଡ ସୂଚନା ମିଳିଛି । ନ୍ୟୁଜ୍ ଏଜେନ୍ସି ଏଏନଆଇକୁ ଦିଲ୍ଲୀ ପୋଲିସ ସୂତ୍ର କହିଛି କି, ‘ଏପର୍ଯ୍ୟନ୍ତ ଆମକୁ ବ୍ରିଜଭୂଷଣଙ୍କୁ ଗିରଫ କରିବାକୁ ପର୍ଯ୍ୟାପ୍ତ ପ୍ରମାଣ ମିଳିନାହିଁ’ ।…
Read More...

ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ : ୨ ଘଣ୍ଟା ପରେ ୱେବସାଇଟରେ ହେଲା ଉପଲବ୍ଧ; ମିଠା ଖାଇ ଖୁସି ମନାଇଲେ…

କନକ ବ୍ୟୁରୋ : ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇବାର ୨ ଘଣ୍ଟା ପରେ ୱେବସାଇଟରେ ହେଲା ଉପଲବ୍ଧ । ଦିନ ୧ଟାରୁ ସାମ୍ସ ଇ-ପୋର୍ଟାଲରୁ ମାର୍କ ଦେଖିଲେ ଛାତ୍ରଛାତ୍ରୀ । ମିଠା ଖାଇ ଖୁସି ମନାଇଲେ ମେଧାବୀ ପିଲା । ତେବେ ସର୍ଭର ଡାଉନ୍ ଯୋଗୁଁ ଖୋଲୁନଥିଲା ୱେବସାଇଟ । ସେପଟେ, ଯୁକ୍ତ ୨ ପରୀକ୍ଷାରେ…
Read More...

ଡ୍ରେନରେ ପଡି ଛାତ୍ରୀ ମୃତ୍ୟୁ ଘଟଣା : ମେୟର ଓ କମିଶନରଙ୍କୁ ଘେରି ଉତ୍ତର ମାଗିଲେ କଂଗ୍ରେସ କର୍ମୀ

କନକ ବ୍ୟୁରୋ : ଡ୍ରେନରେ ପଡି ଛାତ୍ରୀ ମୃତ୍ୟୁ ଘଟଣାରେ କଟକ ମେୟରଙ୍କୁ ଘେରିଲେ କଂଗ୍ରେସ କର୍ମୀ । ପ୍ରବଳ ହୋହଲ୍ଲା ଓ ଯୁକ୍ତିତର୍କ ଭିତରେ କଟକ ମେୟର ସୁବାଷ ସିଂହ ଓ କମିଶନରଙ୍କୁ ଘେରି ଉତ୍ତର ମାଗିଲେ କଂଗ୍ରେସର ମହିଳା ନେତ୍ରୀ । ଗତକାଲି ବକ୍ସ ଡ୍ରେନରେ ପଡି ଗମାଡିଆର ନାବାଳିକା ମୃତ୍ୟୁ…
Read More...

ପ୍ରଦୀପ ମାଝୀଙ୍କୁ ଟାର୍ଗେଟ କଲେ ପୂବତନ ସାଂସଦ ବଳଭଦ୍ର ମାଝୀ : ୩୦ ବର୍ଷ ହେଲା ଝରିଗାଁ ବ୍ଲକର ବିକାଶ ହୋଇନଥିବା…

କନକ ବ୍ୟୁରୋ :  ପ୍ରଦୀପ ମାଝୀଙ୍କୁ ଟାର୍ଗେଟ କଲେ ପୂବତନ ସାଂସଦ ବଳଭଦ୍ର ମାଝୀ । ବିକାଶ ସମ୍ପର୍କରେ ଏସଡିଏସ ଉପଦେଷ୍ଟା ଦେଇଥିବା ଉଦବୋଧନକୁ ନେଇ ବର୍ଷିଛନ୍ତି ସାଂସଦ । ଝରିଗାଁରେ ଆୟୋଜିତ ଏକ ସଭାରେ ଝରିଗାଁ ବ୍ଲକର ବିକାଶ ନେଇ କିଛି ମନ୍ତବ୍ୟ ଦେଇଥିଲେ ପ୍ରଦୀପ ମାଝୀ । ୩୦ ବର୍ଷ ହେଲା…
Read More...

ମୋଦୀଙ୍କୁ ହରାଇବା ପାଇଁ ନୀତୀଶଙ୍କ ନୂଆ ଫର୍ମୁଲା : ୨୦୨୪ରେ ଏକାଠି ହେବା ପାଇଁ ବିରୋଧୀଙ୍କୁ ଆହ୍ୱାନ; ନିଜନିଜ ଭିତରେ…

କନକ ବ୍ୟୁରୋ : ୨୦୨୪ ସାଧାରଣ ନିର୍ବାଚନରେ ମୋଦୀଙ୍କୁ କ୍ଷମତାଚ୍ୟୁତ କରିବାକୁ ନୀତୀଶଙ୍କ ଫର୍ମୁଲା । ମୋଦୀ ବିରୋଧୀଙ୍କୁ ଏକାଠି କରିବା ପାଇଁ ଜୋରଦାର ଉଦ୍ୟମ ଚଳାଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ । ହେଲେ ବିଭିନ୍ନ ରାଜନୈତିକ ଦଳରେ ବିଚାରଗତ ବିଭେଦ ଥିବରୁ ସମସ୍ତେ ଏକାଠି…
Read More...

ବାଲିଗୁଡା ବଡ଼ଗାଁ ଖଡଗ ନଦୀ କୂଳରେ ବାଘ ଆତଙ୍କ : ବିଭିନ୍ନ ସ୍ଥାନରେ ଲାଗିଲା ୬ଟ୍ରାପ କ୍ୟାମେରା; ଗୁଜବ ଉପରେ ବିଶ୍ୱାସ…

କନକ ବ୍ୟୁରୋ : ବାଘ ଉପରେ ନଜର ରଖିବ ଟ୍ରାପ କ୍ୟାମେରା । ବଡ଼ଗାଁ ଖଡ଼ଗ ନଦୀ କୂଳରେ ବାଘ ଆତଙ୍କ ପରେ ଟ୍ରାପ୍ କ୍ୟାମେରା ଲଗାଇବାକୁ ନିଷ୍ପତି ନେଇଛି ବନବିଭାଗ । ସୂଚନା ଅନୁସାରେ, ଖଡଗ ନଦୀ ପମ୍ପ ହାଉସ ପାଖରେ ବାଘ ବୁଲୁଥିବା ନେଇ ଗୁଜବ ସୃଷ୍ଟି ହୋଇଥିଲା । ଖବର ପାଇ ବନ ବିଭାଗ ଘଟଣା ସ୍ଥଳରେ…
Read More...