Browsing Category

ନ୍ୟୁଜ୍

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ଖବର : ଆସନ୍ତାକାଲି ସପ୍ତମ ବେତନ କମିଶନର ସୁପାରିଶକୁ ଗ୍ରହଣ କରିପାରେ କେନ୍ଦ୍ର…

କନକ ବ୍ୟୁରୋ : ଖୁବଶୀଘ୍ର କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପକେଟ୍ ଗରମ ହେବାକୁ ଯାଉଛି । ମାଲାମାଲ ହେବାକୁ ଯାଉଛନ୍ତି କର୍ମଚାରୀ । ଏଣିକି କର୍ମଚାରୀଙ୍କ ମାସିକ ଦରମା ଆଖିଦୃଶିଆ ବୃଦ୍ଧି ହେବାକୁ ଯାଉଛି । ଯାହା କର୍ମଚାରୀଙ୍କ ପାଇଁ ଖୁସି ଖବର ନେଇ ଆସିଛି । ଅର୍ଥାତ କେନ୍ଦ୍ର ସରକାରୀ…
Read More...

ରଥ ଉପରେ ଶ୍ରୀଜିଉଙ୍କୁ ସ୍ପର୍ଶ ଓ ଦର୍ଶନ ପ୍ରସଙ୍ଗ : ଜବାବ ରଖିବାକୁ ଶଙ୍କରାଚାର୍ଯ୍ୟଙ୍କୁ ହାଇକୋର୍ଟଙ୍କ ନୋଟିସ

କନକ ବ୍ୟୁରୋ : ରଥ ଉପରେ ଚଢି ଶ୍ରୀଜିଉଙ୍କୁ ଦର୍ଶନ ପ୍ରସଙ୍ଗରେ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟଙ୍କୁ ଜବାବ ରଖିବାକୁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି । ୨୦୧୫ ରଥଯାତ୍ରା ପୂର୍ବରୁ ଶ୍ରୀଜିଉଙ୍କୁ ସ୍ପର୍ଶ କରିବା ଉଚିତ କି ଅନୁଚିତ ବୋଲି ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ…
Read More...

କାଷ୍ଟିଂ କାଉଚ୍ ଅଭିଯୋଗ ପ୍ରସଙ୍ଗ : ୧୬୪ ଧାରାରେ ଶର୍ମିଷ୍ଠାଙ୍କ ବୟାନ ରେକର୍ଡ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ୧୬୪ ଧାରାରେ ଶର୍ମିଷ୍ଠାଙ୍କ ବୟାନ ଭୁବେନଶ୍ୱର କୋର୍ଟରେ ରେକର୍ଡ ହୋଇଛି । ୬ ଜଣ ନିର୍ଦେଶକ ଓ ପ୍ରଯୋଜକଙ୍କ ବିରୋଧରେ ଆଣିଛନ୍ତି କାଷ୍ଟିଂ କାଉଚ ଅଭିଯୋଗ । ଏପଟେ ଅଭିନେତ୍ରୀ ଶର୍ମିଷ୍ଠାଙ୍କ ଅଭିଯୋଗ କୁ ଭିତ୍ତିହୀନ ବୋଲି କହିଥିଲେ ପ୍ରଯୋଜିକା ବିନି ସାମଲ…
Read More...

ରାଉରକେଲାରୁ ସେକ୍ସ ରାକେଟ ଠାବ : ୨ ଦେହଜୀବୀଙ୍କ ସହ ୨ ଜଣ ଦଲାଲ ଗିରଫ

ରାଉରକେଲା ବ୍ୟୁରୋ, କନକ ନ୍ୟୁଜ୍ : ରାଉରକେଲାରୁ ସେକ୍ସ ରାକେଟ ଠାବ କରାଯାଇଛି । ପ୍ଲାଂଟ ସାଇଡ୍ ଥାନା ଅଂଚଳରୁ ୨ ଦେହଜୀବୀଙ୍କୁ ଉଦ୍ଧାର କରିବା ସହ ୨ ଜଣ ଦଲାଲଙ୍କୁ ଗିରଫ କରିଛି ପୁଲିସ । ଗୋଟିଏ ରାକେଟ ସହ ଏମାନେ ରାଉରକେଲାରେ ଅନୈତିକ କାର୍ଯ୍ୟକଳାପ ଜାରି ରଖିଥିବା ଅଭିଯୋଗ ହୋଇଛି । ଏହି…
Read More...

ନାବାଳିକାଙ୍କୁ ଯୌନ ନିର୍ଯାତନା ନେଇ ଥାନାରେ ମାମଲା ରୁଜୁ ହେବା ପରେ ଫେରାର ସମ୍ଭୋଗ ସମ୍ରାଟ ପପୁ ପମପମ୍

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : କୁଆଡେ ଗଲେ ପପୁ ପମପମ୍ । ନାବାଳିକାଙ୍କୁ ଯୌନ ନିର୍ଯାତନା ନେଇ ଥାନାରେ ମାମଲା ରୁଜୁ ହେବା ପରେ ପପୁଙ୍କ ଉପରେ ଘନଉଛି ବିପଦ । ଲାଗିଛି ବହୁ ସଂଗୀନ ଦଫା । ଯେକୌଣସି ସମୟରେ ସେ ଗିରଫ ହେବା ନେଇ ଚର୍ଚ୍ଚା ହେଉଛି । ହେଲେ ପୋଲିସ କମିଶନର କହିଛନ୍ତି,…
Read More...

୧୨ ଘଂଟା ମଧ୍ୟରେ ପପୁଙ୍କ ଗିରଫ ଦାବି କଲା ବିଜେପି ମହିଳା ମୋର୍ଚ୍ଚା

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଫସିଲେ ପପୁ । ବଢିଲା ହାସ୍ୟଅଭିନେତା ପପୁ ପମପମଙ୍କ ପାଇଁ ଅଡୁଆ । ମହିଳାଥାନାରେ ପପୁଙ୍କ ନାଁରେ ଅଭିଯୋଗ ଆଣିଲା ବିଜେପି ମହିଳା ମୋର୍ଚ୍ଚା । ୧୨ ଘଂଟା ମଧ୍ୟରେ ପପୁଙ୍କ ଗିରଫ ଦାବି ହୋଇଛି । ଗିରଫ ନହେଲେ ରାଜ୍ୟବ୍ୟାପୀ ବିଜେପି ମହିଳା ମୋର୍ଚ୍ଚା ବିକ୍ଷୋଭ…
Read More...

ବରଗଡର ରୋଷ ପୁରୀରେ ପ୍ରତିଫଳନ : ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ବିଜେପି କର୍ମୀଙ୍କ କଳାପତାକା ପ୍ରଦର୍ଶନ

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ବରଗଡର ରୋଷ ପୁରୀରେ ପ୍ରତିଫଳନ । ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତକୁ ଜୋରଦାର ବିରୋଧ । ରଥଯାତ୍ରା ସମନ୍ୱୟ କମିଟି ବୈଠକରେ ଯୋଗଦେବା ଲାଗି ନବୀନ ପଟ୍ଟନାୟକ ପୁରୀ ଗଲାବେଳେ ଆଜି ଜୋରଦାର ପ୍ରତିବାଦ କରିଛି ବିଜେପି । ପୂର୍ବ ନିଷ୍ପତିକ୍ରମେ ଶତାଧିକ ବିଜେପି କର୍ମୀ…
Read More...

ଓସ୍କାର ଚିଟଫଣ୍ଡ ଠକେଇ ମାମଲା : ଆଜି ସ୍ୱତନ୍ତ୍ର ଚିଟଫଣ୍ଡ କୋର୍ଟରେ ହାଜର ହେଲେ ସଂସ୍ଥା ମୁଖ୍ୟ ପ୍ରଭାସ ରାଉତ

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ଓସ୍କାର ଚିଟଫଣ୍ଡ ଠକେଇ ମାମଲା । ଆଜି ସ୍ୱତନ୍ତ୍ର ଚିଟଫଣ୍ଡ କୋର୍ଟରେ ହାଜର ହୋଇଛନ୍ତି ସଂସ୍ଥା ମୁଖ୍ୟ ପ୍ରଭାସ ରାଉତ । ପ୍ରଭାସଙ୍କ ସହ ଅନ୍ୟ ୪ ସହଯୋଗୀ ମଧ୍ୟ ହାଜିର ହୋଇଛନ୍ତି । ଜୁଲାଇ ୧୧ରେ ପରବର୍ତି ହାଜିରା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
Read More...

ମହିଳା ଥାନାରେ ପପୁଙ୍କ ନାଁରେ ପୁଣି ଅଭିଯୋଗ : ୧୨ ଘଂଟା ମଧ୍ୟରେ ଗିରଫ ଦାବି

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ମହିଳା ଥାନାରେ ପପୁଙ୍କ ନାଁରେ ପୁଣି ଅଭିଯୋଗ । ଅଭିଯୋଗ ଆଣିଲା ବିଜେପି ମହିଳା ମୋର୍ଚ୍ଚା । ୧୨ ଘଂଟା ମଧ୍ୟରେ ଗିରଫ ଦାବି ।
Read More...

ପୁଣି ପୁରୀ ମାଳତୀପାଟପୁର ବସଷ୍ଟାଣ୍ଡରୁ ଖସିଲା ସିଲିଂ : ଅଳ୍ପକେ ବର୍ତିଲେ ପର୍ଯ୍ୟଟକ

ପୁରୀ ବ୍ୟୁରୋ , କନକ ନ୍ୟୁଜ୍ : ପୁଣି ପୁରୀ ମାଳତୀପାଟପୁର ବସଷ୍ଟାଣ୍ଡରୁ ଖସିଲା ସିଲିଙ୍ଗ । ଅଳ୍ପକେ ବର୍ତିଲେ ପର୍ଯ୍ୟଟକ । ଗତମାସରେ ଏଠାରୁ ୪ଖଣ୍ଡ ସିଲିଂ ଖସିପଡିଥିଲା । ଗୋଟିଏ ବର୍ଷରେ ୮୦ କୋଟିର ପ୍ରକଳ୍ପର ହାଲ, ବେହାଲ । ନବକଳେବରକୁ ଦୃଷ୍ଟିରେ ରଖି ନିର୍ମାଣ ହୋଇଥିଲା ପୁରୀ…
Read More...